Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ମାଲକାନଗିରିର ଗର୍ବ ରାଜେଶ ହାଁସଦାଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ଦେଲେ କ୍ରୀଡ଼ାବିତ୍ ଓ ବୁଦ୍ଧିଜୀବୀ
ମାଲକାନଗିରି, : ମାଲକାନଗିରି ଜିଲ୍ଲାର ଗର୍ବ, ବିଶିଷ୍ଟ ତୀରନ୍ଦାଜ ଓ ତୀରନ୍ଦାଜୀ ପ୍ରଶିକ୍ଷକ ରାଜେଶ ହାଁସଦାଙ୍କ ବିୟୋଗରେ ସମଗ୍ର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଥିବା ବେଳେ କ୍ରୀଡ଼ାବିତ୍ ମହଲରେ ଏକ ଅପୂରଣୀୟ କ୍ଷତି ହୋଇଛି । ରାଜେଶ ହାଁସଦା ୧୯୮୯ ମସିହାରେ ସ୍ପୋର୍ଟସ୍ ଅଥରିଟି ଅଫ୍!-->…
ସାଇବର ଅପରାଧ ବିରୁଦ୍ଧରେ ଏକ ବଡ଼ ସଫଳତା
ରାଉରକେଲା, ୩୦ ଜୁନ୍ (ନିସର୍ତ୍ତ ନ୍ୟୁଜ): ସାଇବର ଅପରାଧ ବିରୁଦ୍ଧରେ ରାଉରକେଲା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଆଇନ ପ୍ରବର୍ତ୍ତନ ଅଧିକାରୀଙ୍କ ମିଛ ପରିଚୟ ଦେଇ ଜଣେ ରାଉରକେଲା ବାସିନ୍ଦାଙ୍କ ଠାରୁ ୧୪.୩୬ ଲକ୍ଷ ଟଙ୍କା ଠକେଇ ସହିତ ଜଡିତ ଏକ "ଡିଜିଟାଲ ଗିରଫ" (ଡିଜିଟାଲ ଆରେଷ୍ଟ) ସାଇବର!-->…
ଚଢା ଦରରେ ସାର ବିକ୍ରି ବିରୋଧରେ ରାଇଘରରେ କୃଷକଙ୍କ ତୀବ୍ର ପ୍ରତିବାଦ
ଉମରକୋଟ / ରାଇଘର : ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ ଅଞ୍ଚଳରେ ସାରର ଅଭାବ ଏବଂ ଚଢା ଦରରେ ସାର ବିକ୍ରି ହେଉଥିବା ଅଭିଯୋଗକୁ ନେଇ କୃଷକମାନଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ରୂପ ଧାରଣ କରିଛି। ଚାଷ ଋତୁ ଆରମ୍ଭ ହୋଇଥିବା ବେଳେ ଆବଶ୍ୟକୀୟ ସାର ଯଥେଷ୍ଟ ପରିମାଣରେ ଉପଲବ୍ଧ ନହେବା ଓ କେତେକ!-->…
ବଜ୍ରାଘାତରେ ଗୋଟିଏ ଗାଈ ଏବଂ ଗୋଟିଏ ବଳଦ ମୃତ
ବିରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ଅଣ୍ଡାଳି ଜାମ୍ବାହାଲ ପଞ୍ଚାୟତ ଅଧିନସ୍ତ ଦୁଲହପୁର ବାସୁବେଡା ଖଡିଆ ଟୋଲୀର ମହେଶ ବାଘୱାରଙ୍କ ଗତ କାଲି ରାତ୍ର ପ୍ରାୟ ୧୦ ଘଟିକା ସମୟରେ ବଜ୍ରାଘାତରେ ଗୋଟିଏ ଗାଇ ଏବଂ ଗୋଟିଏ ବଳଦର ମୃତ୍ୟୁ ଘଟିଛି | ମହେଶ ବାଘୱାର ଆଜି!-->…
ବିଜେଡି ପକ୍ଷରୁ ବିଧାୟକ ରୋହିତ ଯୋଶେଫ୍ ତିର୍କୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା
ବୀରମିତ୍ରପୁର (ନିସର୍ତ୍ତ ନ୍ୟୁଜ): ଓଡ଼ିଶା ବିଧାନସଭାର ନୂତନ କମିଟିରେ ବୀରମିତ୍ରପୁର ବିଧାୟକ ରୋହିତ ଯୋଶେଫ୍ ତିର୍କୀଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିଛି। ତାଙ୍କୁ ବିଧାନସଭାର ସ୍ଥାୟୀ କମିଟି-VII, ଭାଷାଗତ ସଂଖ୍ୟାଲଘୁ କମିଟି ଏବଂ ପାଠାଗାର କମିଟିର ସଦସ୍ୟ ଭାବେ ମନୋନୀତ!-->!-->!-->…
କାଳିପଲ୍ଲୀ ଚାଷୀଙ୍କୁ ନୂଆ ପରିଚୟ ଦେଉଛି କିଆଫୁଲ…
ଟାଟା ଷ୍ଟିଲ ଫାଉଣ୍ଡେସନ ସହଯୋଗରେ ସୁଦୃଢ ହେଉଛି ଜୀବିକା
ରାଜସୁନାଖଳା ସ୍ନାନ ମଣ୍ଡପରେ ଗଜାନନ ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତ୍ତି : ଶତାଧିକ ଭକ୍ତଙ୍କ ସମାଗମ
ନୟାଗଡ଼ (ନିସର୍ତ୍ତ) : ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ଗ୍ରାମ ପଞ୍ଚାୟତ ସ୍ଥିତ ଶ୍ରୀ ଜଗନ୍ନାଥ ଜୀଉଙ୍କ ସ୍ନାନ ପୂର୍ଣ୍ଣିମା ନୀତି ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ସମ୍ପାଦକ ଜଗନ କୁମାର ନାୟକ ଓ କାର୍ଯ୍ୟକାରୀ ସଭାପତି ସତ୍ୟନାରାୟଣ ମହାପାତ୍ରଙ୍କ ମିଳିତ!-->…
ଜନଶୁଣାଣୀ ଶିବିର ଅନୁଷ୍ଠିତ
ନୟାଗଡ଼ (ନିସର୍ତ୍ତ): ନୟାଗଡ଼ ଜିଲ୍ଲା ରଣପୁର ପଞ୍ଚାୟତ ସମିତି ସଭାଗୃହରେ ବ୍ଲକ ଉନ୍ନୟନ ଅଧିକାରୀ ମନୋଜ ନାୟକଙ୍କ ଆବାହକତ୍ୱରେ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ମଧୁମିତା ରଥ, ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ କୁମାର ପାତ୍ର , ଜିଲ୍ଲା ପରିଷଦ!-->…
କୋରାପୁଟରେ ୨୦ତମ ଜାତୀୟ ପରିସଂଖ୍ୟାନ ଦିବସ ପାଳିତ, ‘ପ୍ରଶାସନିକ ତଥ୍ୟର ସମ୍ଭାବନା’ ଉପରେ ଆଲୋଚନା
କୋରାପୁଟ : ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟ ପକ୍ଷରୁ ଆଜି ସ୍ଥାନୀୟ ଡି.ଏନ.କେ ସଦଭାବନା ସଭାଗୃହରେ ୨୦ତମ ଜାତୀୟ ପରିସଂଖ୍ୟାନ ଦିବସ ପାଳିତ ହୋଇଯାଇଛି। ଯୋଜନା ଓ ପରିସଂଖ୍ୟାନ ଉପନିର୍ଦ୍ଦେଶକ ସୂର୍ଯ୍ୟକାନ୍ତ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚଳିତ!-->…
ସ୍ନାନ ମଣ୍ଡପରେ ଗଜାନନ ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତ୍ତି : ଶତାଧିକ ଭକ୍ତଙ୍କ ସମାଗମ
ବାଲିଗୁଡା (ସଞ୍ଜୟ କୁମାର ପାଣିଗ୍ରାହୀ): ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସୋମବାର ବାଲିଗୁଡା ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଭକ୍ତଙ୍କ ଚଳ ଚଞ୍ଚଳ ସହ ପ୍ରବଳ ସମାଗମ ଦେଖିବାକୁ ମିଳିଥିଲା। ମନ୍ଦିର ପରିସରସ୍ଥ ସ୍ନାନ ମଣ୍ଡପକୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଧାଡି ପହଣ୍ଡିରେ ବିଜେ!-->…