Browsing Category

ଆଞ୍ଚଳିକ

ଆସନ୍ତା ୫ରୁ ମାଲକାନଗିରିରୁ ଉଡିବ ଯାତ୍ରୀବାହୀ ବିମାନ

ମାଲକାନଗିରି: ଦୀର୍ଘ ଦିନପରେ ମାଲକାନଗିରିବାସୀଙ୍କୁ ମିଳିଛି ଖୁସି ଖବର | ଆସନ୍ତା ୫ ତାରିଖରୁ ମାଲକାନଗିରି ବିମାନ ବନ୍ଦରରୁ ଉଡିବ ଯାତ୍ରୀବାହି ବିମାନ । ଏନେଇ ସୂଚନା ଦେଲେ ଇଣ୍ଡିଆ ଅନ ଏୟାରର ବିମାନ ଅଧିକାରୀ । ଆଜି ମାଲକାନଗିରି ବିମାନ ବନ୍ଦର ରେ ପୁଣି ଥରେ ଇଣ୍ଡିଆ ଅନ୍ ଏୟାର୍

ସୀମାନ୍ତରେ ଯବାନ ମାଓବାଦୀ ଗୁଳି ବିନିମୟ, ମାଓ ଶିବିର ଧ୍ଵଂସ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ନାରାୟଣପୁର ମାଓ ଦମନ ଅଭିଯାନ ବେଳେ ଏକ ମାଓ ଶିବିରକୁ ଧ୍ଵଂସ କରିବା ସହ ଅନେକ ମାଓ ସମଗେଇ ଜବତ କରିଛନ୍ତି ଯବାନ । ମିଳିଥିବା ସୂଚନା ଅନୁଯାୟୀ, ନାରାୟଣପିଆର ଜିଲ୍ଲାର ବୋମ୍ରା ଗାଁରେ ମାଓ ଦମନ ପାଇଁ ଡିଆରଜି ଯବାନ ମାନେ ସର୍ଚ ଅପରେସନ

ସୂଚନା ଦେଉନାହାନ୍ତି ସୂଚନା ଅଧିକାରୀ ୫-ଟି ଓ ସ୍ୱଛତାର ଢୋଲ ପିଟୁଛନ୍ତି ରାଜ୍ୟସରକାର

ଆର,ଉଦୟଗିରି : ହଁ ଆଜ୍ଞା ଆପଣମାନେ ଭାବୁଥିବେ ଓଡ଼ିଶାର ଶାସକଦଳ ୫ ଟି ର ନାରା ନେଇ ରାଜ୍ୟସାରା ଶାସନର ସ୍ୱଚ୍ଛତା କଥା କହିବୁଲୁଥିବା ବେଳେ ବାସ୍ତବ ଚିତ୍ର ଯେ ଆକାଶ ଓ ପାତାଳର ଫରଖ ରହିଛି ତାହା ଗଜପତି ଜିଲ୍ଲା ର ଆର,ଉଦୟଗିରି ବ୍ଲକ ରେ ଆପଣମାନେ ଦେଖିବାକୁ ପାଇବେ କାରଣ ଲୋକ ସୁଚନା ଅଧିକାର

ଓଡ଼ିଶା ମ୍ୟୁନିସପାଲ୍ କର୍ପୋରେସନ ଆଇନଭଙ୍ଗ କରିଥିବା କର୍ପୋରେଟରମାନଙ୍କର ସଭ୍ୟପଦ ରଦ୍ଦ କରାଯାଇ ତୁରନ୍ତ ନିର୍ବାଚନ…

ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟି ଦାବୀପତ୍ର ପ୍ରଦାନ ବ୍ରହ୍ମପୁର, ୦୧/୦୩ : ବ୍ରହ୍ମପୁର ମହାନଗର ନିଗମର ୪ ଜଣ ବିଜେପି କର୍ପୋରେଟର ନୀଳକଣ୍ଠ ସାହୁ, ରଞ୍ଜିତା ବେହେରା, ଡ଼ି.କରୁଣାକର ଓ ପ୍ରଦୀପ କୁମାର ଶତପଥୀ ଗତ ୨୬ ତାରିଖରେ ବିଜେଡ଼ି ଦଳରେ ଯୋଗ ଦେବା ଗଣମାଧ୍ୟମରେ ବହୁଳ ପ୍ରଚାରିତ

ରଣ୍ଡିବା ପଞ୍ଚାୟତରେ ଆମ ବ୍ୟାଙ୍କ ଉଦ୍‌ଘାଟିତ

ଆର,ଉଦୟଗିରି : ଗଜପତି ଜିଲ୍ଲା ରଣ୍ଡିବା ଗ୍ରାମରେ ଦ୍ବିତୀୟ ପର୍ଯ୍ୟାୟ ଆମ ବ୍ୟାଙ୍କ ସେବା ଇକୋ ବ୍ୟାଙ୍କ ସି ଏସ୍ ପି ପ୍ଲସ୍ କୁ ମୁଖ୍ୟମନ୍ତୀ ଆଭାସି ମାଧ୍ୟମରେ ଉଦ୍ଘାଟନ କରିଥିଲେ । ଏନେଇ ସରପଞ୍ଚ ବାଳକୃଷ୍ଣ ବେହେରଦଲାଇଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ସ୍ଥାନୀୟ ବିଡିଓ ଲରିମନ ଖର୍ସେଲ

ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ବେଧଡ଼କ ବାଲି ଚାଲାଣ…

ଗ୍ରାମବାସୀଙ୍କ ସହ ଲିଜଧାରୀ ମୁହାଁ ମୁହିଁ ପରେ ଉତ୍ତେଜନା… ଵ୍ରହ୍ମପୁର : ମୁଖ୍ୟମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳୀ ରେ ଦିନ ରାତି ଖୁଲାମ ଖୁଲା ବାଲି ଚାଲାଣ ହେଉଛି। ସରକାରୀ ନୀତି ନିୟମକୁ ଆଖି ମିଟିକା ମାରି ହିଞ୍ଜିଳି ଥାନା ତଥା ଶେରଗଡ଼ ତହସିଲ ଅଧିନସ୍ତ ସନ୍ତୋଷ ପୁର ବାଲି ଶଯ୍ୟାର

ପୁଣି ବନବିଭାଗ କଵ୍ଜାରେ ଜଣେ ବେପାରୀ : ୨୦ ବସ୍ତା ବାତେରା ଓ ଗରାଣି ଚେର ଜବତ…

ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଳକ ଜାତୀୟ ଉଦ୍ୟାନ ଭିତରକନିକା ଅଞ୍ଚଳରେ ଵାତେରା ଓ ଗରାଣି ଚେର ରାକେଟ ଦିନକୁ ଦିନ ଵୃଦ୍ଧି ପାଉଥିବା ବେଳେ ବନବିଭାଗ କର୍ମଚାରୀଙ୍କ ଆଖିରୁ ନିଦ ହଜାଇ ଦେଇଛି। ଏହି ମୂଲ୍ୟବାନ ଚେର ବାହାର ମାର୍କେଟରେ ବହୁ ଅର୍ଥରେ ବିକ୍ରି ହେଉଥିବାରୁ ଯେତେ

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୨୫ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଲେ ରାଷ୍ଟ୍ରପତି

ଛତ୍ରପୁର : ଆଜି (ମାର୍ଚ୍ଚ ୧, ୨୦୨୪) ଓଡ଼ିଶାର ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସହର ଉପକଣ୍ଠସ୍ଥ ଭଞ୍ଜବିହାର ଠାରେ ଅବସ୍ଥାପିତ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୨୫ତମ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଯୋଗ ଦେଇ ଉଦବୋଧନ ଦେଇଛନ୍ତି । ଏହି ଅବସରରେ ଉଦବୋଧନ

ଓଡ଼ଗାଁ ଅଞ୍ଚଳରେ ସବୁ ଘରକୁ ୨୪ଘଣ୍ଟିଆ ପିଇବା ପାଣି ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ନୟାଗଡ଼: ସହରାଞ୍ଚଳର ସମସ୍ତ ଲୋକଙ୍କୁ ଆନ୍ତର୍ଜାତୀୟ ସହର ପରି ସ୍ୱଚ୍ଛ ଓ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାପାଇଁ ରାଜ୍ୟ ସରକାର କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ପୂର୍ବରୁ ପୁରୀ, କଟକ, ବ୍ରହ୍ମପୁର ଆଦି ବଡ଼ ବଡ଼ ସହରରେ ଏହି କାର୍ଯ୍ୟକ୍ରମ ହୋଇ ସାରିଥିବା ବେଳେ ଓଡ଼ଗାଁ ଅଞ୍ଚଳ ପାଇଁ ୨୪

ଵିକାଶର ଆଢୁଆଳରେ କଣ୍ଡିରା ଗ୍ରାମ : ତାରିଣୀ ମନ୍ଦିର ଛକରେ ବିପଦ ଶଙ୍କୁଳ ଅବସ୍ଥାରେ ଥିବା ଵ୍ରିଜ୍…

ରାଜନଗର -ଆମ ରାଜ୍ୟ ଓଡିଶା ବିକାଶର ବିଶ୍ବକର୍ମା ତଥା ଲୋକ ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓ 5ଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ଭିକେ ପାଣ୍ଡିଆନ ରାଜ୍ୟ ତଥା ଜନସାଧାରଣଙ୍କ ଵିକାଶ ପାଇଁ ବହୁଵିଧ ଯୋଜନା ମାଧ୍ୟମରେ ସଫଳତାର ପାହାଚ ଅତିକ୍ରମ କରି ଵିକାଶର ମାନଚିତ୍ର ସୃଷ୍ଟି କରି