Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ବଲାଙ୍ଗିରରେ କଂଗ୍ରେସ ଓ ବିଜେଡି କର୍ମୀ ଧସ୍ତାଧସ୍ତି…
ବଲାଙ୍ଗିର: ବଲାଙ୍ଗିରରେ କଂଗ୍ରେସ ଓ ବିଜେଡି କର୍ମୀ ଧସ୍ତାଧସ୍ତି। ଧସ୍ତାଧସ୍ତିରେ ବିଜେଡିର ମହିଳା କାଉନସିଲର ଆହତ। ବଲାଙ୍ଗିର ଜିଲ୍ଲା ସଂସ୍କୃତି ଭବନ ଉଦ୍ଘାଟନ ବେଳେ ବିଜେଡି ଓ କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି। ଜିଲ୍ଲାର ବିକାଶ କାମରେ କିଏ ବାଧା ସୃଷ୍ଟି କରୁଛି ସେନେଇ ପ୍ରଥମେ ଉଭୟ ଦଳ!-->…
ଜୟନାରାୟଣ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କଲେ ଧର୍ମେନ୍ଦ୍ର…
ଭୁବନେଶ୍ବର: ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଓ ମହିଳା ଥାନା ଅଧିକାରୀ ଧସ୍ତାଧସ୍ତି ବିବାଦ ଘନେଇବାରେ ଲାଗିଛି। ଏହି ପ୍ରସଙ୍ଗରେ ବିଜେଡି ଓ ବିଜେପି ମୁହାଁମୁହିଁ ହୋଇଥିବା ବେଳେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି,!-->…
ଜୟନାରାୟଣ ମିଶ୍ରଙ୍କୁ ସରକାର ସୁରକ୍ଷା ଦିଅନ୍ତୁ: ଡି ପୁରନ୍ଦେଶ୍ବରୀ…
ଭୁବନେଶ୍ବର: ଓଡ଼ିଶାରେ ଆଇନ ଶୃଙ୍ଖଳାକୁ ନେଇ ବିଜେପି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି। ବିଜେପି ପକ୍ଷରୁ ବୁଧବାର ଠାରୁ ରାଜ୍ୟବ୍ୟାପୀ ଆନ୍ଦୋଳନ ଜାରି ରହିଛି। ରାଜ୍ୟ ବିଜେପି ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ଗୁରୁବାର କହିଛନ୍ତି, ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଯେଭଳି ଭାବେ!-->…
ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି: ରାଜଭବନ ସମ୍ମୁଖରେ ବିଜେପିର ବିକ୍ଷୋଭ ପ୍ରଦର୍ଶନ…
ଭୁବନେଶ୍ବର: ମନ୍ତ୍ରୀ ନବ ଦାସ ହତ୍ୟା ଘଟଣା ଏବଂ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେପି। ମୁଖ୍ୟମନ୍ତ୍ରୀ ଗାଦି ଛାଡ଼, ମନ୍ତ୍ରୀ ହତ୍ୟାକାରୀ ମୁଖ୍ୟମନ୍ତ୍ରୀ ଲେଖାଥିବା ପ୍ଲାକାର୍ଡ ଧରି ଧାରଣାରେ ବସିଛନ୍ତି ବିଜେପି ନେତା ଓ କର୍ମୀ । ଦଳ!-->…
ମହିଳା ଆଇଆଇସିଙ୍କ ଉପରେ ଆକ୍ରମଣକୁ ନିନ୍ଦା : ବିଜେଡି ମହିଳା ମୋର୍ଚ୍ଚାଙ୍କ ଧାରଣା…
ଭୁବନେଶ୍ୱର : ଧନୁପାଲି ମହିଳା IICଙ୍କୁ ଜୟନାରାୟଣ ମିଶ୍ରଙ୍କ ଆକ୍ରମଣ ଘଟଣାରେ ତୀବ୍ର ପ୍ରତିକ୍ରିୟା । ଜୟନାରାୟଣ ମିଶ୍ରଙ୍କ ଇସ୍ତଫା ଦାବିରେ ଜୋର ଆନ୍ଦୋଳନ କରିଛି ବିଜେଡି । ଭୁବନେଶ୍ୱର ଲୋୟର ପିଏମ୍ଜିରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ପ୍ରତିବାଦ କରାଯାଉଛି। ଜୟନାରାୟଣଙ୍କ କୁଶ!-->…
କଂଗ୍ରେସରେ ସାମିଲ ହେଲେ ପ୍ୟାରିମୋହନ ମହାପାତ୍ରଙ୍କ ଝିଅ ସିକ୍ତା ପତି…
ଭୁବନେଶ୍ବର: ଆଜି କଂଗ୍ରେସ ଦଳରେ ସାମିଲ ହେଲେ ପ୍ୟାରିମୋହନ ମହାପାତ୍ରଙ୍କ ଝିଅ ସିକ୍ତା ପତି। ଏକଦା ଓଡିଶା ରାଜନୀତିରେ ବେଶ ଶକ୍ତିଶାଳୀ ଏବଂ ଚହଳ ପକାଇଥିବା ନେତା ହେଉଛନ୍ତି ପ୍ୟାରୀମୋହନ ମହାପାତ୍ର। ଆଜି ଅପରାହ୍ନରେ କଂଗ୍ରେସ ଭବନରେ ସେ ପ୍ରଭାରୀ ଚେଲ୍ଲା କୁମାର, ସଭାପତି ଶରତ ପଟ୍ଟନାୟକ!-->…
ବିଜେଡି ନେତାଙ୍କୁ ସତର୍କ କଲେ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର…
ଭୁବନେଶ୍ବର: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ୧୮ ଦିନ ବିତିସାରିଛି । କିନ୍ତୁ ଏପର୍ଯ୍ୟନ୍ତ ତାଙ୍କୁ କାହିଁକି ଗୁଳି ମାରି ହତ୍ୟା କରାଗଲା ତାହା ଜଣାପଡ଼ି ନାହିଁ । କ୍ରାଇମବ୍ରାଂଚ ମାମଲାର ତଦନ୍ତ କରୁଥିବା ବେଳେ ଏପର୍ଯ୍ୟନ୍ତ ମୁହଁ ଖୋଲୁନି । ନବ ଦାସଙ୍କ ହତ୍ୟାକାରୀ!-->…
ନବ ଦାସ ହତ୍ୟା ଏକ ଆରେଞ୍ଜ ମର୍ଡର : ବିଜୟ ମହାପାତ୍ର
ଭୁବନେଶ୍ବର: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ନେଇ ବରିଷ୍ଠ ନେତା ବିଜୟ ମହାପାତ୍ର ବୁଧବାର ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଗଣମାଧ୍ୟମର ପ୍ରତିନିଧିଙ୍କୁ ସେ କହିଛନ୍ତି ଏହା ସମ୍ପୂର୍ଣ୍ଣ ଭାବେ ଆରେଞ୍ଜଡ଼ ମର୍ଡର। ଡିଜିଙ୍କ ନିଦ ବହୁତ ଦିନ ପରେ ଭାଙ୍ଗିଛି। ଡିଜି କେତେ!-->…
ମହିଳା ଥାନା ଅଧିକାରୀଙ୍କୁ ଧକ୍କା ଦେଲେ ଜୟ ନାରାୟଣ…
ସମ୍ବଲପୁର: ଜଣେ ମହିଳା ଥାନା ଅଧିକାରୀଙ୍କୁ ବିରୋଧୀ ଦଳ ନେତା ଧକ୍କା ମାରିଥିବା ଅଭିଯୋଗ ହୋଇଛି । ଧନୁପାଲି ଥାନା ଅଧିକାରୀ ଅନିତା ପ୍ରଧାନଙ୍କୁ ବିରୋଧି ଦଳ ନେତା ଜୟନାରାୟଣ ମିଶ୍ର ଧକ୍କା ମାରିଥିବା ଅଭିଯୋଗ ଆଣିଛନ୍ତି ଥାନା ଅଧିକାରୀ। ସେପଟେ ଥାନା ଅଧିକରୀଙ୍କ ବିରୁଦ୍ଧରେ ପାଲଟା!-->…
ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ନେଇ ବିଜେପିର ହରତାଳ
ଭୁବନେଶ୍ବର: ସାଧାରଣ ନିର୍ବାଚନ ପୂର୍ବରୁ ରାଜ ରାଜନୀତି ସରଗରମ। ବିଭିନ୍ନ ଦାବିନେଇ ମଙ୍ଗଳବାର ରାଜରାସ୍ତାକୁ ଓହ୍ଲାଇଛନ୍ତି ଉଭୟ ସରକାରୀ ଓ ବିରୋଧୀ ଦଳ। ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ନେଇ ବିରୋଧୀ ବିଜେପି ରାଜରାସ୍ତାକୁ ଓହ୍ଲାଇଥିବା ବେଳେ କେନ୍ଦ୍ର ୫ କିଲୋ ମାଗଣା ଚାଉଳ କାଟିବା ଓ!-->…