Browsing Category

ଆଞ୍ଚଳିକ

କନ୍ଧମାଳ ଜିଲ୍ଲା ସଦର ମହକୁମାରେ ବିଶ୍ୱ ଏଡ଼ସ ଦିବସ ପାଳିତ

ଫୁଲବାଣୀ : ଡିସେମ୍ବର ଏକ ତାରିଖ ଦିନ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ଫୁଲବାଣୀ ଠାରେ ବିଶ୍ୱ ଏଡ଼ସ ଦିବସ ପାଳିତ ହୋଇଯାଇଛି l ଜିଲ୍ଲା ମୁଖ୍ୟଚିକିତ୍ସାଳୟ ଠାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼କ୍ଟର ସନ୍ତୋଷ କୁମାର ପାଢ଼ୀ, ପତାକା ଦେଖାଇ ସତେତନତା ଶୋଭାଯାତ୍ରା ତଥା

ସରକାରୀ ବାସଭବନରେ କୃଷି ଡେମୋନଷ୍ଟ୍ରେଟରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଫୁଲବାଣୀ : ଫୁଲବାଣୀ ଉଦ୍ୟାନ କୃଷି ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଡେମୋଷ୍ଟେସନ ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟରତ ବିଜୟ କୁମାର ନାୟକ ସନ୍ଧ୍ୟାରେ ଫୁଲବାଣୀ ସ୍ଥିତ ନିଜ ସରକାରୀ ବାସଭବନରେ ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି। କେଉଁ କାରଣରୁ ଆତ୍ମହତ୍ୟା କଲେ କାରଣ

ମିଡିଆକିଆରେ ବିଶ୍ୱ ଏଡ଼ସ ଦିବସ ପାଳିତ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ମିଡିଆକିଆ ପଞ୍ଚାୟତ ର ନୂଆସାହି ପ୍ରାଥମିକ ବିଦ୍ୟାଳୟ ତରଫରୁ ବିଶ୍ୱ ଏଡ଼ସ ଦିବସ ପାଳିତ ହୋଇଯାଇଛି l ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଜଗଦୀଶ ଚନ୍ଦ୍ର ବେହେରା ଙ୍କ ନେତୃତ୍ୱରେ ବିଦ୍ୟାଳୟ ପରିସରରୁ ଏକ ଶୋଭାଯାତ୍ରା ବାହାରି ଛାତ୍ର ଛାତ୍ରୀ ମାନେ

ସୀମା ସୁରକ୍ଷା ବାହିନୀର ୬୦ତମ ବୃଦ୍ଧି ଦିବସ ପାଳନ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଦଣ୍ଡପଦର ସ୍ଥିତ ଆଦର୍ଶ ବିଦ୍ୟାଳୟ ନିକଟରେ ଥିବା ୧୩୬ ସୀମା ସୁରକ୍ଷା ବାହିନୀ ବାଟାଲିୟନ ତରଫରୁ ସୀମା ସୁରକ୍ଷା ବଳର ୬୦ ତମ ବୃଦ୍ଧି ଦିବସ ପାଳନ ହୋଇଯାଇଛି l ଏଥିରେ ସ୍ଥାନୀୟ ୧୩୬ ସୀମା ସୁରକ୍ଷା ବାହିନୀ ବାଟାଲିୟନର କମାଣ୍ଡାଣ୍ଟ ମାନସ ରଞ୍ଜନ

ସୀମାନ୍ତ ତେଲେଙ୍ଗାନା ଅଞ୍ଚଳରେ ବଡ ଧରଣର ମାଓ ବିରୋଧୀ ଅଭିଯାନରେ ୭ମାଓବାଦୀ ନିହତ

ମାଲକାନଗିରି : ସୀମାନ୍ତ ତେଲେଙ୍ଗାନା ଅଞ୍ଚଳରେ ଆଜି ସକାଳ ତେଲେଙ୍ଗାନା ରାଜ୍ୟ ସୀମାରେ ସୁରକ୍ଷା ବାହିନୀ ଏବଂ ନକ୍ସଲମାନଙ୍କ ମଧ୍ୟରେ ଏକ ବଡ଼ ମୁକାବିଲା ହୋଇଥିଲା। ଗ୍ରେହାଉଣ୍ଡ ଫୋର୍ସ ଜବାନ ମାନେ ମାଓ ବିରୋଧୀ ଅପରେସନ କରିଥିଲେ । ଏହି ଏନକାଉଣ୍ଟରରେ ୭ଜଣ ନକ୍ସଲ ନିହତ ହୋଇଥିବା ବେଳେ

ପରମ୍ପରା ନାମରେ ନୃଶଂସତା, ଯାତ୍ରା ମଞ୍ଚରେ ଅଭିନୟ କରି ଜିଅନ୍ତା ଘୁଷୁରୀ ଖାଇ ରାକ୍ଷସ ପାଲଟିଲେ !

ହିଞ୍ଜିଳିକାଟୁ ୧/୧୨ : କଳାକାର ନିଜର ପ୍ରତିଭାର ପ୍ରଦର୍ଶନ କରି ନିରିହ ପ୍ରାଣର ବଳିପକାଉଥିବା ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ ରାଳବ ଗ୍ରାମର କାଞ୍ଜିଅଅଁଳା ଯାତ୍ରାରେ ତଳ ସାହିରେ ଲାଗିଥିବା ଚିକିଲି ରାମାୟଣ ନାଟକରେ ସର୍ବ ସମ୍ମୁଖରେ

ଭୋକ ବିକଳରେ ତାଟିଆ କାମୁଳିଲାଭକି ନୀତି କରୁଛି ଟାଉନ ଥାନା ପୋଲିସ

ବ୍ରହ୍ମପୁର : ବ୍ରହ୍ମପୁର ପୋଲିସର ବିଭିନ୍ନ ଥାନାକୁ ନୂଆ କରି ବଦଳି ହୋଇ ଆସିଥିବା କିଛି ପୋଲିସ ଅଫିସର ନିଜର ପତିଆରା ଜାହିର କରିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ନେଇ ଥିବା ନଜିର ରହିଛି | ୟା ଭିତରେ ନିରୀହ ଲୋକମାନେ ପୋଲିସ ଆକ୍ରୋଶର ଶିକାର ହେଉଛନ୍ତି ଏଭଳି ଏକ ଘଟଣା ଘଟିଛି ଲୋଚାପଡା

ଓଡ଼ିଶା ସାମ୍ବାଦିକ ସଂଘର ନିର୍ବାଚନ : ସଭାପତି ରାଧାମୋହନ ସଂପାଦକ ପ୍ରିୟବ୍ରତ

ଫୁଲବାଣୀ : ଓଡ଼ିଶା ସାମ୍ବାଦିକ ସଙ୍ଘ କନ୍ଧମାଳ ଜିଲ୍ଲା ଶାଖା ପକ୍ଷରୁ ଆଜି ଜି ଉଦୟଗିରି ଡାକ ବଙ୍ଗଳା ଠାରେ ନୂତନ କର୍ମକର୍ତ୍ତା ଚୟନ ସହ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅତିଥି ଭାବେ ରାଜ୍ୟ କୋଷଧକ୍ଷ ଅରୁଣ କୁମାର ଷଢ଼ଙ୍ଗି ଯୋଗ ଦେଇଥିଲେ। ଓଡ଼ିଶା ସାମ୍ବାଦିକ

ଫୁଲବାଣୀ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟରେ ବିଶ୍ୱ ଏଡ଼ସ ଦିବସ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

( ପ୍ରଥମଥର ପାଇଁ ୫୦ ମିଟର ଲମ୍ବର ରେଡ ରିବନ ପତାକା ସହର ପ୍ରଦକ୍ଷଣ )ଫୁଲବାଣୀ : ବିଶ୍ୱ ଏଡ୍ସ ଦିବସ ଅବସରରେ ଫୁଲବାଣୀ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟ ରେଡ୍ ରିବନ୍ କ୍ଲବ୍ ଏବଂ ଯୁବ ରେଡ୍ କ୍ରସ ଆନୁକୁଲ୍ୟରେ ଏକ ଏଡ଼ସ /ଏଚଆଇଭି ସଚେତନତା କାର୍ଯ୍ୟକ୍ରମ ସହିତ ଏଡ଼ସ ରାଲି ଆୟୋଜନ

କନ୍ଧମାଳର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ସୁଧାରିବାକୁ ସିଡିଏମଓଙ୍କୁ ମିଳିତ ନାଗରିକର ଦାବୀପତ୍ର

ଫୁଲବାଣୀ : ଓଡ଼ିଶାର ସମସ୍ତ ଡାକ୍ତରଖାନା ଦୁଇ ବେଳା ଖୋଲୁଥିବା ବେଳେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ଦୁଇବେଳା ଖୋଲିବା ପରିବର୍ତ୍ତେ କେବଳ ସକାଳ ୮ଟାରୁ ୧୨ଟା ଖୋଲୁଥିବାରୁ ନୂତନ ସିଡିଏମଙ୍କୁ ଜିଲା ମିଳିତ ନାଗରିକ କମିଟି ପକ୍ଷରୁ ଦାବୀପତ୍ର ପ୍ରଦାନ କରାଯାଇଛି।ଉପରବେଳା କୌଣସି ଆଉଟଡୋର