Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଓଡିଶା ଜଳସାଥି ମହାସଂଘ ଗଞ୍ଜାମ ଜିଲ୍ଲା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବୀପତ୍ର…
ଛତ୍ରପୁର : ନିୟମିତ ବେତନ ଏବଂ ସାମାଜିକ ନିରାପତ୍ତାର ସୁବିଧା, ସର୍ବନିମ୍ନ ବେତନ, ବାର୍ଷିକ ବୋନସ ପ୍ରଦାନ, ସମସ୍ତଙ୍କୁ ବୀମା ଭୁକ୍ତ କରିବା ସମେତ ୨୦ଦଫା ଦାବୀ ନେଇ ଓଡିଶା ଜଳସାଥି ମହାସଂଘ ଗଞ୍ଜାମ ଜିଲା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି, ଏନେଇ!-->…
ବିଭିନ୍ନ ଥାନା ଅଞ୍ଚଳରୁ ବିପୁଳ ପରିମାଣର ଗଞ୍ଜେଇ ଜବତ : ଗଞ୍ଜେଇ ଚାଷର ସଂପୂର୍ଣ୍ଣ ମୂଳୋତ୍ପାଟନ ପାଇଁ ନିର୍ଦ୍ଦେଶ
କନ୍ଧମାଳ : କନ୍ଧମାଳ ଜିଲ୍ଲା ପୋଲିସ ୪ ଟି ଥାନା ଅଞ୍ଚଳରେ ଚଢ଼ାଉ କରି ୮ହଜାର ୨୮୫ କେଜିରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ କରିବାରେ ପୋଲିସ ସକ୍ଷମ ହୋଇଛି। ଉଲ୍ଲେଖଯୋଗ୍ୟ ଯେ, ଗଞ୍ଜେଇ ଚୋରା ଚାଲାଣ ରୋକିବାକୁ ଡିଜିପି ଯୋଗେଶ ବାହାଦୁର ଖୁରାନିଆ ନିର୍ଦ୍ଦେଶ ଦେଇଥିବା ବେଳେ ସେହି ଅନୁଯାୟୀ, ରାଜ୍ୟର!-->…
ବେଆଇନ ବାଲି ଚୋରାଚାଲାଣ, ୩ ଟ୍ରାକ୍ଟର ଜବତ
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ତହସିଲ ତଥା ହିଞ୍ଜିଳି ଥାନା ଖରିଡା ଋଷିକୂଲ୍ୟା ନଦୀ ଓ ଆଡପଡା ନିକଟସ୍ଥ ଘୋଡାହାଡ ନଦୀରୁ ବେଆଇନ ବାଲି ଚୋରାଚାଲାଣ ଚାଲିଥିବା ବେଳେ ପୁଲିସ ଚଢାଉ କରିଛି। ଚଢାଉ ସମୟରେ ୩ଟି ବାଲି ବୋଝେଇ ଟ୍ରାକ୍ଟର ଜବତ କରାଯାଇଥିବା ବେଳେବେଳେ ଟ୍ରାକ୍ଟର ଚାଳକ ମାନେ ନଦୀ!-->…
ସମୁଦ୍ର ମୁହାଣ ଖୋଳାକୁ ନେଇ ଦୁଇ ଗ୍ରାମ ମଧ୍ୟରେ ଆକ୍ରମଣ, ପ୍ରତି ଆକ୍ରମଣ, ଘଟଣାରେ ଉଭୟ ଗ୍ରାମର୪୦ ଜଣ ଗିରଫ
ଚିକିଟି - ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ଅନ୍ତର୍ଗତ ସମୁଦ୍ର କୂଳିଆ ଗାଁ ରମେୟା ପଟ୍ଟନା ଓ କୁତୁର ଗ୍ରାମ ରେ ଦୁଇ ଦିନ ହେଲା ଲାଗିରହିଛି ଉତ୍ତେଜନା । ରମେୟ ପାଟଣା ଗ୍ରାମ ବସି ସମୁଦ୍ର ଭିତରକୁ ଡଙ୍ଗା ନେବା ପାଇଁ ମେସିନ ସାହାର୍ଯ୍ୟରେ ମୁହାଣକୁ ଖୋଳି ଥିଲେ । ଏହାକୁ ବିରୋଧ କରିଥିଲେ!-->…
ବୋମାମାଡ଼ ଘଟଣାରେ ୨ ଗିରଫ
ବ୍ରହ୍ମପୁର : ରବିବାର ରାତ୍ର ୮.୩୦ ମିନିଟ ସମୟରେ ଗୋକର୍ଣ୍ଣପୁର ଗ୍ରାମର ଔଷଧ ଦୋକାନ ଉପରକୁ ହୋଇଥିବା ବୋମାମାଡ଼ ଘଟଣାରେ ଦୁଇଜଣକୁ ଗିରଫ କରିଛି ଦିଗପହଣ୍ଡି ଥାନା ପୁଲିସ । ଦିଗପହଣ୍ଡିଥାନା ଅନ୍ତର୍ଗତ ଗୋକର୍ଣ୍ଣପୁର ଗ୍ରାମ ମୁଖ୍ୟ ରାସ୍ତା ଉପରେ ଥିବା ଔଷଧ ଦୋକାନକୁ ଟାର୍ଗେଟ କରି ବୋମାମାଡ଼!-->…
ପଞ୍ଚାୟତସ୍ତରୀୟ ଜନ ଅଭିଯୋଗ ଶୁଣାଣି
ବୀରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ରାଏବଗା ପଞ୍ଚାୟତ ର କୃଷ୍ଣ ଗଡଟିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ କୁଆଁରମୁଣ୍ଡା ବ୍ଲକ ଉନ୍ନୟନ ଅଧିକାରୀ ଶ୍ରୀ!-->…
ବୁଡ଼ାଗୁଡା ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ରେବିଙ୍ଗିଆ ପଞ୍ଚାୟତର ବୁଡ଼ାଗୁଡା ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟ ର ପ୍ରଧାନଶିକ୍ଷକ କାଶୀନାଥ ସାହୁଙ୍କ ତତ୍ୱାବଧାନରେ ଆୟୋଜିତ ଏହି ଉତ୍ସବରେ!-->…
ଆତ୍ମସୁରକ୍ଷା କୌଶଳ ତାଲିମ ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ
ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ପରିସରରେ ଆତ୍ମସୁରକ୍ଷା କୌଶଳ ତାଲିମ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି l ଏଥିରେ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ +୩ ପ୍ରଥମ ବର୍ଷ ଛାତ୍ରୀମାନଙ୍କ ପାଇଁ ଆତ୍ମସୁରକ୍ଷା କୌଶଳ!-->…
ଧରାକୋଟ ଅଞ୍ଚଳରେ ଥିବା ମୁଣ୍ଡମରେଇ ମିଲେରକୁ ପ୍ରଶାସନ ର ଏତେ ଭୟ କାହିଁକି…..?
ଗମ ଧାନର ଆଳ ଦେଖାଇ ମିଲେର ମାଲା ମାଲ ଚାଷୀ ବେହାଲ…….!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଧରାକୋଟ ବ୍ଲକରେ ଚଳିତ ବର୍ଷ ଧାନ ମିଲେର ମାନଙ୍କୁ ପ୍ରଶାସନ ପକ୍ଷରୁ ଛୁଟ ଦିଆଯାଇଥିବା ଆଲୋଚନା ହେଉଛି। ଧରାକୋଟ -ମୁଣ୍ଡମରେଇ ରାସ୍ତାର ୫୯ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ମିଲେରଙ୍କ ମନ!-->!-->!-->!-->!-->…
ଆସିକା ରେ ପାନୀୟ ଜଳ ଯୋଗାଣ ନାଁରେ ଜଗାଉଛି ଜହର : ଜନସ୍ୱାସ୍ଥ୍ୟ ବିଭାଗ କୋମାରେ…….!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳ ବାସୀ ଦେଶ ସ୍ୱାଧୀନତା ପର ଠାରୁ ପାନୀୟ ଜଳର ସମସ୍ୟା ର ସମ୍ମୁଖୀନ ହୋଇନଥିଲେ। ବର୍ତ୍ତମାନ କିଛି ଦିନ ହେଲା ଜନ ସ୍ୱାସ୍ଥ୍ୟ ବିଭାଗ ର ମର୍ଜୀ ଓ ଟାଟା ପାୱାର ର ମର୍ଜୀ ହେଲେ ସହର ବାସୀଙ୍କୁ ଜଳ ଯୋଗାଣ ହେଉଛି। ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ର!-->…