Sign in
Sign in
Recover your password.
A password will be e-mailed to you.
ଆସିକା ପୋଲିସ ଦ୍ୱାରା ଜୁଆ ଆଡ୍ଡା ଉପରେ ଚଢ଼ାଉ ୮ ଜୁଆଡ଼ି ଗିରଫ ଟଙ୍କା ଜବତ….!
ବ୍ରହ୍ମପୁର : ପାର୍ବଣ ଋତୁ ପୂର୍ବରୁ ଗାଁ ରୁ ସହର ପର୍ଯ୍ୟନ୍ତ ପରମ୍ପରା କୁ ଆଳ କରି ଜୁଆ ଖେଳ ଆରମ୍ଭ ହେଲାଣି। ଆଜି ଆସିକା ପୋଲିସ ପକ୍ଷରୁ ବାଲିଛାଇ ଗ୍ରାମରେ ଏକ ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରିଥିଲେ। ୮ ଜଣ ଜୁଆଡ଼ିଙ୍କୁ ଗିରଫ କରାଯିବା ସହ ୨୦ ହଜାର ୬୦୦ ଟଙ୍କା, ମୋବାଇଲ ୪ ଟି ଓ ତାସ!-->…
ହୀରାକୁଦର ୪ ଗେଟ୍ ଖୋଲିଲା
ସମ୍ବଲପୁର: ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରରେ ବୃଦ୍ଧି ପାଉଥିବା ଜଳସ୍ତରକୁ ନିୟନ୍ତ୍ରଣ କରିବା ପାଇଁ ଶନିବାର ୪ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇଛି।
ଅଧିକାରୀମାନେ କହିଛନ୍ତି ଯେ ନିଷ୍କାସନର ପ୍ରଥମ ପର୍ଯ୍ୟାୟରେ ଡ୍ୟାମର ବାମ ପାର୍ଶ୍ୱରେ ତିନୋଟି ଏବଂ ଡାହାଣ!-->!-->!-->…
ସୀତା ନଦୀ ପୋଲ ଉପରେ ୩ ଫୁଟ ଉଚ୍ଚର ବର୍ଷା ଜଳ; ଅନେକ ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ
କେନ୍ଦୁଝର:ଗତକାଲିଠାରୁ ପ୍ରବଳ ବର୍ଷା ଫଳରେ ଫୁଲୁଛି ନଦୀ ନାଳ। କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅଞ୍ଚଳରେ ଲଘୁଚାପ ଜନିତ ଲଗାଣ ବର୍ଷା ଜାରି ରହିଛି । ଫଳରେ ପାଟଣା ବ୍ଲକ ନୂଆପଡ଼ା ସୀତା ନଦୀର ପୋଲ ଉପରେ ୩ ଫୁଟ ଉଚ୍ଚର ବର୍ଷା ଜଳ ପ୍ରବାହିତ ହେଉଛି । ଯାହାଦ୍ବାରା ପାଟଣା ବ୍ଲକ ଚୀନା ମାଳି!-->…
ବୁଲା କୁକୁର ଗଣିବେ ସରକାର: ସୂଚନା ଦେଲେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ
ଭୁବେନଶ୍ବର: ରାଜ୍ୟରେ ବୁଲା କୁକୁରଙ୍କ ଗଣତି କରାଯିବ । ବୁଲା କୁକୁରମାନଙ୍କର ଗଣନା କରିବେ ରାଜ୍ୟ ସରକାର। ଏନେଇ ଆଜି ସୂଚନା ଦେଇଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ବୁଲା କୁକୁରଙ୍କ ଗଣନା, ବନ୍ଧ୍ୟାକରଣ ଏବଂ ଟୀକାକରଣ କରାଯିବ । ଏବେ ରାଜ୍ୟରେ ୭ଲକ୍ଷ ବୁଲା!-->…
ଡୁଡୁମା ଜଳପ୍ରପାତରେ ଭାସିଗଲେ ୟୁଟ୍ୟୁବର
କୋରାପୁଟ: କୋରାପୁଟ ଜିଲାର ଡୁଡୁମା ଜଳପ୍ରପାତରେ ଖସିପଡ଼ି ଜଣେ ୟୁଟ୍ୟୁବର ନିଖୋଜ ହୋଇଯାଇଛନ୍ତି। ସେ ହେଲେ ଗଞ୍ଜାମ ଜିଲା ବ୍ରହ୍ମପୁର ଅଞ୍ଚଳର ସାଗର ଟୁଡୁ। ଶନିବାର ସାଗର ଜଳପ୍ରପାତ ବୁଲିବାକୁ ଯାଇଥିବା ସମୟରେ ମନୋରମ ଦୃଶ୍ୟର ଭିଡିଓ ଉତ୍ତୋଳନ କରୁଥିଲେ। ଏହି ସମୟରେ ଡ୍ୟାମରୁ ଜଳ ନିଷ୍କାସନ!-->…
କାହିଁକି ଦିଆଗଲାନି ମଧ୍ୟାହ୍ନ ଭୋଜନ, ବୌଦ୍ଧ ଜିଲ୍ଲାର ୫୬ ସ୍କୁଲକୁ କାରଣ ଦର୍ଶାଅ ନୋଟିସ ଜାରି
ବୌଦ୍ଧ: ସ୍ଵାଧୀନତା ଦିବସରେ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ନ ଦେବା ସ୍କୁଲ କର୍ତ୍ତୃପକ୍ଷଙ୍କୁ ପଡିଛି ମହଙ୍ଗା । ବୌଦ୍ଧ ଜିଲ୍ଲାରେ ୫୬ଟି ବିଦ୍ୟାଳୟକୁ ଜାରିହେଲା କାରଣ ଦର୍ଶାଅ ନୋଟିସ । ଜିଲ୍ଲାର ତିନୋଟି ବ୍ଲକର ଶିକ୍ଷା ଅଧିକାରୀଙ୍କୁ ନୋଟିସ ଜାରି କଲେ ଜିଲ୍ଲା ଶିକ୍ଷାଅଧିକାରୀ!-->…
ଭୁବନେଶ୍ବର ଏୟାରପୋର୍ଟରୁ ୪ କୋଟିର ମାରିଜୁଆନା ଜବତ, ପ୍ରେମୀ ଯୁଗଳ ଅଟକ
ଭୁବନେଶ୍ୱର : ୪ କୋଟିର ମାରିଜୁଆନା ଜବତ। ଭୁବନେଶ୍ବର ବିମାନବନ୍ଦରରୁ ମାରିଜୁଆନା ଜବତ କଲା DRI। ପ୍ରେମୀ ଯୁଗଳ ଚାଲାଣ କରୁଥିଲେ। ବ୍ୟାଙ୍କକରୁ ଭୁବନେଶ୍ବର ଆସିଲାବେଳେ କଷ୍ଟମ ବିଭାଗ ପ୍ରେମୀଯୁଗଳଙ୍କୁ ଅଟକ ରଖିଛି। ମାମଲାରେ ଜଣେ ପୁରୁଷ ଓ ଜଣେ ମହିଳାଙ୍କୁ ଅଟକ ରଖି ପଚରାଉଚରା!-->…
ନବୀନଙ୍କୁ ଭେଟି ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ତାଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ମୁଖ୍ୟମନ୍ତ୍ରୀ । କେବଳ ମୁଖ୍ୟମନ୍ତ୍ରୀ ନୁହଁନ୍ତି ସୂଚନା ମୁତାବକ ଆଜି ଅନେକ ନେତା ନବୀନ ପଟ୍ଟନାୟକଙ୍କୁ ଭେଟି ପାରନ୍ତି!-->…
ଶ୍ରୀମନ୍ଦିର ପରିସରରେ ହେବ ସ୍ତନ୍ୟପାନ ଗୃହ, ମନ୍ଦିର ପ୍ରଶାସନର ସୂଚନା
ପୁରୀ : ଶ୍ରୀମନ୍ଦିର ପରିସରରେ ହେବ ଶିଶୁ ତଥା ମା’ ମାନଙ୍କ ସକାଶେ ଏହା ସ୍ତନ୍ୟପାନ ଗୃହ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି । ଶ୍ରୀମନ୍ଦିରକୁ ପ୍ରତିଦିନ ବହୁ ସଂଖ୍ୟକ ଭକ୍ତ ଓ ଶ୍ରଦ୍ଧାଳୁ ଆସୁଥିବା ବେଳେ ଅନେକ ମା’ ନିଜ ଛୋଟ ଶିଶୁଙ୍କୁ ନେଇ!-->…
ଗାଁରେ ବୁଲୁଛି ଅଜଣା ଜନ୍ତୁ, ଚିହ୍ନଟ କରି ସ୍ତାନାନ୍ତର କରିବା ପାଇଁ ଗ୍ରାମବାସୀଙ୍କ ଦାବି
କାମାକ୍ଷାନଗର : ଗାଁ ରେ ଖେଳିଯାଇଛି କୋକୁଆ ଭୟ । ସନ୍ଧ୍ୟା ହେଲେ ପଡ଼ୁଛି ତାଟି କବାଟ । କାହିଁକି ନା ଗାଁରେ ବୁଲୁଛି ଅଜଣାଜନ୍ତୁ । ଯିଏ ଦେଖୁଛି ସେ ହତବାକ ହୋଇ ରହିଯାଉଛି । ଏ ଜନ୍ତୁଟି କିଏ ବୋଲି ତାକୁ ଚିହ୍ନିବା କଷ୍ଟକର? ଅଜଣା ଜନ୍ତୁକୁ ଦେଖି ପୁରା ଗାଁ ଛାନିଆ ।
!-->!-->!-->…