Browsing Category

ଆଞ୍ଚଳିକ

ସେବାର ମୂର୍ତ୍ତିମନ୍ତ ପ୍ରତୀକ ଶିବରାମ : ନିସ୍ଵାର୍ଥପର ସେବାରେ ୧୦ ବର୍ଷ

ନୟାଗଡ,୧୦/୦୭(ନିସର୍ତ୍ତ) : ଯୁବକମାନେ ଚାହିଁଲେ ସମାଜର ଅନେକ କିଛି ପରିବର୍ତ୍ତନ କରିପାରିବେ l ସେମାନଙ୍କ ଆଗରେ ଅସମ୍ଭବ ଶବ୍ଦ ବହୁ ଦୂର l ଏମିତି କିଛି ଯୁବକ ଆଗକୁ ଆସିଛନ୍ତି ଯେଉଁମାନେ ଅସହାୟ, ନିରାଶ୍ରୟଙ୍କ ମୁହଁରେ ହସ ଟିକିଏ ଫୁଟାଇବା ପାଇଁ ପ୍ରାଣପ୍ରାଣେ ଉଦ୍ୟମରତ l ନିଜ ପକେଟ

ବାଲି ମାଫିଆଙ୍କ ଉପରେ ପୋଲିସ ଓ ଖଣି ବିଭାଗର ବଡ଼ ଚଢ଼ାଉ: ବିପୁଳ ପରିମାଣର ଅବୈଧ ବାଲି ଜବତ, ପ୍ରଶାସନର ଭୂମିକାକୁ ନେଇ…

ବିରମିତ୍ରପୁର (ନିସର୍ତ୍ତ ନ୍ୟୁଜ ) : ସୁନ୍ଦରଗଡ଼ ଜିଲ୍ଲାରେ ବାଲି ମାଫିଆଙ୍କ ବିରୋଧରେ ପ୍ରଶାସନ ପକ୍ଷରୁ ପୁଣି ଏକ ବଡ଼ ଧରଣର ମିଳିତ ଚଢ଼ାଉ କରାଯାଇଛି। ଜିଲ୍ଲା ଅନ୍ତର୍ଗତ ସଂଖ ନଦୀ କୂଳରୁ ଦୀର୍ଘ ଦିନ ଧରି ବ୍ୟାପକ ଭାବେ ବାଲି ଚୋରା ଚାଲାଣ ହେଉଥିବା ନେଇ ବାରମ୍ବାର ଅଭିଯୋଗ ହେବା ପରେ

ସହରାଞ୍ଚଳ ଜନସମ୍ପର୍କ ଓ ନାଗରିକ ଭାଗୀଦାରୀ କାର୍ଯ୍ୟକ୍ରମ

ବାଲିଗୁଡା, ତା, ୧୦/୦୭ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ଦ୍ଵାରା ବାଲିଗୁଡ଼ା ଟାଉନ ହଲ ଠାରେ ସହରାଞ୍ଚଳ ଜନସମ୍ପର୍କ ଓ ନାଗରିକ ଭାଗୀଦାରୀ କାର୍ଯ୍ୟକ୍ରମ ବିଜ୍ଞାପିତ ଅଞ୍ଚଳ ପରିଷଦ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ବିବେକାନନ୍ଦ ଦଳେଇ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ

ନିଶାଦ୍ରବ୍ୟ ଅପବ୍ୟବହାର ଏବଂ ଅବୈଧ ଚାଲାଣ ବିରୋଧୀ ଦିବସ ଉପରେ ଏକ ଆଇନ ସଚେତନତା

ବାଲିଗୁଡା, ତା, ୧୦/୦୭ : ନୂଆଦିଲ୍ଲୀର ଜାତୀୟ ଆଇନ ସେବା ପ୍ରାଧିକରଣ ଙ୍କ ନିର୍ଦ୍ଦେଶ ଅବସରରେ ସ୍ଥାନୀୟ ତାଲୁକ୍ ଆଇନ ସେବା ସମିତି ପକ୍ଷରୁ ଆନ୍ତର୍ଜାତୀୟ ନିଶାଦ୍ରବ୍ୟ ଅପବ୍ୟବହାର ଏବଂ ଅବୈଧ ଚାଲାଣ ବିରୋଧୀ ଦିବସ ଉପରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ ସିଭିଲ୍ ଏବଂ ଫୌଜଦାରୀ

ତାରାଦେବୀ ଓ ହିତେଶ୍ବର ଦେବଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଲେ ଆଇନ୍ ମନ୍ତ୍ରୀ

ନୟାଗଡ଼ (ନିସର୍ତ୍ତ): ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ଚ଼ାନ୍ଦପୁର ସ୍ଥିତ ରାଧାମୋହନ ସାହିର ମା' ତାରାଦେବୀ ଓ ପ୍ରଭୁ ହିତେଶ୍ବର ଦେବଙ୍କ ମନ୍ଦିର ପ୍ରତିଷ୍ଠା ଓ ପୂର୍ଣ୍ଣାହୁତି ଦିବସ ବହୁ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ସରକାରଙ୍କ

ବ୍ରହ୍ମକୁମାରୀସ, ଶାନ୍ତିକୁଣ୍ଡ ତରଫରୁ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ନିମନ୍ତେ ଆଧ୍ୟାତ୍ମିକ ମୂଲ୍ୟବୋଧ ଭିତ୍ତିକ…

ବ୍ରହ୍ମପୁର : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ଵବିଦ୍ୟାଳୟ, ଶାନ୍ତିକୁଣ୍ଡ ତରଫରୁ ରାମଚନ୍ଦ୍ରପୁରସ୍ଥ ପ୍ରଭୁ ଉପହାର ରିଟ୍ରିଟ ସେଣ୍ଟର ଠାରେ "Relax mind, Enhance Memory" (ରିଲେକ୍ସ ମାଇଣ୍ଡ, ଏନହେନ୍ସ ମେମୋରୀ ) ଅର୍ଥାତ ମନକୁ ପ୍ରଫୁଲ୍ଲିତ କରିବା ପୂର୍ବକ ସ୍ମୃତିଶକ୍ତିର

ସାହିତ୍ୟ ଏକାଡେମୀର ଜିଲ୍ଲାସ୍ତରୀୟ ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ

ନୟାଗଡ଼ : ଓଡ଼ିଶା ସାହିତ୍ୟ ଏକାଡେମୀ ର ସ୍ୱନକ୍ଷତ୍ର ଦିବସ ୨୦୨୬ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗୀତା ଏଠାକାର ପିଏମଶ୍ରୀ ବ୍ରଯେନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିଷରରେ ଅନୁଷ୍ଠିତ ହୋଇ ଯାଇଛି l ଜିଲ୍ଲା ଶିକ୍ଷାଧିକାରୀଙ୍କ ଆୟୋଜନ ତଥା ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ

ଗୋସେବାରୁ ଆରମ୍ଭ ହେଲା ଦଶମ ବାର୍ଷିକ ସେବା ମହୋତ୍ସବ

ନୟାଗଡ଼ : ନୟାଗଡ଼ ସେବା ଉତ୍ସବ ସମିତି ପକ୍ଷରୁ ଦଶମ ବାର୍ଷିକ ଜିଲ୍ଲାବ୍ୟାପି ସେବା ମହୋତ୍ସବ -2026 ଉଦଘାଟିତ ହୋଇଯାଇଛି l ସବୁ ବର୍ଷ ପରି ଅତିଥି ମଞ୍ଚ ନ ହୋଇ ନିଆରା ଢଙ୍ଗରେ ଉଦଘାଟିତ ହୋଇଛି ସେବା ମହୋତ୍ସବ l ଗୋସେବା କାର୍ଯ୍ୟକ୍ରମରୁ ଚଳିତ ବର୍ଷର ଦଶମ ବାର୍ଷିକ ଜିଲ୍ଲବ୍ୟାପୀ ସେବା

ସରକାରୀ ଜମିରେ ପୌରାଧକ୍ଷାଙ୍କ କୋଠା: ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ ପରେ ତନାଘନା

ନୟାଗଡ଼: ନୟାଗଡ଼ ପୌରାଧକ୍ଷା ନିରୁପମା ଖଟେଇ ପଦବୀର ଅପବ୍ୟବହାର କରି ନିଜ ଘର ପାଖରେ ଥିବା ସରକାରୀ ଜମିରେ ୩ମହଲା କୋଠା ନିର୍ମାଣ କରିଥିବା ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ ହୋଇଛି ।ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ନିର୍ଦ୍ଦେଶ କ୍ରମେ ନୟାଗଡ଼ ତହସିଲ ପକ୍ଷରୁ ଛାନଭିନ ମଧ୍ୟ ଆରମ୍ଭ ହେବା ସହିତ

ପ୍ରଶାସନର ଅବହେଳା ପରେ ଆଗେଇ ଆସିଲେ ବିଧାୟକ: ନିଜ ପାଣ୍ଠିରୁ ଓଡ଼ିଶା-ଝାଡ଼ଖଣ୍ଡ ସଂଯୋଗୀକାରୀ…

କୁଆଁରମୁଣ୍ଡା/ବୀରମିତ୍ରପୁର (ନିସର୍ତ୍ତ ନ୍ୟୁଜ): ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ବ୍ଲକ ଦଲକି ପଞ୍ଚାୟତ ଓଡ଼ିଶା ଓ ଝାଡ଼ଖଣ୍ଡ (ରାଞ୍ଚି)କୁ ସଂଯୋଗ କରୁଥିବା ଗୁରୁତ୍ୱପୂର୍ଣ୍ଣ 'ଲକ୍ଷ୍ମୀପୋଷ-ଦଲକି' ସେତୁର ମରାମତି ପାଇଁ ଶେଷରେ ଆଗେଇ ଆସିଛନ୍ତି ବୀରମିତ୍ରପୁର ବିଧାୟକ ଶ୍ରୀ ରୋହିତ ଜୋସେଫ