Browsing Category

ଆଞ୍ଚଳିକ

ଭାଗଚାଷୀଙ୍କୁ କ୍ଷତି ପୂରଣ ଦାବିରେ ସାନଖେମୁଣ୍ଡି ତହସିଲ ଅଫିସ ଠାରେ ବିକ୍ଷୋଭ….

ବ୍ରହ୍ମପୁର //ସାନଖେମୁଣ୍ଡି, ତା. ୧୪. ୧. ୨୦୨୫ରିଖ ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ଭାଗ ଚାଷୀଙ୍କୁ ନ୍ୟାୟ ପ୍ରଦାନ ଦାବୀ ନେଇ ଆଜି ଆଞ୍ଚଳିକ କୃଷକ ସଂଗଠନ ଓ ଅଲ ଇଣ୍ଡିଆ କ୍ଷେତ ମଜଦୂର କିଷାନ ସଭାର ମିଳିତ ଆନୁକୂଲ୍ୟରେ ସାନଖେମୁଣ୍ଡି ତହସିଲ ସମ୍ମୁଖରେ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି l

ଅଧିକ ୭ଲକ୍ଷ ଟଙ୍କା ଯୌତୁକ ଦାବି କରି ନିର୍ଯ୍ୟାତନା, ଥାନାରେ ଏତାଲା

ହିଞ୍ଜିଳିକାଟୁ : ବିବାହର ୧୦ ଦିନ ପର ଠାରୁ ଯୌତୁକ ବାବଦକୁ ଅଧିକ ୭ଲକ୍ଷ ଟଙ୍କା ଦାବି କରି ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଦେବା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି । ଏପରିକି ବଳପୂର୍ବକ ଗର୍ଭପାତ କରାଇବା ସହ ଦିଅରଙ୍କ ସହ ଶାରୀରିକ ସର୍ମ୍ପକ ନରଖିଲେ ହତ୍ୟା କରିବା ଧମକ ଦେଉଥିବା

ବାଲିବୋଝେଇ ଟ୍ରକ ଓ ବାଇକ୍ ଧକ୍କା : ବାଇକ୍ ଧକ୍କାରେ ମହିଳା ଗୁରୁତର , ଟ୍ରକ ଓ ବାଇକ୍ ଜବତ

ହିଞ୍ଜିଳିକାଟୁ : ୫୯ନଂ ଜାତୀୟ ରାଜପଥ ତଥା ହିଞ୍ଜିଳିକାଟୁ ପୌରାଞ୍ଚଳ ବଇଁଚବଣିଆ ଛକ ନିକଟରେ ବାଲି ବୋଝେଇ ଟ୍ରକ (ଓଆର୧୯ବି ୩୭୯୮) ସହ ଏକ ମୋଟର ସାଇକେଲ(ଓଡି୩୨ଏଚ୍ ୬୦୮୦)ର ଧକ୍କା ଘଟିଛି । ମୋଟର ସାଇକେଲ ଧକ୍କାରେ ଜଣେ ପଥଚାରୀ ମହିଳା ଗୁରୁତର ଆହତ ହୋଇଛନ୍ତି । ଆହତ ମହିଳା ଜଣଙ୍କ ହେଲେ

ମଛେନ୍ଦ୍ର ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ବ୍ୟାଘ୍ରଦେବୀ କ୍ରିକେଟ କ୍ଳବ, ଭଞ୍ଜନଗର ଦଳ ୧୯ ରନରେ ଦଳ ବିଜୟୀ

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ଇଗଲ କ୍ରିକେଟ କ୍ଳବ ଆନୁକୂଲ୍ୟରେ ସ୍ଥାନୀୟ ପୌରାଞ୍ଚଳ ମିନି ଷ୍ଟାଡିୟମ ପରିସରେ ମଛେନ୍ଦ୍ର ସ୍ମ।।ରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ୬ଷ୍ଠ ଲିଗ ମ୍ୟାଚ୍ ସୋମବାର ବ୍ୟାଘ୍ରଦେବୀ କ୍ରିକେଟ କ୍ଳବ, ଭଞ୍ଜନଗର ଓ ପାଇନିଅର କ୍ରିକେଟ କ୍ଳବ, ବେଗୁନିଆପଡା ମଧ୍ୟରେ

ଗଞ୍ଜାମ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନଅଭିଯୋଗ ଶୁଣାଣୀ

ଚିକିଟୀ : ଏହି ବ୍ଲକ ସମ୍ମୀଳନୀ କକ୍ଷରେ ଆଜି ଗଞ୍ଜାମ ଜିଲ୍ଲାପାଳ ଓ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ ଶେଖର ଭୋଇ, ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ଼ା. ଶ୍ରବଣ

ଅଷ୍ଟ ପ୍ରହର ମହା ନାମ ଯଜ୍ଞ

ଉମରକୋଟ / ରାଇଘର : ଆଧ୍ୟାମିକ ଭକ୍ତି ଭାବନାରେ କଲି ଯୁଗେ ଧୀରେ ଧୀରେ ଲୋକେ ନିଜକୁ ସମର୍ପିତ କରୁଥିବା ବିଶେଷ କରି ଏବେ ସବୁ କ୍ଷେତ୍ରରେ ଦେଖିବାକୁ ମିଳୁଛି। କୋଉଠି ଗାୟତ୍ରୀ ମହାଯଜ୍ଞ ତ ଆଉ କୋଉଠି କଲାକୃଷ୍ଣ ମହାଯଜ୍ଞ ଅନୁଷ୍ଠିତ ହେଉଥିବା ବେଳେ ବର୍ତ୍ତମାନ ଗାଁ ଗହୁଲିରେ ବହୁ ମାତ୍ରାରେ

ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଏନଏସିର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ନିର୍ବାହୀ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ

ମାଲକାନଗିରି : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ବାଲିମେଳା ଏନଏସିରେ ଆଜି ନୂତନ ନିର୍ବାହୀ ଅଧିକାରୀ ଭାବେ ସହକାରୀ ଜିଲ୍ଲାପାଳ ମୁନା ତୁରୁକ ବିଧିବଦ୍ଧ ଭାବେ ଦାୟୀତ୍ବ ଗ୍ରହଣ କରିଛନ୍ତି। ସେହିପରି ପୁର୍ବତନ ନିର୍ବାହୀ ଅଧିକାରୀ ରାଜେଶ ମହାପାତ୍ର ଏଠାରୁ ବଦଳି ହେବା ପରେ

ବିବେକାନନ୍ଦଙ୍କ ଜୟନ୍ତୀ ତଥା ଯୁବ ଦିବସ ପାଳନ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ସ୍ଥିତ ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ବିବେକାନନ୍ଦଙ୍କ ଜୟନ୍ତୀ ତଥା ଯୁବ ଦିବସ ପାଳନ ମହାସମାରୋହରେ ପାଳିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ମଣ୍ଡଳପଦର ଉ:ପ୍ରା: ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋଜ

ରାଜା ବାହାଦୂର ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ ଙ୍କ ଜୟନ୍ତୀ ଉତ୍ସବ ପାଳିତ

ଛତ୍ରପୁର : ଆଧୁନିକ ଓଡିଶାର ନିର୍ମାତା ତଥା ଓଡିଶାର ବରପୁତ୍ର ରାଜା ବାହାଦୂର ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ୧୨୫ ତମ ଜନ୍ମ ଜୟନ୍ତୀ ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ଠାରେ ମହା ଆଡମ୍ବର ସହକାରେ ପାଳନ କରାଯାଇଛି । ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ଜଳନ ସହ ଅତିଥିମାନେ ରାମଚନ୍ଦ୍ର

ବରିଷ୍ଠ କଳାକାର ସଂଘର ଶୋକ ସଭା

ବ୍ରହ୍ମପୁର : କଳା ଓ କଳାକାର ହିତୈଷୀ ମହାମଞ୍ଚ "ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ" ତରଫରୁ ସଙ୍ଘ ସଦସ୍ୟ ଶିବାରମ ଶବତାଙ୍କ ଧର୍ମପତ୍ନୀ ଶ୍ରୀମତୀ ଶାରଳା ଦେବୀଙ୍କ ଦ୍ୱାଦଶାହ ଅବସରରେ ଏକ ଶୋକ ସଭା ସ୍ଥାନୀୟ ବାଲାଜୀପେଣ୍ଠ ସାହି ସ୍ଥିତ ମନମୋହନ ପ୍ରେସ ପରିସରରେ ସଂଘ ମହାସଚିବ ସୁବାସ