Browsing Category

ଆଞ୍ଚଳିକ

ଆୟୁଷ୍ମାନ ଯୋଜନା ଶୁଭାରମ୍ଭ : ଗଞ୍ଜାମରୁ ଉପକୃତ ହେବେ ୨୮.୯୨ ଲକ୍ଷ ହିତାଧିକାରୀ…

ଛତ୍ରପୁର : ଦିର୍ଘ ବର୍ଷ ପ୍ରତୀକ୍ଷାର ଅନ୍ତଘଟି ରାଜ୍ୟରେ ଆଜିଠୁ ଆରମ୍ଭ ହୋଇଛି ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା,ଗୋପବନ୍ଧୁ ଜନଆରୋଗ୍ୟ ଏବଂ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା । ରାଜ୍ୟରେ ପ୍ରାୟ ୧.୦୩ କୋଟି ପରିବାରର ୩.୪୬ କୋଟି ହିତାଧିକାରୀ ଉପକୃତ ହୋଇଥିବା ବେଳେ ଗଞ୍ଜାମ

ଜିଲ୍ଲା ଯୁବଲେଖକ ସମ୍ମିଳନୀରେ ବାଜି ମାରିନେଲେ ଛାତ୍ରୀ

ନବରଙ୍ଗପୁର : ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ସହଯୋଗ ରେ ନବରଙ୍ଗପୁର ମହାବିଦ୍ୟାଳୟ ଠାରେ ଯୁବ ଲେଖକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ର ଦଶଟି କଲେଜର ଛାତ୍ର ଛାତ୍ରୀ ମାନେ ଏହି ସମ୍ମିଳନୀରେ ଯୋଗ ଦେଇ ନିଜ

ଭିଜିଲାନ୍ସ ଜାଲରେ ଚିତ୍ରକୋଣ୍ଡା ବ୍ଲକର ଦୁଇ ଅଧିକାରୀ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ର ଦୁଇ ଅଧିକାରୀ କାର ଯୋଗେ ଯାଉଥିବା ବେଳେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରି ସେମାନଙ୍କ ନିକଟରୁ ବିପୁଳ ଟଙ୍କା ଜବତ କରି ଉଭୟ ଅଧିକାରୀଙ୍କୁ ଅଟକ ରଖିଥିବା ସୂଚନା ମିଳିଛି। ତେବେ ମିଳିଥିବା ତଥ୍ୟ ଅନୁଯାୟୀ ମାଲକାନଗିରି ଜିଲ୍ଲା

ମାଲକାନଗିରି ଜିଲ୍ଲାରେ ୨ ଲକ୍ଷ ୨୨ ହଜାର ହିତାଧିକାରୀ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ଉପକୃତ…

ମାଲକାନଗିରି : ଆଜି ମାଲକାନଗିରି ଜିଲ୍ଲାରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ ହୋଇଥିବା ବେଳେ ମାଲକାନଗିରି ବିଧାୟକ ନରସିଂହ ମାଡକାମି ପଦ୍ମଗିରି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଶୁଭାରମ୍ଭ କରିଥିବା ବେଳେ ଓ ମାଲକାନଗିରି ସଦର ବ୍ଲକ କଟେଲିଗୁଡା ଏୟାରଷ୍ଟ୍ରିପ୍

ଓଡ଼ିଆ ପକ୍ଷରେ ଯୁବ ଲେଖକ ସମ୍ମିଳନୀ

ମାଲକାନଗିରି : ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଓଡ଼ିଆ ପକ୍ଷ ପାଳନର ଏକାଦଶ ଦିବସରେ ସ୍ଥାନୀୟ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଯୁବ ଲେଖକ ସମ୍ମିଳନୀ ଆୟୋଜନ କରାଯାଇଛି। ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ନିର୍ଦ୍ଦେଶ କ୍ରମେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା

ନବରଙ୍ଗପୁରଠାରେ ଆୟୁଷ୍ମାନ ଭାରତ ଏକକ କାର୍ଡ ବିତରଣ ଶୁଭାରମ୍ଭ

ନବରଙ୍ଗପୁର : ଆଜି ସ୍ଥାନୀୟ ନବରଙ୍ଗପୁର ସହର ସହରାଞ୍ଚଳ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର ଠାରେ ମାନ୍ୟବର ଗ୍ରାମ୍ୟ ଉନ୍ନୟନ,ପଞ୍ଚାୟତି ରାଜ ଏବଂ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଆନୁଷ୍ଠାନିକ ଭାବେ ଆୟୁଷ୍ମାନ ଭାରତ ପ୍ରଧାନ ମନ୍ତ୍ରୀ ଜନ

ଆସିକାରେ ଟ୍ରାଫିକ ସମସ୍ୟା ବେକାବୁ : ବେଆଇନ ଯାନବାହାନ ପାର୍କିଙ୍ଗ ଯୋଗୁଁ ବଢୁଛି ଟ୍ରାଫିକ ସମସ୍ୟା…..!

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ଦୀର୍ଘ ଘଣ୍ଟା ଯାନବାହାନ ରାସ୍ତା ଉପରେ ରହୁଥିବା ଯୋଗୁଁ ଟ୍ରାଫିକ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ମୁଖ୍ୟ ରାସ୍ତା ସମେତ ବିଭିନ୍ନ ଗଳି କନ୍ଦି ରେ ଚାରି ଚକିଆ ଯାନ ସମେତ ବାଲି ଇଟା ବୋଝେଇ ଟ୍ରାକ୍ଟର ରହିବା ଫଳରେ

ଧରାକୋଟ ତହସିଲରେ ବିନା ପାଉଣାରେ ଫାଇଲ ଘୁଞ୍ଚୁ ନାହିଁ.. !

ଦଲାଲ ଓ ବାବୁ ମାନଙ୍କ ମିଲିଭଗତରେ ସବୁ ଫିକ୍ସ…..!ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଧରାକୋଟ ତହସିଲ ଅଞ୍ଚଳ ରୁ ଲଘୁ ଖଣିଜ ଦ୍ରବ୍ୟ ସର୍ବାଧିକ ଲୁଟ ହେଉଛି। ରାଜସ୍ୱ ବିଭାଗ ର ବାବୁଙ୍କ ଆଶୀର୍ବାଦ ରେ ବେଆଇନ ଭାବେ ବାଲି, ପଥର ଓ ମୋରମ ଚୋରା କାରବାର ଚାଲୁଥିବା ଚର୍ଚ୍ଚା ହେଉଛି। ତହସିଲ

” ଲୋକକଳା ପାଇଁ ଦିନଟିଏ ” ବାଲିଗୁଡା ଅଞ୍ଚଳର ଯୁବ ନାଟ୍ୟକାର ପ୍ରମୋଦ ଦଣ୍ଡସେନାଙ୍କୁ ସମ୍ବର୍ଦ୍ଧନା

ବାଲିଗୁଡା : ଓଡ଼ିଆ ପକ୍ଷ ପାଳନ ଅବସରରେ ଗୁରୁବାର ଦିନ କନ୍ଧମାଳ ଜ଼ିଲ୍ଲା ଖଜୁରୀପଡା ରେ ଜ଼ିଲ୍ଲା ପ୍ରଶାସନ ର ସଂସ୍କୃତି ବିଭାଗ ପକ୍ଷରୁ ଲୋକକଳା ପାଇଁ ଦିନଟିଏ ଦିବସ ପାଳିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ କନ୍ଧମାଳ ଜ଼ିଲ୍ଲାର ୧୨ ଗୋଟି ବ୍ଳକର କଳାକାର ମାନେ ଯୋଗଦେଇ ଦେଇଥିଲେ

“ଲୋକ କଳା ପାଇଁ ଦିନଟିଏ ” : ନବରଙ୍ଗପୁର ଜିଲ୍ଲା ବି ମାଲିଗୁଡ଼ା ଗ୍ରାମରେ କଳାକାରମାନଙ୍କ ସମାବେଶ

ନବରଙ୍ଗପୁର : ଆଜି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ର ବି ମାଲିଗୁଡା ଗ୍ରାମରେ ଓଡ଼ିଆ ପକ୍ଷ ପାଳନ ଅବସରରେ ଦଶମ ଦିନରେ "ଲୋକକଳା ପାଇଁ ଦିନଟିଏ "କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ବ) ବିଶ୍ଵଜିତ ବର୍ମନ୍ ମୁଖ୍ୟ ଅତିଥି ରୂପେ