Browsing Category

ଆଞ୍ଚଳିକ

ବରକନ୍ୟା ଜଳ ପ୍ରପାତ ଉନ୍ନତିକରଣରେ ଦୁର୍ନୀତି ଅଭିଯୋଗ

ନୟାଗଡ଼ : ନୟାଗଡ଼ ଜିଲ୍ଲା ପଞ୍ଚରିଡା ବନାଞ୍ଚଳ ଅନ୍ତର୍ଗତ ବରକନ୍ୟା ଝରଣା ଉନ୍ନତିକରଣରେ ବ୍ୟାପକ ଦୁର୍ନୀତି ହୋଇଛି । ଏହାର ବିଧିବଦ୍ଧ ତଦନ୍ତ ନ ସରିବା ପର୍ଯ୍ୟନ୍ତ ବିଲ୍ ପୈଠ ନ କରିବାକୁ ଦାବି କରାଯାଇଛି । ଏ ସଂକ୍ରାନ୍ତରେ ଅଖିଳ ଭାରତ ଯୁବ ଛାତ୍ର ସଂସଦର ପ୍ରତିଷ୍ଠାତା ସେଖ ଅବଦୁଲ ଅହାଦ…

୯୯୯ କିଲୋ ଗଞ୍ଜେଇ ଚୋରା ଚାଲାଣ ମାମଲା, ଜମାନତରେ ଆସିବା ପରେ କୋର୍ଟଙ୍କ ନିର୍ଦ୍ଦେଶ ଅବମାନନା କରି ପୁଣି ଗିରଫ ହେଲେ…

ମାଲକାନଗିରି, ୨୫।୧୨ : ମାନ୍ୟବର କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ଜିଲ୍ଲା ଓର୍କେଲ ପୋଲିସ ଆଜି ବାଲିମେଳା ସହରର ଦୈନିକ ବଜାରରେ ରହୁଥିବା ଅସୀମ ମାଲିକ ନାମକ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିବା ପରେ ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ତେବେ ଏନେଇ ଓର୍କେଲ ପୋଲିସ ପକ୍ଷରୁ…

ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ ଜିଲାସ୍ତରୀୟ ସୁଶାସନ ଦିବସ

ମାଲକାନଗିରି : ମହାନ ଜନନାୟକ ତଥା ଯଶସ୍ୱୀ କବି ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ୧୦୦ତମ ଜୟନ୍ତୀ ପାଳନ ଅବସରରେ ଜିଲା ପ୍ରଶାସନ ପକ୍ଷରୁ ଜିଲାସ୍ତରୀୟ ସୁଶାସନ ଦିବସ ପାଳିତ ହୋଇଯାଇଛି। ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ତତ୍ତ୍ଵାବଧାନରେ ରେ…

ବେଆଇନ ମାଙ୍କଡ଼ା ପଥର ଗାଡ଼ି ଜବତ

ନୟାଗଡ଼ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ତହସିଲ ଓ ଆଦର୍ଶ ଥାନା ଅନ୍ତର୍ଗତ କୋମଣ୍ଡ ଏବଂ ରୋହିବାଙ୍କ ପଞ୍ଚାୟତ ରେ ୩୦ ରୁ ଉର୍ଦ୍ଧ୍ବ ବେଆଇନ ମାଙ୍କଡ଼ା ପଥର ଖଣି ଚାଲିଛି । ରାଜସ୍ବ ବିଭାଗ ଏହି ଖଣି ଗୁଡ଼ିକ ନିଲାମ କରିବାରେ ଅସମର୍ଥ ହେବାରୁ ସେଗୁଡିକ ବେଆଇନ ଭାବରେ ଚାଲିଛି । ଏହାକୁ କେହି ବିରୋଧ…

ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ବର୍ଗତଃ ଅଟଳବିହାରୀ ବାଜପେୟୀଙ୍କ ଜନ୍ମଦିନ ଓ ସୁଶାସନ ଦିବସ ପାଳିତ

ବାଲିଗୁଡା : ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ ରତ୍ନ ସ୍ବର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ଶହେତମ ଜନ୍ମ ଜୟନ୍ତୀ ଉତ୍ସବ ସ୍ଥାନୀୟ ନଗର ବିଜେପି ପକ୍ଷରୁ ଗାୟତ୍ରୀ ମନ୍ଦିର ସଭାଗୃହ ଠାରେ କନ୍ଧମାଳ ଜ଼ିଲ୍ଲା ବିଜେପି ସଭାପତି ଜଗନ୍ନାଥ ସାହୁଙ୍କ ଅଧ୍ୟକ୍ଷତାରେ ମହାସମାରୋହରେ ପାଳିତ…

ଖ୍ରୀଷ୍ଟଧର୍ମାବଲମ୍ବୀଙ୍କ ଗହଣରେ ବଡଦିନ ପାଳିଲେ କଂଗ୍ରେସ ବିଧାୟକ ପ୍ରାର୍ଥୀ ରଜନୀକାନ୍ତ ପାଢ଼ୀ

ହିଞ୍ଜିଳିକାଟୁ : ଦେଶର ବିଭିନ୍ନ ସହରରେ ବଡ ଦିନ ଧୁମଧାମରେ ପାଳନ କରାଯାଇଛି । ଆଜିର ଦିନରେ ଭଗବାନ ଯୀଶୁ ଜନ୍ମଗ୍ରହଣ କରିଥିବାରୁ ଏହାକୁ ପାଳନ କରିଆସୁଛନ୍ତି ଖ୍ରୀଷ୍ଟାଧର୍ମାବଲମ୍ବି । ଏହି ଅବସରରେ ହିଂଜିଳି ନିର୍ବାଚନ ମଣ୍ଡଳିର କଂଗ୍ରେସ ବିଧାୟକ ପାର୍ଥି ରଜନୀ କାନ୍ତ ପାଢି ଓ ହିଂଜିଳି…

ଜୀବନ ଯୁଦ୍ଧରେ ହାରିଗଲେ ରାଖାଲ

ଉମରକୋଟ /ରାଇଘର : ମାତ୍ର ୧୪ ବର୍ଷ ବୟସରେ ବଡ଼ ଦାୟିତ୍ୱ l ଏଭଳି ଏକ ଶୀର୍ଷକକୁ ନେଇ ଗତ ୨୦୨୦ ମସିହା ଅକ୍ଟୋବର ମାସ ୨୨ ତାରିଖରେ ରେ ଖବର ପ୍ରକାଶିତ ହୋଇଥିଲା l ଏହି ଖବର ମାଧ୍ୟମରେ ନିଜ ପାଗଳୀ ମା’ ର ବୋଝ ସହିତ ଆଶ୍ରୟ ନିମନ୍ତେ ଘର ଖଣ୍ଡିଏ ପାଇଁ ସରକାରଙ୍କ ନିକଟରେ ଅନୁରୋଧ କରି ଗୁହାରି…

ବର୍ଷାକୁ ଖାତିର ନ କରି ପ୍ରଭୁ ଯୀଶୁଙ୍କ ପାଇଁ କଲେ ପ୍ରାର୍ଥନା : ଧରାବତରଣ କଲେ ପ୍ରଭୁ ଯୀଶୁ

ବାଲିଗୁଡା : ଆଜି ସାରା ବିଶ୍ୱ ପାଳନ କରୁଛି ବଡ଼ଦିନ। ମଧ୍ୟ ରାତ୍ରରୁ ଧରାବତରଣ କରିଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ । ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡର ପ୍ରତ୍ୟେକ ବ୍ଲକ ଅଞ୍ଚଳର ଗାଁ ଗହଳିରେ ଥିବା କ୍ୟାଥଲିକ, ବାପିଷ୍ଟ୍ , ସି.ଏନ.ଆଇ ଚର୍ଚ୍ଚ ଓ ଉପାସନା ଗୃହରେ…

ଗୁଡ଼ିସର ବାଲି ମାଫିଆ ଙ୍କ ମାଟିଆ କଭର ଆସିକା ରେ ଘୁରି ବୁଲୁଛି…..!

ବାଲି ମାଫିଆ ମାନେ ପାଟି ଖୋଲୁଥିବା ଲୋକଙ୍କ ମୁହଁରେ ତୁଣ୍ଡି ବାନ୍ଧିବାକୁ କୁ ଚକ୍ରାନ୍ତ ……!ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ସହର ର ଉଭୟ ପାର୍ଶ୍ଵରେ ଋଷିକୂଲ୍ୟା ଓ ବଡ଼ ନଦୀ ପ୍ରବାହିତ ହେଉଛି। ଉଭୟ ନଦୀର ବାଲିର ଚାହିଦା ଗଞ୍ଜାମ ଜିଲ୍ଲା ସମେତ ଅନ୍ୟ ଜିଲ୍ଲା ଓ ଆନ୍ଧ୍ରା ପ୍ରଦେଶ ରେ…