ପରିବହନ କାର୍ଯ୍ୟାଳୟରୁ ଲୁଟ୍, ବନ୍ଧୁକ ମୁନରେ ଲୁଟି ନେଲେ ୩ଲକ୍ଷରୁ ଅଧିକ ଟଙ୍କା

ସୁନ୍ଦରଗଡ: ବଣାଇଁ ଉପଖଣ୍ଡ ଖଣି ଅଞ୍ଚଳ କୋଇଡାରେ ପୁଣି ଗତ ରାତିରେ ଏକ ଘରୋଇ ପରିବହନ ସଂସ୍ଥା ମା ତାରିଣୀ ଟ୍ରାନ୍ସପୋର୍ଟରୁ ବନ୍ଧୁକ ମୁନରେ ଦୁର୍ବୃତ୍ତମାନେ ସାଢେ ତିନିଲକ୍ଷ ଟଙ୍କା ଲୁଟି ଫେରାର ମାରିଛନ୍ତି । ରାତି ୧୨ଟାରେ ୭ରୁ ୮ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଲୁଟ୍ କରିଥିବା ଅଭିଯୋଗ…

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶନାମାକୁ ଉଲ୍ଲଂଘନ ଅଭିଯୋଗ: କୋଟପାଡ଼ରେ ବିନା ଲୋକପ୍ରତିନିଧିରେ ‘ବାଳ ବୈଜ୍ଞାନିକ…

କୋଟପାଡ଼ : କୋଟପାଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ (ବିଇଓ) ଶ୍ରୀ ସ୍ୱପ୍ନେଶ୍ୱର ନାୟକ ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶନାମାକୁ ଅବମାନନା କରିଥିବା ଅଭିଯୋଗ ହେଉଛି, ଯାହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀ ନିକଟରେ ସମସ୍ତ ସରକାରୀ…

ରୟାଲ ଫାର୍ମାସି କଲେଜଠାରେ ୬୪ତମ ଜାତୀୟ ଫାର୍ମାସି ସପ୍ତାହ ପାଳିତ

ବ୍ରହ୍ମପୁର : ଅନ୍ଧପସରାରୋଡ଼ ସ୍ଥିତ ରୟାଲ ଫାର୍ମାସି କଲେଜ ସମିଳନୀ କକ୍ଷରେ ୧୯. ୧୧. ୨୦୨୫ତାରିଖ ବୁଧବାର ଅପହରାନ୍ନରେ ୬୪ତମ ଜାତୀୟ ଫାର୍ମାସି ସପ୍ତାହ ପାଳନ କରାଯାଇଥିଲା। ଆୟୋଜିତ କାର୍ଯ୍ୟକ୍ରମକୁ କଲେଜର ଭାରପ୍ରାପ୍ତ ଅଧକ୍ଷ ପ୍ରଫେସର ଉମାଶଙ୍କର ମିଶ୍ର ପରିଚାଳନାକରିଥିଲେ। ୬୪ତମ…

ଅଣତାଲିମ ପ୍ରାପ୍ତ ରେଡକ୍ରସ କାଉନସିଲର ମାନଙ୍କର ୩ଦିନିଆ ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ ଶିବିର

ନୟାଗଡ଼ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନଏସି ଅନ୍ତର୍ଗତ ପିଏମଶ୍ରୀ ରାଧାକାନ୍ତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଇଣ୍ଡିଆନ ରେଡକ୍ରସ ଓଡିଶା ଶାଖା, ଜୁନିଅର ରେଡକ୍ରସ ସୋସାଇଟ ଭୁବନେଶ୍ୱର ଓ ନୟାଗଡ଼ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଆନୁକୁଲ୍ୟରେ ଅଣ ତାଲିମ ପ୍ରାପ୍ତ ରେଡକ୍ରସ କାଉନସିଲର…

ସର୍ଦ୍ଦାର ପଟେଲଙ୍କ ଜୟନ୍ତୀ ଉପଲକ୍ଷେ ଏକତା ପଦଯାତ୍ରା

ବଣାଇ, ତା19/11/2025 ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ 150 ତମ ଜୟନ୍ତୀ ପାଳନ ଅବସର ରେ ସ୍ଥାନୀୟ ବିଜୁଛକ ଠାରେ ବରପୁତ୍ର ବିଜୁ ପଟ୍ଟାନାୟକଙ୍କ ପ୍ରତିମୂର୍ତ୍ତିରେ ମୂଖ୍ୟ ଅତିଥି ବଣାଇ ଉପ ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ପିଲ୍ଲେ ମାଲ୍ୟାର୍ପଣ ଓ ଅର୍ଘ୍ୟ ଅର୍ପଣ କରିବା ପରେ ଵୣକ୍ଷ ରେlପଣ…

ବ୍ଲକ ସ୍ତରୀୟ ମତ୍ସ୍ୟ ପ୍ରାଣୀସମ୍ପଦ ମେଳା – ୨୦୨୫

ଚିକିଟୀ-- ଏହି ବ୍ଲକ ଅନ୍ତର୍ଗତ ଚିକିଟୀ ଗଡ଼ ସ୍ଥିତ ରାଜା ଗୌରଚନ୍ଦ୍ର ମିନି ଷ୍ଟାଡିୟମ ଠାରେ ରାଜ୍ୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ସୌଜନ୍ୟରେ ଚିକିଟୀ ବ୍ଳକ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ପକ୍ଷରୁ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି। ଉକ୍ତ…

ଚିପ୍ସ ପ୍ୟାକେଟ୍‌ରୁ ପ୍ଲାଷ୍ଟିକ ଖେଳନା ଗିଳି ୪ ବର୍ଷ ଶିଶୁର ମୃତ୍ୟୁ : ସମଗ୍ର ଅଞ୍ଚଳ ରେ ଶୋକ ର ଛାୟା

ବାଲିଗୁଡା, ତା, ୧୯/୧୧: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ତାଜୁଙ୍ଗିଆ ପଞ୍ଚାୟତ ଶିକରମାହା ଗ୍ରାମ ନିକଟ ମୁସୁମାହା ପଡାର ୪ ବର୍ଷ ର ଶିଶୁ ଏକ ମସଲା ଜାତୀୟ ଚିପ୍ସ ପ୍ୟାକେଟ ଭିତରେ ଥିବା ପ୍ଲାଷ୍ଟିକ ଖେଳନା ଗିଳି ଅକାଳରେ ଜୀବନ…

ପାଟ୍ରୋଲିଂ ବେଳେ ପାଞ୍ଚଲକ୍ଷ ଟଙ୍କାରୁ ଉର୍ଦ୍ଧ ବିଦେଶୀ ମଦ ଜବତ : ଜଣେ ଗିରଫ

ବାଲିଗୁଡା : କନ୍ଧମାଳ ଜିଲ୍ଲାବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ପୋଲିସ ପକ୍ଷରୁ ସେକେଣ୍ଡ ଅଫିସର ଅଶୋକ କୁମାର ତ୍ରିପାଠୀ,ଏସଆଇ ଦମୟନ୍ତୀ ବେହେରା,ଏଏସଆଇ ସୁରେନ୍ଦ୍ର କୁମାର ରାଜହଂସ ଓ ବାସୁଦେବ ପଣ୍ଡାଙ୍କ ସମେତ ପୋଲିସ ଦାରିଙ୍ଗିବାଡ଼ି ଛକ ଠାରେ ପେଟ୍ରୋଲିଂ କରୁଥିବା ବେଳେ…

ବ୍ଲକସ୍ତରୀୟ ମତ୍ସ୍ୟ ପ୍ରାଣୀସମ୍ପଦ ମେଳା – ୨୦୨୫

ଚିକିଟୀ : ଏହି ବ୍ଲକ ଅନ୍ତର୍ଗତ ଚିକିଟୀ ଗଡ଼ ସ୍ଥିତ ରାଜା ଗୌରଚନ୍ଦ୍ର ମିନି ଷ୍ଟାଡିୟମ ଠାରେ ରାଜ୍ୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ସୌଜନ୍ୟରେ ଚିକିଟୀ ବ୍ଳକ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ପକ୍ଷରୁ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି। ଉକ୍ତ…

ଆମେ ମାଟି ଫିଙ୍ଗିଲେ ମିସାଇଲରେ ପରିଣତ ହୁଏ: ମୁନିର

ନୂଆଦିଲ୍ଲୀ: ପାକିସ୍ତାନର ସେନା ମୁଖ୍ୟ, ଫିଲ୍ଡ ମାର୍ଶାଲ ଅସୀମ ମୁନିର (Asim Munir) ପୁଣି ଥରେ ଭାରତକୁ ଏକ ସ୍ପଷ୍ଟ ଧମକ ଦେଇଛନ୍ତି। ସେ ପୁଣି ଥରେ ମିଥ୍ୟା ଦାବି କରିଛନ୍ତି ଏବଂ ପାକିସ୍ତାନୀ ସେନାର ପ୍ରଶଂସା କରିଛନ୍ତି। ମୁନିର ଜୋର୍ଡାନର ରାଜା ଅବଦୁଲ୍ଲା ଦ୍ୱିତୀୟଙ୍କ ସମ୍ମୁଖରେ…