Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଛୁରୀରେ ଭୁଷି ଯୁବକଙ୍କୁ ଗାଁ ମଝିରେ ହତ୍ୟା , ଆକ୍ରମଣକାରୀ ଯୁବକ ଥାନାରେ ଅଟକ
ହିଞ୍ଜିଳିକାଟୁ : ଗଞ୍ଜାମ ଜିଲ୍ଲା ହତ୍ୟାକାଣ୍ଡ ହଟସ୍ପଟ ପାଲଟିଛି। ଗତ କିଛି ଦିନ ଧରି ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ସାମାନ୍ୟ କଥାକୁ କେନ୍ଦ୍ର କରି ପ୍ରତିଦିନ ହତ୍ୟାକାଣ୍ଡ ଘଟୁଥିବା ନଜିର ରହିଛି । ଗାଁ ତ୍ରିନାଥ ମଣ୍ଡପରେ ଶୋଇଥିବା ବେଳେ ପଙ୍ଖା ବନ୍ଦ କରିବାକୁ କେନ୍ଦ୍ର କରି!-->…
ରାଏବଗାଠାରେ ବାଇକ୍-ସ୍କର୍ପିଓ ମୁହାଁମୁହିଁ ଧକ୍କା, ବାଇକ୍ ଚାଳକ ଗୁରୁତର
ସୁନ୍ଦରଗଡ : ଜିଲ୍ଲାର ରାଏବଗା ଥାନା ଅନ୍ତର୍ଗତ ନୂତନ ପେଟ୍ରୋଲ ପମ୍ପ ସମ୍ମୁଖରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍ ଓ ଏକ ସ୍କର୍ପିଓ ଗାଡ଼ି ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ୍ ଚାଳକ ଜଣକ ଗୁରୁତର ଆହତ ହୋଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଆହତ!-->!-->!-->!-->!-->…
ଦିବଙ୍ଗତ କବି ବଳରାମଙ୍କ ପ୍ରତିମୂର୍ତ୍ତି ଅନାବରଣ
କୁଡୁମୁଲୁଗୁମ୍ମା : ଖଇରପୁଟ ବ୍ଲକ କୁଡୁମୁଲୁଗୁମ୍ମା ଠାରେ ୧୧ ତାରିଖ ଦିନ ସ୍ୱର୍ଗତଃ କବି ବଳରାମ ପୂଜାରୀ ସ୍ମୃତି ସଂସଦ, କୁଡୁମୁଲୁଗୁମ୍ମା ତରଫରୁ ସ୍ଥାନୀୟ ନୋଡାଲ ଉଚ୍ଚ ବିଦ୍ୟାଳୟ ନିକଟରେ କବିଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତି ଅନାବରଣ କରାଯିବା ସହ ସ୍ମୃତିସଭା!-->…
ଓଡିଶା ରାଜସ୍ୱ ଅମଲା ସଂଘ କନ୍ଧମାଳ ଜିଲ୍ଲା ଶାଖା ତରଫରୁ ୧୦ ଦଫା ଦାବୀ ନେଇ ସମୂହ ଛୁଟି ଓ ଧାରଣା
ବାଲିଗୁଡା : ଓଡ଼ିଶା ରାଜସ୍ୱ ଅମଲା ସଂଘ କନ୍ଧମାଳ ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲାସ୍ତରୀୟ କାର୍ଯ୍ୟରତ ରାଜସ୍ୱ ଅମଲା ଙ୍କ ମୂଳ ଦରମା ଲେବୁଲ ୯ କରିବା ଦାବୀକୁ ନେଇ ସୋମବାର ଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମୂହ ଛୁଟି ଘୋଷଣା କରି ବାଲିଗୁଡା ଉପଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ସମ୍ମୁଖରେ!-->…
ନିମ୍ନମାନର ମେଟାଲରେ ଗାର୍ଡୱାଲ ,ଯନ୍ତ୍ରୀଙ୍କ ତଦନ୍ତ ପରେ ଉଠିଲା ମେଟାଲ
କାଲିମେଳା : ରାଜ୍ୟ ଓ କେନ୍ଦ୍ର ସରକାର ଲୋକଙ୍କୁ ଗମନା ଗମନ ସୁବିଧା ନିମନ୍ତେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ରାସ୍ତା ନିର୍ମାଣ କରୁଛନ୍ତି । ହେଲେ କିଛି ଦୁର୍ନୀତି ଖୋର ଠିକାଦାରଙ୍କ ଦ୍ବାରା ନିମ୍ନ ମାନର ରାସ୍ତା କାର୍ଯ୍ୟ କରି ସରକାରୀ ଅର୍ଥ ହରିଲୁଟ ପାଇଁ ରୀତିମତ ଯୋଜନା ଚାଲିଥିବା!-->!-->!-->…
ବ୍ରହ୍ମପୁରରେ ଲୋମହର୍ଷଣକାରୀ ହତ୍ୟାକାଣ୍ଡ: ଘରେ ପଶି ମହିଳାଙ୍କୁ ବିଭତ୍ସ ହତ୍ୟା, ୧୧ ବର୍ଷର ଝିଅ ଗୁରୁତର
ବ୍ରହ୍ମପୁର: ସହରର ନିମଖଣ୍ଡି ଥାନା ଅନ୍ତର୍ଗତ ଶ୍ରୀ ମା ନଗରରେ ଏକ ଅତ୍ୟନ୍ତ ବିଭତ୍ସ ଓ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟିଯାଇଛି। ଜଣେ ଦୁର୍ବୃତ୍ତ ଘରେ ପଶି ଜଣେ ମହିଳାଙ୍କୁ ଧାରୁଆ ଅସ୍ତ୍ରରେ ନିର୍ମମ ଭାବେ ହତ୍ୟା କରିବା ସହ ତାଙ୍କ ୧୧ ବର୍ଷର ଝିଅକୁ ମଧ୍ୟ ମାରିଦେବାକୁ ଚେଷ୍ଟା!-->!-->!-->…
ଓଡ଼ଗାଁ ସମବାୟ ବ୍ୟାଙ୍କ ପ୍ରାଥମିକ କୃଷି ସମବାୟ ସମିତି ସଭାପତି ମାନଙ୍କର ଜରୁରୀ କାଳୀନ ବୈଠକ
ନୟାଗଡ଼ : ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ଏକ ପ୍ରକାର ଦେବାଳିଆ ଅବସ୍ଥାରେ ପହଞ୍ଚିଥିବା ବେଳେ ସମବାୟ ସମିତି ସ୍ତରରୁ ଏଥିରୁ ବର୍ତ୍ତିବାକୁ ଉଦ୍ୟମ କରାଯାଇଛି । ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ଲିଃ ଅନ୍ତର୍ଗତ ଓଡ଼ଗାଁ ଶାଖା ସମସ୍ତ ପ୍ରାଥମିକ କୃଷି ସମବାୟ ସମିତିର!-->…
ସ୍ୱାଧୀନତା ଦିବସ କପ ଫୁଟବଲ ଚମ୍ପିୟାନସିପ : ଢୁପା ଏଫସି ଦଳ ସହ ସିର୍ତ୍ତିଗୁଡା ଦଳ ମଧ୍ୟରେ କଡା ଟକ୍କର ହେବ
ବାଲିଗୁଡା, ତା, ୧୧/୦୮ : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଉପଖଣ୍ଡ କ୍ରୀଡା ସଂସଦ ଆନୁକୂଲ୍ୟରେ ବିଜୁ ପଟ୍ଟନାୟକ ମିନି ଷ୍ଟାଡିଅମ ପରିସର ମଧ୍ୟରେ ୭୯ ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଏକ ଫୁଟବଲ ଚମ୍ପିୟାନସିପ ଅନୁଷ୍ଠିତ ହେଉଥିଲା l ଦଶମ ଦିନ ତଥା ଦ୍ୱିତୀୟ ସେମି ଫାଇନାଲ ର ଉତ୍ସବରେ!-->…
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୨୬ ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ବିଶ୍ୱବିଦ୍ୟାଳୟର ଉନ୍ନତି ପାଇଁ ପାଖାପାଖି 200 କୋଟି ଟଙ୍କା ଅନୁଦାନର ଦେଲେ ଭେଟି
ବ୍ରହ୍ମପୁର : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର 26 ତମ ସମାବର୍ତନ ଉତ୍ସବକୁ ଉଦଘାଟନ କରିଥିଲେ ଓଡିଶା ରାଜ୍ୟ ରାଜ୍ୟପାଳ ତଥା କୁଳାଧିପତି ଡ଼ଃ. ହରିବାବୁ କମ୍ବମପାଟି। ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ!-->!-->!-->…
ଗୁରୁକୁଳ ବେଦ ବିଦ୍ୟାଳୟରେ ଶ୍ରାବଣୀ ଉପକର୍ମ ସଂସ୍କାର ଉତ୍ସବ ଅନୁଷ୍ଠିତ
ଚିକିଟୀ : ଗଞ୍ଜାମ ଜିଲ୍ଲା ଚିକିଟୀ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଲୋକନାଥ ପୁର ସ୍ଥିତ ମାଁ ବଗଳାମୁଖୀ ମନ୍ଦିର ପରିସରରେ ରେ ଥିବା ବଗଳାମୁଖୀ ଗୁରୁକୁଳ ବେଦ ବିଦ୍ୟାଳୟ ରେ ଅନୁଷ୍ଠାନ ତରଫରୁ ବେଦାରମ୍ଭ ସ୍ୱରୂପ ଉପକର୍ମ ଉତ୍ସବ ସଭାପତି ପଣ୍ଡିତ ଶ୍ରୀ ଅଶୋକ କୁମାର ପାଢ଼ୀଙ୍କ!-->…