Browsing Category

ଆଞ୍ଚଳିକ

ଚିକିଟୀରେ କଂଗ୍ରେସ ର ବନ୍ଦ ପାଳନ

ଚିକିଟୀ : ବାଲେଶ୍ୱର ଫକୀର ମୋହନ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶି ପ୍ରଶାସନ ଓ ନେତା ଙ୍କୁ ନ୍ୟାୟ ମାଗି ବିଫଳ ହେବା ପରେ ଆତ୍ମହତ୍ୟା କରିବା ଘଟଣା ର ଆଜି କଂଗ୍ରେସ ତୀବ୍ର ପ୍ରତିବାଦ କରିଛି। ରାଜ୍ୟ ବ୍ୟାପି ଆନ୍ଦୋଳନ ଓ ବନ୍ଦ ପାଳନ ହେଉଥିବା ବେଳେ ଚିକିଟୀ ରେ ମଧ୍ୟ ଆଜି ଦଳ ତରଫରୁ ପିକେଟିଂ…

ରାଜ୍ୟପାଳ ଓ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଜନପ୍ରିୟ ପ୍ରଧାନ ଶିକ୍ଷକ ଉଦୟନାଥ ସାହୁଙ୍କ ଦେହାନ୍ତ

ବାଲିଗୁଡା : ଦୀର୍ଘ ଦିନ ଧରି କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ରହି ଆସିଥିବା ଉଦୟନାଥ ସାହୁଙ୍କ ବୁଧବାର ସନ୍ଧ୍ୟାରେ ଭୁବନେଶ୍ୱର ସ୍ଥିତ ନିଜ କେନ୍ଦ୍ରିୟ ବିହାର ବାସଭବନରେ ଦେହାନ୍ତ ହୋଇଯାଇଛି। ସ୍ବର୍ଗତ ସାହୁ ବାଲିଗୁଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟ, ଜି.ଉଦୟଗିରି ହବାକ୍ ଉଚ୍ଚ…

ମୋଟର ସାଇକେଲ ଦୁର୍ଘଟଣାରେ ୨ ଗୁରୁତର

ହିଞ୍ଜିଳିକାଟୁ : ୫୯ ନ° ଜାତୀୟ ରାଜପଥ ତଥା ହିଞ୍ଜିଳି ଥାନା ସୋମପୁର ଛକ ନିକଟରେ ମୋଟର ସାଇକେଲ ଦୁର୍ଘଟଣାରେ ୩ ଜଣ ଆହତ ହୋଇଛନ୍ତି। ଆହତ ମାନେ ହେଲେ ବଡଗଡ ଥାନା ଗୌଡସାହିର ନରସିଂହ ଗୌଡ(୩୦), ଲୋକାମାରି ଗ୍ରାମର ବିଷ୍ଣୁ ଚରଣ ପ୍ରଧାନ (୨୮) ଓ ହିଞ୍ଜିଳି ଥାନା ପୋଚିଲିମା ଗ୍ରାମର ସୁରେଶ…

ଅଣସଂଗଠିତ ଶ୍ରମିକ ସାମାଜିକ ନିରାପତ୍ତା ଆଇନ ପ୍ରଶିକ୍ଷଣ, ୨୩ଜଣଙ୍କ ନାମ ପଞ୍ଜିକରଣ

ମାଲକାନଗିରି : ଆଜି ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ମାଲକାନଗିରି ବ୍ଲକ ତାମସା ଗ୍ରାମ ପଞ୍ଚାୟତରେ ଅଣସ‌ଙ୍ଗଠିତ ଶ୍ରମିକମାନଙ୍କ ସାମାଜିକ ନିରାପତ୍ତା ଆଇନ୍ ସମ୍ବନ୍ଧରେ ଏକ ଶିବିର ଅନୁଷ୍ଠିତ କରାଯାଇଛି । ଏହି ଶିବିରରେ ସରପଞ୍ଚ,ନାଏବ ସରପଞ୍ଚ, ୱାର୍ଡ ମେମ୍ବର,ସହ ଶ୍ରମ ଅଧିକାରୀ ବିନି…

ସାପ କାମୁଡ଼ାରେ ଗୁରୁତର ହେଲେ ମହିଳା

ମାଲକାନଗିରି : ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ ନନ୍ଦାଗୁଡା ଗ୍ରାମରେ ଜଣେ ମହିଳା ସାପ କାମୁଡ଼ାରେ ଗୁରୁତର ହୋଇଥିବା ଜଣାପଡିଛି। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ମହିଳାଙ୍କୁ ପଡିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ପ୍ରାଥମିକ ଚିକିତ୍ସା କରାଇଥିବା ଜଣାପଡିଛି। ସୁଚନା…

ଲୋମହର୍ଷଣ ଘଟଣା : ଜ୍ୱର ପରେ ମାନସିକ ଚାପ ରେ ୫୦ ବର୍ଷୀୟ ବ୍ୟକ୍ତିଙ୍କର ଆତ୍ମହତ୍ୟା ଉଦ୍ୟମ…

ଉମରକୋଟ : "ଜ୍ୱର ପରେ ଶରୀର ଭଲ ହେଲା ଠାରୁ ମନ ଭଲ ହୁଏନି" – ଏହାର ଉଦାହରଣ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକର ଗୋଇରା ମାଳି ସାହିରେ ଘଟିଥିବା ଏକ ଲୋମହର୍ଷଣ କାରୀ ଘଟଣାରେ। ସୋମନାଥ ମାଝୀ ନାମକ ପ୍ରାୟ ୫୦ ବର୍ଷୀୟ ବ୍ୟକ୍ତି ନିଜ ବେକରେ ଛୁରୀ ଲଗାଇ ଆତ୍ମହତ୍ୟା ଚେଷ୍ଟା…

ମକଦ୍ଦମା ସମାଧାନ ପାଈଁ ମଧ୍ୟସ୍ଥତା ଅଭିଯାନ ଆରମ୍ଭ…

ମାଲକାନଗିରି :ଜାତୀୟ ଆଇନ ସେବା ପ୍ରାଧିକରଣ ଙ୍କ ମଧ୍ୟସ୍ଥତା ଓ ମିଳାମିଶା ପ୍ରକଳ୍ପ କମିଟି ଏବଂ ଭାରତ ର ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ଦେଶ ବ୍ୟାପି " ରାଷ୍ଟ୍ର ପାଇଁ ମଧ୍ୟସ୍ଥତା" ଶୀର୍ଷକ ରେ ଏକ ୯୦ (ନବେ) ଦିନିଆ ଜୁଲାଇ (୧ରୁ ସେପ୍ଟେମ୍ବର ୩୦) ତାରିଖ ମଧ୍ୟସ୍ଥତା ଅଭିଯାନ…

ନଦୀର ଡାଇଭର୍ଶନ ଧୋଇଯିବା ଘଟଣା: ବିଡିଓଙ୍କ ପ୍ରତିଶୃତି ପରେ ବାତିଲ ହେଲା ଆନ୍ଦୋଳନ

ବାଲିଗୁଡା : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ତିଲୋରୀ ପଞ୍ଚାୟତ ଗୁମାଡି ନଦୀର ଡାଇଭର୍ଶନ ରାସ୍ତା ଧୋଇଯିବା ଘଟଣାରେ ୩ ପଞ୍ଚାୟତବାସୀ ବୁଧବାର ଠାରୁ ୫୯ ନଂ ଜାତୀୟରାଜପଥର ସିମନବାଡି ପଞ୍ଚାୟତ କାରିପାଙ୍ଗା ଠାରେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଥିଲେ। ତେବେ…

ତାମିଲନାଡୁରେ ଦାଦନ ଖଟୁଥିବା ଶ୍ରମିକଙ୍କ ମୃତ୍ୟୁ: ନିଜ ଗାଁ କୁ ଶବ ଆସିବା ଚିନ୍ତାରେ ପରିବାର ଲୋକେ

ବାଲିଗୁଡା, ତା, ୧୫/୦୭: ରାଜ୍ୟ ବାହାରକୁ ରୋଜଗାର ପାଇଁ ଯାଇ କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ଗ୍ରୀନବାଡି ପଞ୍ଚାୟତର ଜଣେ ଯୁବକଙ୍କ ପ୍ରାଣ ଚାଲିଯାଇଛି। ଏଭଳି ଘଟଣା ଶୁଣିବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ମୃତକ ହେଲେ ରଘୁନାଥ ନାୟକ ଓରଫ ଦାସିଆ।…

ବାଲେଶ୍ବର ଛାତ୍ରୀ ଆତ୍ମାହୁତି ଘଟଣାରେ କଂଗ୍ରେସର କନ୍ଧମାଳ ଜିଲ୍ଲା ବନ୍ଦ ଡାକରା

କନ୍ଧମାଳ : ବାଲେଶ୍ବର ଫକୀରମୋହନ ମହାବିଦ୍ୟାଳୟ ଛାତ୍ରୀ ଆତ୍ମାହୁତି ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି କନ୍ଧମାଳ ଜିଲ୍ଲା କଂଗ୍ରେସ। ଏହାର ପ୍ରତିବାଦରେ ଆସନ୍ତା ୧୭ ତାରିଖ ଗୁରୁବାର କନ୍ଧମାଳ ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି। ରାଜ୍ୟରେ ନାରୀ ନିର୍ଯାତନା ସୀମା ଅତିକ୍ରମ କରିଛି।…