Browsing Category

ଆଞ୍ଚଳିକ

ଆଦାନୀ ଫାଉଣ୍ଡେସନ ପକ୍ଷରୁ ଖେଳ ଉପକରଣ ବଣ୍ଟନ

ଛତ୍ରପୁର : ଗ୍ରାମୀଣ କ୍ଷେତ୍ରରେ ଯୁବଗୋଷ୍ଠୀଙ୍କୁ ବିଭିନ୍ନ କ୍ରୀଡ଼ା ପ୍ରତି ଆକର୍ଷିତ ଓ ପ୍ରୋଚ୍ଛାହୀତ କରିବାର ଲକ୍ଷ୍ୟନେଇ ଆଜି ଆଦାନୀ ଫାଉଣ୍ଡେସନ ପକ୍ଷରୁ ସ୍ଥାନୀୟ ଆର୍ଯ୍ୟପଲ୍ଲୀ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଏକ ଅନଔପଚ।ରିକ କାର୍ଯ୍ୟକ୍ରମ ମାଧ୍ୟମରେ ପାଖାପାଖି ୧୧ ଗୋଟି ଟିମ୍ ର…

ବ୍ଲକସ୍ତରୀୟ ପଞ୍ଚାୟତିରାଜ ଦିବସ ପାଳନ ସହ ନୂତନ ରାଶନ କାର୍ଡ ବଣ୍ଟନ

ରାଇକିଆ : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ପରିସର ମଧ୍ୟରେ ରାଇକିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସବ୍ୟସାଚୀ ସାହୁ ଙ୍କ ତ୍ଵତ୍ୱାବଧାନ ରେ ପଞ୍ଚାୟତିରାଜ୍ ଦିବସ ପାଳିତ ହୋଇ ଯାଇଅଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଇକିଆ ବ୍ଲକ ସାଂସଦ ପ୍ରତିନିଧି ସନ୍ତୋଷ କୁମାର ଲେଙ୍କା ପ୍ରଦୀପ…

ଦୁଇଟି ଛିନତାଇ ମାମଲାରେ ୪ ଜଣଙ୍କୁ ବାନ୍ଧିବା ସହିତ ଅଳଙ୍କାର ଫେରାଇଲା ପୋଲିସ…

ବୟୋଜ୍ୟୋଷ୍ଠ ବ୍ୟକ୍ତିଙ୍କୁ କରୁଥିଲେ ଟାର୍ଗେଟ, ବିଭିନ୍ନ ବାହାନାରେ ଲୁଟି ନେଉଥିଲେ ସୁନାଅଙ୍କାର , ବ୍ରହ୍ମପୁର : ନୀଳକଣ୍ଠ ନଗର ହାଉସିଂ ବୋର୍ଡର ୬୪ ବର୍ଷିୟା କେ. ରଜନୀ ଗତ ମାର୍ଚ୍ଚ ୨୨ ତାରିଖ ସକାଳେ ପ୍ରାତଃ ଭ୍ରମଣରେ ଯାଇଥିବା ସମୟରେ ପ୍ରେମ ନଗର ଶିବଶକ୍ତି ହଲ ସମ୍ମୁଖରେ…

ପହଲଗାମ ମୃତକଙ୍କ ସ୍ମୃତିରେ ସମୂହ ଦୀପଦାନ-ଶୋଭାଯାତ୍ରା

ରାଇକିଆ : ଜମ୍ମୁ-କଶ୍ମୀରର ପହଲଗାମ ଆତଙ୍କବାଦୀ ଆକ୍ରମଣରେ ପ୍ରାଣହରାଇଥିବା ମୃତକଙ୍କ ସ୍ମୃତିରେ ରାଇକିଆ ପୂଜା କମିଟି ଓ ବଣିକ ସଂଘ ତରଫରୁ ଗୁରୁବାର ମିଳିତ ଭାବେ ସହରରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଉକ୍ତ ଶାନ୍ତି ଶୋଭାଯାତ୍ରା ବେରେଡ଼ାକିଆ ଠାରୁ ବାହାରି ଚୁନପଲୀ ଛକରେ…

ଶ୍ରେଷ୍ଠ ପଞ୍ଚାୟତ ଭାବେ ରାଇକିଆ ପଞ୍ଚାୟତ ପୁରସ୍କୃତ

ରାଇକିଆ : କନ୍ଧମାଳ ଜିଲା ପ୍ରଶାସନ ପକ୍ଷରୁ ଫୁଲବାଣୀ ଠାରେ ଜାତୀୟ ପଞ୍ଚାୟତ ଦିବସ ପାଳନ ଅବସରରେ ରାଇକିଆ ଗ୍ରାମ ପଞ୍ଚାୟତକୁ ଗ୍ରେଡ଼-ସି ଭାବେ ମନୋନୀତ କରାଯାଇ ପୁରସ୍କୃତ କରାଯାଇଛି। ଏହି ଅବସରରେ ଫୁଲବାଣୀ ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ରାଇକିଆ…

ଶ୍ରୀନଗରର ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା : ଦାରିଙ୍ଗବାଡ଼ି ଶିକ୍ଷକ ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି

ବାଲିଗୁଡା : ଶ୍ରୀନଗରର ପହଲଗାମରେ ଆତଙ୍କବାଦୀ ପର୍ଯ୍ୟଟକଙ୍କୁ ଗୁଳିକରି ହତ୍ୟା କରିଥିବା ଓ ଏଥିରେ ବାଲେଶ୍ୱରର ପ୍ରଶାନ୍ତ ଶତପଥୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିବା ସହ ଏକାଧିକ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ଏହି ପ୍ରରିପ୍ରେକ୍ଷୀରେ ଦେଶରେ ଚାରିଆଡ଼େ ଶୋକର ଛାୟା ଦେଖିବାକୁ ମିଳିଥିବା ବେଳେ…

ଦୋକାନ ବଜାର ଆଡକୁ ମାଡିଗଲା ଟାଟା ଆଇଚର ଗାଡି : ୧୦ ଆହତ, ୫ ଗୁରୁତର

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବଜାର ରେ ବଡ଼ ଦୁର୍ଘଟଣା ଘଟାଇଲା ଟାଟା ଆଇଚର ଗାଡି | ବେପରୁଆ ଗାଡି ଚଳାଇ ଚଢ଼ିଗଲା ଦୋକାନ ବଜାର ଆଡକୁ,ଲୋକଙ୍କ ହୋ ହାଲ୍ଲା ପାଟିତୁଣ୍ଡ ଭିତରେ ଘଟଣା ସ୍ଥଳରୁ ଗାଡି ଟି ଫେରାର ହୋଇଯାଇଥିଲା |ପ୍ରତ୍ୟକ୍ଷଦର୍ଶୀ ଙ୍କ ସୂଚନା…

ଆସିକା ସାଂସଦଙ୍କ ଦୀର୍ଘ ଦିନ ହେଲା ଦେଖା ମିଳୁନି : କର୍ମୀ ଓ ଜନତା ହତାଶ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ସଂସଦୀୟ କ୍ଷେତ୍ର ସବୁବେଳେ ଚର୍ଚ୍ଚା ରହିଆସିଛି। ଆସିକା ଲୋକସଭା ନିର୍ବାଚନ ମଣ୍ଡଳୀ ରେ ପ୍ରଥମ ଥର ଭାବେ ବିଜେପି ସାଂସଦ ନିର୍ବାଚିତ ହୋଇଛନ୍ତି। ଅନିତା ଶୁଭ ଦର୍ଶନୀ ନିର୍ବାଚିତ ହେବା ପରେ ଆସିକା ଅଞ୍ଚଳ ରେ କାଁ ଭାଁ ଆସିଥିବା ଯୋଗୁଁ ଲୋକଙ୍କ ମଧ୍ୟରେ…

ଅଧିକ ଯୈାତୁକ ଦାବି କରି ନିର୍ଯାତନା, ଥାନାରେ ଏତାଲା

ହିଞ୍ଜିଳିକାଟୁ : ବିବାହର ୧ ମାସ ପରେ ଅଧିକ ଯୈାତୁକ ଦାବି କରି ଶାଶୁ ଓ ଦିଅର ମିଶି ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିବା ଅଭିଯୋଗ ହୋଇଛି। ଅଭିଯୋଗ ପ୍ରକାରେ, ହିଞ୍ଜିଳି ଥାନା ପଥରପୁଞ୍ଜି ଗ୍ରାମର କାଜି ଜେନାଙ୍କ ଝିଅ ପୁର୍ଣିମା ଦାସଙ୍କ ସହ ଆଡପଡା ଗ୍ରାମର ବିଜୟ ଦାସଙ୍କ ପୁଅ ଜିଲୁ…