Browsing Category

ଆଞ୍ଚଳିକ

ଛତିଶଗଡରେ ଖଣି ଖନନ ବେଳେ ଅଘଟଣ, ୪ ଜଣ ଶ୍ରମିକ ମୃତ

ମାଲକାନଗିରି, ୨୭।୨ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଦାନ୍ତେୱାଡାର ବଇଲାଡିଲା ଠାରେ ଥିବା ଏନଡିସି ଲୁହାପଥର ଖଣିରେ ଖନନ ସମୟରେ ପଥର ଅତଡା ଖସି ଯାଇଥିଲା । ଯାହା ଫଳରେ ଅନେକ ଶ୍ରମିକ ପଥର ତଳେ ପୋତି ହୋଇ ରହିଥିବା ସୂଚନା ଆସିଛି । ଏହି ଘଟଣାରେ ୪ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା

ପୋଲିସର ମାତ୍ରାଧିକ କାର୍ଯ୍ୟକ୍ରମ ବିରୋଧରେ ୪ ହଜାରରୁ ଉର୍ଦ୍ଧ ଆଦିବାସୀ ଏକତ୍ରିତ ମେଳି ବାନ୍ଧିଲେ

ଗଜପତି , (୨୭/୨) : ବିଭିନ୍ନ ସମୟରେ ଅଧ ରାତିରେ ଆଦିବାସୀ ଅଧୁଷିତ ଅଞ୍ଚଳରେ – ପୋଲିସ୍ ଅବାଧରେ ପହଞ୍ଚି ବିନା କାରଣରେ ଗୁଜବ ଖବର ଓ ଭୁଲ ତଥ୍ୟ ପାଇ ସ୍ଥାନୀୟ ଅଧିବାସୀମାନଙ୍କୁ – ଭୟଭୀତ କରିବା ସହିତ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଯୋଗୁଁ ସମ୍ପୃକ୍ତ ଅଞ୍ଚଳର ଆଦିବାସୀମାନଙ୍କ ଠାରେ ତୀବ୍ର

କଳାକାରଙ୍କ ବିୟୋଗରେ ବରିଷ୍ଠ କଳାକାର ସଂଘର ଶୋକସଭା

ବ୍ରହ୍ମପୁର : ସୁପ୍ରସିଦ୍ଧ ଗଜଲ୍ ଗାୟକ ପଦ୍ମଶ୍ରୀ ପଙ୍କଜ ଉଧାସ (୭୨)ଙ୍କ କର୍କଟ ରୋଗ ଚିକିତ୍ସାଧିନ ଅବସ୍ଥାରେ ଇହଲୀଳା ସମ୍ବରଣ ଏବଂ ଦୁର୍ଘଟଣା ଜନିତ ତିନି ମଞ୍ଚ ଅଭିନେତ୍ରୀ ଜ୍ଯୋତ୍ସ୍ନାରାଣୀ ପରମାଣିକ (୩୪), ବେବିରାଣୀ ଦାଶ (୩୨) ଓ ଟେଲି ଧାରାବାହିକ ଅଭିନେତ୍ରୀ ରାଜଲକ୍ଷ୍ମୀ ରାଉତ

ମିଶନ ଶକ୍ତି ମା’ଙ୍କ ପାଇଁ ଖୁସି ଖବର, ଏଣିକି ବିନା ସୁଧରେ ମିଳିବ ୧୦ ଲକ୍ଷ ଟଙ୍କା ଯାଏ ଋଣ

ଛତ୍ରପୁର :ମିଶନ ଶକ୍ତି ମା’ଙ୍କ ପାଇଁ ଖୁସି ଖବର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଲେ ବଡ଼ ଉପହାର । ଏଣିକି ବିନା ସୁଧରେ ମିଳିବ ୧୦ ଲକ୍ଷ ଟଙ୍କା ଯାଏ ଋଣ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ମଙ୍ଗଳବାର ଆଭାସୀ ମାଧ୍ୟମରେ ଏହାର ଶୁଭଆରମ୍ଭ କରିଛନ୍ତି,ସୁଧ ଫେରସ୍ତ

ତାଲୁକା ଆଇନ୍ ସେବା କମିଟି ପକ୍ଷରୁ ଆଇନ୍ ସଚେତନତା ଶିବିର…

ଓଡ଼ଗାଁ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ କୁମ୍ଭିଆପଲ୍ଲୀ ଠାରେ ଥିବା ପିମିଟି ସ୍ନାତକ ମହାବିଦ୍ୟାଳୟରେ ଓଡ଼ଗାଁ ଅଦାଲତର ତାଲୁକା ଆଇନ୍ ସେବା କମିଟି ଆନୁକୁଲ୍ୟରେ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ମାନସ ରଂଜନ ରଥଙ୍କ ଅଧ୍ୟକ୍ଷତାରେ ଆଇନ୍ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଦେୱାନି

ଜିଲ୍ଳା ପ୍ରେସ କ୍ଲବ ପକ୍ଷରୁ ଆଲୋଚନା ଚକ୍ର…

ଫୁଲବାଣୀ: କନ୍ଧମାଳ ଜିଲ୍ଲା ପ୍ରେସ କ୍ଲବ, ଫୁଲବାଣୀ ପକ୍ଷରୁ  ସ୍ଥାନୀୟ ସଭାଗୃହ ଠାରେ କନ୍ଧମାଳ ଜିଲ୍ଲାର ବିକାଶ ରେ " ନିର୍ବାଚିତ ଲୋକ ପ୍ରତିନିଧିଙ୍କ ଭୂମିକା," ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି ।ଏଥିରେ ଜିଲ୍ଲା ପ୍ରେସ କ୍ଲବ ସଭାପତି ସୁନୀଲ ପଟ୍ଟନାୟକ ସ୍ୱାଗତ ଭାଷଣ

ମାନବିକତା ଦେଖାଇଲେ ଅଙ୍ଗନବାଡି ଦିଦି…

ଉମରକୋଟ :ସପ୍ର ( ୨୭/୦୨/୨୦୨୪) ନବରଙ୍ଗପୁର ଜ଼ିଲ୍ଲା ଉମରକୋଟ ବ୍ଲକ ତୋହରା ପଞ୍ଚାୟତ ଅନ୍ତର୍ଗତ ବନିପଦର ଅଙ୍ଗନବାଡି ଦିଦି ଆଜି ୨୭/୦୨/୨୦୨୪ ରିଖ ରେ ନିଜ ଅଙ୍ଗନବାଡି କେନ୍ଦ୍ରକୁ ଯିବା ସମୟରେ କେନ୍ଦ୍ର ଠାରୁ ପାଞ୍ଚ କିଲୋମିଟର ବାଟରେ ଏକ ମର୍ମାନ୍ତୀକ ଦୁର୍ଘଟଣା ଦେଖି କାଳ ବିଳମ୍ବ ନ

ଛତ୍ରପୁର ରେ ତ୍ରୁଟିପୂର୍ଣ୍ଣ ରାସ୍ତା ନିର୍ମାଣ ଓ ମୁକୁଳା ଡ୍ରେନ ବ୍ୟବସ୍ଥା ଯୋଗୁଁ ଦୁର୍ଘଟଣା ବଢୁଛି…. !

ଅଧିକାରୀ ଚୁପ ଅଞ୍ଚଳ ବାସୀ ହନ୍ତସନ୍ତ….. ବ୍ରହ୍ମପୁର : ୨୭-୨ ଜିଲ୍ଲାର ସଦର ମହକୁମା ଛତ୍ରପୁର ରେବିଭିନ୍ନ ୱାର୍ଡ଼ ରେ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି। ଷ୍ଟେସନ ରୋଡ଼ ନିକଟରେ ଥିବା ରାମ ଲକ୍ଷ୍ମୀ ନଗର ରେ ରାସ୍ତାରେ ଫେବର ରୋଡ଼ ର କାର୍ଯ୍ୟ ଚାଲୁଛି। ହେଲେ ନିର୍ମାଣକାର୍ଯ୍ୟ

ଦେବଗଡରେ ଆମ ହସ୍ପିଟାଲ ଯୋଜନା ଲୋକାର୍ପଣ ଉତ୍ସବରେ ଅବ୍ୟବସ୍ଥା…

ଦେବଗଡ଼,୨୬।୨:ସଭାକୁ ଆସି ହିନସ୍ତା ହେଲେ ଏସଏଚଜି ମହିଳା । ଠେଳାପେଲାରେ କିଏ ଆହତ ହେଲା ତ ଆଉ କାହାର ମୋବାଇଲ ହଜିଲା । ପୁଣି କାହାର ମନି ପର୍ସ ଚୋରି ହୋଇଥିବା ଭଳି ଅଭିଯୋଗ ହୋଇଛି । ଲୋକାର୍ପଣ ଉତ୍ସବକୁ ଆସିଥିଲେ ହଜାର ହଜାର ଏସଏଚଜି ମହିଳା । ମାତ୍ର ସେମାନଙ୍କୁ ପାଣି କିମ୍ବା ଟିଫିନ

5 ଟି ଅଧ୍ୟକ୍ଷଙ୍କ ଦେବଗଡ଼ ଗସ୍ତ…

ଦେବଗଡ଼, 26/02/2024 : 5 ଟି ଅଧ୍ୟକ୍ଷ ଭି. କେ ପାଣ୍ଡିଆନ ଆଜି ଦେବଗଡ଼ ଜିଲ୍ଲା ଗସ୍ତରେ ଆସି ପ୍ରଧାନପାଟ ବଡ ବଗିଚା ଠାରେ ନୁଆ-ଓ ଛାତ୍ର ବୃତ୍ତି ପ୍ରଦାନ କରିଛନ୍ତି। ସଭାସ୍ଥଳରେ ପହଞ୍ଚି ସ୍ନାତକ ଓ ସ୍ନାତକୋତ୍ତର ଶ୍ରେଣୀର ଛାତ୍ରଛାତ୍ରୀଙ୍କ ସହ ଭାବର ଆଦାନ ପ୍ରଦାନ ପରେ ଜିଲ୍ଲାର