ଆଉ ୫ ବିମାନ ବନ୍ଦରରେ ଫାଷ୍ଟ ଟ୍ରାକ୍ ଇମିଗ୍ରେସନକୁ ଭର୍ଚୁଆଲ୍ ମୋଡରେ ଉଦଘାଟନ କଲେ ଅମିତ ଶାହ

ନୂଆଦିଲ୍ଲୀ: କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହ ଆଜି ଆଉ ୫ଟି ବିମାନବନ୍ଦରରେ ଫାଷ୍ଟ ଟ୍ରାକ୍ ଇମିଗ୍ରେସନକୁ ଭର୍ଚୁଆଲ୍ ଭାବରେ ଉଦଘାଟନ କରିଛନ୍ତି । ଫାଷ୍ଟ ଟ୍ରାକ୍ ଇମିଗ୍ରେସନ – ଟ୍ରଷ୍ଟେଡ୍ ଟ୍ରାଭେଲର୍ ପ୍ରୋଗ୍ରାମ୍ (FTI-TTP) ଭାରତୀୟ ନାଗରିକ ଏବଂ ଭାରତୀୟ ନାଗରିକତା

ଇସ୍ରାଏଲୀ ବିମାନ ଆକ୍ରମଣ: ୩୫ ୟେମେନ ହାଉତି ନିହତ, ୧୩୦ ରୁ ଅଧିକ ଆହତ

ୟେମେନ: ବୁଧବାର ଦିନ ୟେମେନର ରାଜଧାନୀ ସାନାରେ ଇସ୍ରାଏଲୀ ସେନାର ବିମାନ ଆକ୍ରମଣ ହୋଇଥିଲା । ଏହି ଆକ୍ରମଣରେ ଅତି କମରେ ୩୫ ଜଣ ହାଉତିଙ୍କ ମୃତ୍ୟୁ ଘଟିଥିବାବେଳେ ୧୩୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଏହି ଆକ୍ରମଣ ହାଉତି ବିଦ୍ରୋହୀଙ୍କୁ ଟାର୍ଗେଟ କରି କରାଯାଇଥିଲା । ହାଉତି

ଟ୍ରମ୍ପଙ୍କ ସହଯୋଗୀ ଚାର୍ଲି କିର୍କଙ୍କୁ ହତ୍ୟା

ଟ୍ରମ୍ପଙ୍କ ସହଯୋଗୀ ଚାର୍ଲି କିର୍କଙ୍କୁ ହତ୍ୟା । ଟର୍ଣ୍ଣିଂ ପଏଣ୍ଟ USA ର ପ୍ରତିଷ୍ଠାତା ହେଉଛନ୍ତି ୩୧ ବର୍ଷୀୟ ଚାର୍ଲି କିର୍କ । ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଉତା ଭାଲି ବିଶ୍ବ ବିଦ୍ୟାଳୟରେ ଏକ କାର୍ଯ୍ୟକ୍ରମରେ ଭାଷଣ ଦେଲା ବେଳେ ତାଙ୍କ ଉପରେ ଗୁଳିମାଡ଼ ହୋଇଥିଲା । ଏକ ଧଳା

ନେପାଳରେ ଫସିଛନ୍ତି ଓଡ଼ିଶାର ପର୍ଯ୍ୟଟକ; ଟ୍ରାଭେଲ ଏଜେନ୍ସି ଫେରାର, ଉଦ୍ଧାର ପାଇଁ ଗୁହାରି

ଯାଜପୁର/ପଟ୍ଟାମୁଣ୍ଡାଇ: ନେପାଳରେ କଲଵଲ ଓଡ଼ିଆ । ଫସିଲେ ନେପାଳରେ ଭାରତ ଫେରିବା ପାଇଁ ନିବେଦନ କଲେ । କେଉଁଠି ବୁଲିବାକୁ ଯାଇ ହଟହଟା ହୋଇଛନ୍ତି ଓଡ଼ିଆ ପର୍ଯ୍ୟଟକ ତ ଆଉ କେଉଁଠି ଦିନ ମଜୁରିଆ ଫସି ରହିଲେଣି । ପର୍ଯ୍ୟଟକଙ୍କୁ ନେଇଥିବା ଟ୍ରାଭେଲ ଏଜେନ୍ସି ଫେରାର ହୋଇଯାଇଥିବା ବେଳେ

ବଣ୍ଡା ଘାଟି ଗସ୍ତ କଲେ ରାଜ୍ୟପାଳ, ସୀତାକୁଣ୍ଡ ଉନ୍ନତି ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ମାଲକାନଗିରି: ମାଲକାନଗିରି ଜିଲ୍ଲା ବଣ୍ଡା ଘାଟି ଗସ୍ତ କରିଛନ୍ତି ରାଜ୍ୟପାଳ ଡ଼ଃ ହରିବାବୁ କମ୍ଭମପତି । ବଣ୍ଡା ଘାଟିରେ ଥିବା ଆବାସିକ ଛାତ୍ରୀ ବିଦ୍ୟାଳୟ ଯାଇ ଛାତ୍ରୀମାନଙ୍କ ସହ ଆଲୋଚନା ପରେ ଛାତ୍ରୀମାନେ ରକ୍ତ ହୀନତା ଶିକାର ହେଉଥିବା ଏବଂ ଦୃଷ୍ଟି ଶକ୍ତିର ସମସ୍ୟା ଥିବା ଜାଣିବାକୁ

ଚଳିତ ମାସ ଶେଷରେ ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର : ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ । ଚଳିତ ମାସ ଶେଷରେ ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡ଼ିଶା ଆସିବା ପାଇଁ ଆମନ୍ତ୍ରଣ ଦିଆଯାଇଛି । କେଉଁ ତାରିଖରେ ଓଡ଼ିଶା ଆସିବେ ତାହା କିଛି ଦିନ ମଧ୍ୟରେ ସ୍ପଷ୍ଟ ହୋଇପାରେ । ସେପଟେ ମାସ ଶେଷ ଆଡ଼କୁ,

ପେଟ୍ରୋଲ୍‌ ଢାଳି ଯୁବକଙ୍କ ଆତ୍ମାହୂତି ଉଦ୍ୟମ: ଅବସ୍ଥା ଗୁରୁତର, ଏମ୍‌କେସିଜିରୁ ଏସ୍‌ସିବିକୁ ସ୍ଥାନାନ୍ତର

ବ୍ରହ୍ମପୁର: ପେଟ୍ରୋଲ୍‌ ଢାଳି ନିଜକୁ ଜାଳି ଦେଇଥିବା ଯୁବକଙ୍କ ଅବସ୍ଥା ସଙ୍କଟାପନ୍ନ । ସଙ୍କଟାପନ୍ନ ଅବସ୍ଥାରେ ଯୁବକ ଏମ୍‌କେସିଜିରୁ କଟକ ଏସ୍‌ସିବିକୁ ସ୍ଥାନାନ୍ତର କରାଯାଇଛି । ଯୁବକଙ୍କ ଶରୀରର ୮୦ ପ୍ରତିଶତ ପୋଡ଼ି ଯାଇଥିବା ସୂଚନା ମିଳିଛି । ଗତକାଲି ବଡ଼ବଜାର ଥାନା ମେଣ୍ଟୁ ଛକରେ

ରାଜ୍ୟରେ ସାରର କୌଣସି ଅଭାବ ନାହିଁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଲୋକସେବା ଭବନ ଠାରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ସାର ଯୋଗାଣ ସ୍ଥିତିର ସମୀକ୍ଷା କରି ସମସ୍ତ ଜିଲ୍ଲାରେ ଥିବା ପ୍ୟାକ୍ସ ଏବଂ ଲ୍ୟାମ୍ପ୍‌ସ ଜରିଆରେ ସାର ଆବଣ୍ଟନ କାର୍ଯ୍ୟକୁ ଠିକ ଭାବରେ ତଦାରଖ କରିବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତ ଜିଲ୍ଲାପାଳଙ୍କୁ କଡାକଡି

ବାଣୀବିହାରରେ ଅପରେସନ ଅଲଆଉଟ୍‍ ଆରମ୍ଭ

ଭୁବନେଶ୍ୱର: ଆଜିଠାରୁ ବାଣୀବିହାରରେ ଆରମ୍ଭ ହୋଇଛି ଅପରେସନ ଅଲଆଉଟ୍‍ । ଅନଧିକୃତ ଭାବେ ମାଡି ବସିଥିବା କ୍ୱାର୍ଟର୍ସକୁ ଖାଲି କରୁଛି ପ୍ରଶାସନ । ଷ୍ଟାପ୍‍ କ୍ୱାର୍ଟର୍ସ ଖାଲି କରିବାକୁ ପୂର୍ବରୁ ନୋଟିସ କରିଥିଲା ଉତ୍କଳ ବିଶ୍ୱବିଦ୍ୟାଳୟ । ଏହି ମହଲତ ଶେଷ ହେବା ପରେ ଆଜିଠୁ ଉଚ୍ଛେଦ

ଗଛରେ ପିଟିହେଲା ବାଇକ୍ , ଦୁଇ ମୃତ

ନରସିଂହପୁର  : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ୨ ମୃତ । କଟକ ଜିଲ୍ଲା ଜିଲିଣ୍ଡା ଥାନା ସରଧାପୁର ଠାରେ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍ । ଦୁଇ ଜଣଙ୍କ ମୃତ୍ୟୁ ଘଟିଚି । ମୃତକ ହେଲେ ସଞ୍ଜୟ ନାୟକ ଓ ମିଥୁନ ନାୟକ । ଘଟଣାସ୍ଥଳରେ ଜିଲିଣ୍ଡା ଥାନା ପୋଲିସ ପହଞ୍ଚି