Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ରାଇଘରରେ ଭକ୍ତି ଓ ଉତ୍ସାହର ସହ ରଥଯାତ୍ରା : ମାଉସୀ ମା’ ମନ୍ଦିରରେ ପହଞ୍ଚିଲେ ଶ୍ରୀଜୀଉ
ଉମରକୋଟ /ରାଇଘର : ରାଇଘର ଅଞ୍ଚଳରେ ଆଜି ଅପାର ଭକ୍ତି, ଆନନ୍ଦ ଓ ଉଲ୍ଲାସର ପରିବେଶ ମଧ୍ୟରେ ପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ରଥ ମାଉସୀ ମା' ମନ୍ଦିରରେ ପହଞ୍ଚିଛି। ଗତକାଲି ରଥ ଟାଣିବା ସମୟରେ ହଠାତ୍ ରଥର ଏକ ଚକା ଭାଙ୍ଗିଯିବାରୁ ରଥଟି ଅଧା ବାଟରେ ଅଟକି ରହିଥିଲା।!-->!-->!-->…
ଭାଙ୍ଗିଲା ବର୍ଷ ବର୍ଷର ପରମ୍ପରା , ରାଜା କଲେ ନାହିଁ ଛେରା ପହଁରା
ନୟାଗଡ଼, ୧୭/୦୭(ନିସର୍ତ୍ତ): ରାଜାରାଜୁଡ଼ା ଅମଳରୁ ପାରମ୍ପରିକ ନୀତିକାନ୍ତି ଅନୁସାରେ ରଥଯାତ୍ରା ନୟାଗଡ ଜିଲ୍ଲାରେ ଦ୍ଵିତୀୟ ଶ୍ରୀକ୍ଷେତ୍ର ରୂପେ ପରିଚିତ ତଥା ଓଡ଼ିଶାର ସର୍ବ ପୁରାତନ ଗଡ଼ଜାତ ରଣପୁରରେ ପାଳନ ହୋଇଆସୁଅଛି। ଘୋଷଯାତ୍ରା ର ପ୍ରାରମ୍ଭରେ ପାରମ୍ପରିକ ନୀତିକାନ୍ତି ଅନୁସାରେ!-->…
ନୟାଗଡ଼ ରଥଯାତ୍ରାରେ ଛେରାପହଁରାକୁ ନେଇ ବିବାଦ
ଘଣ୍ଟା ଘଣ୍ଟା ବିଳମ୍ବ ପରେ ହେଲା ସମାଧାନ...ନୟାଗଡ଼: ନୟାଗଡ଼ ପବିତ୍ର ରଥଯାତ୍ରା ଅବସରରେ ଛେରାପହଁରା ନୀତିକୁ କେନ୍ଦ୍ର କରି ଅପ୍ରତ୍ୟାଶିତ ପରିସ୍ଥିତି ସୃଷ୍ଟି ହୋଇଥିଲା। ତିନୋଟି ରଥରେ ନୟାଗଡ଼ ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାର ଛେରାପହଁରା କରିବେ ବୋଲି ପ୍ରଶାସନିକ ନିର୍ଦ୍ଦେଶ ଥିବା!-->…
ଓଡ଼ଗାଁରେ ସ୍ଥାୟୀ ଡାକଘର ନିର୍ମାଣ ପାଇଁ ବିକାଶ ମଞ୍ଚ ଡାକ ଅଧିକ୍ଷକଙ୍କୁ ଭେଟିଲେ
ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଠାରେ ସ୍ଥାୟୀ ଡାକଘର ନିର୍ମାଣ ପାଇଁ ଓଡ଼ଗାଁ ବିକାଶ ମଞ୍ଚ ତରଫରୁ ପ୍ରତିନିଧି ମାନେ ନୟାଗଡ଼ ଜିଲ୍ଲା ଡାକ ଅଧିକ୍ଷକ ମନୋଜ କୁମାର ପଟ୍ଟନାୟକଙ୍କୁ ଓଡ଼ଗାଁ ଡାକ କାର୍ଯ୍ୟାଳୟ ଠାରେ ଭେଟି ସ୍ଥାୟୀ ଡାକଘର ନିର୍ମାଣ ନିମନ୍ତେ ଦୃଷ୍ଟି ଆକର୍ଷଣ କରିଥିଲେ।ପୂର୍ବ!-->…
ବିପୁଳ ଉତ୍ସାହ ଓ ଉଦ୍ଦୀପନା ସହ ବାଲିଗୁଡାରେ ରଥଯାତ୍ରା ଅନୁଷ୍ଠିତ : ସୁଭଦ୍ରା ରଥକୁ ଟାଣିଲେ ମହିଳା ଶ୍ରଦ୍ଧାଳୁ
ବାଲିଗୁଡା : ବିପୁଳ ଉତ୍ସାହ ଓ ଉଦ୍ଦୀପନା ସହ ଝିପି ଝିପି ବର୍ଷା ରେ ବାଲିଗୁଡା ତଥା ଏହାର ଆଖ ପାଖ ଅଞ୍ଚଳ ରେ ରଥଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି l ପ୍ରଥମେ ମନ୍ଦିର ର ଦ୍ୱାର ଫିଟା ପରେ ରୀତିନୀତି ଅନୁସାରେ ପୂଜାର୍ଚନା କରାଯିବା ପରେ ମହାପ୍ରଭୁଙ୍କ ସକାଳଧୂପ ସମ୍ପନ୍ନ ସହ!-->…
ରାଜସୁନାଖଳାରେ ପବିତ୍ର ଘୋଷଯାତ୍ରା ମହାସମାରୋହରେ ପାଳିତ
ନୟାଗଡ଼ (ନିସର୍ତ୍ତ):ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଆନୁକୂଲ୍ୟରେ ଗୁରୁବାର ଦିନ ପବିତ୍ର ଶ୍ରୀଗୁଣ୍ଡିଚା ଓ ରଥଯାତ୍ରା ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଘଣ୍ଟା ଘଣ୍ଟା, ଖୋଳ, ଗିନି ବାଦ୍ୟ ମଧ୍ୟରେ!-->…
ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟରେ ବନମହୋତ୍ସବ
ନୟାଗଡ଼:ସବୁଜିମା ଦ୍ଵାରା ପୃଥିବୀର ଉପଚାର କରିବା ” ଏହି ଥିମରେ ପର୍ଯ୍ୟବେଶିତ ବନମହୋତ୍ସବ ଆଜି ପ୍ରଜାମଣ୍ଡଳ ମହାବିଦ୍ୟାଳୟରେ ବହୁ ଆଡ଼ମ୍ବର ସହକାରେ ପାଳନ କରାଯାଇଅଛି। ଯୁବ ରେଡକ୍ରସ୍ ଓ ଜାତୀୟ ସେବା ଯୋଜନା ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଅଧକ୍ଷା ଶ୍ରୀମତୀ ସ୍ମିତା ରାଣୀ ରାଉତରାୟ!-->…
ପୋଲିସ ଅଫିସର ସଂଘର ପ୍ରତିଷ୍ଠା ଦିବସ ପାଳିତ…
ବ୍ରହ୍ମପୁର : ଆଜି ଅର୍ଥାତ 15.07.26 ତାରିଖ ଦିନ ଅବସରପ୍ରାପ୍ତ ପୋଲିସ ଅଫିସର ସଂଘର ପ୍ରତିଷ୍ଠା ଦିବସ ସଂଘର ବାବାଜୀ ତୋଟା ସାହି ବ୍ରହ୍ମପୁର ସ୍ଥିତ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ସଙ୍ଘର ସଭାପତି ପ୍ରକାଶ ଚନ୍ଦ୍ର ସାହୁଙ୍କ ପୌରାହିତ୍ୟରେ ଏହି ସଭାରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର!-->…
ବାଲୁଗାଁ ପୁଲିସର ଚଢାଉ : ବିହାର ଯୁବକ ଗିରଫ, ୩୨ ଲିଟରରୁ ଅଧିକ ବିଦେଶୀ ମଦ ଜବତ
ବାଲୁଗାଁ, ଖୋର୍ଦ୍ଧା : ବାଲୁଗାଁ ଥାନା ଅଞ୍ଚଳରେ ପୁଲିସ ବଡ ଧରଣର ଅବକାରୀ ଚଢାଉ କରି ଜଣେ ବିହାରର ଯୁବକଙ୍କୁ ଗିରଫ କରିବା ସହ ପ୍ରାୟ ୩୩ ଲିଟର ବିଦେଶୀ ମଦ ଓ ଗୋଟିଏ ମୋଟରସାଇକେଲ ଜବତ କରିଛି । ଖୋର୍ଦ୍ଧା ଜିଲ୍ଲା ପୁଲିସ ଅଧୀକ୍ଷକ ଶ୍ରୀ ପରମାର ସ୍ମିତ ପରଶୋତମଦାସ, ଆଇପିଏଏସ ଙ୍କ!-->!-->!-->…
ସେକ୍ଟର-୧୯ ପୋଲିସ ସଫଳତା
ବିରମିତ୍ରପୁର : ରାଉରକେଲା ଜିଲ୍ଲାର ସେକ୍ଟର-୧୯ ପୋଲିସ ଏକ ଆବାସିକ ଘରୁ ଲୁଚି ରହିଥିବା ଘର-ଅଧିବେଶନ ଏବଂ ଚୋରି ସହିତ ଜଡିତ ଏକ ଚୋରି ମାମଲାକୁ ସଫଳତାର ସହ ଚିହ୍ନଟ କରିଛି | ତୁରନ୍ତ ତଦନ୍ତ ଏବଂ ନିରନ୍ତର ପ୍ରୟାସ ଦ୍ୱାରା, ଅଭିଯୁକ୍ତକୁ ଚିହ୍ନଟ କରାଯାଇ ଗିରଫ କରାଯାଇଥିଲା |ଚୋରି!-->!-->!-->…