Sign in
Sign in
Recover your password.
A password will be e-mailed to you.
ବ୍ରହ୍ମପୁରରେ ଅବକାରୀ ପୋଲିସର ବଡ଼ ଧରଣର ଚଢ଼ାଉ : ୧୪୨ ଗ୍ରାମ ବ୍ରାଉନସୁଗାର ଜବତ, ମା-ପୁଅଙ୍କ ସମେତ ୪ ଗିରଫ
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସହରରେ ବ୍ରାଉନସୁଗାର କାରବାର ବୃଦ୍ଧି ପାଉଥିବା ବେଳେ ଏହାକୁ ରୋକିବା ପାଇଁ ଅବକାରୀ ପୋଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି। 'ଅପରେସନ ପ୍ରହାର' ଅନ୍ତର୍ଗତ ତିନୋଟି ଭିନ୍ନ ଭିନ୍ନ ସ୍ଥାନରେ ଚଢ଼ାଉ କରି ଅବକାରୀ ବିଭାଗ!-->!-->!-->…
ଅବକାରୀ ଥାନା ମଧ୍ୟରେ ଗୁଣ୍ଡାଗିରି କରିବା ପଡ଼ିଲା ମହଙ୍ଗା…
୨ ଅଭିଯୁକ୍ତକୁ ଗିରଫ କଲା ବୈଦ୍ୟନାଥପୁର ଥାନା ପୁଲିସବ୍ରହ୍ମପୁର : ଗତ ୮ ତାରିଖରେ ଅବକାରୀ ପୁଲିସ ପକ୍ଷରୁ ବେଆଇନ ମଦ ଚାଲାଣ ବେଳେ ଅବକାରୀ ପୁଲିସ ପକ୍ଷରୁ ଜଣକୁ କବୁ କରାଯିବା ସହ ତାଠାରୁ ୫ଟି କାର୍ଟୁନ ମଦ ସହ ଏକ ସ୍କୁଟିକୁ ଜବତ କରିଥିଲେ । ଏସଂକ୍ରାନ୍ତରେ ଅବକାରୀ ପୁଲିସ ଆଙ୍କୁଲି!-->…
ଖଲିକୋଟ ଘାଟିରେ ୫୫ କିଲୋଗ୍ରାମ ଗଞ୍ଜେଇ ଜବତ, ୬ ଗିରଫ…
ବ୍ରହ୍ମପୁର :କନ୍ଧମାଳରୁ ବାହାର ରାଜ୍ୟକୁ ଚାଲାଣ ହେଉଥିବା ବେଳେ ଖଲିକୋଟ ଘାଟି ନିକଟରେ ଅବକାରୀ ଗୁଇନ୍ଦା ବିଭାଗ ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ଉଦ୍ୟମକୁ ପଣ୍ଡ କରିଛି। ୫୫ କିଲୋଗ୍ରାମ ଗଞ୍ଜେଇ ସହିତ ତିନୋଟି ଚାରି ଚକିଆ ଯାନ, ଗୋଟିଏ ବାଇକ୍ ଏବଂ ଆଠଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି।!-->!-->!-->…
ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି, ୬ ଘଣ୍ଟା ବିଳମ୍ବରେ ଉଡ଼ିଲା ଦିଲ୍ଲୀରୁ ସିଙ୍ଗାପୁର ବିମାନ
ନୂଆଦିଲ୍ଲୀ : ନୂଆଦିଲ୍ଲୀ ଅର୍ନ୍ତଜାତୀୟ ବିମାନବନ୍ଦରରୁ ସିଙ୍ଗାପୁରୁକୁ ଉଡ଼ାଣ ଭରିଥିବା ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି । ଫଳରେ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଛି । ବିମାନ କ୍ୟାବିନରେ ତାପମାତ୍ରା ସମସ୍ୟା କାରଣରୁ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ଦେଇଥିଲେ!-->…
ମେକ୍ସିକୋ ସିଟିରେ ଗ୍ୟାସ୍ ଟ୍ୟାଙ୍କର ବିସ୍ଫୋରଣ, ୩ ମୃତ, ୭୦ରୁ ଅଧିକ ଆହତ
ମେକ୍ସିକୋ : ମେକ୍ସିକୋ ସିଟିରେ ବଡ଼ ଦୁର୍ଘଟଣା । ମେକ୍ସିକୋ ରାଜଧାନୀର ଦକ୍ଷିଣ ଭାଗ ରାଜପଥରେ ହଠାତ୍ ଏକ ଗ୍ୟାସ୍ ଟ୍ୟାଙ୍କର୍ ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭୦ ରୁ ଅଧିକ ଆହତ ହୋଇଛନ୍ତି । ଏନେଇ ମେକ୍ସିକୋ ସିଟିର ମେୟର ଏହି!-->…
ଅନିଲ ଅମ୍ବାନୀଙ୍କ ବିରୋଧରେ ନୂଆ ଅର୍ଥ ହେରଫେର୍ ମାମଲା ରୁଜୁ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ
ମୁମ୍ବଇ: ଅନିଲ ଅମ୍ବାନୀଙ୍କ ସମସ୍ୟା ଥମିବାର ନାଁ ଧରୁନି। ପୂର୍ବରୁ ସିବିଆଇ ତାଙ୍କ ୟସ୍ ବ୍ୟାଙ୍କ ମାମଲାକୁ ବନ୍ଦ କରିବା ପାଇଁ ଆବେଦନକୁ ପ୍ରତ୍ୟାଖାନ କରିଥିଲା। ଆଉ ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅନିଲ ଅମ୍ବାନୀ ଏବଂ ଆରକମ୍ ବିରୋଧରେ ନୂଆ ଅର୍ଥ ହେରଫେର୍ ମାମଲା ରୁଜୁ କରିଛି । ଅଗଷ୍ଟ!-->…
ସୁରକ୍ଷାକର୍ମୀଙ୍କ ଗୁଳିରେ ୧୦ ମାଓବାଦୀ ମୃତ
ଛତିଶଗଡ଼: ଛତିଶଗଡ଼ ଗରିଆବନ୍ଧ ଜିଲ୍ଲାରେ ଟଳିଲେ ୧୦ ମାଓବାଦୀ । ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୧୦ ମାଓବାଦୀ । ମୃତ ମାଓବାଦୀଙ୍କ ମଧ୍ୟରେ ମାଓ କମାଣ୍ଡର ବାଳକ୍ରିଷ୍ଣା ଓରଫ ଭାଷ୍କର ଥିବା ସୂଚନା । ଭାଲୁଡିହି ଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ ମାଓ-ସୁରକ୍ଷାକର୍ମୀ ହୋଇଥିଲେ ମୁହାଁମୁହିଁ ।!-->…
କିଏ ହେବେ ନେପାଳର ପ୍ରଧାନମନ୍ତ୍ରୀ, କୁଲମାନ ଘିସିଙ୍ଗଙ୍କୁ ନେଇ ଚର୍ଚ୍ଚା ଜୋର
କାଠମାଣ୍ଡୁ : ନେପାଳରେ କେପି ଶର୍ମା ଓଲିଙ୍କ ଇସ୍ତଫା ଦେବା ପରେଏବେ ଅନ୍ତରୀଣ ସରକାରଙ୍କ ମୁଖ୍ୟଙ୍କ ନାମ ଉପରେ ଏକ ସହମତି ହୋଇଛି । ବାଲେନ ଶାହ ଏବଂ ପୂର୍ବତନ ମୁଖ୍ୟ ବିଚାରପତି ସୁଶୀଳା କାର୍କିଙ୍କ ପ୍ରତ୍ୟାହାର ପରେ, ନେପାଳର ଜେନ-ଜେଡ ଆନ୍ଦୋଳନକାରୀମାନେ କୁଲମାନ!-->…
ମହାରାଷ୍ଟ୍ର ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିପି ରାଧାକ୍ରିଷ୍ଣନ, ଆସନ୍ତାକାଲି ଉପରାଷ୍ଟ୍ରପତି ଭାବେ ନେବେ ଶପଥ
ନୂଆଦିଲ୍ଲୀ : ମହାରାଷ୍ଟ୍ର ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିପି ରାଧାକ୍ରିଷ୍ଣନ । ଉପରାଷ୍ଟ୍ରପତି ନିର୍ବାଚନରେ ଜିତିବା ପରେ ରାଜ୍ୟପାଳ ପଦରୁ ଇସ୍ତଫା ଦେଇଛନ୍ତି । ସିପି ରାଧାକ୍ରିଷ୍ଣନ ଇସ୍ତଫା ଦେବା ପରେ ଗୁଜରାଟ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତଙ୍କୁ ମହାରାଷ୍ଟ୍ର ରାଜ୍ୟପାଳ!-->…
ଚିନ୍ତା ବଢ଼ାଉଛନ୍ତି ନେପାଳି କଏଦୀ, ଅନୁପ୍ରବେଶ ବେଳେ ୩୫ ଅଟକ, ସୀମାରେ ହାଇ ଆଲର୍ଟ
ନୂଆଦିଲ୍ଲୀ : ନେପାଳରୁ ଫେରାର ହୋଇଥିବା କଏଦୀ ଏବେ ଭାରତ ପାଇଁ ବିପଦ ସାଜିଛନ୍ତି । ଭାରତରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରି ଭାରତ ସୀମାରେ ଫେରାର ହୋଇଥିବା ୩୫ କଏଦୀ ଅଟକ । ଭାରତ-ନେପାଳ ସୀମାରୁ ୩୫ କଏଦୀଙ୍କୁ ଧରିଛି ସଶସ୍ତ୍ର ସୀମା ବଳ । ସୀମାନ୍ତ ଉତ୍ତର ପ୍ରଦେଶରୁ ସର୍ବାଧିକ ୨୨!-->…