Browsing Category

ଆଞ୍ଚଳିକ

ମାଲକାନଗିରି ରେ ଅଭାବୀ ୟୁରିୟା ପାଇଁ ରାସ୍ତାରୋକ କଲା ନବ ନିର୍ମାଣ କୃଷକ ସଙ୍ଗଠନ

ମାଲକାନଗିରି : ଜିଲ୍ଲାରେ ଚାଷି ମାନେ ୟୁରିୟା ସାର ଠିକ୍ ଭାବେ ପାଉନଥିବା ବେଳେ ବ୍ୟାପକ ସଲ ନଷ୍ଟ ହେବାରେ ଲାଗିଛି । ଯାହାକୁ ବିରୋଧ କରି ଆଜି ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ମାଲକାନଗିରି ଜିଲ୍ଲାରେ ଆନ୍ଦୋଳନ କରୁଛନ୍ତି । ଆଜି ସାରର ଅଭାବି ବିକ୍ରିକୁ ନେଇ ଶିଖପାଲି ଛକ ଠାରେ 326…

ବାଲିମେଳା ବନାଞ୍ଚଳ ପକ୍ଷରୁ ୮ ଖଣ୍ଡ ଟେକ ଦଣ୍ଡା ଜବତ, ଅଟୋ ସମେତ ଜଣେ ଗିରଫ

ମାଲକାନଗିରି : ମାଲକାନଗିରି ଜିଲ୍ଲା ବାଲିମେଳା ବନାଞ୍ଚଳ ବେଆଇନ କାଠ ଦଣ୍ଡା ଚାଲାଣ କୁ ରୋକିବାରେ ସକ୍ଷମ ହୋଇଛି। ମିଳିଥିବା ସୂଚନାନୁଯାୟୀ ବାଲିମେଳା ବନାଞ୍ଚଳ ରେଞ୍ଜର ଲିସ୍ମିତା କଂହର ବିଶେଷ ସୁତରୁ ଖବର ପାଇ ଏକ ଟିମ ନେଇ ରବିବାର ସନ୍ଧ୍ୟା ସମୟରେ ବାଲିମେଳା ଛକ ନିକଟରେ ଜଗି ରହିଥିଲେ।…

ସୁରକ୍ଷିତ ଭାବରେ ପୂଜା ଓ ଉତ୍ସବ ପାଳନ କରିବାପାଇଁ ଟିପିଏସ୍ଓଡିଏଲ୍ ଜାରି କରିଲା ସୁରକ୍ଷା ପରାମର୍ଶ

ବ୍ରହ୍ମପୁର : ପାର୍ବଣ ଋତୁ ଆରମ୍ଭ ହେବାକୁ ଯାଉଥିବା ବେଳେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏସ୍ଓଡିଏଲ୍) ଦକ୍ଷିଣ ଓଡ଼ିଶାର ଉପଭୋକ୍ତା ଓ ଜନସାଧାରଣଙ୍କୁ ସୁରକ୍ଷିତ ଓ ଦାୟିତ୍ୱପୂର୍ଣ୍ଣ ହିସାବରେ ପୂଜା, ପର୍ବପର୍ବାଣୀ ତଥା ଉତ୍ସବ ପାଳନ କରିବାକୁ ଅନୁରୋଧ କରିଛି।…

ବାଲିଗୁଡାର ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀଙ୍କ ଦେହାନ୍ତ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟମନ୍ତ୍ରୀ…

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ (୫୩)ଙ୍କର ରବିବାର ରାତିରେ ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି । କିଡ୍‌ନିଜନିତ ରୋଗରେ ପୀଡ଼ିତ ହୋଇ ସେ ଗତକିଛି ଦିନ ହେଲା ଚିକିତ୍ସାଧୀନ ଥିଲେ। କନ୍ଧମାଳ…

କୋରାପୁଟ ଏସ୍ ପିଙ୍କ ସାମ୍ୱାଦିକ ସମ୍ମିଳନୀ : ଜେଲ୍ ଫେରନ୍ତା ଉପରେ ପୋଲିସ୍ ର କଡ଼ା ନଜର

କୋରାପୁଟ : କୋରାପୁଟ ଜିଲ୍ଲାରେ ଅପରାଧୀ ମାନଙ୍କ ଉପରେ ରହିଛି ପୋଲିସର କଡ଼ା ନଜର। ରବିବାର ଦିନ କୋରାପୁଟ ଏସ୍ ପି ରୋହିତ ବର୍ମା ଜୟପୁର ଟାଉନ୍ ଥାନାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଜିଲ୍ଲାରେ ଘଟାଉଥିବା ଅପରାଧୀ ମାନଙ୍କୁ ବଡ ସଙ୍କେତ ଦେଇଛନ୍ତି। ଜିଲ୍ଲାରେ ଅପରାଧ ମୁକ୍ତ କରିବା ପାଇଁ…

ରାଜ୍ୟ ସାମ୍ବାଦିକ ସଂଘ ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ଆଲୋଚନା ଚକ୍ର

ବ୍ରହ୍ମପୁର : ରାଜ୍ୟ ସାମ୍ବାଦିକ ସଂଘ୍ ଏସୟୁଜେ ପକ୍ଷରୁ ବନ୍ଧୁ ମିଳନ ଓ ଆଲୋଚନା ଚକ୍ର।ବ୍ରହ୍ମପୁର ସ୍ଵତନ୍ତ୍ର ସର୍କିଟ ହାଉସ ଠାରେ ଆଜି ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ଜିଲ୍ଲା ସଭାପତି ବିଶ୍ଵନାଥ ମାରଣା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ…

ବ୍ଲକ୍ ସ୍ତରୀୟ ସଂସ୍କୃତ ଶିକ୍ଷକସଂଘ ପକ୍ଷରୁ ସଂସ୍କୃତ ଦିବସ ସମାରୋହ ପାଳିତ

ବାଲିଗୁଡା, ତା, ୨୪/୦୮ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ଅନ୍ତର୍ଗତ ବାରଖମା ସରକାରୀ ଉଚ୍ଚ ବିଦ୍ୟାଳୟରେ ବ୍ଲକ୍ ସ୍ତରୀୟ ସଂସ୍କୃତ ଶିକ୍ଷକ ସଂଘ ପକ୍ଷରୁ ସଂସ୍କୃତ ଦିବସ ସମାରୋହ-୨୦୨୫ ଆନନ୍ଦ ଉଲ୍ଲାସର ସହ ପାଳନ ହୋଇଯାଇଛି । ଏହି ଅବସରରେ ସମ୍ମାନୀତ ଅତିଥି ଭାବେ ବାରଖମା ଉଚ୍ଚ…

ଆସିକା ପୋଲିସ ଦ୍ୱାରା ଜୁଆ ଆଡ୍ଡା ଉପରେ ଚଢ଼ାଉ ୮ ଜୁଆଡ଼ି ଗିରଫ ଟଙ୍କା ଜବତ….!

ବ୍ରହ୍ମପୁର : ପାର୍ବଣ ଋତୁ ପୂର୍ବରୁ ଗାଁ ରୁ ସହର ପର୍ଯ୍ୟନ୍ତ ପରମ୍ପରା କୁ ଆଳ କରି ଜୁଆ ଖେଳ ଆରମ୍ଭ ହେଲାଣି। ଆଜି ଆସିକା ପୋଲିସ ପକ୍ଷରୁ ବାଲିଛାଇ ଗ୍ରାମରେ ଏକ ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରିଥିଲେ। ୮ ଜଣ ଜୁଆଡ଼ିଙ୍କୁ ଗିରଫ କରାଯିବା ସହ ୨୦ ହଜାର ୬୦୦ ଟଙ୍କା, ମୋବାଇଲ ୪ ଟି ଓ ତାସ…

ସହରରେ ବୁଲିଲା ଦନ୍ତା ହାତୀ, ଭୟଭୀତ ଲୋକେ : ଜଙ୍ଗଲ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ପଡୁ…

ବାଲିଗୁଡା :କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ଅଞ୍ଚଳର ଜଙ୍ଗଲ ନିକଟ ବର୍ତ୍ତି ଗାଁ ଗୁଡ଼ିକରେ ଉପଦ୍ରବ କରି ୩ ମଣିଷ,୧୦ରୁ ଉର୍ଦ୍ଧ୍ୱ ଗାଈ ମାରିଥିବାବେଳେ ୨୨ ତାରିଖ ପ୍ରାୟ ରାତି ୨ଟା ହେବ ସ୍ଥାନୀୟ ଧବଳେଶ୍ୱର ମନ୍ଦିରର ନିକଟରେ କିଛି ଖାଇବା ସହ ଗଛ, ପାଚେରୀ…

ଟାଟା ପାୱାର ର ମନମାନି ଯୋଗୁଁ ଗ୍ରାହକ ହନ୍ତସନ୍ତ…..!

ବାବୁ ମାନଙ୍କ ବିନା ମର୍ଜିରେ ପତ୍ର ହଲୁନି…..!ବ୍ରହ୍ମପୁର: ଆସିକା ଅଞ୍ଚଳରେ ବିଦ୍ୟୁତ ଉପ ଭକ୍ତଙ୍କ ସାଧାରଣ ଅଭିଯୋଗ ଶୁଣିବାକୁ ବାବୁ ମାନେ ନାରାଜ। ବିଦ୍ୟୁତ ସମସ୍ୟା ରେ ସାମନ୍ୟ ତ୍ରୁଟି ଥିଲେ ଅଭିଯୋଗ କରିବାକୁ ଗଲେ ଦାୟିତ୍ୱ ରେ ଥିବା ବାବୁ ମାନେ ବିଭିନ୍ନ ଆଳ ଦେଖାଇ ଡକ୍ୟୁମେଣ୍ଟ ଭୁଲ…