Sign in
Sign in
Recover your password.
A password will be e-mailed to you.
ରେଭେନ୍ସା କଲିଜିଏଟ ସ୍କୁଲର ବାର୍ଷିକ ପୁରସ୍କାର ବିତରଣ ଉତ୍ସବରେ ଯୋଗ ଦେଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
କଟକ : ଅନୁଷ୍ଠିତ ହୋଇ ଯାଇଛି କଟକ ରେଭେନ୍ସା କଲିଜିଏଟ ସ୍କୁଲର ୧୭୫ ତମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିବା ବେଳେ, ମୁଖ୍ୟ ବକ୍ତା ଭାବରେ ସାଂସଦ ଭର୍ତ୍ତୃହରି ମହତାବ ଯୋଗ ଦେଇଥିଲେ । !-->…
ସହରରେ ବୁଲିଲା ଦନ୍ତା ହାତୀ, ଭୟଭୀତ ଲୋକେ : ଜଙ୍ଗଲ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ପଡୁ…
ବାଲିଗୁଡା :କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ଅଞ୍ଚଳର ଜଙ୍ଗଲ ନିକଟ ବର୍ତ୍ତି ଗାଁ ଗୁଡ଼ିକରେ ଉପଦ୍ରବ କରି ୩ ମଣିଷ,୧୦ରୁ ଉର୍ଦ୍ଧ୍ୱ ଗାଈ ମାରିଥିବାବେଳେ ୨୨ ତାରିଖ ପ୍ରାୟ ରାତି ୨ଟା ହେବ ସ୍ଥାନୀୟ ଧବଳେଶ୍ୱର ମନ୍ଦିରର ନିକଟରେ କିଛି ଖାଇବା ସହ ଗଛ, ପାଚେରୀ!-->…
ଟାଟା ପାୱାର ର ମନମାନି ଯୋଗୁଁ ଗ୍ରାହକ ହନ୍ତସନ୍ତ…..!
ବାବୁ ମାନଙ୍କ ବିନା ମର୍ଜିରେ ପତ୍ର ହଲୁନି…..!ବ୍ରହ୍ମପୁର: ଆସିକା ଅଞ୍ଚଳରେ ବିଦ୍ୟୁତ ଉପ ଭକ୍ତଙ୍କ ସାଧାରଣ ଅଭିଯୋଗ ଶୁଣିବାକୁ ବାବୁ ମାନେ ନାରାଜ। ବିଦ୍ୟୁତ ସମସ୍ୟା ରେ ସାମନ୍ୟ ତ୍ରୁଟି ଥିଲେ ଅଭିଯୋଗ କରିବାକୁ ଗଲେ ଦାୟିତ୍ୱ ରେ ଥିବା ବାବୁ ମାନେ ବିଭିନ୍ନ ଆଳ ଦେଖାଇ ଡକ୍ୟୁମେଣ୍ଟ ଭୁଲ!-->…
ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟାକାଣ୍ଡ; ୧୭ ବର୍ଷ ପରେ ମଧ୍ୟ ସାର୍ବଜନୀନ ହେଉନି ତଦନ୍ତ ରିପୋର୍ଟ…
କନ୍ଧମାଳ, ତା, ୨୩/୦୮ : ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟାକାଣ୍ଡକୁ ୧୭ବର୍ଷ ପୂରଣ ହୋଇଛି। ୨୦୦୮, ଅଗଷ୍ଟ ୨୩ରେ ଜନ୍ମାଷ୍ଟମୀ ଉତ୍ସବ ପାଳନ ପାଇଁ ସ୍ୱାମୀଜୀ କନ୍ଧମାଳର ଜଳେଶପଟା ଆଶ୍ରମକୁ ଯାଇଥିବା ସମୟରେ ପ୍ରାୟ ୪୦ରୁ ଅଧିକ ଆତତାୟୀ ଗୁଳି ବର୍ଷଣ କରିବା ଫଳରେ ସ୍ବାମୀଜୀଙ୍କ ସମେତ!-->…
ମହାରାଷ୍ଟ୍ରରେ ଅଘଟଣ: ଫାର୍ମାସିଟ୍ୟୁକାଲ କମ୍ପାନୀରୁ ଗ୍ୟାସ୍ ଲିକ୍, ୪ ମୃତ, ୨ ଗୁରୁତର
ମହାରାଷ୍ଟ୍ର : ମହାରାଷ୍ଟ୍ର ପାଲଘରର ତାରାପୁର-ବୋଇସର ଶିଳ୍ପାଞ୍ଚଳରେ ଥିବା ଏକ ଫାର୍ମାସିଟ୍ୟୁକାଲ କମ୍ପାନୀରେ ଅଘଟଣ । ଗ୍ୟାସ୍ ଲିକ୍ ହୋଇ ଜଣଙ୍କର ୪ମୃତ୍ୟୁ ହୋଇଛି । ତାରାପୁର-ବୋଇସର ଶିଳ୍ପାଞ୍ଚଳରେ ଥିବା ଏକ ଫାର୍ମାସିଟ୍ୟୁକାଲ କମ୍ପାନୀରୁ ଲିକ୍ ହୋଇଥିବା ନାଇଟ୍ରୋଜେନ ଗ୍ୟାସ୍!-->…
କୁକୁରଙ୍କୁ ନେଇ ସୁପ୍ରିମ ରାୟ: ବନ୍ଧ୍ୟାକରଣ କରି ଛାଡିଦିଆଯିବ, ନିର୍ଦ୍ଦିଷ୍ଟ ସ୍ଥାନରେ ବୁଲା କୁକୁରଙ୍କୁ ଖାଇବାକୁ…
ନୂଆଦିଲ୍ଲୀ : କୁକୁର ପ୍ରେମୀଙ୍କ ପାଇଁ ଖୁସି ଖବର । ଶୁକ୍ରବାର ସୁପ୍ରିମକୋର୍ଟ ବୁଲା କୁକୁରମାନଙ୍କୁ ନେଇ ରାୟ ଶୁଣାଇଛନ୍ତି । ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ, ଆଶ୍ରୟ ଗୃହକୁ ପଠା ଯାଇଥିବା କୁକରମାନଙ୍କୁ ଛାଡ଼ି ଦିଆଯିବ । ବନ୍ଧ୍ୟାକରଣ ଓ ଟୀକାକରଣ ପରେ କୁକୁରମାନଙ୍କୁ ମୁକ୍ତ କରାଯିବ!-->…
ସଂସଦ ସୁରକ୍ଷାରେ ତ୍ରୁଟି, ଗଛ ଉପରେ ଚଢି ପାଚେରୀ ଡେଇଁ ସଂସଦ ଭିତରକୁ ପଶିଥିଲା ଯୁବକ
ନୂଆଦିଲ୍ଲୀ : ସଂସଦ ସୁରକ୍ଷାରେ ସାଂଘାତିକ ତ୍ରୁଟି । ନୂଆ ସଂସଦ ଭବନ ଭିତରକୁ ଜଣେ ଦୁର୍ବୃତ୍ତ ପଶିବାକୁ ଉଦ୍ୟମ କରିଛି । ଗଛ ଉପରେ ଚଢି ପାଚେରୀ ଡେଇଁ ସଂସଦ ଭିତରକୁ ପଶିଥିଲା ଯୁବକ । ପାର୍ଲାମେଣ୍ଟ ବିଲଡିଂର ଗରୁଡ଼ ଗେଟ୍ ନିକଟରେ ପହଞ୍ଚିଯାଇଥିଲା ଅନୁପ୍ରବେଶକାରୀ । ହେଲେ ତାଙ୍କୁ!-->…
ସର୍ତ୍ତରେ ରାଜି ନହେଲେ ଧ୍ବଂସ କରିଦିଆଯିବ: ହମାସକୁ ଇସ୍ରାଏଲର ବଡ଼ ଧମକ
ଥମୁନି ଇସ୍ରାଏଲ-ହମାସ ଯୁଦ୍ଧ । ହମାସକୁ ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀଙ୍କ ବଡ଼ ଧମକ । ଇସ୍ରାଏଲର ସର୍ତ୍ତରେ ଯଦି ହମାସ ରାଜି ନହୁଏ ତେବେ ଗାଜାକୁ ଧ୍ବଂସ କରିଦିଆଯିବ ବୋଲି କାଟଜ୍ କହିଛନ୍ତି । ଯାହାର ଚେତାବନୀ ପ୍ରତିରକ୍ଷା ମନ୍ତ୍ରୀ କାଟ୍ଜ ସୋସିଆଲ ମିଡିଆର X ପ୍ଲାଟଫର୍ମରେ ଦେଇଛନ୍ତି ।!-->…
ଅଗଷ୍ଟ କ୍ରାନ୍ତି ସ୍ମାରକୀ ରଥ ଓ ସ୍ୱାଧୀନତା ପାଇଁ ସହୀଦ ସଂଗ୍ରାମୀଙ୍କ ଦାୟଦଙ୍କୁ ସମ୍ବର୍ଦ୍ଧନା
ମାଲକାନଗିରି, ୨୨।୮ ମାଲକାନଗିରି ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ରେ ନେତାଜି ସୁବାଷବୋଷ ଟାଉନ କ୍ଳବ ପକ୍ଷରୁ ଅଗଷ୍ଟ କ୍ରାନ୍ତି ସ୍ମାରକୀ ରଥ ଓ ସହୀଦ ସ୍ୱାଧୀନତା ସଂଗ୍ରାମୀଙ୍କ ଦାୟଦଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ମାଥିଲି ଗୁଳିକାଣ୍ଡ ଦିବସରେ ସୁଦୂର ଭଦ୍ରକ ଜିଲ୍ଲା ସହିଦ!-->…
ନୟାଗଡ଼ ଜିଲ୍ଲା କଂଗ୍ରେସ କମିଟି ସାଙ୍ଗଠନିକ ବୈଠକ
ନୟାଗଡ଼: ନୟାଗଡ଼ ଜିଲ୍ଲା କଂଗ୍ରେସ କମିଟି ସଭାପତି ସତ୍ୟବ୍ରତ ନାୟକଙ୍କ ଅଧ୍ୟକ୍ଷତାରେ ଓଡ଼ଗାଁ ପୂର୍ତ୍ତ ବିଭାଗ ଡ଼ାକବଙ୍ଗଳାରେ ଜିଲ୍ଲା କଂଗ୍ରେସ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ଓଡ଼ିଶା କଂଗ୍ରେସ ପ୍ରଦେଶ ପର୍ଯ୍ୟବେକ୍ଷକ ଅଖିଳ ଭାରତ କଂଗ୍ରେସ କମିଟି କିଷାନ କଂଗ୍ରେସର!-->…