Browsing Category

ଆଞ୍ଚଳିକ

ଲଘୁଚାପ ବର୍ଷାରେ କ୍ଷେତ ଓ ଖଳାରେ ଭିଜୁଛି ପାଚିଲା ଧାନ : ଚିନ୍ତାରେ ଚାଷୀ କୂଳ

ବାଲିଗୁଡା : ଲଘୁଚାପ ପ୍ରଭାବରେ ଗୁରୁବାର ଠାରୁ ବାଲିଗୁଡା ସମେତ ଆଖପାଖ ଅଞ୍ଚଳରେ ଅଦିନିଆ ଝିପିଝିପି ବର୍ଷା ଲାଗି ରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ବିଶେଷ କରି ଏବେ ଶହଶହ ଚାଷୀଙ୍କର କ୍ଷେତ ଓ ଖଳାରେ ପାଚିଲାଧାନ ପଡି ରହି ଥିବାରୁ ଅଦିନିଆ ବର୍ଷାରେ ଭିଜୁଛି। ଚାଷୀମାନେ ଅମଳ…

ବଣ୍ଡାଘାଟିରେ ସୁଭଦ୍ରା ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା

ମାଲକାନଗିରି : ଆଜି ମାଲକାନଗିରି ଜିଲ୍ଲାର ଖଇରପୁଟ ର ମୁଦୁଲିପଡା ଠାରେ ବଣ୍ଡାଘାଟି ଅଞ୍ଚଳରେ ସୁଭଦ୍ରା ଯୋଜନା ର କାର୍ଯ୍ୟକାରିତା ଉପରେ ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା। ଏହି ସମୀକ୍ଷା ରେ ମାନ୍ୟବର ବିଧାୟକ, ଚିତ୍ରକୋଣ୍ଡା ଏବଂ ମାଲକାନାଗିରି, ଜିଲ୍ଲାପାଳ…

ବାର୍ଷିକ କ୍ରୀଡା ଉଦ୍‌ଘାଟିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଟିକାବାଲି ସେବା ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଅନୁଷ୍ଠାନର ନିର୍ଦ୍ଦେଶିକା ତଥା ଅଧ୍ୟକ୍ଷା ଶ୍ରୀମତୀ ନୂତନ ନାୟକ ସଭାପତିତ୍ଵ କରି ଥିଲେ। ଟିକାବାଲି ମହାବିଦ୍ୟାଳୟର ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ବାର୍ଷିକ କ୍ରୀଡାକୁ ଉଦ୍ଘାଟନ କରି…

ଜୀବନ କୌଶଳ ଶିକ୍ଷା ନିମନ୍ତେ ପକନା ଗାଁ ଆଶ୍ରମ ବିଦ୍ୟାଳୟରେ ଲାଇଫ କ୍ୟାମ୍ପ

ଫୁଲବାଣୀ : ଆଜିର ସମୟରେ ସମାଜରେ ବଂଚିବାକୁ ହେଲେ ଆର୍ଥିକ, ସାମାଜିକ ଓ ଅର୍ଥନୈତିକ ସ୍ତରରେ ସୁଦୃଢ ହେବା ସହିତ ଜିବନ କୈାଶଳ ଶିକ୍ଷା ର ମଧ୍ୟ ଅଧିକ ଆବଶ୍ୟକତା ଅଛି । ସେହିପରି କନ୍ଧମାଳ ଜିଲ୍ଲାରେ ମଧ୍ୟ ବାଳିକା ମାନଙ୍କ ମଧ୍ୟରେ ଉଚ୍ଚ ଆଶା ଏବଂ ବଡ ଅଭିଳାଶା ନିମନ୍ତେ ଜିବନ କୈାଶଳ…

ଡିଏଭି ଗୁରୁକୂଲ ଆନୁକୂଲ୍ୟରେ ବଣଭୋଜି କାର୍ଯ୍ୟକ୍ରମ

ଚିତ୍ରକୋଣ୍ଡା : ଚିତ୍ରକୋଣ୍ଡା ସ୍ଥିତ ଡିଏଭି ଗୁରୁକୂଲ ଆନୁକୂଲ୍ୟରେ ଆଜି ଏକ ବଣଭୋଜି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ନେଇ ଏକ ପାରିବାରିକ ବଣଭୋଜି ଇକୋ ପାର୍କ ଠାରେ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ଅଧ୍ୟକ୍ଷ…

କବିସୂର୍ଯ୍ୟନଗର ପ୍ରେସ୍ କ୍ଲବର ୧୮ତମ ବାର୍ଷିକୋତ୍ସବ ଅନୁଷ୍ଠିତ

କବିସୂର୍ଯ୍ୟନଗର : କବିସୂର୍ଯ୍ୟନଗର ପ୍ରେସ୍ କ୍ଲବର ୧୮ ତମ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରେସ୍ କ୍ଲବର ବାର୍ଷିକୋତ୍ସବରେ ସଭାପତି ସମରଜିତ୍ ମହାନ୍ତି ସଭାପତିତ୍ବ କରିଥିଲେ। ସାଧାରଣ ସମ୍ପାଦକ ସପ୍ନେଶ୍ବର ପାଣିଗ୍ରାହୀ ସମ୍ପାଦକୀୟ ପାଠ କରିବା ସହିତ ଅତିଥିଙ୍କ ପରିଚୟ ପ୍ରଦାନ…

ମିଳିତ ଖ୍ରୀଷ୍ଟୀୟ ମଞ୍ଚ ପକ୍ଷରୁ ପ୍ରାକ-ଖ୍ରୀଷ୍ଟଜନ୍ମ ମହୋତ୍ସବ ପାଳିତ

ଫୁଲବାଣୀ: ମିଳିତ ଖ୍ରୀଷ୍ଟୀୟ ମଞ୍ଚ ପକ୍ଷରୁ ପ୍ରି-ଖ୍ରୀଷ୍ଟମାସ ମହୋତ୍ସବ ଅନୁଷ୍ଠିତ ହେଇଥିଲା।ମାଦିକୁନ୍ଦା ଛକରେ ଆଚାର୍ଯ୍ୟ ଅମିତ ନାୟକ ପ୍ରାର୍ଥନା କରି ମାଦିକୁନ୍ଦା ଠାରୁ କୋର୍ଟ ଛକ ସ୍ଥିତ ଗାନ୍ଧୀ ସ୍ମୁତି ଭବନ ପର୍ଯ୍ୟନ୍ତ ଶାନ୍ତି ପୂର୍ଣ ଶୋଭାଯାତ୍ରା ହେଇଥିଲା।ଖ୍ରୀଷ୍ଟୀୟ ସମ୍ପ୍ରଦାୟର…

ଶିଶୁର ବିକାଶରେ ମାଆର ଭୂମିକା

ଫୁଲବାଣୀ : ବାଲ ରକ୍ଷା ଭାରତର ଉଦ୍ୟମରେ ଖଜୁରୀପଡା ସମ୍ମନିତ ଶିଶୁ ବିକାଶ କେନ୍ଦ୍ରରେ ଏକ ମାତୃକମିଟି ବୈଠକ ଆୟୋଜନ କରାଯାଇଛି। ବୈଠକରେ ପ୍ରାକ ବିଦ୍ୟାଳୟର ଶିଶୁଙ୍କ ମାଆ, ଅଙ୍ଗନବାଡି କର୍ମୀ, ଆଇ ସି ଡି ଏସ ର ପରିଦର୍ଶିକା ଯୋଗଦାନ କରିଥିଲେ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ…

ପୁରୀ ଶଙ୍କରାଚାର୍ଯ୍ୟଙ୍କ ଗସ୍ତ ଉପଲକ୍ଷେ ପ୍ରସ୍ତୁତି ବୈଠକ

ମାଲକାନଗିରି : ମାଲକାନଗିରି ଜିଲ୍ଲାର ଗୋବିନ୍ଦପାଲି ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ଆସନ୍ତା ବର୍ଷ ମାର୍ଚ୍ଚ ମାସରେ ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ବତୀଙ୍କ ଗସ୍ତ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଗୋବର୍ଦ୍ଧନ…

ଫୁଲବାଣୀ କଂଗ୍ରେସ ପକ୍ଷରୁ ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ କୁଶ ପୁତ୍ତଳିକା ଦାହ

ଫୁଲବାଣୀ: ରାଜ୍ୟସଭା ଗୃହ ଚାଲିଥିବା ବେଳେ ଗୃହ ମନ୍ତ୍ରୀ ଅମିତ୍ ଶାହା ଆମ୍ବେଦକର ଆମ୍ବେଦକର ଆମ୍ବେଦକରଙ୍କ ନାମ ବୋଲି ତିନି ଥର ଉଚ୍ଚାରଣ କରି ସମ୍ବିଧାନ ବିରୋଧୀ ଭଳି ଏକ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ l ତାହାର ପ୍ରତିବାଦରେ ଆଜି ଫୁଲବାଣୀ କଂଗ୍ରେସ ପକ୍ଷରୁ ମଧ୍ୟ ଫୁଲବାଣୀ ବିଜୁ ପଟ୍ଟନାୟକ…