Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ନିସର୍ତ୍ତ କଥା ସତ ହେଲା : ଆସିକା ଅଞ୍ଚଳରୁ ଚୋରା ଦେଶୀ ମଦ ପାଉଚ ଚାଲାଣ ବେଳେ ପିତାପଲ୍ଲୀ ଛକରୁ ଜବତ, ୪ ଗିରଫ…..!
ଭୁବନେଶ୍ୱର: ନିସର୍ତ୍ତ ରେ ରୀତିମତ ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳରୁ ନୟାଗଡ ଓ ଅନ୍ୟ ଜିଲ୍ଲାକୁ ଚୋରା ଦେଶୀ ମଦ ଚାଲାଣ ସମ୍ପର୍କ ରେ ରୀତିମତ ଖବର ପ୍ରକାଶ ହୋଇ ଆସୁଛି। ତାହାର ନଗ୍ନ ନମୁନା ଆଜି ଭୁବନେଶ୍ୱର ସ୍ଥିତ ପିତା ପଲ୍ଲୀ ଛକ ନିକଟରେ ଆସିକା ଅଞ୍ଚଳରୁ ଦୁଇଟି ଚକ ଚକିଆ କାର!-->!-->!-->!-->!-->…
କେନ୍ଦୁପଦର ବେଆଇନ ବାଲି ଘାଟରୁ ପୁଣି ଚୋରା ବାଲି ଚାଲାଣ : ମାଇନିଙ୍ଗ ଏବଂ ବ୍ରହ୍ମପୁର ସଦର ପୋଲିସ କଲା ଚୋରା ବାଲି…
ସିଂଘ ଧରୁଛି ପୋଲିସ କ୍ଷୀର ପିଉଛି ଖଣି ବିଭାଗ...!
ମନ୍ତ୍ରୀଙ୍କ ତାଗିତ ପରେ ଆକ୍ସନ ମୁଡ଼ ରେ ପ୍ରଶାସନ :ଆସିକା ପୋଲିସ ଦ୍ୱାରା ବେଆଇନ କେନ୍ଦୁପଦର ବାଲି ଘାଟ ଉପରେ…
୭ ହାଇୱା, ସହିତ ୨ ଜେସିବି ଜବତ କଲା ପୋଲିସ …..!
ଗଞ୍ଜାମ ଜିଲ୍ଲାରୁ ନୟାଗଡ ଜିଲ୍ଲାକୁ ଲମ୍ବିଛି ଦେଶୀ ଚୋରା ମଦର ଚେର…..!
ପ୍ରଶାସନ ସବୁ ଜାଣି ସାଜିଛି ଧୃତରାଷ୍ଟ୍ର....
ଖଣି ବିଭାଗର କାର୍ଯ୍ୟ ଶୈଳୀ ରେ ଅତିଷ୍ଟ ପୋଲିସ….!
ଧରପଗଡ଼ ବେଳେ କାଗଜ ପତ୍ର ସବୁ ଭୁଲ ସକାଳେ ଫି୍କ୍ସଙ୍ଗ ପରେ ସବୁ ଠିକ ଠାକ୍ କେମିତି ହେଉଛି….?ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଖଣି ବିଭାଗୀୟ ବାବୁ ମାନଙ୍କ କାର୍ଯ୍ୟ ଶୈଳୀ ଉପରେ ଏବେ ପ୍ରଶ୍ନ ଉଠୁଛି। ଜିଲ୍ଲାର କୋଣ ଅନୁକୋଣ ରେ ଖୁଲାମ ଖୁଲା ଚୋରା ବାଲି ଚାଲାଣ ହେଉଛି। ପ୍ରତିବାଦ ଓ ଅଭିଯୋଗ!-->…
ବେଆଇନ ଗଂଜେଇ ଚାଲାଣ ବେଳେ ଅବକାରୀ ଗୁଇନ୍ଦା ବିଭାଗର ଚଢ଼ାଉ : କାଠ ବୋଝେଇ ଟ୍ରକ ସହ ୧0୫ କିଲୋ ଗଂଜେଇ ଜବତ, ଚାରି ଗିରଫ…
ବ୍ରହ୍ମପୁର: ବେଆଇନ ଗଂଜେଇ ଚାଲାଣ ବେଳେ ଅବକାରୀ ଗୁଇନ୍ଦା ବିଭାଗ କରିଲା ଚଢ଼ାଉ. କାଠ ବୋଝଇ ଟ୍ରକରେ ଗଂଜେଇ ଚାଲାଣ ବେଳେ ମାଡି ବସିଲା ଅବକାରୀ ଗୁଇନ୍ଦା ବିଭାଗ. କାଠ ବୋଝେଇ ଟ୍ରକ ସହ 105 କିଲୋ ଗଂଜେଇ ଜବତ କରିଛି ଅବକାରୀ ଗୁଇନ୍ଦା ବିଭାଗ. ଟ୍ରକକୁ ଏସ୍କର୍ଟ କରୁଥିବା ଓମିନି କାରକୁ ବି!-->…
ଯୁବକକୁ ଗଳା କାଟି ହତ୍ୟା…
ଚିତ୍ରକୋଣ୍ଡା -: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଠାରେ ଏକ ବିକୃତ ମସ୍ତିଷ୍କ ଯୁବକ ଅନ୍ୟ ଜଣେ ଯୁବକଙ୍କ ସହିତ କିଛି ବଚସା ହେବା ପରେ ଗଳା କାଟି ହତ୍ୟା କରିଥିବା ନେଇ ସୂଚନା ମିଳିଛି । ସୂଚନା ଅନୁଯାୟୀ ଏହି ବିକୃତ ମସ୍ତିଷ୍କ ଥିବା ଯୁବକ ଜଣକ କିଛି କଥା କୁ ନେଇ ବଚସା କରିଥିଲେ । ଅନ୍ୟ!-->…
ବେଆଇନ ଖଣିଜ ଦ୍ରବ୍ୟ ଚୋରା ଚାଲାଣ: ୨ ବାଲି ବୋଝେଇ ହାଇୱା ସହିତ ଚାଳକ ଅଟକ…
ନିଘୋଡ଼ ନିଦ୍ରା ରେ ଖଣି ବିଭାଗ...
ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ପୋଲିସ ବେଆଇନ ଚୋରା ଚାଲାଣ ହେଉଥିବା ୨ ବାଲି ବୋଝେଇ ହାଇୱା ସହିତ ୨ ଚାଳକ ଅଟକ ଥିବା ବେଳେ ୩୫୫/୨୫ ଏବଂ ୩୫୬/୨୫ ରେ ବେଆଇନ ଖଣିଜ ଚୋରା ଚାଲାଣ ଆଇନ ଅନୁଯାୟୀ ୨ ଟି ପୃଥକ ମାମଲା ରୁଜୁ କରି ତଦନ୍ତ!-->!-->!-->…
ଟେଣ୍ଡେର ତଥ୍ୟ ମାଗିବା ପଡ଼ିଲା ମହଙ୍ଗା :କୋଦଳା ସାମ୍ବାଦିକ ତଥା କାଉସିଲରଙ୍କୁ ଆକ୍ରମଣ…
ଗୁରୁତର ଅବସ୍ଥା ରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର……ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର କୋଦଳା ଏନ.ଏ.ସି. ୱାର୍ଡ ମେମ୍ବର ଆରଟିଆଇ ତଥ୍ୟ ମାଗିବା ପରେ ମାରଣାନ୍ତକ ଆକ୍ରମଣ ର ଶିକାର ହୋଇଛନ୍ତି। ଅଧକ୍ଷଙ୍କ ନିର୍ଦ୍ଧେଶ ରେ ଭଡାଟିଆ ଗୁଣ୍ଡା ଙ୍କ ଦ୍ୱାରା ଏନଏସି ପରିସର ପାଲଟିଲା!-->…
ନୟାଗଡ଼ ଜିଲ୍ଲା ରେ ଚାଲିଛି ସେକ୍ସ ରାକେଟ :ବିଭିନ୍ନ ହୋଟେଲ ଓ ଲଜ୍ ରେ ଖୁଲମଖୁଲା ଦେହ ବେପାର…
ସବୁ ଜାଣି ପୋଲିସ ବଟି ନେଇ ଚୁପ...!
ନୟାଗଡ଼: ଦେହ ବେପାରୀ ମାନଙ୍କ ଅମରାବତୀ ସାଜିଛି ଏବେ ନୟାଗଡ଼ ଜିଲ୍ଲା କହିଲେ କିଛିବି ଭୁଲ ହେବ ନାହିଁ lନୟାଗଡ଼ ସହରରେ ରହିଥିବା ଅନେକ ହୋଟେଲ ଓ ଲଜ୍ ରେ ଖୁଲମଖୁଲା ଦେହ ବେପାର ଚାଲିଛି । ଦେହ ବ୍ୟବସାୟୀଙ୍କ ସହ ହୋଟେଲ କର୍ମଚାରୀ ଙ୍କ ସହଯୋଗରେ!-->!-->!-->…