Browsing Category

ଆଞ୍ଚଳିକ

ମାଲକାନଗିରି ଜିଲ୍ଲାରେ ଆରମ୍ଭ ହେଲା ସନ୍ତରଣ ପ୍ରଶିକ୍ଷଣ ଶିବିର…

ମାଲକାନଗିରି, ୩/୬/୨୫:ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବିଭାଗ ଆନୁକୁଲ୍ୟରେ ଜିଲ୍ଲା ଜରୁରକାଳୀନ ବିଭାଗ ପକ୍ଷରୁ ସ୍ଥାନୀୟ ପଞ୍ଚାୟତ ସାଧନ କେନ୍ଦ୍ର ଠାରେ ଯୁବପିଢୀଙ୍କ ପାଇଁ ସନ୍ତରଣ ଓ ପାଣିରେ ବୁଡ଼ି ବଞ୍ଚିବାର ମୌଳିକ କୌଶଳ ସମ୍ବନ୍ଧୀୟ ଏକ ସନ୍ତରଣ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ନିଶାଦ୍ରବ୍ୟ ଓ ବିଷାକ୍ତ ମାଦକଦ୍ରବ୍ୟ ବିରୋଧରେ ସଚେତନତା ରଥର ଶୁଭାରମ୍ଭ…

ମାଲକାନଗିରି, ୩/୬/୨୫:ବିଭିନ୍ନ ମାଦକ ତଥା ନିଶାଦ୍ରବ୍ୟ ବ୍ୟବହାରର କୁପରିଣାମ ବିଷୟରେ ଲୋକଙ୍କୁ ଅବଗତ କରିବା,ଅପମିଶ୍ରିତ, ବିଷାକ୍ତ ଏବଂ ଚୋରା ମଦ କାରବାର ସଂପୂର୍ଣ୍ଣ ରୋକିବା ଲାଗି ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ବଳିଷ୍ଠ ପଦକ୍ଷେପ ଗ୍ରହଣ କରାଯାଇଛି। ଏଥି ନିମନ୍ତେ ମେ ୩୧ ରୁ ଜୁନ୍ ୨୬

ଗର୍ଭବତୀ ମହିଳାଙ୍କ ମୃତ୍ୟୁ: ବ୍ୟବଚ୍ଛେଦ ବିଳମ୍ବକୁ ନେଇ ଅସନ୍ତୋଷ…

ବାଲିଗୁଡା, : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଅନ୍ତଃବିଭାଗରେ ଜଣେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁ ପରେ ମୃତଦେହ ବ୍ୟବଛେଦ କରାଇବାରେ ବିଳମ୍ବକୁ ନେଇ ଅସନ୍ତୋଷ ଦେଖାଯାଇଛି। ମୃତକଙ୍କ ପରିବାର ଲୋକ ଅସନ୍ତୋଷ ବ୍ୟକ୍ତ

ଲ୍ୟାଟିନ୍ ଟାଙ୍କିରେ ପଡି ଚାରି ମୃତ…

ନବରଙ୍ଗପୁର :ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ପଡାଲଗୁଡା ଗ୍ରାମରେ ଘୋଟିଛି ଅଘଟଣ।ପଡାଲଗୁଡା ର ମୋହନ ନାଗ ଘରେ ଲେଟ୍ରିନ ଟାଙ୍କି ର ଛାତ ବାହାର କରୁଥିବା ବେଳେ ଟାଙ୍କିରେ ପଡି ଶ୍ୱାସ ରୁଦ୍ଧ ହୋଇ 4 ଜଣଙ୍କର ମୃତ୍ୟୁ ଘଟିଛି, ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ର କର୍ମକର୍ତ୍ତା ପହଞ୍ଚି

ବ୍ରହ୍ମପୁର ମହାନଗର ନିଗମ ଟ୍ରାଫିକ ଆଳରେ ଅଣ ଓସାରିଆ ରାସ୍ତାରେ ଡିଭାଇଡର ନିର୍ମାଣ କରି ଅର୍ଥ ଲୁଟୁଛି ……!

ଭଗବାନ ଭରସା ରେ ବ୍ରହ୍ମପୁର ଟ୍ରାଫିକ ସମସ୍ୟା …..! କୋମାରେ ବ୍ରହ୍ମପୁର ଟ୍ରାଫିକ ପୋଲିସ...!ବ୍ରହ୍ମପୁର: ସରକାର ବଦଳିଲା ପରେ ବି ବ୍ରହ୍ମପୁର ମହାନଗର ନିଗମ ରେ ଏବେବି ପାଦ ପାଦରେ ଦୁର୍ନୀତି ହେଉଥିବା ଅଭିଯୋଗ ହେଉଛି। ବ୍ରହ୍ମପୁର ରେ ଯେଉଁ ଅଞ୍ଚଳ ରେ ଟ୍ରାଫିକ ସମସ୍ୟା ରହିଛି। ସେ

ଚିକିଟୀ ବ୍ଲକରେ ବିକଶିତ କୃଷି ସଂକଳ୍ପ ଅଭିଯାନ ଅନୁଷ୍ଠିତ

ଚିକିଟୀ : ଚିକିଟୀ ବ୍ଲକ କଳ ବାଡ଼ ପଞ୍ଚାୟତ ମା ବାରାହୀ ପୀଠଠାରେ ବିକଶିତ କୃଷି ସଂକଳ୍ପ ଅଭିଯାନରେ ଆନୁକୂଲ୍ୟରେ ଏକ ସଭା ଆୟୋଜନ ହୋଇଥିଲା। ସ୍ଥାନୀୟ ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା ମୁଖ୍ୟ ଅତିଥିଭାବେ ଯୋଗ ଦେଇ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିବା ବେଳେ ନୂତନ ଜ୍ଞାନ କୌଶଳ ପ୍ରୟୋଗ

ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରେ ପୁଣି ରେଗିଙ୍ଗ ଅଭିଯୋଗ

ଚତୁର୍ଥ ବର୍ଷ ଏମ୍ବ .ବି. ବି. ଏସ ଛାତ୍ରଙ୍କୁ ରେଗିଙ୍ଗ କଲେ ଦୁଇ ହାଉସସର୍ଜନ। ଆକ୍ସନ ମୁଡରେ ଏମ. କେ. ସିଜି କର୍ତ୍ତୃପକ୍ଷ ଦୁଇ ଛାତ୍ରଙ୍କ ବିରୁଦ୍ଧରେ ହେଲା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ। ବ୍ରହ୍ମପୁର : ରେଗିଙ୍ଗ ନେଇ ଆଣ୍ଟି ରେଗିଙ୍ଗ ସେଲରୁ ଅଭିଯୋଗ ଆସିବା ପରେ ମେଡିକାଲ କଲେଜ

ନିୟୋଜନ ଅଧିକାରୀଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

ମାଲକାନଗିରି : ମାଲକାନଗିରି ଜିଲ୍ଲାର ଜିଲ୍ଲା ଦକ୍ଷତା ବିକାଶ ତଥା କର୍ମ ନିୟୋଜନ ଅଧିକାରୀ ମନସ୍ବୀ ସେଠୀଙ୍କୁ ନିରାଡମ୍ବର ବିଦାୟକାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ପାଳନ କରାଯାଇଥିଲା। ସ୍ଥାନୀୟ ଆଓମା ଗୁରୁକୂଳ ଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା

ବିଶ୍ୱ ଅର୍ଥନୈତିକ ଫୋରମ୍‌ର ଟ୍ରାଞ୍ଜିସନିଂ ଶିଳ୍ପ କ୍ଲଷ୍ଟର୍ ଅଭିଯାନରେ ସାମିଲ ହେଲା ଟାଟା ଷ୍ଟିଲ୍ ଏସଇଜେଡର ଗୋପାଳପୁର…

ଡବ୍ଲୁଇଏଫ୍ ସହଯୋଗିତା ବିଶ୍ୱ ସ୍ୱଚ୍ଛ ଶକ୍ତି ବିପ୍ଳବରେ ଭାରତର ଭୂମିକାକୁ ସୁଦୃଢ଼ କରିବ ଗ୍ରୀନ୍ ହାଇଡ୍ରୋଜେନ୍‌/ଗ୍ରୀନ୍ ଆମୋନିଆ ଓ ଅକ୍ଷୟ ଶକ୍ତି ଉତ୍ପାଦନ ପାଇଁ ଗୋପାଳପୁର ଶିଳ୍ପ ପାର୍କ ଦ୍ରୁତ ଗତିରେ ଏକ ପ୍ରମୁଖ କେନ୍ଦ୍ର ହେବାକୁ ଯାଉଛି ଗୋପାଳପୁର ଶିଳ୍ପ ପାର୍କକୁ

ଜାତୀୟ ଟାଇକୋଣ୍ଡୋ ପ୍ରତିଯୋଗିତାରେ ଚମକିଲେ ହିଞ୍ଜିଳିକାଟୁର ଅଂଶୁମାନ

ହିଞ୍ଜିଳିକାଟୁ : ଜାତୀୟ ସ୍ତରରେ ହିଞ୍ଜିଳିକାଟୁ ପାଇଁ ଗୌରବ ଆଣିଲେ ହିଞ୍ଜିଳିକାଟୁ ର ଅଂଶୁମାନ ପଣ୍ଡା। କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ହୋଇଥିବା ନବମ ଟାଏକୋଣ୍ଡୋ ଚମ୍ପିଆନସିପ୍‌ କ୍ୟୋରୋଗି, ରେ ଗୋଲ୍ଡ ମେଡାଲ ଆଣିଲେଅଂଶୁମାନ । ଏହି ନବମ ଜାତୀୟ ସ୍ତରର କ୍ୟୋରୋଗି