Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଚିକିଟୀ ବ୍ଲକରେ ମାଟ୍ରିକ ପରୀକ୍ଷା ପାସ ହାର ୯୯%
ଚିକିଟୀ : ଗଞ୍ଜାମ ଜିଲ୍ଲା ଚିକିଟୀ ବ୍ଲକରେ ମାଟ୍ରିକ ପରୀକ୍ଷା ପ୍ରକାଶିତ ଫଳାଫଳ ରେ ଚିକିଟୀ ବ୍ଲକର ବିଦ୍ୟାର୍ଥୀ ମାନେ ୯୯ ପ୍ରତିଶତ ସଫଳତା ପାଇଛନ୍ତି । ବ୍ଲକର ସମସ୍ତ ବିଦ୍ୟାର୍ଥୀ ମାନଙ୍କୁ ପଛରେ ପକାଇ ସୁନାପୁର ଶ୍ରୀ କାଶୀ ବିଶ୍ୱନାଥ ଉଚ୍ଚ ବିଦ୍ୟାପୀଠ ର ଛାତ୍ରୀ କେ. ଆଦାଶ୍ୟା ପାତ୍ର!-->…
ବଡ଼ମାଧପୁର ଓ ଗୋବା ଗ୍ରାମରେ ଛତ୍ରପୁର ପୋଲିସର ଫ୍ଲାଗ ମାର୍ଚ୍ଚ
ଛତ୍ରପୁର : ନିର୍ବାଚନ ପରେ ବିଭିନ୍ନ ସ୍ଥାନରେ ହିଂସା ଘଟଣା ବୃଦ୍ଧି ପାଇବାରେ ଲାଗିଛି l ଏହାକୁ ରୋକ ଲଗାଇବା ପାଇଁ ଗଞ୍ଜାମ ପୋଲିସ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ପୋଲିସ ପକ୍ଷରୁ ପେଟ୍ରୋଲିଂ କରାଯାଉଛି l ଏହି ପରିପ୍ରେକ୍ଷୀରେ ରବିବାର ଛତ୍ରପୁର ଥାନା ଅନ୍ତର୍ଗତ ବଡ଼ ମାଧପୁର ଓ ଗୋବା!-->…
ମାଟ୍ରିକ ଫଳାଫଳରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରକୁ ମିଳିଲା ଶତପ୍ରତିଶତ ସଫଳତା
ଛତ୍ରପୁର : ଆଜି ମାଟ୍ରିକ ଫଳାଫଳ ପ୍ରକାଶ ପାଇଛି । ଏଥିରେ ଛତ୍ରପୁର ଶ୍ରୀରାମନଗର ସାହି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରକୁ ମିଳିଲା ଶତ ପ୍ରତିଶତ ସଫଳତା । ଚଳିତ ବର୍ଷ ୮୬ ଜଣ ଛାତ୍ରଛାତ୍ରୀ ମାଟ୍ରିକ ଫଳାଫଳ ପାଇଁ ଫର୍ମ ପୂରଣ କରିଥିବା ବେଳେ ୮୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ।!-->…
ବେଆଇନ ବାଲି ଚାଲାଣ, ବେଆଇନ ଚୋରା ମଦ ବିକ୍ରୀ, ମଦଦୋକାନ ଓ ପଥରବ୍ଲାଷ୍ଟିଂ ବନ୍ଦ କରିବାକୁ କଂଗ୍ରେସ ପ୍ରାର୍ଥୀଙ୍କ…
ହିଞ୍ଜିଳିକାଟୁ : ଗଞ୍ଜାମ ଜିଲ୍ଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଦେଇ ପ୍ରବାହିତ ଘୋଡାହାଡ ଓ ଋଷିକୁଲ୍ୟା ନଦୀରୁ ବେଆଇନ ଭାବେ ବାଲି ଉତ୍ତୋଳନ ଦିନକୁ ଦିନ ବଢିଚାଲଛି। ଏହାକୁ ପ୍ରଶାସନ ରୋକି ପାରୁ ନ ଥିବାରୁ ସରକାର ବହୁ ରାଜସ୍ବ ହରାଉଛନ୍ତି | ବେଆଇନ ବାଲି ଚାଲାଣ ଯୋଗୁଁ ନଦୀପଠା କ୍ଷୟ!-->…
କାର ଧକ୍କାରେ ବୃଦ୍ଧ ଆହତ
ଛତ୍ରପୁର : ଚମାଖଣ୍ଡି ଥାନା ଅନ୍ତର୍ଗତ କାଳିଆବାଲି ଛକ ଠାରେ ଏକ କାର ଧକ୍କାରେ ବୃଦ୍ଧ ଆହତ ହୋଇଛନ୍ତି l ମିଳିଥିବା ସୂଚନା ମୁତାବକ ରବିବାର ଦିନ ୨ ଘଣ୍ଟା ସମୟରେ ଏକ କାର ଧକ୍କାରେ ଜଣେ ବୃଦ୍ଧ ଆହତ ହୋଇଛନ୍ତି l ଆହତ ବୃଦ୍ଧ ଜଣକ ହେଲେ କଣମଣା ଗ୍ରାମର ପୂର୍ଣ୍ଣ ଚନ୍ଦ୍ର ସାହୁ l ଗୋପାଳପୁର ରୁ!-->…
ଫୁଲବାଣୀ ସହରର ଗର୍ବ ଗୌରବ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର
ଫୁଲବାଣୀ : ଲଗାତାର ଭାବରେ ବର୍ଷ ବର୍ଷ ଧରି ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ମାଟ୍ରିକ ପରୀକ୍ଷାରେ ନିଜର ଗର୍ବ ଓ ଗୌରବକୁ ବଜାୟ ରଖିବାତଥା ଶତ ପ୍ରତିଶତ ସଫଳତା ହାସଲ କରି ଆସିଛି l ଚଳିତ ବର୍ଷ ମଧ୍ୟ ଶତ ପ୍ରତିଶତ ଫଳାଫଳ ସହିତ ଏ-୧ ସାତଟି ହାସଲ କରି ସମଗ୍ର ଅଞ୍ଚଳରେ ଚର୍ଚ୍ଚାର!-->…
ଫୁଲବାଣୀ ଲେଖକ ସାମ୍ମୁଖ୍ୟର ମାସାନ୍ତ ସୃଜନ ସାହିତ୍ୟ ଆସର ଆୟୋଜିତ
ଫୁଲବାଣୀ : ଫୁଲବାଣୀର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଜିଲ୍ଲା ଲେଖକ ସାମ୍ମୁଖ୍ୟର ରବିବାସରୀୟ ସାହିତ୍ୟ ସୃଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ସଭାପତି ରବୀନ୍ଦ୍ରନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l ସାହିତ୍ୟ ସମାଜର ସ୍ୱର, ଯୁବ ପିଡି ସାହିତ୍ୟ ର ସାଧନା!-->…
ସଫଳତାର ସହ ମୁକ୍ତିଲାଭ କଲା କ୍ଷୁଦ୍ର ଚଳଚ୍ଚିତ୍ର ରିଲୋ ରିଲୋ
ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକର ସୁନାମଧନ୍ୟ ରତ୍ନମଞ୍ଜରୀ ଆର୍ଟ ନିବେଦିତ ସମାଜର ଏକ ସତ୍ୟ ଘଟଣା ଉପରେ ଆଧାରିତ କ୍ଷୁଦ୍ର ଚଳଚ୍ଚିତ୍ର ‘ରିଲୋ ରିଲୋ’ ରାଇଘର ତପନ କଲ୍ୟାଣ ମଣ୍ଡପ ଠାରେ ୨୫/୦୫/୨୦୨୪ ରିଖ ମୁକ୍ତିଲାଭ କରିଛି। ମୁକ୍ତିଲାଭ ସମାରୋହରେ ମୁଖ୍ୟ ଅତିଥିଭାବେ ଅତିରିକ୍ତ!-->…
କୋମଳଗାନ୍ଧାର ଭଜନ ସନ୍ଧ୍ୟାରେ ଦର୍ଶକଙ୍କ ଭିଡ : ଖୋଲିଲା ମୀନା ବଜାର
ଫୁଲବାଣୀ : ଦ୍ୱିବାର୍ଷିକ ମା ନାରାୟଣୀ ଠାକୁରାଣୀ ଯାତ୍ରା ଅବସରରେ ଦିନକୁ ଦିନ ଯାତ୍ରା ପଡ଼ିଆରେ ଭକ୍ତଙ୍କ ଭିଡ଼ ଜମିବା ଆରମ୍ଭ ହୋଇଥିବା ବେଳେ ଆଜି ଯାତ୍ରା ଅବସରରେ ମିନା ବଜାର ଓ ବିଭିନ୍ନ ପ୍ରକାର ଦୋଳୀ ଉଦଘାଟିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ଆଦର୍ଶ ଟାଉନ ଥାନା ଅଧିକାରୀ କନକ ମାଝୀ ଓ!-->…
ମାଟ୍ରିକ ପରୀକ୍ଷା ଫଳ : ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଶତ ପ୍ରତିଶତ ସଫଳତା
ବାଲିଗୁଡା : ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ଦ୍ଵାରା ପରିଚାଳିତ ଦଶମ ମାଟ୍ରିକ ପରୀକ୍ଷା ଫଳାଫଳ ରବିବାର ପ୍ରକାଶ ପାଇଛି। ଚଳିତ ବର୍ଷର ପାସ୍ ହାର ୯୬.୦୭ ପ୍ରତିଶତ ରହିଥିବା ବେଳେ ସମଗ୍ର କନ୍ଧମାଳ ଜିଲ୍ଲାରେ ୯୬.୬% ରହିଛି । ଏଥିରେ ପୁଅଙ୍କ ଅପେକ୍ଷା ଝିଅଙ୍କ ପାସ୍ ହାର ଅଧିକ ରହିଥିବା!-->…