Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଗର୍ଭବତୀଙ୍କ ମୃତ୍ୟୁ ଘଟଣା : ତଦନ୍ତ ଆରମ୍ଭ କଲେ କନ୍ଧମାଳ ସିଡିପିଓ
ବାଲିଗୁଡା : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ କିରିକୁଟି ପଞ୍ଚାୟତ ନାହୁଡ଼ସରୁ ଗ୍ରାମରେ ଗର୍ଭବତୀ ବନିଆ ପ୍ରଧାନଙ୍କ ବ୍ରହ୍ମପୁର ବଡ଼ ମେଡିକାଲରେ ମଙ୍ଗଳବାର ମୃତ୍ୟୁ ଘଟଣାର ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି। ଏ ସମ୍ପର୍କିତ ଖବର ବିଭିନ୍ନ ଗଣ ମାଧ୍ୟମ ରେ!-->…
ଅଚାନକ ବଜ୍ରାଘାତ ନେଲା ଏଗାରଟି ଗୃହ ପାଳିତ ପ୍ରାଣୀର ଜୀବନ : ଅଳ୍ପକେ ବର୍ତ୍ତିଲେ ଛେଳି ଚରାଳି
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା କୁଟିକିଆ ପଞ୍ଚାୟତ ସାଉଟିକିଆ ଗ୍ରାମର କୁମ୍ଭାର ସାହି ତେନ୍ତୁଳି ଗଛ ମୂଳେ ଏଗାରଟି ଗୃହ ପାଳିତ ପ୍ରାଣୀ ଆଶ୍ରୟ ନେଉଥିବା ସମୟରେ ଶୁକ୍ରବାର ଅପରାହ୍ନରେ ଅଚାନକ ବଜ୍ରାଘାତ ହେବାରୁ ଏଗାରଟି ଗୃହ ପାଳିତ ପ୍ରାଣୀ ର ଜୀବନ ଯାଇଥିବା ବେଳେ ଛେଳି!-->…
ବ୍ଲକ ଏ.ଇ.ଇ.ଙ୍କ ବିରୋଧରେ ଅଭିଯୋଗ,:ଲୋକପ୍ରତିନିଧି ଜ଼ିଲ୍ଲାପାଳଙ୍କ ଦ୍ୱାରସ୍ଥ…
କୋଟପାଡ଼: କୋରାପୁଟ ଜ଼ିଲ୍ଲା କୋଟପାଡ଼ ବ୍ଲକରେ କାର୍ଯ୍ୟରତ ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ ବାଘ ସିଂ ସନ୍ତୋଷ ବାଘ ସିଂ ଙ୍କ ବିରୋଧରେ ଲୋକପ୍ରତିନିଧି ମାନେ ଜ଼ିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି lପ୍ରାପ୍ତ ସୂଚନା ପ୍ରକାରେ ବିଭିନ୍ନ ପ୍ରକାର ଜନହିତକର କାର୍ଯ୍ୟରେ ଅବହେଳା!-->…
ସ୍ୱଚ୍ଛ ସର୍ବେକ୍ଷଣ ରେ ତୃତୀୟ ଥର ପାଇଁ ପୁରସ୍କୃତ ହେଲା ଚିକିଟି….
ଚିକିଟୀ-- ଭାରତ ସରକାରଙ୍କ ଦ୍ୱାରା ହୋଇଥିବା ସ୍ୱଚ୍ଚ ସର୍ବେକ୍ଷଣ-୨୪ ତାଲିକାରେ ଗଞ୍ଜାମ ଜିଲ୍ଲା ଚିକିଟୀ ଏନ ଏ ସି ଆଜି ତୃତୀୟ ଥର ପାଇଁ ପୁରସ୍କୃତ ହୋଇଛି। ବିଗତ ଦୁଇ ବର୍ଷ ହେବ ସ୍ୱଚ୍ଛ ସର୍ବେକ୍ଷଣ -୨୨/୨୩ ରେ ଏହି ଏନ ଏ ସି ସାରା ଓଡିଶାର ସ୍ଵଚ୍ଚ ସହର ମଧ୍ୟରେ ନମ୍ୱର ୱାନ ହୋଇ ଆସୁଥିବା!-->…
କଂଗ୍ରେସର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା, ହିଞ୍ଜିଳିକାଟୁରେ ସଫଳ
ହିଞ୍ଜିଳିକାଟୁ : ବାଲେଶ୍ୱର ଜିଲ୍ଲା ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ବିଏଡ୍ ଛାତ୍ରୀ ସୌମ୍ୟାଶ୍ରୀ ବିଶି ଆତ୍ମହୁତି ଘଟଣାକୁ କେନ୍ଦ୍ର କରି ରାଜ୍ୟରେ ଅପ୍ରିତୀକର ପରିସ୍ଥିତି ଦେଖାଦେଇଛି। ଛାତ୍ରୀଙ୍କୁ ନ୍ୟାୟ ପ୍ରଦାନ ସହ ଦୋଷୀଙ୍କୁ ଦଣ୍ଡ ବିଧାନ ଓ ମୁଖ୍ୟମନ୍ତ୍ରୀ, ଉଚ୍ଚ!-->…
କାଲିମେଳା ବନ ବିଭାଗକୁ ସଫଳତା ୧୧ଟି କଇଁଛ ଜବତ ସହ ଜଣେ ଗିରଫ
ମାଲକାନଗିରି, ୧୭।୭ : ମାଲକାନଗିରି ବନ ବିଭାଗ ଦ୍ଵାରା ବେଆଇନ ଭାବେ ଚାଲାଣ ପାଇଁ ଗଚ୍ଛିତ ୧୧ଟି କଇଁଛ ଜବତ, ଜଣେ ଗିରଫ। ସୂଚନା ଅନୁଯାୟୀ ଏକ ବିଶ୍ୱସ୍ତ ସୂତ୍ର ଆଧାରରେ, ମାଲକାନଗିରି ଜିଲ୍ଲା କାଲିମେଳା ରେଞ୍ଜ ଅଧିକାରୀ, କର୍ମଚାରୀ ଓ ରାଜସ୍ୱ ବିଭାଗର କର୍ମଚାରୀଙ୍କୁ ନେଇ ଏକ ମିଳିତ ଦଳ!-->…
ଅଧ୍ୟାପକଙ୍କୁ ଜାତିଆଣ ମନ୍ତବ୍ୟ, ତଦନ୍ତ ନିର୍ଦ୍ଦେଶ : ପୁଲିସ ଉପଖଣ୍ଡ ଅଧିକାରୀଙ୍କ ଦ୍ବାରା ତଦନ୍ତ ହେଲା
ହିଞ୍ଜିଳିକାଟୁ : ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବିଜ୍ଞାନ (ସ୍ଵୟଂଶାସିତ) ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନର ଜଣେ ଅଧ୍ୟାପକଙ୍କୁ ସେହି ବିଭାଗର ମୁଖ୍ୟ ଜାତିଆଣ ମନ୍ତବ୍ୟ ସହ ଧମକ ଦେଇଥିବା ନେଇ ଅଭିଯୋଗ ହୋଇଛି। ଘଟଣା ନେଇ ସହଯୋଗୀ ଅଧ୍ୟାପକ ଜଣଙ୍କ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଲିଖିତ!-->…
ଦୂର୍ଘଟଣାରେ ଜଣେ ଗୁରୁତର
ହିଞ୍ଜିଳିକାଟୁ : ୫୯ ନ° ଜାତୀୟ ରାଜପଥ ତଥା ହିଞ୍ଜିଳି ଥାନା ଚୈତନ୍ୟପଡା ଛକ ନିକଟରେ ବାଇକ୍ ସହ ଏକ ଯାତ୍ରୀବାହୀ ଅଟୋ (ଓଆର୦୭ଏଏ ୭୫୦୮)ର ଧକ୍କା ଘଟିଛି। ଦୂର୍ଘଟଣାରେ ଅଟୋରେ ଯାତ୍ରା କରୁଥିବା ଜଣେ ଯାତ୍ରୀ ଗୁରୁତର ଆହତ ହୋଇଥିବା ବେଳେ ଅଟୋ ଚାଳକ ଜଣଙ୍କ ସାମାନ୍ୟ ଆହତ ହୋଇଛନ୍ତି। ଗୁରୁତର!-->…
ଆସିକାରେ ଓଡିଶା ବନ୍ଦର ପ୍ରଭାବ
ବ୍ରହ୍ମପୁର : ବାଲେଶ୍ୱର ଫକୀର ମୋହନ କଲେଜ ରେ ଛାତ୍ରୀ ଙ୍କ ଆତ୍ମହୁତି ଘଟଣା କୁ ନେଇ ଆଜି କଂଗ୍ରେସ ପକ୍ଷରୁ ଦିଆଯାଇଥିବା ରାଜ୍ୟ ବ୍ୟାପି ବନ୍ଦ ଡାକରା ର ପ୍ରଭାବ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଥିବା ବେଳେ ଏହାର ପ୍ରଭାବ ଗଞ୍ଜାମ ଜିଲ୍ଲା ଆସିକା ରେ ମଧ୍ୟ ଦେଖିବାକୁ ମିଳିଛି l କଂଗ୍ରେସ!-->…
ଚିକିଟୀରେ କଂଗ୍ରେସ ର ବନ୍ଦ ପାଳନ
ଚିକିଟୀ : ବାଲେଶ୍ୱର ଫକୀର ମୋହନ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶି ପ୍ରଶାସନ ଓ ନେତା ଙ୍କୁ ନ୍ୟାୟ ମାଗି ବିଫଳ ହେବା ପରେ ଆତ୍ମହତ୍ୟା କରିବା ଘଟଣା ର ଆଜି କଂଗ୍ରେସ ତୀବ୍ର ପ୍ରତିବାଦ କରିଛି। ରାଜ୍ୟ ବ୍ୟାପି ଆନ୍ଦୋଳନ ଓ ବନ୍ଦ ପାଳନ ହେଉଥିବା ବେଳେ ଚିକିଟୀ ରେ ମଧ୍ୟ ଆଜି ଦଳ ତରଫରୁ ପିକେଟିଂ!-->…