Browsing Category

ଆଞ୍ଚଳିକ

ଆସିକା ପୋଲିସ ହାତରେ ଗଞ୍ଜେଇ ମାଫିଆ ସହ ୪ କୁଇଣ୍ଟାଲରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ…!

ବ୍ରହ୍ମପୁର: ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ସନ୍ତୋଷ କୁମାର ଜେନାଙ୍କ ସ୍ପେସିଆଲ ଡ୍ରାଇଭର ନେତୃତ୍ୱରେ କାଳଷଣ୍ଢପୁର, ପାକଲାପଲ୍ଲୀ, କଇଁଫୁଲିଆ ଛକ ନିକଟରେ ପେଟ୍ରୋଲିଙ୍ଗ କରାଯାଉଛି। ସୋମବାର ଦିନ ଆସିକା ଥାନା ଅଧିକାରୀ କୁଳମଣି ସେଠିଙ୍କ ସ୍ୱତନ୍ତ୍ର ସ୍କ୍ୱାଡ଼ ମିଶି ପେଟ୍ରୋଲିଙ୍ଗ କରୁଥିବା…

ବାଲିଗୁଡାରେ ପବିତ୍ର ସାବିତ୍ରୀ ଅମାବାସ୍ୟା ପାଳିତ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ଗାଁ ଠାରୁ ଆରମ୍ଭ କରି ସହରରେ ନିଷ୍ଠାର ସହ ପବିତ୍ର ସାବିତ୍ରୀ ଅମାବାସ୍ୟା ପାଳିତ ହୋଇଯାଇଛି l ଏହି ଅବସରରେ ମହିଳାମାନେ ପ୍ରତ୍ୟୁଷ ରୁ ସ୍ନାନ ଆଦି କାର୍ଯ୍ୟ ସାରି ନୂଆ, ଶାଢୀ ସହ ବିଭିନ୍ନ ସୁହାଗ ଜିନିଷ ପରିଧାନ କରି…

ମା’ ପାଟ୍ଟଖଣ୍ଡା ଠାକୁରାଣୀ ଯାତ୍ରା : ବିଶ୍ରାମ ଦିବସରେ ମା ‘ଙ୍କ ନିକଟରେ ମହିଳା ମାନେ ପାଳିଲେ ସାବିତ୍ରୀ ବ୍ରତ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା 'ପାଟଖଣ୍ଡା ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ସୋମବାର ୨୧ ଦିନରେ ପହଞ୍ଚି ଥିବା ବେଳେ ସାବିତ୍ରୀ ଅମାବାସ୍ୟା ଯୋଗୁଁ ମା 'ମାନେ ଅସ୍ଥାୟୀ ମଣ୍ଡପ ରେ ବିଶ୍ରାମ ନେଉଛନ୍ତି l ଅସ୍ଥାୟୀ ପୀଠ ରେ ମା 'ପାଟଖଣ୍ଡା ଙ୍କ…

ହର୍ଷ ଉଲ୍ଲାସର ସହ ସାବିତ୍ରୀ ପାଳିଲେ ମହିଳା

ମାଲକାନଗିରି, ୨୬।୫ : ଆଜି ହେଉଛି ପବିତ୍ର ସାବିତ୍ରୀ ବ୍ରତ । କାହିଁ କେଉଁ ଆବହମାନ କାଳରୁ ଓଡ଼ିଆ ପରମ୍ପରା ଅନୁଯାୟୀ ଏହି ବ୍ରତ ପାଳନ ହେଉଥିବା ବେଳେ ସଧବା ମାନେ ନିଜ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ସାରାଦିନ ଉପବାସ ରହି ଓ ପୂଜାର୍ଚନା କରନ୍ତି । ପୁରାଣ ଅନୁଯାୟୀ ଆଜିର ଦିନରେ…

ପରିଚାଳନାରେ ଅନିୟମିତତ ଯୋଗୁଁ ଦେବୋତ୍ତର ବିଭାଗକୁ ଗଲା ଫତେଗଡ ରାମ ମନ୍ଦିର…

ନୟାଗଡ : ନୟାଗଡ଼ ଜିଲ୍ଲା ଫତେଗଡ଼ ମୌଜାରେ ଥ‌ିବା ଶ୍ରୀରାମ ମନ୍ଦିର ସରକାରଙ୍କ ଦେବୋତ୍ତର ବିଭାଗ ଅଧୀନକୁ ଆସିଛି । ୨୦୨୪ ଜାନୁଆରୀ ୨୨ରେ ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ପ୍ରାଣପ୍ରତିଷ୍ଠା ସମୟରେ ଏହି ଶ୍ରୀରାମ ମନ୍ଦିରରେ ମର୍ଯ୍ୟାଦାପୁରୁଷ ପ୍ରଭୁ ଶ୍ରୀରାମ, ଲକ୍ଷ୍ମଣ ଓ ମାତା ସୀତାଙ୍କ…

ଆସିକା ସିଆଳିଆ ରେ ସାଂସଦ ଓ ବିଧାୟକ ଗୋଷ୍ଠି ମୁହାଁ ମୁହିଁ :ଉଭେୟ ପକ୍ଷର କର୍ମୀଙ୍କ ମଧ୍ୟରେ ହାତାହାତି ପୋଲିସ ର…

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ଶାସକ ଦଳ ଭିତରେ ଗୋଷ୍ଠି କନ୍ଦଳ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ କବିସୂର୍ଯ୍ୟନଗର ବ୍ଲକ ର ସିଆଳିଆ ପଞ୍ଚାୟତରେ ରବିବାର ଦିନ ସାଂସଦ ଓ ବିଧାୟକଙ୍କ ଗୋଷ୍ଠି ମଧ୍ୟରେ ଛକାପଞ୍ଝା…

ରାମଚରିତ ମାନସ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଉଦଯାପିତ

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ଭଗବତ କଥା ବିତରଣ ପରିଷଦ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସ୍ଥାନୀୟ ପୈାରାଞ୍ଚଳ ବୃନ୍ଦାବନ ବିଦ୍ୟାପିଠ ମିନି ଷ୍ଟାଡିୟମ ପରିସରରେ ଗତ ୧୬ ତାରିଖ ଠାରୁ ଆରମ୍ଭ ହୋଇଥିବା ଶ୍ରୀରାମ ଚରିତ ମାନସ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଶନିବାର ଉଦଯାପିତ ହୋଇଯାଇଛି।‌…

ସମ୍ପର୍କରେ ରକ୍ତର ଛିଟା : ସାନଭାଇର ଧାରୁଆ ଅସ୍ତ୍ରରେ ବଡଭାଇ ଗୁରୁତର

ହିଞ୍ଜିଳିକାଟୁ : ମା’ ର ଭତ୍ତା ଟଙ୍କାକୁ କେନ୍ଦ୍ର କରି ୨ ଭାଇ ମଧ୍ୟରେ ଆକ୍ରମଣ ହୋଇଛି। ସାନଭାଇର ଆକ୍ରମଣରେ ବଡଭାଇ ଗୁରୁତର ଆହତ ହୋଇଛନ୍ତି। ଏଭଳି ଏକ ଘଟଣା ରବିବାର ଅପରାହ୍ନରେ ହିଞ୍ଜିଳି ଥାନା ତଥା ହିଞ୍ଜିଳିକାଟୁ ପୈାରାଞ୍ଚଳ ଆଙ୍କୋରଡା ଗ୍ରାମରେ ଘଟିଛି। ଅଭିଯୋଗ ପ୍ରକାରେ, ରବିବାର…

ଅନୁସୂଚିତ ଜାତି, ଜନଜାତିଙ୍କ ଜମି କମ୍ପାନୀକୁ ଦେବା ଷଡଯନ୍ତ୍ର ବନ୍ଦ କର : ମାନବ ଅଧିକାର ସୁରକ୍ଷା ମଞ୍ଚ

ବ୍ରହ୍ମପୁର : ଅନୁସୂଚିତ ଜାତି, ଜନଜାତିଙ୍କ ଜମିକୁ ସରକାର କିଣିବେ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ନୂତନ ପ୍ରସ୍ତାବିତ ଘୋଷଣାକୁ ଏକ ଷଡଯନ୍ତ୍ରମୂଳକ ଯୋଜନା ବୋଲି କହିଛି ସମାଜବାଦୀ ଅନୁଷ୍ଠାନ ମାନବ ଅଧିକାର ସୁରକ୍ଷା ମଞ୍ଚ l ଆଦିବାସୀ ଓ ଅନୁସୂଚିତ ଜାତି ବର୍ଗର ଲୋକଙ୍କୁ ସବୁଦିନ…

ବାଲିଗୁଡ଼ାରେ ଦେବର୍ଷି ନାରଦ ଜୟନ୍ତୀ ପାଳିତ

ବାଲିଗୁଡା : କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ସ୍ଥାନୀୟ ଶିକ୍ଷା ନିକେତନ ପରିସର ମଧ୍ୟରେ ଦେବର୍ଷି ନାରଦଙ୍କ ଜୟନ୍ତୀ ମହୋତ୍ସବ ରବିବାର ପାଳିତ ହୋଇଯାଇଛି l ଖବରଦାତା ପ୍ରମୋଦ କୁମାର ଦଣ୍ଡସେନାଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାଂସଦ ପ୍ରତିନିଧି…