Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ସୁଡ୍ରାଗ୍ରାମ ପଂଚାୟତରେ ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ଫୁଲବାଣୀ : ବିପର୍ଯ୍ୟୟ ପରିଚାଳନାରେ ଗ୍ରାମ ପଂଚାୟତର ଭୂମିକା ଅତିବ ଗୁରୁତ୍ୱପୂର୍ଣ୍ଣ । ଏଥିନିମନ୍ତେ ଓଡିଶା ସରକାରଙ୍କ ତରଫରୁ କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଂଚଳରେ ଗ୍ରମ୍ୟସ୍ତରରୁ ବିପର୍ଯ୍ୟୟ ପରିଚାଳନା ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଆଜି ତା ୧୮.୧୦.୨୦୨୪ ରିଖ ବାଲିଗୁଡା ବ୍ଲକ୍ ର!-->…
ଜଳଖିଆ ହୋଟେଲକୁ ମଦପ୍ୟଙ୍କ ଆଡ୍ଡାର ଆଳ ଦେଖାଇ ପ୍ରଶାସନ ବୁଲଡୋଜରରେ ଭାଙ୍ଗିଲା !
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ସହରରେ ଦୀର୍ଘ ବର୍ଷ ଜବର ଦଖଲ ଯୋଗୁଁ ଟ୍ରାଫିକ ସମସ୍ୟା ଉପୁଜୁଛି। ଆସିକା ବ୍ଲକ ଅନ୍ତର୍ଗତ ଖଣ୍ଡଦେଉଳି ପଞ୍ଚାୟତ ର କୋର୍ଣ୍ଣଳି ନିକଟସ୍ଥ କେନ୍ଦ୍ରୀୟ ପଣ୍ୟାଗାର ନିକଟରେ ଏକ ଜଳଖିଆ ଦୋକାନ ଦୀର୍ଘ ଦିନ ହେଲା ରହିଥିଲା। ଏହି ଜଳଖିଆ ଦୋକାନ ରେ ମଦପ୍ୟ ଙ୍କ!-->…
୧୫ବର୍ଷରେ ସାରୁ ଗ୍ରାମରେ ଗଜଲକ୍ଷ୍ମୀ ପୂଜା
ହିଞ୍ଜିଳିକାଟୁ (୧୮/୧୦) : ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ସାରୁ ଗ୍ରାମ ଜଗନ୍ନାଥ ମନ୍ଦିର ବଡଦାଣ୍ଡସାହି ଠାରେ ମହାସମାରୋହରେ ଗଜଲକ୍ଷ୍ମୀ ପୂଜା ଆରମ୍ଭ ହୋଇଯାଇଛି । ପ୍ରଥମେ ନିକଟସ୍ଥ ପୋଖରୀରୁ ମୁଖ୍ୟ ପଣ୍ଡିତ ଶ୍ରୀକାନ୍ତ ପାଢି ଓ ସହଯୋଗୀ ପଣ୍ଡିତ ସୋମେଶ୍ୱର ଶତପଥିମାନେ ପୂଜାର୍ଚ୍ଚନା!-->…
ଭଞ୍ଜନଗର ଠାରେ ଶ୍ରୀଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ଉଦଘାଟିତ
ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଭଞ୍ଜନଗର ସ୍ଥିତ ବାଉଁଶଲୁଣ୍ଡିର ଚିଦାନନ୍ଦ ସାହିରେ ନିଜସ୍ୱ ଶାଖା କାର୍ଯ୍ୟାଳୟର ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟକୁ ଓଡିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନଜୀବୀ କୁରେଶ ପ୍ରସାଦ ଦାଶଙ୍କ ଦ୍ଵାରା ଶୁଭ ଉଦଘାଟିତ ହୋଇଯାଇଛି l ଏହି ଅନୁଷ୍ଠାନର ମୁଳ!-->…
ସମାଜସେବୀଙ୍କ ଦେହାନ୍ତ
କନ୍ଧମାଳ : ଫୁଲବାଣୀ ସହରର ସମାଜ ସେବା ଓ ଧର୍ମ ପରାୟଣ ବ୍ୟକ୍ତି ବାବୁଲି ବାଘଙ୍କ ଅକାଳ ବିୟୋଗ ରେ ଜିଲ୍ଲାର ଘୁ ଉଦୟଗିରି , ଟିକାବାଲି, ଫୁଲବାଣୀ ସହରରେ ଶୋକର ଛାୟା ଖେଳି ଯାଇଛି । ସ୍ୱର୍ଗତ ବାବୁଲି ବାଘ ଗରିବ ଲୋକଙ୍କୁ ବିଭିନ୍ନ ସମୟରେ ବ୍ଲଡ ସହାୟତା ଡାକ୍ତରଖାନା ରେ ସେବା ରେ ସମୟ!-->…
ଫୁଲବାଣୀସାହି ବରାଳଦେବୀଙ୍କ ପୀଠ ଯାତ୍ରା ଉଦଯାପିତ : ତିନି ବିଜେପି ବିଧାୟକଙ୍କ ଯୋଗଦାନ
ଫୁଲବାଣୀ : ଫୁଲବାଣୀ ସଦର ମହକୁମା ସ୍ଥିତ ଫୁଲବାଣୀ ସାହିରେ ଥିବା ମାଁ ବରାଳ ଦେବୀ ଙ୍କ ମନ୍ଦିର ପିଠ ପୂଜା ଏକ ଯାତ୍ରା ଯାହାକି ସପ୍ତାହ ବ୍ୟାପୀ ପାଳନ କରାଯାଇଥାଏ l ପ୍ରତ୍ୟେକ ବର୍ଷ ଭଳି ଏ ବର୍ଷ ମଧ୍ୟ ବହୁ ଆଡମ୍ବରରେ ଯାତ୍ରା ଅନୁଷ୍ଠିତ ହୋଇଥିଲା । ମାଁ ବରାଳ ଦେବୀଙ୍କର ଏହି ଯାତ୍ରା!-->…
ଛତ୍ରପୁରରେ ମାଆ ଗଜଲକ୍ଷ୍ମୀଙ୍କ ପୂଜା ଦ୍ୱିତୀୟ ଦିନରେ : ଆଳତି ଦର୍ଶନ କଲେ ଗଞ୍ଜାମ ଜିଲ୍ଲାପାଳ ଓ ଏସପି
ଛତ୍ରପୁର : ପବିତ୍ର କୁମାର ପୂର୍ଣ୍ଣିମା ଦିନ ଠାରୁ ସ୍ଥାନୀୟ ଲୋୟାର ବସଷ୍ଟାଣ୍ଡ ସ୍ଥିତ ଲକ୍ଷ୍ମୀ ମାର୍କେଟ କମ୍ପେ୍ଲକ୍ସ ଠାରେ ମା ଗଜଲକ୍ଷ୍ମୀଙ୍କ ପୂଜା ମହା ଆଡମ୍ଭର ସହକାରେ ପାଳିତ ହୋଇଯାଇଛି । ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମା ଗଜଲକ୍ଷ୍ମୀଙ୍କ ପୂଜା ଲାଗି ପୂଜା କମିଟି ପକ୍ଷରୁ!-->…
ବନ୍ଧଗୁଡା ଘାଟି ନିକଟରେ ଦୁର୍ଘଟଣା
ଚିତ୍ରକୋଣ୍ଡା ଘଟଣା ଘଟିଛି ସ୍ୱାଭିମାନ ଅଞ୍ଚଳ ଗାଜଲମାମୁଡ଼ି ପଞ୍ଚାୟତ ସ୍ଥିତ ବନ୍ଧଗୁଡା ଘାଟି ନିକଟରେ ! ସୂଚନା ଅନୁଯାୟୀ ଆଜି ଆଲମପକା ଠାରେ ହେଉଥିବା ସପ୍ତାହିକ ହାଟକୁ ଯାଉଥିବା ସମୟରେ ପିକଅପ୍ ଗାଡି ନିଜର ଭାରସାମ୍ୟ ହରାଇବା ଯୋଗୁ ଗାଡି ଟି ରାସ୍ତା କଡ଼ରେ ଓଲଟି ପଡିଥିଲା ! ଗାଡିରେ!-->…
କୋଟଗଡ ବନାଞ୍ଚଳରେ ବାଘ ଆତଙ୍କ: ଲୋକେ ଭୟଭୀତ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକ ବନାଞ୍ଚଳର ସାର୍ତ୍ତୁଲ ପଞ୍ଚାୟତ ରେ ଗତ ୫ ଦିନ ହେଲା ବାଘ ଆତଙ୍କ ଯୋଗୁଁ ଲୋକେ ଭୟରେ ଘରୁ ପଦାକୁ ବାହାରୁନଥିବା ଖବର ମିଳିଛି l ସୂଚନା ଯୋଗ୍ୟ ଯେ, ଗତ ଶନିବାର ଦିନ ଉକ୍ତ ଗ୍ରାମର କିଛି ଗ୍ରାମବାସୀ ଛେଳି ଚରାଇବାକୁ!-->…
ଜିଲ୍ଲାର ବିଭିନ୍ନ ସ୍ଥାନରେ ଗଜଲକ୍ଷ୍ମୀ ପୂଜା ପାଳିତ
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗଜଲକ୍ଷ୍ମୀଙ୍କ ପୂଜା ଆରମ୍ଭ ହୋଇଛି। ଫୁଲବାଣୀ ପୌର ପରିଷଦର ଚାଇନା ମାର୍କେଟ, ଦୈନିକ ପରିବା ମାର୍କେଟ ଓ ଏଫସି ଆଇ ଛକରେ ମେଢ ନିର୍ମାଣ କରାଯାଇଛି। ସକାଳୁ ବିଭିନ୍ନ ପୂଜା କମିଟି ପକ୍ଷରୁ କଳସ ଯାତ୍ରା ଆୟୋଜନ କରାଯାଇ ନଦୀରୁ ପବିତ୍ର ଜଳ ଆଣି!-->…