Browsing Category

ଆଞ୍ଚଳିକ

ସୁନ୍ଦରଗଡ଼ରେ ‘ଧରତୀ ଆବା’ ଅଭିଯାନ : ହିତାଧିକାରୀଙ୍କୁ ମିଳିଲା ବିଭିନ୍ନ ସରକାରୀ ସହାୟତା

ବୀରମିତ୍ରପୁର: ସୁନ୍ଦରଗଡ଼ ଜିଲ୍ଲାର ନୂଆଗାଁ ଓ କୁଆଁରମୁଣ୍ଡା ବ୍ଲକରେ 'ଧରତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ' ମାଧ୍ୟମରେ ହିତାଧିକାରୀମାନଙ୍କୁ ବିଭିନ୍ନ ସରକାରୀ ସହାୟତା ବଣ୍ଟନ କରାଯାଇଛି । ଜୁନ୍ ୧୨ରୁ ୨୯ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏହି କାର୍ଯ୍ୟକ୍ରମରେ ଉଭୟ ବ୍ଲକର…

ତେନ୍ତୁଳିଖଣ୍ଟି ଠାରେ ଜିଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଜନଶୁଣାଣି ଶିବିର

ନବରଙ୍ଗପୁର : ଆଜି ତେନ୍ତୁଳିଖୁଣ୍ଟି ବ୍ଲକ ସମ୍ମିଳନୀ ଗୃହରେ ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର ଏବଂ ଆରକ୍ଷୀ ଅଧିକ୍ଷକ ମଡକର୍ ସନ୍ଦୀପ ସମ୍ପତଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ବିରଞ୍ଚି…

ମାନସିକ ଭାରସାମ୍ୟ ହରାଇ ବିଷପିଇ ମହିଳାଙ୍କ ଆତ୍ମହତ୍ୟା

ମାଲକାନଗିରି : ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ନିଲିଗୁଡା ପଞ୍ଚାୟତ ଅନ୍ତର୍ଗତ ଧରମପଲ୍ଲୀ ଗ୍ରାମରେ ଜଣେ ମହିଳା ବିଷ ପିଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ସୁଚନା ମୁତାବକ ରବିବାର ସକାଳ ପ୍ରାୟ ୧୦ ଟା ବେଳେ ଏହି ଗ୍ରାମର କାଲି ମାଡକାମି ନାମକ ଜଣେ ମହିଳା ଅଚାନକ ବିଷ ପିଇ ଦେଇଥିଲା।…

ଆସ୍କା ରେ ଚାଲିଛି ଖୁଲାମ ଖୁଲା ସେକ୍ସ ରାକେଟ :ଲର୍ଡ଼ଜ ଓ ହୋଟେଲ ରେ ମିଳୁଛି ମିନିଟ ହିସାବରେ ରୁମ ..!

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ସହର ସୁନ୍ଦରୀ ମାନଙ୍କ ପାଇଁ ସ୍ୱର୍ଗ ପାଲଟିଛି। ଆସିକା ରେ ସେକ୍ସ ରେକେଟ ଖୁଲାମ ଖୁଲା ଚାଲିଛି। ଅଧିକାଂଶ ଲର୍ଡ଼ଜ ଓ ହୋଟେଲକୁ କଲେଜ ପଢୁଆ ପୁଅ ଝିଅ ମାନେ କଲେଜ ପୋଷାକ ପରିଧାନ କରି ଯାତାୟାତ ହେଉଥିବା ଦେଖିବାକୁ ମିଳୁଛି। କିଛି ହୋଟେଲ ଓ ଲର୍ଡ଼ଜ…

ଉମରକୋଟରେ ‘ମନ କି ବାତ’ କାର୍ଯ୍ୟକ୍ରମ, ସାମୂହିକ ଭାବେ ଶୁଣିଲେ ଗ୍ରାମବାସୀ

ଉମରକୋଟ, ୨୯/୬: ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ 'ମନ କି ବାତ'ର ୧୨୩ତମ ସଂସ୍କରଣକୁ ଆଜି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକର ବିଭିନ୍ନ ସ୍ଥାନରେ ସାମୂହିକ ଭାବେ ଶ୍ରବଣ କରାଯାଇଛି। ବେହେଡା ମଣ୍ଡଳ ସଭାପତି ଶ୍ରୀ ବୈକୁଣ୍ଠ…

ରାଏବଗାରେ ଅଭାବନୀୟ ଘଟଣା: ପୋଖରୀରେ ବୁଡ଼ି ମହିଳା ମୃତ, ମୃଗୀ ରୋଗ ସନ୍ଦେହ…

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲା ରାଏବଗା ଥାନା ଅଧୀନସ୍ଥ ମୋଝାପୋଡା ପଞ୍ଚାୟତରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଆଜି ସକାଳେ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ପାଣିରେ ବୁଡ଼ି ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ମୃତ ମହିଳା ଜଣକ ହେଲେ ସେହି ଗ୍ରାମର ବାସନ୍ତୀ ସୋରେନ୍ (୩୬)। …

ରାଇଘରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଜଣେ ମୃତ, ଜଣେ ଗୁରୁତର

ଉମରକୋଟ/ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ଛତାବେଡ଼ା ଇନ୍ଦ୍ରନଗର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଏକ ସ୍କୁଟି ଦୁର୍ଘଟଣାଗ୍ରସ୍ତ ହେବାରୁ ଜଣେ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା…

ମାଲକାନଗିରି ଜିଲ୍ଲାରେ ଜାତୀୟ ପରିସଂଖ୍ୟାନ ଦିବସ-୨୦୨୫ ପାଳିତ

ମାଲକାନଗିରି : ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ୧୯ ତମ ଜାତୀୟ ପରିସଂଖ୍ୟାନ ଦିବସ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଶ୍ରୀ ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ବ୍ରଜବନ୍ଧୁ ଦାସ,ଜିଲ୍ଲା ଯୋଗାଣ…

ବାଲି ବୋଝେଇ ହାଇଓ୍ବା ଜବତ, ଚାଳକ ଗିରଫ

ହିଞ୍ଜିଳିକାଟୁ : ଗତ କିଛି ମାସ ଧରି ହିଞ୍ଜିଳିକାଟୁ, ଆସିକା ଓ ନିକଟବର୍ତ୍ତୀ ଅଞ୍ଚଳର ଘୋଡାହାଡ ଓ ଋଷିକୂଲ୍ୟା ନଦୀରୁ ବେଆଇନ ଭାବେ ବାଲି ଚୋରାଚାଲାଣ ହେଉଥିବା ନଜିର ରହିଛି। ପୁଲିସ, ରାଜସ୍ବ ଓ ଖଣି ବିଭାଗ ଅଧିକାରୀମାନେ ଯେତେବେଳେ ଚଢ଼ାଉ କଲେ ମଧ୍ୟ ବାଲିମାଫିଆ ମାନେ ପ୍ରଶାସନ ଆଖିରେ ଧୂଳି…