Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ନିସର୍ତ ନ୍ୟୁଜର ମହାପ୍ରଭାବ : ରାସ୍ତାପ୍ରତି ସରକାରଙ୍କ ଦୃଷ୍ଟିପଡ଼ିବ କେବେ ?
ଉମରକୋଟ/ କୋପେନା : ବିଗତ ୦୭/୦୬/୨୦୨୫ ରିଖରେ ଓଡ଼ିଶାର ସୀମାନ୍ତବର୍ତ୍ତୀ ଇନ୍ଦିରା କଲୋନୀ ଗ୍ରାମରୁ ଛତିଶଗଡ କୁ ସଂଯୋଗ କରୁଥିବା ଏକ କିଲୋମିଟର ରାସ୍ତା ପ୍ରତି ସରକାରଙ୍କ ଦୃଷ୍ଟି ପଡ଼ିବ କେବେ ? ଖବରଟି ଆମ ନିସର୍ତରେ ପ୍ରସାରଣ ହେବା ପରେ ବ୍ଲକ ପ୍ରଶାସନ,ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଓ!-->…
ମନ୍ଥର ଗତିରେ ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣ କାର୍ଯ୍ୟ
ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ପାଣ୍ଡେରିପଡ଼ା ଗ୍ରାମ ପଞ୍ଚାୟତବସୀ ଙ୍କୁ ଉନ୍ନତ ମାନର ସ୍ବାସ୍ଥ୍ୟସେବା ପ୍ରଦାନ କରିବା ନିମନ୍ତେ ଜାତୀୟ ଗ୍ରାମାଞ୍ଚଳ ସ୍ବାସ୍ଥ୍ୟ ମିଶନ ଆନୁକୁଲ୍ୟରେ ସ୍ବାସ୍ଥ୍ୟସେବା କେନ୍ଦ୍ର ନିର୍ମାଣ କରାଯାଉଛି ।୪୬ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣାଧୀନ ଏହି!-->…
“ୱାନ ଷ୍ଟପ ସେଣ୍ଟର “ସଖି କାର୍ଯ୍ୟକ୍ରମ ର ଟାସ୍କ ଫୋର୍ସ କମିଟି ବୈଠକ…
ନବରଙ୍ଗପୁର ତା ୧୯-୦୬-୨୦୨୫: ଆଜି ସ୍ଥାନୀୟ ମିଶନଶକ୍ତି ସଭାଗୃହ ଠାରେ ସଖି ୱାନ୍ ଷ୍ଟପ୍ ସେଣ୍ଟର ର ଜିଲ୍ଲା ଟାସ୍କ ଫୋର୍ସ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ବର୍ମନ୍ ଜିଲ୍ଲା ସମାଜ କଲ୍ୟାଣ ଅଧିକାରି ଦୌପଦୀ କହଁର , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରି!-->…
ପିତଳ ସରପଞ୍ଚ ଓ ବିଜେପି ମଣ୍ଡଳ ସଭାପତି ଉପରେ ମରଣାତ୍ମକ ଆକ୍ରମଣ…
ଆକ୍ରମଣକାରୀଙ୍କୁ ଗିରଫ ଦାବିରେ ଉତ୍ୟକ୍ତ ଲୋକଙ୍କ ଥାନା ଘେରାଉ।
ହିଞ୍ଜିଳିକାଟୁ, ୧୯।୬( ): ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ପିତଳ ଗ୍ରାମ ପଞ୍ଚାୟତ ସରପଞ୍ଚ ରାମ ରାଘବ ପାତ୍ର ଓ ପିତଳ ମଣ୍ଡଳ ସଭାପତି ବିଜୟ ପ୍ରଧାନଙ୍କ ଉପରେ ଗୁରୁବାର ସଂଧ୍ୟାରେ ୧୦ ରୁ ଉର୍ଦ୍ଧ୍ବ ବ୍ୟକ୍ତି!-->!-->!-->!-->!-->…
ବିଭିନ୍ନ ଦାବି ନେଇ ଆଜି ୧୪ଟି ବିଭିନ୍ନ ଜାତି ବା ଜନଜାତିର ଶିରା ପୂଜାରୀ ୱାଡେ ପକ୍ଷରୁ ଦାବିପତ୍ର ପ୍ରଦାନ…
ମାଲକାନଗିରି, ୧୯।୬ ମାଲକାନଗିରି ଜିଲ୍ଲାରେ ଥିବା ଶିରା, ୱାଡେ, ପୂଜାରୀ ମାନଙ୍କର ବିଭିନ୍ନ ଦାବି ନେଇ ଆଜି ୧୪ଟି ବିଭିନ୍ନ ଜାତି ବା ଜନଜାତିର ଶିରା ପୂଜାରୀ ୱାଡେ ଏକ ବିଶାଳ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ପହଞ୍ଚି ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। କାହିଁ କେଉଁ କାଳରୁ!-->…
ବ୍ରହ୍ମପୁର ଷ୍ଟାଡିୟମ ଠାରେ ପାଳିତ ହେବ ଅନ୍ତର୍ଜାତୀୟ ଯୋଗ ଦିବସ…
ବ୍ରହପୁର 19/6ମାନ୍ୟବର ପ୍ରଧାନମନ୍ତ୍ରୀ ଙ୍କ ପରାମର୍ଶ କ୍ରମେ ଯୋଗ କୁ ବିଶ୍ଵବ୍ୟାପୀ କରାଯାଉଛି l ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଜୁନ 21 ରେ ସାରା ଭାରତ ରେ ଏକ ଲକ୍ଷ ରୁ ଉର୍ଦ୍ଧ ଯାଗାରେ ଅନ୍ତର୍ଜାତିୟ ଯୋଗ ଦିବସ ଅବସରରେ ଯୋଗ ଉତ୍ସବ ମହା ସମାରୋହରେ ପାଳନ କରାଯାଉଥିବା ବେଳେ!-->…
ପଞ୍ଚାୟତ ସ୍ତରୀୟ ସାମାଜିକ ସମୀକ୍ଷା ବୈଠକ
ବାଲିଗୁଡା, ତା, ୧୯/୦୬ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ କୁଟିକିଆ ଗ୍ରାମ ପଞ୍ଚାୟତ ରେ ସାମାଜିକ ସମୀକ୍ଷା ବୈଠକ (ଗ୍ରାମ ସଭା) ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ପିଇଓ ସୁଜିତ କୁମାର ସାହୁ , ଏଡିଓ ଅଶ୍ବିନୀ ପାତ୍ର , ସରପଞ୍ଚ ପୂର୍ଣ୍ଣିମା ମଳିକ, ନାଏବ ସରପଞ୍ଚ ମହେନ୍ଦ୍ର ମଳିକ,!-->…
ନବରଙ୍ଗପୁର ଜିଲ୍ଲାରେ ଶିଶୁ ସୁରକ୍ଷା ଓ ଅଧିକାର “ଶିଶୁଙ୍କ ପାଇଁ ଦିନଟିଏ” ବୈଠକ ଅନୁଷ୍ଠିତ…
ନବରଙ୍ଗପୁର ତା ୧୯.୬.୨୦୨୫:ଜିଲ୍ଲା ପ୍ରଶାସନ, ଜିଲ୍ଲା ଶ୍ରମ ବିଭାଗ ଓ ଜିଲ୍ଲା ଶିଶୁ ସୁରକ୍ଷା ଙ୍କ ମିଳିତ ଉଦ୍ୟମରେ ଏକ ଦିନିକିଆ ବୈଠକ “ଶିଶୁ ପାଇଁ ଦିନଟିଏ "ଆଜି ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ଶିଶୁ ସୁରକ୍ଷା, ଶିଶୁ ଙ୍କୁ ପୁନଃ ସ୍ଥାପନ ଏବଂ!-->…
ବାଇକ୍ ଦୁର୍ଘଟଣା ରେ ଜଣେ ମୃତ…
ଉମରକୋଟ:-(୧୯/୦୬/୨୦୨୫)ବାଇକ୍ ଦୁର୍ଘଟଣା ରେ ଜଣେ ଯୁବକର ମୃତ୍ୟୁ ଘଟିଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅଧୀନରେ। ମୃତ ଯୁବକ ଜଣକ ହେଲେ ଉମରକୋଟ ପୈାର ପରିଷଦ କେନାଲ ସାହିର ବିଶାଳ ହରିଜନ (୨୦) ମିଳିଥିବା ସୂଚନା ଅନୁସାରେ ବିଶାଳ ଓ ପିଣ୍ଟୁ ନାୟକ!-->…
ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଆଜି ସରକାରଙ୍କୁ ଘେରିଛନ୍ତି ବିଭିନ୍ନ ସଙ୍ଗଠନ
ବ୍ରହ୍ମପୁର ଏସପିଙ୍କୁ ଭେଟି ପୁଲିସ ଜିଲ୍ଲାରେ ଆଇନଶୃଙ୍ଖଳା ବ୍ୟବସ୍ଥା କଡାକଡି କରିବାକୁ କଲେ ଦାବି
ବ୍ରହ୍ମପୁର : ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଆଜି ସରକାରଙ୍କୁ ଘେରିଛନ୍ତି ବିଭିନ୍ନ ସଙ୍ଗଠନ । ଆଜି ବହୁ ସଙ୍ଘଠନ ଏବଂ ରାଜନୈତିକ ଦଳ ପକ୍ଷରୁ ବ୍ରହ୍ମପୁର ଏସପି ଡାକ୍ତର. ସର୍ବଣା!-->!-->!-->…