Browsing Category

ଆଞ୍ଚଳିକ

ଆସିକା ଠାରେ ଗଞ୍ଜାମ ଜିଲ୍ଲା ଠିକାଦାର ସଂଘର ବୈଠକ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଠିକାଦାର ସଂଘର ବୈଠକ ଆସିକା କାଳଷଣ୍ଢପୁର ସ୍ଥିତ ମେରୁମଣ୍ଡପ ରେ ଅନୁଷ୍ଠିତ ହୋଇଯାଇଛି ।ଆସିକା ଠିକାଦାର ସଂଘ ପକ୍ଷରୁ ଡକାଯାଇଥିବା ବୈଠକ ରେ ଜିଲ୍ଲାର ସମସ୍ତ ବ୍ଲକର ଶତାଧିକ ଠିକାଦାର ଏହି ବୈଠକ ରେ ଯୋଗ ଦେଇଥିଲେ । ଏଥିରେ ମୁଖ୍ୟ ସମସ୍ୟା ହେଲା ଅତ୍ୟଧିକ ଲେସ

ଶେଷରଜ ସନ୍ଧ୍ୟାରେ ଗଣ୍ଡିଆଗୁଡ଼ା ବସ୍ତିରେ କୁଇଜ୍ ଓ ପୁରସ୍କାର ବିତରଣ

ମାଲକାନଗିରି : ରଜପର୍ବର ଶେଷ ସନ୍ଧ୍ୟାକୁ ସ୍ମରଣୀୟ କରିବା ପାଇଁ ମାଲକାନଗିରି ସହରର ୱାର୍ଡ ନଂ–୧୮ ଗଣ୍ଡିଆଗୁଡ଼ା ବସ୍ତିରେ ଏକ ନିଆରା କୁଇଜ୍ ପ୍ରତିଯୋଗିତା ଓ ପୁରସ୍କାର ବିତରଣ ଉତ୍ସବ ଆୟୋଜିତ ହୋଇଥିଲା। ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବସ୍ତିର

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୮ତମ ତିରୋଧାନ ଦିବସ ପାଳନ

ପାଠ୍ୟକ୍ରମରେ ନୀତିଗତ ଶିକ୍ଷା ପ୍ରଚଳନ ପାଇଁ ପୂଜ୍ୟ ପୂଜା ସମିତିର ଆହ୍ଵାନ ବ୍ରହ୍ମପୁର : ଦେଶପ୍ରେମ ଓ ମାନବ ସେବାର ପ୍ରତୀକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୮ ତମ ମୃତ୍ୟୁ ବାର୍ଷିକୀରେ ସାଂସ୍କୃତିକ ଅନୁଷ୍ଠାନ ପୂଜ୍ୟପୂଜା ସମିତି ପକ୍ଷରୁ ଆଜି ସ୍ଥାନୀୟ ଗିରିରୋଡ ଛକ ସ୍ଥିତ

ରାଇଘରର ଏକ ଢାବାରେ ଭୟାବହ ଅଗ୍ନିକାଣ୍ଡ : ଗ୍ୟାସ ଟାଙ୍କି ଲିକେଜରୁ ନିଆଁ, ତିନି ଜଣ ଗୁରୁତର…

ଉମରକୋଟ/ରାଇଘର, (୧୭/୦୬/୨୦୨୬):- ନବରଙ୍ଗପୁର ଜିଲ୍ଲାର ରାଇଘର ସଦର ଅଞ୍ଚଳରେ ଥିବା ମାଉଲି ମା ମନ୍ଦିର ନିକଟସ୍ଥ ଏକ ଢାବାରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗ୍ୟାସ ଟାଙ୍କିରୁ ଗ୍ୟାସ ଲିକେଜ ହେବା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ

ବଦଳି ନୀତି କାହା ପାଇଁ ? ୧୯ ବର୍ଷ ଧରି ଏକେ ବ୍ଲକରେ କାର୍ଯ୍ୟରତ ଶିକ୍ଷୟିତ୍ରୀଙ୍କୁ ନେଇ ଉଠିଲା ପ୍ରଶ୍ନ

ମାଲକାନଗିରି :ଜିଲ୍ଲାରେ ଶିକ୍ଷକ ବଦଳି ପ୍ରକ୍ରିୟା ଚାଲିଥିବା ବେଳେ କେତେକ ଘଟଣାକୁ ନେଇ ନାନା ପ୍ରଶ୍ନ ଉଠିବାରେ ଲାଗିଛି। ସହକାରୀ ଶିକ୍ଷକ ମହଳରେ ଚର୍ଚ୍ଚା ଜୋର ଧରିଛି। ଉପଲବ୍ଧ ତଥ୍ୟ ଅନୁଯାୟୀ, ସେ ୨୦୦୭ ମସିହାରେ ପଣସପୁଟ ବିଦ୍ୟାଳୟରେ ପ୍ରଥମ ନିଯୁକ୍ତି ପାଇଥିଲେ। ପରେ ୨୦୧୧ ରୁ ୨୦୧୭

କନ୍ଧମାଳ ଜିଲ୍ଲା ପୋଲିସ ପକ୍ଷରୁ ମୋବାଇଲ ରିକଭରି ମେଳା : ହଜିଥିବା ୬୨ ଟି ମୋବାଇଲ ଫେରସ୍ତ…

କନ୍ଧମାଳ, ତା, ୧୬/୦୬ : କନ୍ଧମାଳ ଜିଲ୍ଲା ପୁଲିସ ପକ୍ଷରୁ “ମୋବାଇଲ ରିକଭରି ମେଳା” ଆୟୋଜିତ ହୋଇଥିଲା । ସମଗ୍ର ଜିଲ୍ଲା ର ବିଭିନ୍ନ ଥାନା ଅଞ୍ଚଳ ରେ ଚୋରୀ ହୋଇଥିବା ମୋବାଇଲ ଗୁଡିକୁ ପୋଲିସ ଉଦ୍ଧାର କରିଥିଲା l ଉଦ୍ଧାର ହୋଇଥିବା ୬୨ଟି ହଜିଯାଇଥ‌ିବା ଓ ଚୋରି ହୋଇଥିବା ମୋବାଇଲ ଫୋନ

ହୋମିଓପାଥି ମେଡିକାଲ କଲେଜ ପାଇଁ ହୋଇପାରୁନି ସ୍ଥାନ ଚିହ୍ନଟ : ଦ୍ବନ୍ଦରେ ଜିଲ୍ଲାବାସୀ…

ନୟାଗଡ: ନୟାଗଡ଼ ଜିଲ୍ଲାରେ ହୋମିଓପାଥି ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଘୋଷଣା ହେବା ପରେ କେଉଁ ସ୍ଥାନରେ ଏହାକୁ ତିଆରି କରାଯିବ ସ୍ଥାନ ଖୋଜିବାରେ ଦୀର୍ଘଦିନ ବିତିଗଲାଣି । ଅନେକ ଜାଗା ଦେଖିବା ପରେ ମଧ୍ୟ ମନୋନୀତ ସ୍ଥାନ ଚିହ୍ନଟ ହୋଇପାରୁନାହିଁ ।ବର୍ତ୍ତମାନ ଦଶପଲ୍ଲା ଅଞ୍ଚଳରେ ସ୍ଥାନ

ବର୍ତ୍ତମାନ ସୁଦ୍ଧା ଗଞ୍ଜାମ ଜିଲ୍ଲାର ଡିଜିଟାଇଜେସନ ପ୍ରତିଶତ ୫୨.୭୨…

ବିଧାନସଭା କ୍ଷେତ୍ର ଭିତ୍ତିକ ଡିଜିଟାଲାଇଜେସନରେ ୭୩.୯୨ ପ୍ରତିଶତ ସହ ସୋରଡା ଶୀର୍ଷରେ ରହିଛି ଛତ୍ରପୁର : ଗଞ୍ଜାମ ଜିଲ୍ଲାର ପ୍ରାୟ ଭୋଟରଙ୍କ ପାଖରେ ପରିଗଣନା ଫର୍ମ ପହଞ୍ଚି ସାରିଥିବାରୁ ଏବେ ଜିଲ୍ଲା ପ୍ରଶାସନର ସମ୍ପୂର୍ଣ୍ଣ ଫୋକସ୍ ଡିଜିଟାଇଜେସନ ଉପରେ ରହିଛି। ବର୍ତ୍ତମାନ

ଚନ୍ଦାହାଣ୍ଡି ଠାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ..

ଉମରକୋଟ/ଚନ୍ଦାହାଣ୍ଡି:- ( ୧୬/୦୬/୨୦୨୬) ନବରଙ୍ଗପୁର ଜିଲ୍ଲାର ଚନ୍ଦାହାଣ୍ଡି ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ମଙ୍ଗଳବାର ଏକ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଡ଼. ପ୍ରମୋଦ କୁମାର ପୃଷ୍ଟି ଏବଂ ଉମରକୋଟ ଉପଖଣ୍ଡ ଆରକ୍ଷୀ

ଡୁରାରେ ‘ଆମ ଗଞ୍ଜାମ ସ୍ୱଚ୍ଛ ଗଞ୍ଜାମ’ କାର୍ଯ୍ୟକ୍ରମ

ଛତ୍ରପୁର(୧୬/୦୬) : ‘ବିକାଶର ଧାରା, ଓଡ଼ିଶା ସାରା’ ପରିପ୍ରେକ୍ଷୀରେ ଆଜି ରଙ୍ଗେଇଲୁଣ୍ଡା ବ୍ଲକର ଡୁରା ପଞ୍ଚାୟତରେ ଆୟୋଜିତ ‘ଆମ ଗଞ୍ଜାମ ସ୍ୱଚ୍ଛ ଗଞ୍ଜାମ’ କାର୍ଯ୍ୟକ୍ରମ ମାଧ୍ୟମରେ ଗଞ୍ଜାମ ଜିଲ୍ଲାକୁ ସ୍ୱଚ୍ଛ ଓ ପ୍ଲାଷ୍ଟିକମୁକ୍ତ କରିବାର ସଙ୍କଳ୍ପକୁ ଆହୁରି ସୁଦୃଢ କରାଯାଇଛି।