ଭଦ୍ରକରେ ବ୍ୟାପୁଛି ଝାଡ଼ାବାନ୍ତି; ହୋଟେଲ ଓ ଜଳଖିଆ ଦୋକାନରେ ଚଢ଼ଉ

ଭଦ୍ରକ: ଯାଜପୁର ଜିଲ୍ଲା ପରେ ଏବେ ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ପରେ ଧାମନଗରରେ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି । ଏନେଇ ଭଦ୍ରକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ଭଦ୍ରକ ସହରରେ ଆରମ୍ଭ ହୋଇଛି ଚଢ଼ାଉ । ଭଦ୍ରକ ଉପ ଜିଲ୍ଲାପାଳଙ୍କ ନେତୃତ୍ୱରେ ସ୍ୱାସ୍ଥ୍ୟ ବିଭାଗ ଓ ପୌରପାଳିକା

ଇରାନରେ ଫସି ରହିଛନ୍ତି ଶହ ଶହ ଭାରତୀୟ ଛାତ୍ର

ତେହେରାନ: ଇରାନରେ ଇସ୍ରାଏଲର ବିମାନ ଆକ୍ରମଣ ମଧ୍ୟରେ ଶହ ଶହ ଭାରତୀୟ ଡାକ୍ତରୀ ଛାତ୍ରଙ୍କ ଜୀବନ ସଂକଟରେ ପଡ଼ିଯାଇଛି । ଜୀବନ ବଞ୍ଚାଇବା ପାଇଁ ସେମାନେ ସେମାନଙ୍କ ଆପାର୍ଟମେଣ୍ଟର ବେସମେଣ୍ଟରେ ଲୁଚି ରହିଛନ୍ତି। ଗୁଳି ଫୁଟିବାର ଶବ୍ଦ, ବୋମା ବିସ୍ଫୋରଣର ଶବ୍ଦ ମଧ୍ୟରେ ଛାତ୍ରମାନେ ଦିନରାତି ଭୟ

ବିମାନ ବନ୍ଦରରୁ ଜନତା ମୈଦାନ ଯାଏଁ ରୋଡ୍ ସୋରେ ଯିବେ ପିଏମ୍ ମୋଦୀ

ଭୁବନେଶ୍ଵର:   ଜୁନ୍ ୨୦ରେ ଦିନ ୩ଟା ୪୦ରେ ଭୁବନେଶ୍ଵରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବାୟୁସେନାର ସ୍ଵତନ୍ତ୍ର ବିମାନ ଯୋଗେ ଭୁବନେଶ୍ଵରରେ ପହଞ୍ଚିବା ନେଇ ସୂଚନା ରହିଛି। ଦିନ ୩ଟା ୪୫ରୁ ୪ଟା ୧୫ ଯାଏଁ ରୋଡ୍ ସୋ କାର୍ଯ୍ୟକ୍ରମ ଥିବାବେଳେ ବିମାନ ବନ୍ଦରରୁ ଜନତା ମୈଦାନ ଯାଏଁ

ରାଜ୍ୟସ୍ତରୀୟ ଦାସକାଠିଆ ସମାବେଶ ନିମନ୍ତେ ପ୍ରସ୍ତୁତି ବୈଠକ

ବ୍ରହ୍ମପୁର : କଳା ଓ କଳାକାର ହିତୈଷୀ ମହାମଞ୍ଚ "ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ"ର ଷଷ୍ଠ ବାର୍ଷିକୋତ୍ସବ ପାଳନ ଅବସରରେ ରାଜ୍ୟସ୍ତରୀୟ ଦାସକାଠିଆ ସମାବେଶ ଆୟୋଜନ ନେଇ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଗିରି ମାର୍କେଟ ଛକ ସ୍ଥିତ ପ୍ରକାଶମ୍ ହାଲ୍- ଆନ୍ଧ୍ର ଭାଷା ବିବର୍ଦ୍ଧନୀ ସମାଜମ୍

ବିକାଶ ମେଳା ଉପଲକ୍ଷେ ଜିଲ୍ଲା ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା

ନବରଙ୍ଗପୁର : ରାଜ୍ୟ ସରକାରଙ୍କ ମିଶନ୍‍ଶକ୍ତି ବିଭାଗର ନିର୍ଦ୍ଦେଶକ୍ରମେ ଓଡିଶାର ବିବିଧ ଓ ସମୃଦ୍ଧ ପାରମ୍ପରିକ ଖାଦ୍ୟର ପ୍ରଚାର ଓ ପ୍ରସାର ଲକ୍ଷ୍ୟରେ ନବରଙ୍ଗପୁର ଜିଲ୍ଲା ମିଶନ୍‍ଶକ୍ତି ବିଭାଗର ସହଯୋଗରେ ୧୪-୦୬-୨୦୨୫ ମଣ୍ଡେଇ ପଡିଆ ଠାରେ ଜିଲ୍ଲା ସ୍ତରୀୟ ବିକାଶ ମେଳା ଉପଲକ୍ଷେ ସୁଭଦ୍ରା

ଧାମନଗରକୁ ଡେଇଁଲା ଝାଡ଼ାବାନ୍ତି, ଦୁଇ ଦିନରେ ୧୦ ଜଣ ଆକ୍ରାନ୍ତ

ଭଦ୍ରକ: ଭଣ୍ଡାରିପୋଖରୀ ପରେ ଧାମନଗରକୁ ଡେଇଁଲା ଝାଡ଼ାବାନ୍ତି। ଦୁଇ ଦିନରେ ୧୦ ଜଣ ଆକ୍ରାନ୍ତ ହସ୍ପିଟାଲ୍‌ରେ ଚିକିତ୍ସିତ। ଧାମନଗର, ଭଗବାନପୁର, ଖଡ଼ିପଦା ଅଞ୍ଚଳରେ ଝାଡ଼ାବାନ୍ତି ବ୍ୟାପିଛି। ଏନେଇ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଅବଗତ କରାଯାଇଛି। ସୂଚନା ଥାଉକି ଯାଜପୁର ଓ କେନ୍ଦୁଝର

ଦୋକାନ ଘରଭିତରୁ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର, ସୁଇସାଇଡ୍‌ ନୋଟ୍ ଜବତ କଲା ପୁଲିସ

ବାଲିଗୁଡ଼ା : ଦୋକାନ ଘର ଭିତରୁ ମିଳିଲା ବ୍ୟବସାୟୀଙ୍କ ମୃତଦେହ । ଘରେ କେହି ନଥିବା ବେଳେ ମାନସିକ ଭାରସାମ୍ୟ ହରାଇ ବ୍ୟବସାୟୀ ଜଣକ ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ମୃତକ ହେଉଛନ୍ତି ପାବୁରିଆ ଗାଁର ବ୍ୟବସାୟୀ ଶିବାନନ୍ଦ ଦାସ । କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ

ନବରଙ୍ଗପୁରଠାରେ ଶିଶୁଶ୍ରମିକ ନିରାକରଣ ସଚେତନତା ନିମନ୍ତେ ଶୋଭାଯାତ୍ରା

ନବରଙ୍ଗପୁର : ସମସ୍ତ ପ୍ରକାର ବୃତ୍ତି ଓ କାର୍ଯ୍ୟରେ ଶିଶୁ ଶ୍ରମିକ ନିରାକରଣ କରିବାପାଇଁ ଏକ ୧୫ ଦିନିଆ ସଚେତନତା କାର୍ଯ୍ୟକ୍ରମ ଉପଲକ୍ଷେ ଆଜି ଏକ ଶିଶୁ ଶ୍ରମିକ ନିରାକରଣ ସଚେତନତା ପଦଯାତ୍ରାକୁ ଅତିରିକ୍ତ ଜିଲ୍ଲାପାଳ ( ରେଭିନୁ) ବିଶ୍ବଜିତ ବର୍ମନ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି

“ଲେଟସ୍ ୱାକ୍ ଟୁଗେଦର୍” ସମାଜସେବୀ ଅନୁଷ୍ଠାନ ଆନୁକୂଲ୍ୟରେ ରଜ ମହୋତ୍ସବ ଓ ସମ୍ବର୍ଦ୍ଧନା ସମାରୋହ ଆୟୋଜିତ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାର ଅଗ୍ରଣୀ ସମାଜ ସେବୀ ଅନୁଷ୍ଠାନ "ଲେଟସ୍ ୱାକ୍ ଟୁଗେଦର୍" ଆନୁକୂଲ୍ୟରେ ସ୍ଥାନୀୟ ସୌରା ସାହି କଲ୍ୟାଣ ମଣ୍ଡପ ରେ ଦିବସ ବ୍ୟାପୀ ରଜ ଉତ୍ସବ, ସାଂସ୍କୃତିକ କାର୍ଯ୍ୟକ୍ରମ, ସଂଗୀତ ବିଚିତ୍ରା, ସାହିତ୍ୟ ଆଲୋଚନା ଓ କବିତା ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡିଶା ଭିଜନ ୨୦୩୬ ଓ ୨୦୪୭ ଜିଲ୍ଲାସ୍ତରୀୟ ପରାମର୍ଶ କର୍ମଶାଳା ଅନୁଷ୍ଠିତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦର ମହକୁମାର ଡିଆରଡିଏ କାର୍ଯ୍ୟଳୟରେ ଓଡିଶା ଭିଜନ ୨୦୩୬ ଓ ୨୦୪୭ ଜିଲ୍ଲା ସ୍ତରୀୟ ପରାମର୍ଶ କାର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଉପସ୍ଥିତ ରହିଥିବା ବେଳେ ସମ୍ମାନିତ ଅତିଥି ଭାବେ