Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ଲୁଟେରାଙ୍କ ଟାର୍ଗେଟରେ ମନ୍ଦିର : ରାଧାକୃଷ୍ଣ ମନ୍ଦିର ହୁଣ୍ଡି ଭାଙ୍ଗି ଟଙ୍କା ଲୁଟ୍…
ହିଞ୍ଜିଳିକାଟୁ ୧୩!୧୧ ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ତାରାତାରିଣୀଙ୍କ ମନ୍ଦିର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ ହୋଇଥିବା ଭକ୍ତଙ୍କ ମନରୁ ନଲିଭୁଣୁ ପୁଣି ହିଞ୍ଜିଳିକାଟୁ ଘୋଡାହଡ ନଦୀ କୂଳରେ ଥିବା ରାଧାକୃଷ୍ଣ ପରିବା ପାଲି ସ୍ଥିତ ରାଧାକୃଷ୍ଣ ମନ୍ଦିରରେ ହୁଣ୍ଡି ଭାଙ୍ଗି ଲୁଟ!-->…
ଗରିବ ଅସହାୟ ମହିଳାଙ୍କୁ ନ୍ୟାୟ ମିଳିବ କେବେ..? : ପୋଲିସ ବାବୁଙ୍କ ଦବଙ୍ଗ ଗିରି,ଘରର ତାଲା ଭାଙ୍ଗି ଘର ସାମଗ୍ରୀ କଲେ…
ଵ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ଥାନା ଅନ୍ତର୍ଗତ ମାଗୁରା ପଲ୍ଲୀ ଗ୍ରାମର ପୋଲିସ ତାଲା ଭାଙ୍ଗି ଘରେ ପଶିଥିବା ନେଇ ଥାନାରେ ଅଭିଯୋଗ ହୋଇ ଥିଲା। ପ୍ରକାଶ ଥାଉକି ଗତ ଏକ ତାରିଖ ଦିନ ମାଗୁରା ପଲ୍ଲୀ ଗ୍ରାମର ସୀମାଞ୍ଚଳ ବେହେରାଙ୍କ ଗୃହର ତାଲା ଭାଙ୍ଗି ଆସାଵ ପତ୍ର ସବୁ ଭାଙ୍ଗିଥିବା ନେଇ!-->…
ଓଡ଼ିଶା ଇତିହାସ ରେ ପ୍ରଥମ ବଡ ଧରଣର ସାଇବର ଠକେଇ , ନିଜକୁ ସରକାରୀ ବିଭାଗର ଅଧିକାରୀ କହି ଲୁଟି ନେଲେ ୮୭ ଲକ୍ଷ…
ସାଇବର ଠକେଇ ର ଶିକ୍ଷକ ହେଲେ ଶିକାର...
ମାଲକାନଗିରି ୦୩/୧୧ଏହିଭଳି ଏକ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ମାଥିଲି ଅଞ୍ଚଳରେ। ଯାହାକି ଓଡିଶା ଇତିହାସରେ ଏକ ରେକର୍ଡ ପରିମାଣର ଅର୍ଥ ରାଶି ଠକେଇ ହୋଇଛି। ଆଧୁନିକ ଯୁଗରେ ଦିନକୁ ଦିନ ପ୍ରଯୁକ୍ତି ବିଦ୍ୟାର ଅଗ୍ରଗତି ହେବାସହ ବିଭିନ୍ନ!-->!-->!-->…
ନିଃସର୍ତ୍ତ କଥା ସତ ହେଲା : ନଳବଣ୍ଟା ରେ ବେଆଇନ ବାଣ ପ୍ରସ୍ତୁତି ବେଳେ ବିସ୍ଫୋରଣ ଘଟି ଯୁବକର ପାପୁଲି ଉଡିଲା…!
ଘଟଣା କୁ ଚାପି ଦେବାକୁ ଚାଲିଛି ଯୋଜନା...!!
ଏବେଠୁ ବାବୁ ମାନଙ୍କ ଘରେ ଘରେ ଦୀପାବଳୀ :ପୋଲିସ ଜବତ କରୁଥିବା ବାଣ ଯାଉଛି କୁଆଡ଼େ….?
ପୋଲିସ ର ଚଢାଉ ଧର୍ମକୁ ଆଖି ଠାର...!!
ଜଙ୍ଗଲରେ ଯୁବକଙ୍କ ଗଳିତ ଶବ…
ଫୁଲବାଣୀ :କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ଏକ ଜଙ୍ଗଲରୁ ଜଣେ ଯୁବକଙ୍କ ଗଳିତ ଶବ ପୁଲିସ ଠାବ କରିଛି। ମୃତକ ଦଳପଡ଼ା ପଞ୍ଚାୟତ ଅଧୀନ ବ୍ରଡିଗୁଡ଼ା ଗ୍ରାମର ମଛେନ୍ଦ୍ର ବେହେରାଙ୍କ ପୁଅ ସାନୁଜ (୨୨) ) । ସପ୍ତାହେ ହେବ ସେ ନିଖୋଜ ଥିଲେ। ତାଙ୍କୁ ଖୋଜା ଖୋଜି କରୁଥିବା ବେଳେ କେରା!-->…
ମଦ ପାଇଁ ସ୍ତ୍ରୀର ଗଳା କାଟି ହତ୍ୟା କଲା ସ୍ଵାମୀ…
ଫୁଲବାଣୀ : କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ନୂଆମୁଣ୍ଡା ଗାଁରେ ଅଭାବନୀୟ ଘଟଣା ଘଟିଛି। ମଦ ପାଇଁ ସ୍ତ୍ରୀର ଗଳା କାଟି ହତ୍ୟା କଲା ସ୍ଵାମୀ। ମୃତକ ମଧୁବତି ବେହେରା ଦଳାଇ ବୋଲି ଜଣାପଡିଛି। ସୂଚନା ଅନୁସାରେ ସ୍ଵାମୀ ଚନ୍ଦ୍ରକାନ୍ତ ଆଜି ସକାଳେ ମଦ ପିଇ ଆସି ସ୍ତ୍ରୀ ମଧୁବତିଙ୍କୁ!-->!-->!-->…
ବହୁ ଚର୍ଚ୍ଚିତ ପ୍ରତାପ ପୋଲାଇ ହତ୍ୟା କାଣ୍ଡର ସମସ୍ତ ଅଭିଯୁକ୍ତ ନିର୍ଦ୍ଦୋଷ ରେ ଖଲାସ…
ଭୁବନେଶ୍ୱର: ଗତ ୨୦୧୭ ମସିହା ନଭେମ୍ବର ମାସ ୬ ତାରିଖ ରେ ଏକ ଘରୋଇ ବସ ରେ ଆସିକା ରୁ ବ୍ରହ୍ମପୁର ଯାଉଥିଲେ ପାକଲା ପଲ୍ଲୀ ର ପ୍ରତାପ ଚନ୍ଦ୍ର ପୋଲାଈ।କରେଞ୍ଜେଇ ନିକଟରେ କିଛି ଯୁବକ ପ୍ରତାପ ଙ୍କୁ ଗୁଳିମାରି ହତ୍ୟା କରିଥିଲେ। ସେତେବେଳେ ଏହି ଏହି ଘଟଣା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା!-->…
ପିପଲପଦର ଗ୍ରାମରୁ ଚୋରା ଚାଲାଣ ପାଇଁ ଗଛିତ ଗଞ୍ଜେଇ କୁ ଜବତ କଲା ଅବକାରୀ ବିଭାଗ…
ମାଲକାନଗିରି ୨୬/୧୦ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ ବିମ୍ବାଧର ପଣ୍ଡା ଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ରେଞ୍ଜ ଇନ୍ସପେକ୍ଟର ଶ୍ରୀ ସନ୍ତୋଷ କୁମାର ବଳ , ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ପିପଲପଦର ଗ୍ରାମର ପଶ୍ଚିମ ପାର୍ଶ୍ୱ ଘଞ୍ଚ ପାହାଡ ଜଙ୍ଗଲ ଅଞ୍ଚଳରେ ଚଢ଼ଉ କରି ୧୬୦ କିଲୋଗ୍ରାମ!-->!-->!-->…
ଔଷଧ ବ୍ୟବସାୟଙ୍କୁ ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ…
ବାଲିଗୁଡା: : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ଥାନା କରଡ଼ା ଗ୍ରାମରେ ମଙ୍ଗଳବାର ହୋଇଥିବା ଔଷଧ ବ୍ୟବସାୟୀ ଙ୍କୁ ହତ୍ୟାକାଣ୍ଡ ଘଟଣାର ମୂଖ୍ୟ ଅଭିଯୁକ୍ତ ଆଦିତ୍ୟ ସାମନ୍ତଙ୍କୁ ଗିରଫ କରିଛି ରାଇକିଆ ପୋଲିସ। ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଅନ୍ୟ ଜଣଙ୍କର ସହାୟତାରେ!-->…