Browsing Category

ଆଞ୍ଚଳିକ

ବାଲିଗୁଡା : ଗୋଟିଏ ରାତ୍ରରେ ତିନୋଟି ସ୍ଥାନରୁ ସିରିଜ ଚୋରୀ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଟାଉନରେ ଗୋଟିଏ ରାତ୍ରରେ ତିନୋଟି ସ୍ଥାନରୁ ସିରିଜ ଚୋରୀ ହୋଇଥିବା ଜଣାପଡିଛି l ଘଟଣାରୁ ପ୍ରକାଶ ଯେ, ଶନିବାର ମଧ୍ୟ ରାତ୍ର ପରେ ପରେ ବାଲିଗୁଡା ଟାଉନ ର ତହସିଲଦାରଙ୍କ କ୍ୱାଟର ସମ୍ମୁଖରେ ଥିବା ଗିରିଜା ମେଡ଼ିସିନ ଷ୍ଟୋର ର କୌଣସି ଦୁର୍ବୁତ୍ତ ତାଲା

ଲୋ ଭୋଲଟେଜ ସମସ୍ୟାକୁ ନେଇ ଚାମୁରିଆଗୁଡା ଟାଟା ପାୱାର କାର୍ଯ୍ୟାଳୟର ଦ୍ୱାରସ୍ଥ ହେଲେ ସାଇନଗର ବାସିନ୍ଦା

ନବରଙ୍ଗପୁର : ନବରଙ୍ଗପୁର ସହର ର ସାଇ ନଗର ଏବଂ ସ୍ଥାନୀୟ ମହିଳା ମହାବିଦ୍ୟାଳୟ ଆଖ ପାଖ ଅଞ୍ଚଳରେ ଦୀର୍ଘ ଦିନ ହେବ, ଲାଗି ରହିଛି ଲୋ ଭୋଲ୍ଟେଜ ସମସ୍ୟା, ଯାହା ଫଳରେ ଘରେ ଥିବା ସମସ୍ତ ବୈଦ୍ୟୁତିକ ଜିନିଷ ନଷ୍ଟ ହେବା ସହ ଅକାମି ହୋଇ ପଡୁଛି, ଅନେକଙ୍କ ଘରେ ଲୋ ଭୋଲ୍ଟେଜ ସମସ୍ୟା ଯୋଗୁଁ ଟିଭି,

ମହିଳାଙ୍କଠାରୁ ସୁନା ଅଳଙ୍କାର ଲୁଟିବା ସହ ଅସଦାଚରଣ ଓ ସ୍ବାମୀଙ୍କୁ ମାଡ ମାରିବା ଅଭିଯୋଗ, ଯୁବକ ଗିରଫ

ହିଞ୍ଜିଳିକାଟୁ : ହିଞ୍ଜିଳି ଥାନା ତଥା ଆଡପଡା ଫାଣ୍ଡି ବାଲିଆ ଗ୍ରାମର ଜଣେ ବିବାହିତା ମହିଳାଙ୍କ ଠାରୁ ସୁନା ଅଳଙ୍କାର ଲୁଟି ନେବା ସହ ଅସଦାଚରଣ କରିବା ଏବଂ ଘଟଣା ନେଇ ମହିଳାଙ୍କ ସ୍ବାମୀ ହସ୍ତକ୍ଷେପ କରିବାରୁ ତାଙ୍କୁ ମାଡ ମାରିବା ନେଇ ଅଭିଯୋଗ ହୋଇଛି। ଘଟଣା ନେଇ ମହିଳା ଜଣଙ୍କ ହିଞ୍ଜିଳି

ଓ୍ବାର୍ଡସଭ୍ୟା ସ୍ବାମୀଙ୍କ ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ

ହିଞ୍ଜିଳିକାଟୁ : ହିଞ୍ଜିଳି ଥାନା ମୋହନାପଲ୍ଲୀ ଗ୍ରାମ୍ୟ ଜଙ୍ଗଲରୁ ହିଞ୍ଜିଳି ପୁଲିସ ଶନିବାର ଅପରାହ୍ନରେ ଜଣେ ଯୁବକଙ୍କ ମୃତଦେହକୁ ଉଦ୍ଧାର କରିଛି। ମୃତକ ଜଣଙ୍କ ହେଲେ ହିଞ୍ଜିଳି ଥାନା ତଥା ହିଞ୍ଜିଳିକାଟୁ ବ୍କକ ଦାରୁଭଦ୍ରା ପଞ୍ଚାୟତ ସାପୁଆପଲ୍ଲୀ ଗ୍ରାମର ଓ୍ବାର୍ଡ ସଭ୍ୟାଙ୍କ ସ୍ବାମୀ

ଜିଲ୍ଲାସ୍ତରୀୟ ନିପୁଣ ଓଡ଼ିଶା ମେଳା ଅନୁଷ୍ଠିତ

ମାଲକାନଗିରି : ଆଜି ମାଲକାନଗିରି ସଦର ସ୍ଥିତ ବୁଟିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ନିପୁଣ ଓଡ଼ିଶା ମେଳା ଅନୁଷ୍ଠିତ ହୋଇଅଛି । ଏହି କାର୍ଯ୍ୟକ୍ରମର ଉଦ୍ ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଏ.ଡି.ଏମ୍.(ଜେନେରାଲ୍) ଶ୍ରୀ ସୋମନାଥ ପ୍ରଧାନ ଯୋଗଦାନ କରିଥିବା ବେଳେ

ନୁଆସାହି କେଜିବିଭି ବିଦ୍ୟାଳୟର ବାର୍ଷିକ ଉତ୍ସବ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ନୁଆସାହି ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (କେଜିବିଭି) ର ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟ ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଆୟୋଜନ ପରେ ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ୍ୱର

କୋମଳ ମତି ଶିଶୁଙ୍କ ଭବିଷ୍ୟତ କୁ ନେଇ ଖେଳୁଛନ୍ତି ଶିକ୍ଷକ ଓ ଶିକ୍ଷୟତ୍ରୀ…

ଆରଏସି ୧୨ ବିଦ୍ୟାଳୟକୁ ୧୧ ଟା ଯାଏଁ ବିଦ୍ୟାଳୟ ଆସୁ ନାହାନ୍ତି ଶିକ୍ଷକ ଶିକ୍ଷୟତ୍ରୀ । ଚିତ୍ରକୋଣ୍ଡା -: ଶିକ୍ଷା ମଣିଷ ଜୀବନରେ ଆଲୋକ ଦେଖାଇବା ସହ ଜୀବନକୁ ସରସ ସୁନ୍ଦର କରି ଗଢ଼ିତୋଳିଥାଏ । ପରିବାର ଲୋକେ ନିଜ ଶିଶୁଙ୍କ ଭବିଷ୍ୟତ ପାଇଁ ଶିକ୍ଷାକୁ ଅଧିକ ଗୁରୁତ୍ଵ ଦେଉଥିବା ବେଳେ ରାଜ୍ୟ

ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟର ରାସ୍ତା ଉପରେ ହଠାତ ହୁତୁ ହୁତୁ ହୋଇ ଜଳିଗଲା କାର

ଅଳ୍ପକେ ବର୍ତ୍ତିଗଲେ ୩ ଯାତ୍ରୀ; ନିଆଁକୁ ଆୟତ୍ତ କଲା ଦମକଳ ବାହିନୀହିଞ୍ଜିଳିକାଟୁ ୧୪!୨ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ଆର ଏମ ସି ଛକ ନିକଟ ଉପଖଣ୍ଡ ଚିକିତ୍ସାଳୟର ରାସ୍ତା ଉପରେ ହୁତୁ ହୁତୁ ହୋଇ ଜଳିଗଲା ଚଳନ୍ତା କାର । ଅଳ୍ପକେ ବର୍ତ୍ତିଗଲେ ଗାଡିରେ ଥିବା ଯାତ୍ରୀ । ଖବର ପାଇ ଘଟଣା

ଆଶ୍ରମ ବିଦ୍ୟାଳୟ ବାସିନୀର ବାର୍ଷିକ ଉତ୍ସବ ଅନୁଷ୍ଠିତ

ନବରଙ୍ଗପୁର : ୨୦୨୪-୨୫ ବର୍ଷ ପାଇଁ ଆଶ୍ରମ ବିଦ୍ୟାଳୟ , ବାସିନୀ ର ବାର୍ଷିକ ଉତ୍ସବ ମହା ଆଡ଼ମ୍ବରରେ ପାଳନ ହୋଇଛି।ଏହି କାର୍ଯ୍ୟକ୍ରମ ପ୍ରାରମ୍ଭ ରେ ଜଗତର ନାଥ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ଠାରେ ବେଦ ମନ୍ତ୍ର ଉଚ୍ଚାରଣ ପୂର୍ବକ ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଜ୍ଵଳନ କରାଯାଇ ସଭା

ଡିଆଇଇଟିରେ ଜାତୀୟ ଶିକ୍ଷାନୀତିକୁ ନେଇ ଜିଲ୍ଲାସ୍ତରୀୟ ସେମିନାର ଅନୁଷ୍ଠିତ

ନବରଙ୍ଗପୁର ,୧୪/୨(): ସ୍ଥାନୀୟ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ରେ ଜିଲ୍ଲା ସ୍ତରୀୟ ସେମିନାର ନୂତନ ଜାତୀୟ ଶିକ୍ଷା ନୀତି ରେ ମୌଳିକ ସଂଖ୍ୟା ଓ ଭାଷା ଜ୍ଞାନର ଗୁରୁତ୍ବ ବିଷୟକୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନ ର ଅଧକ୍ଷ ଅରବିନ୍ଦ ମଢେଇ ଅଧକ୍ଷତା ରେ