Browsing Category

ଆଞ୍ଚଳିକ

ପରୀକ୍ଷା ଦେବାକୁ ଯିବା ସମୟରେ ଦୁର୍ଘଟଣା ରେ ପରୀକ୍ଷାର୍ଥୀ ଙ୍କ ମୃତ୍ୟୁ…

ମାଲକାନଗିରି : ଶେଷ ପରୀକ୍ଷା ହେଲା ଜୀବନର ଶେଷ ଦିନ । ଏହିଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ମାଲକାନଗିରି ନିକଟ ପଦ୍ମଗିରି ଅଞ୍ଚଳରେ । ଦଶମ ଶ୍ରେଣୀ ପରୀକ୍ଷା ଦେବାକୁ ଯିବା ବେଳେ ସଡକ ଦୁର୍ଘଟଣାରେ ଛାତ୍ରଙ୍କ ମୃତ୍ୟୁ। ଦଶମ ଶ୍ରେଣୀ ପରୀକ୍ଷା ର ଶେଷ ଦିନ ଥିବାରୁ ପଦ୍ମଗିରି ଠାରୁ ସେରପାଲି

ହିଞ୍ଜିଳି : ମୋଟର ସାଇକେଲ ଦୂର୍ଘଟଣାରେ ୨ ଗୁରୁତର…

ହିଞ୍ଜିଳିକାଟୁ, ୫।୩: ହିଞ୍ଜିଳି ଥାନା ବଡଖଣ୍ଡି ଗ୍ରାମ ନିକଟରେ ବାଇକ୍ ସହ ସ୍କୁଟି ମୁହାଁମୁହିଁ ଧକ୍କା ଘଟିଛି। ଦୂର୍ଘଟଣାରେ ଉଭୟ ଗାଡି ଚାଳକ ଗୁରୁତର ଆହତ ହୋଇଛନ୍ତି।‌ ଆହତ ମାନେ ହେଲେ ବ୍ରହ୍ମପୁର ସଦର ଥାନା ଖଜୁରିଆ ଗ୍ରାମର ଅରୁଣ କୁମାର ଦଳବେହେରା (୪୧) ଓ ଚଢେଇମରା ଗ୍ରାମର ଇ. ଅଜିତ

ଛତ୍ରପୁର ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ : ନିମନ୍ତେପ୍ରଥମ ଦିନରେ ୯ଜଣ ପ୍ରାର୍ଥୀ ପତ୍ର ଦାଖଲ କଲେ…

ଛତ୍ରପୁର, ଛତ୍ରପୁର ଓକିଲସଂଘର ବିଭିନ୍ନ କର୍ମକର୍ତ୍ତା ନିର୍ବାଚନ ମାର୍ଚ୍ଚ ୨୯ତାରିଖ ରେ ଅନୁଷ୍ଠିତ ହେବ । ସଂଘର ବିଭିନ୍ନ ପଦ ପଦବୀ ନିମନ୍ତେ ପ୍ରାଥୀ ପତ୍ର ଦାଖଲ କରିବାକୁ ମାର୍ଚ୍ଚ ୫ ତାରିଖ ଠାରୁ ୭ତାରିଖ ଧାର୍ଯ୍ୟ ରହିଛି । ବୁଧବାର ତଥା ମାର୍ଚ୍ଚ୫ରେ ପ୍ରାର୍ଥୀ ପତ୍ର ଦାଖଲର ପ୍ରଥମ ଦିନ

ଚିକିଟୀ ରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୯ ତମ ଜନ୍ମ ଜୟନ୍ତୀ ଅବସରରେ ବିଜେଡିର ରକ୍ତଦାନ ଶିବିର…

ଚିକିଟୀ-- ଏହି ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ବାହିନୀପତି ଗ୍ରାମ କଲ୍ୟାଣ ମଣ୍ଡପ ଠାରେ ବିଜୁ ଜନତା ଦଳ ତରଫରୁ ଏକ ସ୍ଵେଚ୍ଛାକୃତ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଜେଡି ବିଧାୟକ ଶ୍ରୀଯୁକ୍ତ ଚିନ୍ମୟା ନନ୍ଦ ଶ୍ରୀରୂପ ଦେବ ପ୍ରବାଦ ପୁରୁଷ

ଜିଲ୍ଲାରେ ୨୪ ଘଣ୍ଟିଆ ପେଟ୍ରୋଲ ପମ୍ପ ସେବା ପାଇଁ ଲୟର୍ସ ଆସୋସିଏସସନ ପକ୍ଷରୁ ସାଂସଦକୁ ଦାବିପତ୍ର ପ୍ରଦାନ…

ମାଲକାନଗିରି,୫l୩ ମାଲକାନଗିରି ଜିଲ୍ଲା ଲୟର୍ସ ଆସୋସିଏସନ ପକ୍ଷରୁ ଜିଲ୍ଲାରେ ୨୪ ଘଣ୍ଟିଆ ପେଟ୍ରୋଲ ପମ୍ପ ଖୋଲିବା ପାଇଁ ସାଂସଦଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଜିଲ୍ଲା ଗସ୍ତରେ ଆସିଥିବା ନବରଙ୍ଗପୁର ସାଂସଦ ବଳଭଦ୍ର ମାଝିଙ୍କୁ ଜିଲ୍ଲା ଲୟର୍ସ ଆସୋସିଏସନ ପକ୍ଷରୁ ଏହି ଦାବିପତ୍ର ପ୍ରଦାନ

ରାଷ୍ଟ୍ରୀୟ ଲୋକ ଅଦାଲତ ନିମନ୍ତେ ବୁଲିଲା ସଚେତନତା ରଥ…

ଛତ୍ରପୁର, ଛତ୍ରପୁର ତାଲୁକ ଆଇନ ସେବା କମିଟି ପକ୍ଷରୁ ଆସନ୍ତା ୮ତାରିଖ ଦିନ ଛତ୍ରପୁର କୋର୍ଟ ପରିସରରେ ଚଳିତ ବର୍ଷ ର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବାକୁ ଯାଉଅଛି। ଏହାର ବ୍ୟାପକ ପ୍ରଚାର ଏବଂ ଲୋକଙ୍କୁ ସଚେତନତା କରିବା ନିମନ୍ତେ ବୁଧବାର କୋର୍ଟ ପରିସର ରେ ଏକ ସଚେତନତା ରଥର

ଦୁଇମାସ ହେଲା ଷ୍ଟେଟବ୍ୟାଙ୍କ ଏଟିଏମ ଅଚଳ : ଭେଣ୍ଡରର ସମସ୍ୟା ଯୋଗୁଁ ଟଙ୍କା ଲୋଡିଂ ହୋଇପାରୁନି…

ବାଲିଗୁଡା, : କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖ ପାଖ ଅଞ୍ଚଳରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ ଏଟିଏମ୍‌ରେ ଟଙ୍କା ଲୋଡିଂ ହୋଇପାରୁନଥିବା ଯୋଗୁଁ ଅଧିକାଂଶ ସ୍ଥାନରେ ଏହା ଅଚଳ ହୋଇ ରହିଥିବା ଜଣାଯାଇଛି। ଏହି ସମସ୍ୟା ଫେବ୍ରୁଆରି ମାସରୁ ଆରମ୍ଭ ହୋଇଯାଇଥିବା ବେଳେ ଅଦ୍ୟାବଧି ସୁଦ୍ଧା

ଛତ୍ରପୁର ଠାରେ ପ୍ରବାଦ ପୂରୁଷ ବିଜୁପଟ୍ଟନାୟକଙ୍କ ୧୦୯ତମ ଜନ୍ମଜୟନ୍ତୀ ପାଳିତ

ଛତ୍ରପୁର, : ବିଜୁ ଜନତା ଦଳ ଛତ୍ରପୁର ନିର୍ବାଚନ ମଣ୍ଡଳୀ ପକ୍ଷରୁ ମହାନ ଜନନାୟକ ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୯ତମ ଜନ୍ମଜୟନ୍ତୀ ମହାସମାରୋହରେ ପାଳନ କରାଯାଇଛି । ସ୍ଥାନୀୟ ଲୋୟର ବସଷ୍ଟାଣ୍ଡସ୍ଥିତ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ଦଳୀୟ ନେତା ଓ କର୍ମୀ ମାନେ ପୁଷ୍ପମାଲ୍ୟ

ହିଞ୍ଜିଳି : ବିଜୁବାବୁଙ୍କ ୧୦୯ ତମ ଜନ୍ମ ଜୟନ୍ତି ପାଳିତ

ହିଞ୍ଜିଳିକାଟୁ, ୫ା୩: କଳିଙ୍ଗର ବରପୁତ୍ର, ଜନନାୟକ ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଜନ୍ମ ଦିବସ ଅବସରରେ ବୁଧବାର ହିଞ୍ଜିଳି ବିଜେଡି ପକ୍ଷରୁ ବିଜୁବାବୁଙ୍କ ୧୦୯ ତମ ଜନ୍ମ ଜୟନ୍ତୀ ପାଳନ କରାଯାଇଛି । ବିଧାୟକଙ୍କ ପୈାର‌ପରିଷଦ ପ୍ରତିନିଧି ପ୍ୟାରୀମୋହନ