Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
କୁଡୁମୁଲୁଗୁମ୍ମା ଶୈବପୀଠରେ ଶିବ ପାର୍ବତୀ ପ୍ରତିମାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ
କୁଡୁମୁଲୁଗୁମ୍ମା : କୁଡୁମୁଲୁଗୁମ୍ମାସ୍ଥିତ ଶୈବପୀଠରେ ବାବା ଝାଡେଶ୍ୱର ଓ ମା ପାର୍ବତୀଙ୍କ ନୂତନ ମୃଣ୍ମୟୀ ପ୍ରତିମାର ପ୍ରାଣ ପ୍ରତିଷ୍ଠା ଉତ୍ସବ ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ୧୦୮ ଜଣ ମହିଳା ନିକଟସ୍ଥ ଟେକଗୁଡା ନଦୀରୁ କଳସ ଦ୍ଵାରା ଜଳ ସ°ଗ୍ରହ କରି ଏକ ଶୋଭାଯାତ୍ରାରେ!-->…
ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ରେ ସେକ୍ସନ ୬୫ ରେ ତଦନ୍ତ ଆରମ୍ଭ…
ନୟାଗଡ଼: ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ରେ ସେକ୍ସନ ୬୫ ରେ ତଦନ୍ତ ପାଇଁ ଅତିରିକ୍ତ ନିବନ୍ଧକ ଭକ୍ତ ଚରଣ ସାହୁ, ଯୁଗ୍ମ ନିବନ୍ଧକ ଲକ୍ଷ୍ମୀଧର ସୁବୁଦ୍ଧି, ସହକାରୀ ନିବନ୍ଧକ ଅଶୋକ ଦାସ ପ୍ରମୁଖ ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ମୁଖ୍ୟ ଶାଖାରେ ପହଞ୍ଚି ଦିନ ତମାମ ଛାନଭିନ!-->…
ବଡ଼ବଡ଼ ଶାଳ ଗଛ କାଟି ପୋଲ ନିର୍ମାଣ କାର୍ଯ୍ୟରେ ନିୟୋଜିତ: ବନ ବିଭାଗ ଚୁପ, ତଦନ୍ତ ଦାବୀ
ବାଲିଗୁଡା : କନ୍ଧମାଳ ଜିଲା ବାଲିଗୁଡା ବନଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବନାଞ୍ଚଳରେ ବେଧଡ଼କ ଚାଲିଛି ଜଙ୍ଗଲ କଟା। ଏବେ ଚାରିଆଡ଼େ ଜଙ୍ଗଲ ଏକ ପ୍ରକାର ବିପଦରେ ପଡ଼ିଥିବାବେଳେ ବନାଞ୍ଚଳର କର୍ମଚାରୀ ନୀରବଦ୍ରଷ୍ଟା ସାଜିଛନ୍ତି। ଜଙ୍ଗଲ ଆଉ ପାହାଡ଼ ଲଣ୍ଡା ହେବାରେ ଲାଗିଛି। ବଡ଼ବଡ଼ ଶାଳ ଗଛ!-->…
ଗାଜଲବାଡ଼ି ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଗାଡ଼ି ଚାଳକ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ଗାଜଲବାଡ଼ି ଘାଟିରେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା । ୬୦ ଫୁଟ ତଳକୁ ଖସିଲା ବୋଲେରୋ ପିକଅପ୍ ଭ୍ୟାନ । ଅଳ୍ପକେ ବର୍ତ୍ତିଲେ ଗାଡ଼ି ଚାଳକ । ତେବେ ପିକଅପ୍ ଭ୍ୟାନଟି ଛତିଶଗଡରୁ ବ୍ରହ୍ମପୁର ଅଭିମୁଖେ!-->…
କାର୍ ପଛକୁ ଧକ୍କା ଦେଲା ଟ୍ରକ୍: ମଦ୍ୟପ ଟ୍ରକ୍ ଚାଳକ ଗିରଫ
ହିଞ୍ଜିଳିକାଟୁ : ୫୯ ନଂ ଜାତୀୟ ରାଜପଥ ତଥା ହିଞ୍ଜିଳି ଥାନା ସମରଝୋଳ ଗ୍ରାମ ନିକଟସ୍ଥ ଚକ୍ଷୁ ଚିକିତ୍ସାଳୟ ସମ୍ମୁଖରେ କାର୍ ପଛକୁ ଏକ ଟ୍ରକ୍ ଧକ୍କା ଦେଇଛି । ଦୂର୍ଘଟଣାରେ କାରର ପଛଭାଗ ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ କାରରେ ଯାତ୍ରା କରୁଥିବା ଯାତ୍ରୀ ମାନେ ସାମାନ୍ୟ ଆହତ!-->…
ଛତ୍ରପୁରଠାରେ ବିଜେଡ଼ି ପକ୍ଷରୁ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ପାଳିତ
ଛତ୍ରପୁର : ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ୨୮ ତମ ତିରୋଧାନ ଦିବସ ଛତ୍ରପୁର ଠାରେ ମହାସମାରୋହ ରେ ପାଳିତ ହୋଇଯାଇଛି । ବିଜୁ ଜନତା ଦଳ ଛତ୍ରପୁର ନିର୍ବାଚନ ମଣ୍ଡଳୀ ପକ୍ଷରୁ ଛତ୍ରପୁର ପୂର୍ବତନ ବିଧାୟକ ସୁବାସ ଚନ୍ଦ୍ର ବେହେରା ଙ୍କ ନେତୃତ୍ୱ ରେ ଗୌରୀ!-->…
ବୋହୂକୁ ଆକ୍ରମଣ ଘଟଣାକୁ ୨୨ ଦିନ ବିତିଲା : ଆକ୍ରମଣକାରୀଙ୍କୁ ଗିରଫ ଦାବୀ
ଛତ୍ରପୁର: ଖଲ୍ଲିକୋଟ ଥାନା ଅଧିନ ଡିମିରିଆ ଗ୍ରାମରେ ଅଧିକ ଯୈାତୁକ ଦାବୀ ନେଇ ବୋହୂକୁ ଆକ୍ରମଣ ଘଟଣାକୁ ୨୨ ଦିନ ବିତିଯାଇଥିଲେ ବି ଆକ୍ରମଣକରୀଙ୍କୁ ଏଯାବତ ଗିରଫ କରିପାରିନାହିଁ ପୁଲିସ । ଏନେଇ ଉଚ୍ଚିତ ନ୍ୟାୟ ଦାବୀ ନେଇ ମହିଳା ଜଣକ ଗଞ୍ଜାମ ଏସପିଙ୍କ ନିକଟରେ ଦ୍ୱାରସ୍ଥ ହୋଇଥିଲେ । ଏସପିଙ୍କ!-->…
ଆସିକା ବିଜେଡି ପକ୍ଷରୁ ପ୍ରବାଦ ପୁରୁଷ ବିଜୁବାବୁଙ୍କ ୨୮ତମ ତିରୋଧାନ ଦିବସ ପାଳିତ
ବ୍ରହ୍ମପୁର : ଆସିକା ବିଜୁ ଜନତା ଦଳ ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୨୮ତମ ଶ୍ରାଦ୍ଧବାର୍ଷିକୀ (ତିରୋଧାନ ଦିବସ) ପାଳନ ହୋଇ ଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ଆସିକାର ପୂର୍ବତନ ବିଧାୟିକା ମଞ୍ଜୁଳା ସ୍ୱାଇଁଙ୍କ ନେତୃତ୍ୱ ରେ ଆସିକାର ପୂର୍ବତନ ସାଂସଦ ପ୍ରମିଳା ବିଷୋୟୀ , ଯୁବ ବିଜେଡ଼ି!-->…
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଡ. ବିଜୟ କେତନ ଉପାଧ୍ୟାୟଙ୍କ ନବରଙ୍ଗପୁର ଜିଲ୍ଲାଗସ୍ତ
ବିଭିନ୍ନ ବିଭାଗୀୟ ଯୋଜନା ଉପରେ ଅଧିକାରୀ ଙ୍କୁ ନେଇ ସମୀକ୍ଷା ବୈଠକନବରଙ୍ଗପୁର : ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସଭାଗୃହ ରେ ଓଡିଆ ଭାଷା ,ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ତଥା ନବରଙ୍ଗପୁର ଜିଲ୍ଲା ପାଇଁ ନୋଡାଲ ଅଧିକାରୀ ଡ ବିଜୟ କେତନ ଉପାଧ୍ୟାୟ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ରେ!-->…
ଆଦାନୀ ଫାଉଣ୍ଡେସନ ପକ୍ଷରୁ ବଡପୁଟି ବିଦ୍ୟାଳୟରେ ପାଠ୍ୟ ଆସବାବ ଉପକରଣ ବଣ୍ଟନ
ଛତ୍ରପୁର : ଆଜି କାଳିପଲ୍ଲି ପଞ୍ଚାୟତ ସ୍ଥିତ ବଡପୁଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଦାନୀ ଫାଉଣ୍ଡେସନ ପକ୍ଷରୁ ଶିକ୍ଷା ଭିତ୍ତିଭୂମିକୁ ଉନ୍ନତ କରିବାର ଲକ୍ଷ୍ୟ ନେଇ ସ୍କୁଲ ଆସବାବ ଉପକରଣ ସାମଗ୍ରୀ ବଣ୍ଟନ କରାଯାଇଛି। ଆଜି ଏକ ସ୍ବତନ୍ତ୍ର କାର୍ଯକ୍ରମ ମାଧ୍ୟମରେ ମୋଟ 60ଟି ଦୁଇ ଆସନ ବିଶିଷ୍ଟ!-->…