Browsing Category

ଆଞ୍ଚଳିକ

ଓଡ଼ଗାଁ ବନାଞ୍ଚଳ କାର୍ଯ୍ୟାଳୟଠାରେ ଚାରା ବିତରଣ କେନ୍ଦ୍ର ଉଦ୍ଘାଟିତ

ନୟାଗଡ଼ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବନାଞ୍ଚଳ କାର୍ଯ୍ୟାଳୟ ଠାରେ ଓଡ଼ଗାଁ ସେକସନ୍ ତରଫରୁ ଚାରା ବିତରଣ କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି।ବନାଞ୍ଚଳ ଅଧିକାରୀ ଅଭିମନ୍ୟୁ ମଲ୍ଲିକ ଆନୁଷ୍ଠାନିକ ଭାବରେ ଉଦଘାଟନ କରିବା ପରେ ଅଁଳା, ଗଙ୍ଗଶିଉଳି, ପିଜୁଳି, ଡାଳିମ୍ବ, ସଜନା ଭଳି ନାନା ପ୍ରକାରର ଚାରା

କୁନ୍ଦ୍ରା ବ୍ଲକ ପରିସରରେ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ: ୫୬ଟି ଅଭିଯୋଗର ଶୁଣାଣି, ୮ଟିର ତୁରନ୍ତ ସମାଧାନ

କୁନ୍ଦ୍ରା/କୋରାପୁଟ : କୋରାପୁଟ ଜିଲ୍ଲା କୁନ୍ଦ୍ରା ବ୍ଲକ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ମିଳିତ ଜନଶୁଣାଣି ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ ଏବଂ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ (ଏସପି) ରୋହିତ ବର୍ମା

ବ୍ରହ୍ମପୁର ସିଭିଲ କୋର୍ଟ ପରିସରରେ ଜୁଲାଇ ୧୮ରେ ଅନୁଷ୍ଠିତ ହେବ ସ୍ୱତନ୍ତ୍ର ଲୋକ ଅଦାଲତ : ଏନ୍.ଆଇ. ଆକ୍ଟ, ୧୮୮୧…

ବ୍ରହ୍ମପୁର : ଜିଲ୍ଲା ଆଇନ ସେବା ପ୍ରାଧିକରଣ (ଡିଏଲଏସଏ), ଗଞ୍ଜାମଙ୍କ ପକ୍ଷରୁ ଆସନ୍ତା ୧୮ ଜୁଲାଇ ୨୦୨୬ (ଶନିବାର) ଦିନ ବ୍ରହ୍ମପୁର ସିଭିଲ କୋର୍ଟ ପରିସରରେ ପରକ୍ରାମ୍ୟ ଦଲିଲ ଆଇନ, ୧୮୮୧ (Negotiable Instruments Act, 1881) ଅନ୍ତର୍ଗତ, ବିଶେଷତଃ ଚେକ୍ ବାଉନ୍ସ (Cheque Bounce)

ଭାରତୀୟ ଜନତା ପାର୍ଟି ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ

ନୟାଗଡ଼, ୦୬/୦୭ (ନିସର୍ତ୍ତ) : ନୟାଗଡ ଜିଲ୍ଲା ରଣପୁର ବ୍ଲକ କୋଟ୍ ଛକ ନିକଟସ୍ଥ ମହାଵୀର ମନ୍ଦିର ସମ୍ମୁଖରେ ପୂର୍ବାହ୍ନ ୧୧ଟା ସମୟରେ ରଣପୁର ଗ୍ରାମୀଣ ମଣ୍ଡଳ ପ୍ରତିନିଧି ରଣଜିତ ପଟ୍ଟନାୟକଙ୍କ ଆବାହକତ୍ୱରେ ଭାରତୀୟ ଜନତା ପାର୍ଟି ରଣପୁର ପକ୍ଷରୁ ଏକ ବୁଦ୍ଧିଜିବୀ ସମ୍ମିଳନୀ ଅନୁଷ୍ଠିତ ହୋଇ

କୁଆଁରମୁଣ୍ଡା ପୋଲିସକୁ ବଡ଼ ସଫଳତା: ୮ଟି ଚୋରି ବାଇକ୍ ଜବତ, ୨ ଗିରଫ

ବୀରମିତ୍ରପୁର, ୦୫/୦୭ (ନିସର୍ତ୍ତ ନ୍ୟୁଜ୍ ) : ସୁନ୍ଦରଗଡ଼ ଜିଲ୍ଲା ବିରମିତ୍ରପୁର ଥାନା ଅନ୍ତର୍ଗତ କୁଆଁରମୁଣ୍ଡା ଫାଣ୍ଡି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ପୋଲିସ ବିଭିନ୍ନ ସ୍ଥାନରୁ ଚୋରି ହୋଇଥିବା ୮ଟି ମୋଟରସାଇକେଲ୍‌କୁ ଜବତ କରିବା ସହ ଏହି ଘଟଣାରେ ସଂପୃକ୍ତ ଦୁଇଜଣ ଆନ୍ତଃଜିଲ୍ଲା

ମାଲକାନଗିରି ଜିଲ୍ଲା ଚିଠା ଭୋଟର ତାଲିକା ୨୦୨୬ ପ୍ରକାଶିତ

ମାଲକାନଗିରି : ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେଙ୍କ ଅଧ୍ୟକ୍ଷତାରେ ଏସଆଇଆର୍ ଚିଠା ଭୋଟର ତାଲିକା ୨୦୨୬ ପ୍ରକାଶନ କରାଯାଇ ବିଭିନ୍ନ ରାଜନୈତିକ ଦଳକୁ ହସ୍ତାନ୍ତର କରାଯାଇଛି। ଜିଲ୍ଲାରେ ଚାଲୁ ରହିଥିବା ଏସଆଇଆର

ଡାକ୍ତର ଶୂନ୍ୟ ବାଲିମେଳା ସ୍ୱାସ୍ଥ୍ୟକେନ୍ଦ୍ର : ନର୍ସ ଓ ଆଟେଣ୍ଡାଣ୍ଟଙ୍କ ଭରସାରେ ଚାଲିଛି ଜରୁରୀ ଚିକିତ୍ସା ସେବା

ମାଲକାନଗିରି : ମାଲକାନଗିରି ଜିଲ୍ଲାର ବାଲିମେଳା ଅଞ୍ଚଳରେ ସ୍ୱାସ୍ଥ୍ୟ ସେବାର ଦୟନୀୟ ଚିତ୍ର ସାମ୍ନାକୁ ଆସିଛି। ଡାକ୍ତର ଅଭାବ ଯୋଗୁଁ ବର୍ତ୍ତମାନ ବାଲିମେଳା ଚିକିତ୍ସାଳୟରେ ଚିକିତ୍ସା ସେବା ପ୍ରାୟ ଠପ୍ ହୋଇପଡ଼ିଥିବା ବେଳେ ରୋଗୀମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କାର୍ଯ୍ୟରତ ତିନି

ବିନା ସୂଚନା ଫଳକରେ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର ନିର୍ମାଣ, ଅବଧି ପରେ ବି ସରୁନି କାର୍ଯ୍ୟ

ନୟାଗଡ଼,୫/୭(ନିସର୍ତ୍ତ): ସରକାର ସ୍ବାସ୍ଥ୍ୟ ସେବାକୁ ଲୋକ ମାନଙ୍କ ପାଖରେ ସହଜ ରେ ପହଞ୍ଚାଇବା ପାଇଁ ପ୍ରତି ଗ୍ରାମ ପଞ୍ଚାୟତରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରି ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର ନିର୍ମାଣ କରୁଛନ୍ତି । ସେହି କ୍ରମରେ ଜାତୀୟ ଗ୍ରାମୀଣ ସ୍ବାସ୍ଥ୍ୟ ମିଶନ୍ ତଦାରଖ ରେ ଚମ୍ପାପେଡି ଠାରେ

ବିଭିନ୍ନ ରାସ୍ତା ସମସ୍ୟା ନେଇ NHAI ଆଞ୍ଚଳିକ ଅଧିକାରୀଙ୍କୁ ସ୍ମାରକପତ୍ର ପ୍ରଦାନ କଲେ ବିଧାୟକ ରୋହିତ ଜୋସେଫ ତୀର୍କୀ

ବିରମିତ୍ରପୁର (ନିସର୍ତ୍ତ ନ୍ୟୁଜ୍ ): ସୁନ୍ଦରଗଡ଼ ଜିଲ୍ଲା ବିରମିତ୍ରପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳରେ ଦେଖାଦେଇଥିବା ରାସ୍ତା ସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ବିଧାୟକ ଶ୍ରୀ ରୋହିତ ଜୋସେଫ ତୀର୍କୀ ପ୍ରୟାସ ଆରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ବିଧାୟକ ଶ୍ରୀ

କୋରାପୁଟରେ ପ୍ରକାଶ ପାଇଲା ଚିଠା ଭୋଟର ତାଲିକା: ବାଦ୍ ପଡ଼ିଲେ ୬୨ ହଜାରରୁ ଊର୍ଦ୍ଧ୍ୱ ଅଯୋଗ୍ୟ ଭୋଟର

କୋରାପୁଟ : ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ ପ୍ରକ୍ରିୟା ଅନ୍ତର୍ଗତ କୋରାପୁଟ ଜିଲ୍ଲାର ବହୁ ପ୍ରତୀକ୍ଷିତ ଚିଠା ଭୋଟର ତାଲିକା ଆଜି ଆନୁଷ୍ଠାନିକ ଭାବେ ପ୍ରକାଶ ପାଇଛି। ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ମନୋଜ ସତ୍ୟବାନ ମହାଜନଙ୍କ ଉପସ୍ଥିତିରେ ଆୟୋଜିତ ଏକ ସ୍ୱତନ୍ତ୍ର