Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ପରମ ପ୍ରେମମୟ ଶ୍ରୀଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ୧୩୭ତମ ଜନ୍ମ ମହୋତ୍ସବ
ଉମରକୋଟ / ରାଇଘର : ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଳକ ତୁରୁଡ଼ିହି ଡିଏନକେ ଗ୍ରାମର ହାଇସ୍କୁଲ ପଡ଼ିଆରେ ମହା ଆଡମ୍ବର ସହିତ ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୭ ତମ ଜନ୍ମ ଶତବାର୍ଷିକୀ ଅନୁଷ୍ଠିତ ହୋଇ ଯାଇଛି । ଅନୁକୂଳ ଚନ୍ଦ୍ର ବିଂଶ ଶତାଦ୍ଦୀର ସମାଜ ସଂସ୍କାରକ ଜଣେ!-->…
ଯତରା ର ତୃତୀୟ ସନ୍ଧ୍ୟା – ସଲମାନ୍ ଅଲ୍ଲୀ ଙ୍କ ଦ୍ଵାରା ତାରକା ରାତ୍ରି ଅନୁଷ୍ଠିତ…
ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ମହୋତ୍ସବ ର ତୃତୀୟ ସନ୍ଧ୍ୟା । ଏହି ଅବସର ରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ସୁନ୍ଦରଗଡ ସଦର ବିଧାୟକ ଯୋଗେଶ ସିଂ, ରାଜଗାଙ୍ଗପୁର ବିଧାୟକ ଡ଼ା!-->…
ଜାତୀୟ ସ୍ତରୀୟ ହାଣ୍ଡବଲ ପ୍ରତିଯୋଗିତାରେ ଚୟନ ହେଲେ ମାଲକାନଗିରି ଜିଲ୍ଲା ଛାତ୍ରୀ
ମାଲକାନଗିରି,୪।୧ : ମାଲକାନଗିରି ସଦର ବ୍ଲକ ସିନ୍ଧ୍ରିମାଳର ଛାତ୍ରୀ ଲଳିତା ମାଡି ଜିଲ୍ଲାପାଇଁ ସୁନାମ ଆଣି ଦେଇଛନ୍ତିା ଏଥିପୂର୍ୱେ ଜାଜପୁର ଜିଲ୍ଲାରେ ଅନୁଷ୍ଠିତ ହୋଇଥିବା ହାଣ୍ଡବଲ ପ୍ରତି ଯୋଗିତାରେ ସିନ୍ଧ୍ରିମାଳ ଶିକ୍ଷକ ସନାତନ ପ୍ରଧାନଙ୍କ ତତ୍ୱାବଧାନରେ ଛାତ୍ରୀ ଲଳିତା ମାଡି ଅଂଶଗ୍ରହଣ!-->…
ଗଞ୍ଜାମର ଚାରୋଟି ଗ୍ରାମକୁ ଆଇଓସି-ୟୁନେସ୍କୋ ‘ସୁନାମି ପ୍ରସ୍ତୁତ ଗ୍ରାମ’ର ମାନ୍ୟତା
ବ୍ରହ୍ମପୁର //ଛତ୍ରପୁର : ଗଞ୍ଜାମ ଜିଲ୍ଲାର ସୁନାମୀ ପ୍ରବଣ ଗ୍ରାମର ଗୋଷ୍ଠୀକୁ ଆଇଓସି-ୟୁନେସ୍କୋ ଦ୍ବାରା ସୁନାମି ପ୍ରସ୍ତୁତ ଗ୍ରାମର ମାନ୍ୟତା ପ୍ରଦାନ କରାଯାଇଛି । ଇଣ୍ଡୋନେସିଆ ଠାରେ ଅନୁଷ୍ଠିତ ଦ୍ବିତୀୟ ବିଶ୍ବ ସୁନାମି ସିମ୍ପୋଜିୟମ୍ ଅବସରରେ ଏହି ମାନ୍ୟତା ପ୍ରଦାନ କରାଯାଇଛି । ଏହା ସହ!-->…
ଆଓମା ଗୁରୁକୁଳ ଠାରେ ଦିବଙ୍ଗତ ସାମ୍ବାଦିକଙ୍କ ବିୟୋଗରେ ଶୋକସଭା
ମାଲକାନଗିରି : ମାଲକାନଗିରି ସୀମାନ୍ତ ରାଜ୍ୟ ଛତିଶଗଡ଼ ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ନିର୍ମମ ହତ୍ୟା ଓ ମୃତଦେହ ପରିତ୍ୟକ୍ତ ପାଇଖାନା ଟାଙ୍କିରୁ ଉଧାର ପରେ ସମଗ୍ର ଛତିଶଗଡ଼ ରେ ଶୋକର ଛାୟା ଖେଳିଯାଇଥିବା ବେଳେ ଆଜି ପୋଲିସ ପକ୍ଷରୁ ହତ୍ୟା ଅଭିଯୋଗରେ ୬ବ୍ୟକ୍ତି ଙ୍କୁ ପୋଲିସ ଗରିଫ!-->…
ମନ୍ଥର ଗତିରେ ଚାଲିଛି ଉମରକୋଟ / ରାଇଘର ମୁଖ୍ୟ ରାସ୍ତାର କାମ…
ଯାତାୟାତ କରୁଥିବା ବାଟୋଇ ଙ୍କ ସହ ରାସ୍ତା ପାର୍ଶରେ ବସବାସ କରୁଥିବା ପରିବାର ହନ୍ତ ସନ୍ତ।ଉମରକୋଟ : ଉମରକୋଟ, ରାଇଘର ୩୦ କିଲୋମିଟର ଜାତୀୟ ୪୦ ନଂ ରାଜ୍ୟ ରାଜ ପଥଟି ଆନୁମାନିକ ପ୍ରାୟ ପାଞ୍ଚ ମାସ ଉପରେ ହେବ ବଡ଼ ଆକାରରେ ତିଆରି କାର୍ଯ୍ୟ ପ୍ରୋଗତିରେ ଅଛି କିନ୍ତୁ ଏହି ୪୦ ନଂ ରାଜ୍ୟ!-->…
ବାଇକକୁ ସ୍କୁଟି ଧକ୍କା ଦେବା ଫଳରେ ଜଣେ ଗୁରୁତର ଜଣେ ଆହତ
ବିରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର ରାଏବଗା ଥାନା ଅନ୍ତର୍ଗତ ଲ୍ୟାମନ୍ସ ଗୋଦାମ ଘର ସ୍ରମ୍ମୁଖରେ ଯାଇଥିବା PWD 28 ନମ୍ବର ରାସ୍ତା ଉପରେ ଗୋଟିଏ ସ୍କୁଟି ପଛ ପଟୁ ବାଇକ କୁ ଧକ୍କା ଦେଇଥିଲା | ଯାହାଫଳରେ ସ୍କୁଟି ଚାଲକ ନିଜେ ନିଜର ଭାର ସାମ୍ୟ ହରାଇ ରାସ୍ତା ଉପରେ ଛିଟିକି ପଡି ଜଣେ ଗୁରୁତର!-->…
ଡେପଗୁଡ଼ା ଗ୍ରାମର ମୁଖ୍ୟ ରାସ୍ତା ଲୋକଙ୍କ ସାହାରା ଅସ୍ଥାୟୀ କାଠ ପୋଲ, ସରକାରୀ ଯୋଜନା ଏଠି ସାତ ସପନ…!!
ପ୍ରଶାସନ ନୀରବ ଦ୍ରଷ୍ଟା...
ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟ ଓଡ଼ିଆ ଅଧ୍ୟାପକଙ୍କୁ ଥାନାରେ ହାଜର ପାଇଁ ନୋଟିସ…
ନୟାଗଡ଼: ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟ ର ଅଧ୍ୟକ୍ଷ ବିପିନ କୁମାର ପଟ୍ଟନାୟକ ଙ୍କୁ ଓଡ଼ିଆ ବିଭାଗ ଅଧ୍ୟାପକ ବାନାମ୍ବର ପୃଷ୍ଟି ମାଡ଼ ମାରିବା ଏବଂ ଦୃବ୍ୟବହାର କରିବା ଘଟଣାରେ ନୟାଗଡ଼ ଟାଉନ ଥାନାରେ ମାମଲା ରୁଜୁ କରାଯାଇଛି । ଏହି ଘଟଣାରେ ପ୍ରତ୍ୟେକ୍ଷଦର୍ଶୀ ଙ୍କୁ ପଚରା ଉଚରା କରିବା!-->…
ସାପ କାମୁଡାର ଚିକିତ୍ସା ଓ ପ୍ରତିକାରକୁ ନେଇ କର୍ମଶାଳା
ମାଲକାନଗିରି, ୩।୧ : ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସାପ କାମୁଡାର ଚିକିତ୍ସା ଓ ପ୍ରତିକାରକୁ ନେଇ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ସିଏଚ.ଏମ ଜଗନ୍ନାଥ ରାଓଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାର ସମସ୍ତ ସିଏଚସି ଓ ପିଏଚସି!-->…