Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଟିକାବାଲିରେ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟିମ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲିରେ ରବିବାର କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟିମ ପହଞ୍ଚିଛନ୍ତି। କଂଗ୍ରେସର ଏହି ଫ୍ୟାକ୍ଟ ଫାଇଣ୍ଡିଂ ଟିମରେ ଅଛନ୍ତି ୫ ଜଣ ସଦସ୍ୟ । ଗୋପାଳପୁର ଠାରେ ହୋଇଥିବା ଜଘନ୍ୟ ଗଣବଳାତ୍କାର ଏବଂ ରାଜ୍ୟରେ ଆକସ୍ମିକ ଭାବରେ!-->…
ଟିପିଏସ୍ଓଡିଏଲ୍ ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ
ବ୍ରହ୍ମପୁର : ଟିପିଏସ୍ଓଡିଏଲ୍ ପକ୍ଷରୁ ଏହାର ବ୍ରହ୍ମପୁର ସ୍ଥିତ କର୍ପୋରେଟ ଅଫିସ ସମତେ ଭଞ୍ଜନଗର, ଜୟପୁର, ଓ ରାୟଗଡ଼ା ଭଳି ସମସ୍ତ ସର୍କଲ ଅଫିସରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି । ଏହି ପଦେକ୍ଷପ ଯୋଗ ଦିବସର ଗ୍ଲୋବାଲ ଥିମ୍ - “ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ”କୁ ନଜରରେ!-->…
ହିନ୍ଦୁ ଓ ବ୍ରାହ୍ମଣଙ୍କ ଉପରେ ଦେଇ ଥିବା ବିବାଦୀୟ ମନ୍ତବ୍ୟ କୁ ନେଇ କ୍ଷମା ପ୍ରାର୍ଥନା କଲେ ପ୍ରଭାକର ହନ୍ତାଳ…
ମାଲକାନଗିରି:୨୧/୦୬ ହିନ୍ଦୁ ଓ ବ୍ରାହ୍ମଣ ଙ୍କ ଉପରେ ଦେଇ ଥିବା ବିବାଦୀୟ ମନ୍ତବ୍ୟ କୁ ନେଇ ହିନ୍ଦୁ ଜାଗରଣ ମଞ୍ଚ ଓ ମିଳିତ କ୍ରିୟାନୁଷ୍ଠାନ କମିଟି ମଧ୍ୟରେ ଆପୋଷ ବୁଝାମଣା ଦ୍ୱାରା ସମସ୍ୟାର ସମାଧାନ ହୋଇଥିବାର ଆଜି ସାମ୍ବାଦିକ ସମ୍ମିଳନୀ ରେ ଉଭୟ ପକ୍ଷରୁ ସୂଚନା ଦେଇଛନ୍ତି l ଘଟଣା ରୁ!-->…
ନବୀନଙ୍କର ଆଶୁ ଆରୋଗ୍ୟ କାମନା କରି ଆଜି ହିଞ୍ଜିଳି ବିଜେଡି ପକ୍ଷରୁ ସମୂହ ଦୀପଦାନ
ହିଞ୍ଜିଳିକାଟୁ : ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ଶନିବାର ହିଞ୍ଜିଳି ବିଜେଡି ପକ୍ଷରୁ ସମୁହ ଦୀପଦାନ କରିଛନ୍ତି । ମେଡିକାଲ ବିଶେଷଜ୍ଞମାନଙ୍କ ପରାମର୍ଶ ଅନୁଯାୟୀ ରବିବାର ୨୨ ତାରିଖରେ ମୁମ୍ବାଇର କୋକିଲାବେନ ଧୀରୁଭାଇ ଅମ୍ବାନୀ!-->…
ପିତଳ ସରପଞ୍ଚ ଓ ମଣ୍ଡଳ ସଭାପତିଙ୍କୁ ଆକ୍ରମଣ ଘଟଣା : ୪ ଗିରଫ, ଠେଙ୍ଗା, ମୋବାଇଲ ଓ ବାଇକ୍ ଜବତ
ହିଞ୍ଜିଳିକାଟୁ : ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ପିତଳ ଗ୍ରାମରେ ଗୁରୁବାର ସନ୍ଧ୍ୟାରେ କିଛି ଦୁବୃର୍ତ୍ତ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଆକ୍ରମଣରେ ପିତଳ ଗ୍ରାମ ପଞ୍ଚାୟତ ସରପଞ୍ଚ ରାମରାଘବ ପାତ୍ର (ରିଙ୍କୁ)(୩୫) ଓ ପିତଳ ମଣ୍ଡଳ ସଭାପତି ବିଜୟ ପ୍ରଧାନ (୪୭)ଗୁରୁତର ଆହତ!-->…
ଗୋପାଳପୁର ଗଣଦୁଷ୍କର୍ମ ଘଟଣା : ଘଟଣା ସ୍ଥଳରେ ଏଆଇସିସି କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ
ବେଳାଭୂମିର ସ୍ଥିତି, ସୁରକ୍ଷା ନେଇ ଉଠାଇଲେ ପ୍ରଶ୍ନ
ବ୍ରହ୍ମପୁର : ଗୋପାଳପୁର ଗଣ ଦୁଷ୍କର୍ମ ଘଟଣା. ଆଜି ମଧ୍ୟାହ୍ନରେ ଘଟଣା ସ୍ଥଳରେ କଂଗ୍ରେସର ଫେକ୍ଟ ଫାଇଣ୍ଡିଙ୍ଗ ଟିମ ପହଂଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।5 ଜଣିଆ ଫ୍ୟାକ୍ଟ ଫାଇଣ୍ଡିଂ ଟିମ ପହଁଚି ଗୋପାଳପୁରରେ ବେଳାଭୂମି ରେ ସ୍ଥିତି!-->!-->!-->…
ଗୋପାଳପୁର ବେଳାଭୂମି ଗଣବଳାତ୍କାର ଘଟଣା : ବ୍ରହ୍ମପୁର ଏସପିଙ୍କୁ ଭେଟିଲେ ଆମ ଆଦମୀ ପାର୍ଟି ପ୍ରତିନିଧି ଦଳ…
ଆଇନ ଶୃଙ୍ଖଳା ପରିସ୍ଥିତି ସଜାଡି ବାକୁ କଲେ ଦାବୀ
ଗୋପାଳପୁର : ଗୋପାଳପୁର ବେଳାଭୂମିରେ ଗତରବିବାର ସନ୍ଧ୍ୟାରେ ଜୈନେକା ୨୦ ବର୍ଷୀୟା ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଘଟଣାକୁ ଦଳ ତୀବ୍ର ଭାଷାରେ ନିନ୍ଦା କରାଯାଇଛି । ଏହି ନିନ୍ଦନୀୟ ଅପରାଧରେ ସାମିଲ ଥିବା ସମସ୍ତ ଅପରାଧୀଙ୍କୁ!-->!-->!-->…
ଯୁକ୍ତ ଦୁଇରେ କୃତକାର୍ଯ୍ୟ ହୋଇଥିବା ଵିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧନା…
କାହ୍ନା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସରକାରୀ ଛାତ୍ରଙ୍କ ପାଇଁ ଆୟୋଜିତ ହେଲା ସଭା।
ବ୍ରହ୍ମପୁର : ଦକ୍ଷିଣ ଓଡ଼ିଶାର ସର୍ବ ବୃହତ୍ତମ ଓ ପୁରାତନ ଖଲ୍ଲିକୋଟ ହ।ୟର ସେକେଣ୍ଡାରୀ ସ୍କୁଲରେ ଯୁକ୍ତ ଦୁଇ ପରୀକ୍ଷାରେ ଭଲ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିବା ଵିଦ୍ୟାର୍ଥୀଙ୍କୁ କାହ୍ନା ଚାରିଟେବୁଲ!-->!-->!-->…
ମା ବଗଳାମୁଖୀଙ୍କ ପୀଠରେ ଗୁରୁକୁଳ ବେଦ ବିଦ୍ୟାଳୟ ସ୍ଥାପନ
ଚିକିଟୀ : ଗଞ୍ଜାମ ଜିଲ୍ଲା ଚିକିଟୀ ବ୍ଲକ ଲୋକନାଥପୁର ଗ୍ରାମ ସ୍ଥିତ ମା ବଗଳାମୁଖୀ ଙ୍କ ଶକ୍ତି ପୀଠରେ ପବିତ୍ର ଆଷାଢ଼ ଶୁକ୍ରବାର କୃଷ୍ଣ ଦଶମୀ ପକ୍ଷରେ ଏକ ଗୁରୁକୁଳ ବେଦ ବିଦ୍ୟାଳୟ ଶୁଭାରମ୍ଭ ହୋଇଯାଇଛି। ଚିକିଟୀ ଅଞ୍ଚଳ ତଥା ସମଗ୍ର ଓଡ଼ିଶାରେ ସନାତନ ଧର୍ମ ର ରକ୍ଷା ତଥା ବେଦ ବିଦ୍ୟାର!-->…
ଜନ୍ମଦିନ ଅବସରରେ ମା ବାଳକୁମାରୀଙ୍କ ପୀଠରେ ବୃକ୍ଷ ରୋପଣ
ଚିକିଟୀ : ଶୁକ୍ରବାର ପୂର୍ବାହ୍ନରେ ସମାଜ ସେବୀ ତଥା ବରିଷ୍ଠ ସଙ୍ଗଠକ ସୁରେନ୍ଦ୍ର ମଣ୍ଡଳ ଙ୍କ ୫୮ ତମ ଜନ୍ମ ଦିବସ ଅବସରରେ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ମା ବାଳକୁମାରୀ ଙ୍କ ଶକ୍ତି ପୀଠରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରାକୃତିକ ବିପର୍ଯ୍ୟୟ ରୁ ରକ୍ଷା ତଥା ପରିବେଶର!-->…