Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଶିକ୍ଷକ ପଦୋନ୍ନତିରେ ଓଟିଇଟିକୁ ପ୍ରତ୍ୟାହାର ସକାଶେ ଦାବିପତ୍ର ପ୍ରଦାନ
ହିଞ୍ଜିଳିକାଟୁ : ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଚିଠିି ସଂଖ୍ୟା -୧୨୬୩୭/୦୩.୦୫.୨୦୨୫ ପ୍ରକାରେ ଶିକ୍ଷକ ମାନଙ୍କ ଲେବୁଲ ୧ରୁ ୨କୁ ପଦୋନ୍ନତି ସକାଶେ ଓଟିଇଟି ବାଧ୍ୟତାମୂଳକ କରାଯାଇଛି । ଗତ ୧୧.୦୨.୨୦୧୧ରିଖ ପୂର୍ବରୁ ଯେଉଁ ଶିକ୍ଷକ ମାନେ ଓଟିଇଟି ପାସ୍ କରିନାହାନ୍ତି!-->…
ମା’ ପାଟ୍ଟଖଣ୍ଡା ଠାକୁରାଣୀ ଯାତ୍ରା : ଲବକୁଶ ଜନ୍ମ ଓ ଇନ୍ଦ୍ରଜିତ ବଧରେ ଅସ୍ଥାୟୀ ମଣ୍ଡପ ଦୁଲକିଲା
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା 'ପାଟଖଣ୍ଡା ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ର ଗୁରୁବାର ୨୪ ଦିନରେ ମା 'ଙ୍କ ବିଶ୍ରାମ ଦିବସ ଥିବାରୁ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଦିନ ତମାମ ପୂଜକ ମାନଙ୍କ ଦ୍ୱାରା ଯଥା ରୀତିନୀତି ଅନୁଯାୟୀ ପୂଜାର୍ଚନା!-->…
ଆର୍ଯ୍ୟପଲ୍ଲୀରେ ପ୍ରସାଶନିକ ଡେଙ୍ଗୁ ସଚେତନତା
ଛତ୍ରପୁର : ଆଜି ପ୍ରଶାସନିକ କ୍ଷେତ୍ର ରେ ଡେଙ୍ଗୁ ନିରାକରଣ ନିମନ୍ତେ ଅଣ୍ଟା ଭିଡିଛନ୍ତି ସ୍ବାସ୍ଥ୍ୟ ବିଭାଗ ସହ ଅନ୍ୟ ବିଭିନ୍ନ ବିଭାଗ। ଆର୍ଯ୍ୟପଲ୍ଲୀ ଗ୍ରାମ ରେ କିଛି ଦିନ ହେବ ଡେଙ୍ଗୁ ଜ୍ଵର ର ଲକ୍ଷଣ ପରିଲକ୍ଷିତ ହେବା ସକାଶେ ମୁନିଶିପେଣ୍ଠ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକ୍ଷକ ଡ଼ା ସ୍ଵାଧୀନ!-->…
୩ମାସ ଭିତରେ ଓଡ଼ଗାଁ ରେ ଏନଏସି ନିର୍ବାଚନ..!
ନୟାଗଡ଼: ନୟାଗଡ଼ ଜିଲ୍ଲାର ଓଡ଼ଗାଁ ଏନଏସି ରେ ସବୁ କଳ୍ପନାଜଳ୍ପନା ର ଅନ୍ତ ଘଟି ଆସନ୍ତା ୩ମାସ ମଧ୍ୟରେ ନିର୍ବାଚନ ହେବାକୁ ବାଟ ଫିଟିଛି।ଏହାକୁ ନେଇ ଆସନ୍ତା ସପ୍ତାହରେ ଆଚରଣ ବିଧି ଲାଗୁ ହେବ ବୋଲି ଏନଏସି ପକ୍ଷରୁ ସୂଚନା ଦିଆଯାଇଛି।ଓଡ଼ଗାଁ ଏନଏସି ଘୋଷଣାକୁ ୮ ବର୍ଷ ବିତଯାଇଥିଲେ ମଧ୍ୟ!-->…
ପ୍ରାକ୍ତନ ଛାତ୍ର ଭାବରେ ରାଜସ୍ବମନ୍ତ୍ରୀଙ୍କ ବିଦ୍ୟାଳୟ ପରିଦର୍ଶନ
ସୁନ୍ଦରଗଡ : ସୁନ୍ଦରଗଡ ଗସ୍ତର ନିଜର ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ମଧ୍ୟରେ ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ ପହଞ୍ଚିଥିଲେ ଭବାନୀ ଶଙ୍କର ସରକାରୀ ଉଚ୍ଚ ବିଦ୍ୟାଳୟ ଏକ ପୁରାତନ ଛାତ୍ର ଭାବରେ।ସେଠାରେ ପହଞ୍ଚିଲା ପରେ ମନେ ପକାଇଥିଲେ ସେ ଏହି ବିଦ୍ୟାଳୟର ଛାତ୍ର ଥିବା ସମୟରେ ଥିବା ସ୍ଥିତି!-->…
ସୌରଶକ୍ତି ସାଥେ ଆଗକୁ ବଢ଼ୁଛି ଟିପିଏସ୍ଓଡିଏଲ୍
ସମଗ୍ର ଦକ୍ଷିଣ ଓଡ଼ିଶାରେ ୧୬ଟି ସ୍ଥାନରେ ୩୯୬.୪ କିଲୋୱାଟ୍ କ୍ଷମତାର ସୌର ପ୍ୟାନେଲ ସ୍ଥାପିତ
ପ୍ରତିବର୍ଷ ୩୮୮.୫ ଟନ୍ କାର୍ବନ ଡାଇଅକ୍ସାଇଡ୍ (CO₂) ହ୍ରାସର ଲକ୍ଷ୍ୟ
ଖୁବ୍ ଶୀଘ୍ର ଆଉ ଦଶଟି ଅଫିସ ସୌରଶକ୍ତିରେ ଚାଲିବ
ବ୍ରହ୍ମପୁର : ପରିବେଶ ଓ ପର୍ଯ୍ୟାବରଣର ସ୍ଥିରତା ଓ ସୁରକ୍ଷା!-->!-->!-->!-->!-->!-->!-->!-->!-->…
ପାଟଖଣ୍ଡା ପ୍ରାଥମିକ ବିଦ୍ୟାଳୟର ଭୁଶୁଡ଼ିଲା ବିଦ୍ୟାଳୟ ଗୃହ ଛାତ : ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସହର ମଧ୍ୟ ଭାଗରେ ଥିବା ପୁରାତନ ସରକାରୀ ପାଟଖଣ୍ଡା ପ୍ରାଥମିକ ବିଦ୍ୟାଳୟର ପରିସରରେ ଥିବା ଏକ ବିପଦସଙ୍କୁଳ ଗୃହ ଛାତ ଭୁଶୁଡି ପଡ଼ିଛି । ବିଦ୍ୟାଳୟ ବନ୍ଦ ରହିଥିବାରୁ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି । ଉକ୍ତ ପୁରାତନ ବିଦ୍ୟାଳୟ ପାଟଖଣ୍ଡା!-->…
ପଡିଆ ବ୍ଲକଠାରେ ଜିଲ୍ଲାପାଳ ଓ ଏସପିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ
ମାଲକାନଗିରି : ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଓ ଏସପିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ମୁଖ୍ୟତଃ ପଡିଆ ମୁଖ୍ୟ ବଜାରର ସଫେଇ, ଅଣ ଜଳସେଚିତ ଅଞ୍ଛଳରେ କେନାଲ ନିର୍ମାଣ ସହ ଜଳସେଚନ!-->…
ଟେଣ୍ଡର ଋତୁ ଆରମ୍ଭ ହେଲା : ଫିକ୍ସ ପାଇଁ ଖସଡା ପ୍ରସ୍ତୁତ କରିଲେଣି ଠିକାଦାର……!
ବ୍ରହ୍ମପୁର : ଗତ କିଛିଦିନ ର ବ୍ୟବଧାନ ପରେ ଭଞ୍ଜନଗର ଜଳ ସେଚନ ବିଭାଗ ପକ୍ଷରୁ ଉନ୍ନୟନ କାର୍ଯ୍ୟ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଛି। ଏହି ଟେଣ୍ଡର ରେ ଆସିକା ବ୍ଳକ ଅନ୍ତର୍ଗତ ବିଭିନ୍ନ ସ୍ଥାନ ରେ କାମ କରାଯିବ। କିନ୍ତୁ ଏବେ ମୁଣ୍ଡି ଠିକାଦାର ଅନ୍ୟ ଠିକାଦାର ଙ୍କୁ ଭୟଭୀତ କରାଇ ଟଙ୍କା ଆଦାୟ!-->…
ସରକାରୀ ମାଲ ଦରିୟା ମେ ଡାଲ : ଅଫିସରେ ନାହାନ୍ତି ବାବୁ ଚାଲିଛି ଦୁଇ ଦୁଇଟି ଏସି
ମାଲକାନଗିରି ଖରାଦିନେ ପ୍ରବଳ ଗରମରୁ ତ୍ରାହି ପାଇବାକୁ କାହାକୁ ବା ଭଲ ନଲାଗେ । ଟିକିଏ ଏସି ପବନ ବାଜିଲେ ଖୁସିର ସୀମା ବହୁ ଗୁଣରେ ହୋଇଥାଏ । କିନ୍ତୁ ଏସି ପବନ ପାଇବାକୁ ହେଲେ ଖର୍ଚ୍ଚ କରିବାକୁ ସମସ୍ତ ଙ୍କ ପାଖରେ ସମର୍ଥ ହୋଇନଥାନ୍ତି । ଏହି କ୍ଷତ୍ରରେ ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି!-->…