Browsing Category

ଆଞ୍ଚଳିକ

ପଞ୍ଚୁଦଣ୍ଡ ପରିଚାଳନା ସମିତିର ଅସ୍ଥାୟୀ କାର୍ଯ୍ୟାଳୟ ଉଦଘାଟିତ : ବିଭିନ୍ନ ସଦସ୍ୟଙ୍କୁ ସୁପରିଚାଳନା ଦାୟିତ୍ୱ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ପଞ୍ଚୁଦଣ୍ଡ ପରିଚାଳନା ସମିତି ଆନୁକୂଲ୍ୟରେ ୩୬ ତମ ବାର୍ଷିକ ତେର ଶମ୍ଭୁ ମିଳନ ଉତ୍ସବ ଏପ୍ରିଲ ମାସ ୬ ତାରିଖ ରବିବାର ଦିନ ଆୟୋଜିତ କରିବା ପାଇଁ ପୂର୍ବରୁ ଘୋଷଣା କରାଯାଇଥିଲା l ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ବଜାର ଛକ ନିକଟରେ ସମିତିର ଏକ

ଗାଁସାଥୀଙ୍କ ବିକ୍ଷୋଭ ଦାବି ପୂରଣ ନ ହେଲେ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଆନ୍ଦୋଳନକୁ ନେଇ ଚେତାବନୀ

ମାଲକାନଗିରି : ମାଲକାନଗିରି ଜିଲ୍ଲାର ଗାଁସାଥୀ (ମେଟ) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି, ଓଡ଼ିଶା ପ୍ରଦେଶର ସଭାପତି ଶ୍ରୀ ଲକ୍ଷ୍ମୀଧର ବିଶ୍ଵାଳଙ୍କ ଆହ୍ବାନକ୍ରମେ ମାଲକାନଗିରି ଜିଲ୍ଲାର ଶହ ଶହ ଗାଁସାଥୀ (ମେଟ୍) ମାନେ ଆଜି ମାଲକାନଗିରି ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ

ଟ୍ରାଫିକ ସମସ୍ୟାରେ ଆସିକାବାସୀ ଅଣନିଶ୍ୱାସୀ : ପ୍ରଶାସନ ନିରବଦ୍ରଷ୍ଟା .!

ଗାଲୁଆ ପ୍ରଶାସନ ଯୋଗୁଁ ଲୋକେ ହନ୍ତସନ୍ତ…..! ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଗମନା ଗମର କେନ୍ଦ୍ର ସ୍ଥଳୀ ଆସିକା। ଆସିକା ସହରରେ ଅଶୋକା ସିନେମାହଲ ଓ ଖମ୍ବେଶ୍ବରୀ ପାଟଣା ରୋଡ଼ କେବଳ ଦୁଇଟି ରାସ୍ତା ଦେଇ ବିନାୟକ ବଜାର, ଲକ୍ଷ୍ମୀ ବଜାର ଓ ବସଷ୍ଟାଣ୍ଡ ଯିବାକୁ ହୁଏ। ଅଶୋକା ସିନେମା ହଲ

ହୋଲି ଖେଳକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ : ସାଂସଦ ପ୍ରତିନିଧିଙ୍କୁ ଆକ୍ରମଣ ଘଟଣା, ଏସ.ପି ଙ୍କ ଦୃଷ୍ଟି ଆକର୍ଷଣ କଲେ…

ଦିଗପହଣ୍ଡି : ଦିଗପହଣ୍ଡି ଗଡ଼ଗୋବିନ୍ଦପୁର ଗାଁରେ ହୋଲି ଖେଳକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ଘଟଣାରେ ଏସ. ପି ଙ୍କୁ ସାକ୍ଷାତ କରିଲେ ସରପଞ୍ଚ. ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବୀ କରିଛନ୍ତି।ହୋଲି ଖେଳକୁ ନେଇ ଗାଁର ୨ ଦୁଇ ଗୋଷ୍ଠୀ ମଧ୍ୟରେ

ଘରକୁ ରଙ୍ଗ ଦେବାବେଳେ ଶ୍ରମିକର ମୃତ୍ୟୁ

ବ୍ରହ୍ମପୁର : ଏଭଳି ଘଟଣା ଘଟିଛି ଗୋସାଇନୁଆଁଗାଁ ଥାନା ଅନ୍ତର୍ଗତ ମିନାକ୍ଷୀ ନଗରରେ । 11kv ଲାଇନ ତାର ଠାରୁ 5ଫୁଟ ଦୂରରେ ବିଦ୍ୟୁତ୍ ଧକ୍କା ଘଟି , ଶ୍ରମିକ ମୃତ ହୋଇଥିବା ଜଣାପଡିଛି। ମୃତକ ଜଣକ ହେଲେ ଲାଠି ର ଶ୍ରମିକ କେଦାର ବେହେରା ବୋଲି ଜଣାପଡିଛି। ତେବେ ଦୀର୍ଘ ସମୟ ଧରି ମୃତ୍ୟୁ ଦେହ

ଜନହିତରେ ଭଞ୍ଜନଗର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ମିଳିତ ଅଭିଯୋଗ ଶୁଣାଣୀ

ଭଞ୍ଜନଗର : ଭଞ୍ଜନଗରରେ ଜିଲ୍ଲା ସ୍ତରୀୟ ଦିବ୍ୟାଙ୍ଗ ଓ ସାଧାରଣ ଜନତାଙ୍କ ଜନ ସମାଧାନ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରମୋଦ କୁମାର ପୃଷ୍ଟି,,ଭଞ୍ଜନଗର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ରଞ୍ଜନ କୁମାର ଦେ ,ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ଉମାଶଙ୍କର

ପବିତ୍ର ଚୈତ୍ର ପର୍ବ ଅବସରରେ ମା’ତାରାତାରିଣୀ ପୀଠଠାରେ ପ୍ରଶାସନ ପକ୍ଷରୁ ଭଜନ ଓ ଲୋକ ନୃତ୍ୟ ପରିବେଷଣ

ଛତ୍ରପୁର : ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ତାରାତାରିଣୀ ପୀଠ ଠାରେ ଅନୁଷ୍ଟିତ ହେବାକୁ ଥିବା ଚୈତ୍ର ପର୍ବ ପାଳନ ଅବସରରେ ଭକ୍ତ ମାନଙ୍କ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଭଜନ ଓ ଲୋକ ନୃତ୍ୟ ଭାରତ ଲୀଳା ପ୍ରଦର୍ଶନ ସୋମବାର ହୋଇଯାଇଛି। ପ୍ରଥମ ପାଳି ଅବସରରେ ବହୁ ସ୍ଥାନରୁ

ତେଲେଙ୍ଗାନା ପୋଲିସକୁ ସଫଳତା : ଆତ୍ମସମର୍ପଣ କଲେ ୬୪ ମାଓବାଦୀ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନା ରାଜ୍ୟର ଭଦ୍ରାଦି କତାଗୁଡ଼େମ ଜିଲ୍ଲାରେ ୬୪ ଜଣ ମାଓବାଦୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସୂଚନା ଅନୁଯାୟୀ ଭଦ୍ରାଦି କତାଗୁଡ଼େମ ଜିଲ୍ଲାର ଆଇଜି ଚନ୍ଦ୍ର ଶେଖର ରେଡ୍ଡୀଙ୍କ ନେତୃତ୍ଵରେ ପୋଲିସ ଓ ସିଆରପିଏଫର ବରିଷ୍ଟ

ବିଦେଶୀ ମଦ ବିକ୍ରୀ ଅଭିଯୋଗରେ ଲେଙ୍କୁଡିପଡା ଛକରେ ଥିବା ଗୁଗୁଲ ହୋଟେଲ ମାଲିକଙ୍କ ସହ ୩ଗିରଫ

ନୟାଗଡ଼: ବିଦେଶୀ ମଦ ବିକ୍ରୀ ଅଭିଯୋଗରେ ଲେଙ୍କୁଡିପଡା ଛକରେ ଥିବା ଗୁଗୁଲ ହୋଟେଲ ମାଲିକଙ୍କ ସହ ୩ଗିରଫ । ବର୍ଷ ବର୍ଷ ଧରି ହୋଟେଲରେ ଚାଲିଥିଲା ମଦ ବ୍ୟବସାୟ। ଭୋଜନ ଅପେକ୍ଷା ଅଧିକ ବିକ୍ରି ହେଉଥିଲା ମଦ। ନୟାଗଡ଼ ସହର ନିକଟସ୍ଥ ଲେଙ୍କୁଡ଼ିପଡ଼ା ଛକରେ ଗୁଗୁଲ ହୋଟେଲରେ ବିଦେଶୀ ମଦ ବିକ୍ରି

ଧରାକୋଟ ଅଞ୍ଚଳ ରେ ଗୋଦି ମିଡ଼ିଆ ର ଆତଙ୍କ ରାଜ, ଠିକାଦାର ବ୍ୟବସାୟୀ ଅତିଷ୍ଠ…..!

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ବର୍ତ୍ତମାନ ଗୋଦି ମିଡ଼ିଆ ମାଳ ମାଳ ଜିଲ୍ଲା ପ୍ରଶାସନ ର ଅପାରଗତା ହିଁ ମୁଖ୍ୟ କାରଣ ବୋଲି ସାଧାରଣ ରେ ଅଭିଯୋଗ ହେଉଛି l ସୂଚନା ଥାଉକି ଧରାକୋଟ ବ୍ଲକ ଅଞ୍ଚଳ ରେ ମାର୍ଚ୍ଚ ମାସ ର ଆଳ ଦେଖାଇ ଇଲୋକ୍ଟ୍ରୋନିକ୍ସ ମିଡ଼ିଆ ତିନି ଜଣ ବ୍ୟକ୍ତି ଗୁଆ ଦେବା ଆରମ୍ଭ