Browsing Category

ଆଞ୍ଚଳିକ

ବସ୍ ଧକ୍କାରେ ବୃଦ୍ଧ ମୃତ

ହିଞ୍ଜିଳିକାଟୁ, : ବୁଧବାର ଭୋର ସମୟରେ ୫୯ ନଂ ଜାତୀୟ ରାଜପଥ ତଥା ଆସିକା ଥାନା ପିତଳ ଛକ ନିକଟରେ ଏକ ଘରୋଇ ଯାତ୍ରୀବାହୀ ବସ୍ (ଓଡି୧୭ ଏଫ୍ ୯୨୪୪)ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ପରିଚୟ ମିଳି ପାରିନାହିଁ। ଖବର ପାଇ ଆସିକା ଅଗ୍ନିଶମ ବାହିନୀ କର୍ମଚାରୀ ମାନେ ଘଟଣାସ୍ଥଳରେ

ଅଜଣା ରୋଗରେ ଶଯ୍ୟାଶାୟୀ : ଚିକିତ୍ସାରେ ଅର୍ଥ ସାଜିଛି ବାଧକ, ସରକାରୀ ସାହାଯ୍ୟ ପାଇଁ ଦାବୀ

କନ୍ଧମାଳ : କନ୍ଧମାଳ ଜିଲ୍ଲା ପାହିରାଜୁ ପଞ୍ଚାୟତରେ ଥିବା ମୁଚ୍ଛଳପଡା ଗାଁର ପ୍ରଶ୍ନ ଦିଗାଲ ଦୀର୍ଘ ୪ ବର୍ଷ ହେବ ଏକ ଅଜଣା ରୋଗରେ ପୀଡିତ ହୋଇ ଶଯ୍ୟାଶାୟୀ ହୋଇ ପଡିଛନ୍ତି। ବର୍ତମାନ ଚିକିତ୍ସାରେ ଅର୍ଥ ବାଧକ ସାଜିଛି। ମୂଲ ଲାଗି ପରିବାର ପ୍ରତି ପୋଷଣ କରି ଆସୁଥିବା ପ୍ରଶ୍ନ ଦିଗାଲ ଏବେ

ଲଗାଣ ବର୍ଷାରେ ଧୋଇଗଲା ପୋଲ : ଯାତାୟତ ବାଧାପ୍ରାପ୍ତ

କନ୍ଧମାଳ : ସମଗ୍ର କନ୍ଧମାଳ ଜିଲାରେ ଗତ ଏକ ସପ୍ତାହ ହେଲା ଲଗାଣ ବର୍ଷାରେ ଜନ ଜୀବନ ଅସ୍ତ ବ୍ୟସ୍ତ ହୋଇଛି। ଜିଲାରେ ବର୍ଷା ଲାଗି ରହିଥିବା ବେଳେ ଫିରିଙ୍ଗିଆ ବ୍ଲକରେ ଲଘୁଚାପ ପ୍ରଭାବରେ ବର୍ଷା ଲାଗି ରହିଛି। ବ୍ଲକର ଅଧିକାଂଶ ଅଞ୍ଚଳ ଉପାନ୍ତ ଓ ପାହାଡ଼ିଆ ଅଞ୍ଚଳ ହୋଇଥିବାବେଳେ ବର୍ଷାରେ

ମୋଟୁ ପୋଲାଭରମ ପ୍ରଭାବିତ ଅଂଚଳ ଗସ୍ତ କଲେ କଂଗ୍ରେସର ସ୍ବତନ୍ତ୍ର ଟିମ୍‌

କାଳିମେଳା : ମାଲକାନଗିରି ଜିଲ୍ଲାର ମୋଟୁ ଅଂଚଳ ଗସ୍ତ କରିଛି ସ୍ଥିତି ଅନୁଧ୍ୟାନ କରିଛି ସ୍ବତନ୍ତ୍ର ଅନୁସନ୍ଧାନ ଟିମ। ଏହି ଟିମ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ ତ୍ରିପାଠୀଙ୍କ ନେତୃତ୍ୱରେ ମୋଟୁ ତହସିଲର ମୋଟୁ, ବିନାୟକପୁର, ଆଲମା, ମୋଟୁର ସଙ୍ଗମସ୍ଥଳ ମୁଗୀ ପଏଣ୍ଟ ଓ ଛତିଶଗଡ଼ ଦ୍ୱାରା

ପୂର୍ବତନ ବିଜେଡି କାଉନସିଲର ପ୍ରଦୀପ ମୁନିଙ୍କ ପରଲୋକ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ବରିଷ୍ଠ ବିଜେଡି ନେତା, ଦଧିବାମନ ମନ୍ଦିର ସଭାପତି, ନାରାୟଣୀ ଯାତ୍ରା ପରିଚାଳନା କମିଟିର ଉପଦେଷ୍ଟା, ତଥା ଫୁଲବାଣୀ ମୁନିସିପାଲିଟିର ପୂର୍ବତନ କାଉନସିଲର ପ୍ରଦୀପ କୁମାର ମୁନି ଆଉ ନାହାନ୍ତି । ଯାହା ସୂଚନା ରହିଚି ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ

ସ୍ୱାତୀ ତରଫରୁ ବିଶ୍ୱ ସ୍ତନ୍ୟପାନ ସପ୍ତାହ-୨୦୨୪ ପାଳିତ…

ଫୁଲବାଣୀ- “ଶିଶୁ ପାଇଁ ମା କ୍ଷୀର ଅମୃତ ସମାନ” । ଏହି ପରିପ୍ରେକ୍ଷିରେ ଅଗଷ୍ଟ ମାସ ୦୧ ତାରିଖ ଠାରୁ ୦୭ ତାରିଖ ପର୍ଯ୍ୟନ୍ତ ସାରା ବିଶ୍ୱ ରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ କରାଯାଉଥିବା ବେଳେ ସ୍ୱେଛାସେବୀ ଅନୁଷ୍ଠାନ ସ୍ୱାତୀ ମଧ୍ୟ କନ୍ଧମାଳ ଜିଲ୍ଲା ର ବିଭିନ୍ନ ସ୍ଥାନରେ ଏହା ଆୟୋଜନ

ସରପଞ୍ଚ ଜଗଦୀଶ ମାଝୀ ଓ ଦୁଇ ୱାର୍ଡ ସଭ୍ୟ ଙ୍କୁ ତାଲା ପକେଇ ରଖିଲେ ୮ଟି ୱାର୍ଡ ର ଗ୍ରାମବାସୀ…

ନବରଙ୍ଗପୁର : ପଂଚାୟତ କାର୍ଯ୍ୟାଳୟ ସ୍ଥାନାନ୍ତର ଦାବିରେ ଇଚ୍ଛାପୁର ସରପଞ୍ଚ ଜଗଦୀଶ ମାଝୀ ଓ ଦୁଇ ଜଣ ୱାର୍ଡ ସଭ୍ୟ ଙ୍କୁ ତାଲା ପକାଇ ରଖିଲେ ଗ୍ରାମ ବାସୀ l ସୂଚନା ଥାଉକି ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଇଚ୍ଛାପୁର ପଞ୍ଚାୟତ ୨୦୧୭ ମସିହାରେ ୧୧ଗୋଟି ୱାର୍ଡ କୁ ନେଇ ଗଠିତ ହୋଇଥିଲା କିନ୍ତୁ

ଜିଲ୍ଲା ସ୍ବାସ୍ଥ୍ୟ ସମିତିର କାର୍ଯ୍ୟନିର୍ବାହୀ କମିଟି ବୈଠକ ଅନୁଷ୍ଠିତ…

ଫୁଲବାଣୀ : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହରେ କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ବାସ୍ଥ୍ୟ ସମିତିର କାର୍ଯ୍ୟନିର୍ବାହୀ କମିଟି ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି ।ଜିଲ୍ଲା ସ୍ବାସ୍ଥ୍ୟ ମିଶନ ପ୍ରକଳ୍ପ ପରିଚାଳକ ମନୋରଞ୍ଜନ ସାହୁ

ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କୁ ବ୍ରହ୍ମପୁରରେ ଭବ୍ୟ ସ୍ଵାଗତ…

ବ୍ରହ୍ମପୁର, ୬/୮ : ଭାରତୀୟ ଜନତା ଯୁବମୋର୍ଚ୍ଚା ପକ୍ଷରୁ ଖଣି, ଇସ୍ପାତ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କୁ ବ୍ରହ୍ମପୁର ଗେଟ୍ ବଜାର ଛକ ଠାରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ସହ ଏକ ବିଶାଳ ମୋଟରସାଇକେଲ୍ ଶୋଭାଯାତ୍ରାରେ ନିଆଯାଇଥିଲା । ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ

ନବରଙ୍ଗପୁର : ବିଧାୟକ ଙ୍କ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ..

ନବରଙ୍ଗପୁର : ପୂର୍ବ ନିର୍ଧାରିତ କାର୍ଯ୍ୟକ୍ରମ ପ୍ରକାରେ ସ୍ଥାନୀୟ ବ୍ଲକ ପରିସରରେ ବିଧାୟକ ଙ୍କ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଶିବିର ରେ ବିଧାୟକ ଶ୍ରୀ ଗୌରୀଶଙ୍କର ମାଝି ଙ୍କ ସହ ବହୁ ଅଧିକାରୀ ଉପସ୍ଥିତ ଥିଲେ। ଜନତା ଙ୍କ ନିକଟରେ ପହଂଚି ସେମାନଙ୍କ ମୌଳିକ ସମସ୍ୟା ର