Sign in
Sign in
Recover your password.
A password will be e-mailed to you.
ସବୁ ଥାନାରୁ ହଟିବ ଜବତ ଅଚଳ ଗାଡି
ଭୁବନେଶ୍ୱର : ସବୁ ଥାନାରୁ ଜବତ, ଅବ୍ୟହୃତ ଓ ଅଚଳ ଗାଡ଼ି ହଟିବ । ଏନେଇ ଭୁବନେଶ୍ୱର ମହାନଗର ନିଗମ ମେୟର ସୁଲୋଚନା ଦାସ ସୂଚନା ଦେଇଛନ୍ତି । ଜବତ ଗାଡ଼ି ପଡ଼ି ରହିବା ଯୋଗୁ ସହରର ସୌନ୍ଦର୍ଯ୍ୟ ନଷ୍ଟ ହେଉଛି । ଗାଡ଼ି ହଟିଲେ ଜାଗା ସଫା ହେବା ସହ ରାଜସ୍ବ ବଢିବ ବୋଲି ସୁଲୋଚନା କହିଛନ୍ତି ।!-->…
ଜଗନ୍ନାଥବଲ୍ଲଭ ବହୁତଳ ପାର୍କିଂରୁ ଖସିଲା ବୋଲେରୋ, ଡ୍ରାଇଭର ଅବସ୍ଥା ସଙ୍କଟାପନ୍ନ
ପୁରୀ : ଜଗନ୍ନାଥବଲ୍ଲଭ ବହୁତଳ ପାର୍କିଂରୁ ଖସିଲା ବୋଲେରୋ । ପୁରୀ ଜଗନ୍ନାଥବଲ୍ଲଭ ମଲ୍ଟି ଲେବଲ୍ ପାର୍କିଂରୁ ତଳକୁ ଖସି ପଡ଼ିଛି ବୋଲେରୋ । ଦୁର୍ଘଟଣାରେ ଗାଡ଼ି ଡ୍ରାଇଭର ଗୁରୁତର ହୋଇଛନ୍ତି । ଭାଗ୍ୟବଶତଃ ଗାଡ଼ିରେ କୌଣସି ଯାତ୍ରୀ ନଥିଲେ । ଉପରମହଲାରୁ ତଳକୁ ଖସି ପଡ଼ିଥିଲା ବୋଲେରୋ । ଆହତ!-->…
ରାସ୍ତା ଅବସ୍ଥା ଖରାପ: ଚାଲି ଚାଲି ଆମ୍ଭୁଲାନ୍ସ ନିକଟକୁ ଗଲେ ଗର୍ଭବତୀ
ଘଟଗାଁ: ଗାଁକୁ ଭଲ ରାସ୍ତା ନଥିବାରୁ ଚାଲି ଚାଲି ଆମ୍ବୁଲାନ୍ସ ନିକଟକୁ ଗଲେ ଗର୍ଭବତୀ ମହିଳା । ଆଣ୍ଠୁଏ ଆଣ୍ଠୁଏ ପାଣି ଭିତରେ ପଶି ବହୁ କଷ୍ଟରେ ଯାଉଛନ୍ତି । ସାଙ୍ଗରେ ଥିବା ସମ୍ପର୍କୀୟମାନେ ମହିଳାଙ୍କୁ ଧରି ନାଳ ପାର୍ ହେଉଥାନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା!-->…
ଧୋଇଗଲା ସୁଡଙ୍ଗ ନଡ଼ସାହି ପୋଲ, ଲୋକେ ଜଳବନ୍ଦୀ
ବାଂଶପାଳ : ଧୋଇଗଲା ପୋଲ । ଅନ୍ୟ ଉପାୟ ନପାଇ ବାଇକ୍ କୁ ହାତରେ ଉଠାଇ ନାଳ ପାର୍ କଲେ ଲୋକେ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ସୀମାନ୍ତ ବାଂଶପାଳ ବ୍ଲକ ନୟାକୋଟ ପଞ୍ଚାୟତ ସୁଡଙ୍ଗ ନଡ଼ସାହି ରାସ୍ତାରେ । ଝିରିପାଣି ନାଳ ଉପର ପୋଲ ବନ୍ୟା ପାଣିରେ ଭାସିଯାଇଥିବାରୁ ଅନ୍ୟ!-->…
ନନ୍ଦନକାନନରେ ଧଳା ବାଘ ଛୁଆର ମୃତ୍ୟୁ, ଜନ୍ମ ପରେ ଅଢ଼େଇ ମାସ ହେବ ଅସୁସ୍ଥ ଥିଲା
ବାରଙ୍ଗ : ପ୍ରାଣୀଉଦ୍ୟାନ ନନ୍ଦନକାନନରେ ଧଳା ବାଘ ଛୁଆର ମୃତ୍ୟୁ ଘଟିଛି । ବାଘ ଛୁଆର ମୃତ୍ୟୁ ପରେ ନନ୍ଦନକାନନରେ ବାଘ ସଂଖ୍ୟା ୨୮ କୁ ହ୍ରାସ ପାଇଛି । ଧଳା ବାଘୁଣୀ ମୌସୁମୀ ଏବଂ ସାଧାରଣ ରଙ୍ଗର ବାଘ ରାଜେଶ ସହ ମିଳନରୁ ଗତ ଜୁନ ୭ ତାରିଖରେ ଦୁଇଟି ଶାବକ ଜନ୍ମ!-->…
ବ୍ଲକ୍ ସ୍ତରୀୟ ସଂସ୍କୃତ ଶିକ୍ଷକସଂଘ ପକ୍ଷରୁ ସଂସ୍କୃତ ଦିବସ ସମାରୋହ ପାଳିତ
ବାଲିଗୁଡା, ତା, ୨୪/୦୮ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ଅନ୍ତର୍ଗତ ବାରଖମା ସରକାରୀ ଉଚ୍ଚ ବିଦ୍ୟାଳୟରେ ବ୍ଲକ୍ ସ୍ତରୀୟ ସଂସ୍କୃତ ଶିକ୍ଷକ ସଂଘ ପକ୍ଷରୁ ସଂସ୍କୃତ ଦିବସ ସମାରୋହ-୨୦୨୫ ଆନନ୍ଦ ଉଲ୍ଲାସର ସହ ପାଳନ ହୋଇଯାଇଛି । ଏହି ଅବସରରେ ସମ୍ମାନୀତ ଅତିଥି ଭାବେ ବାରଖମା ଉଚ୍ଚ!-->…
ଦ୍ୱାଦଶ କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ୍ ଛାୟା ଜାତିସଂଘ ଉଦ୍ଯାପିତ, ରାଜ୍ୟପାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ
ଭୁବନେଶ୍ୱର : କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ୍ ଛାୟା ଜାତିସଂଘ (ମୁନ୍)ର ଦ୍ୱାଦଶ ସଂସ୍କରଣ ରବିବାର ଉଦ୍ଯାପିତ ହୋଇଯାଇଛି । ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶା ରାଜ୍ୟପାଳ ଡ. ହରି ବାବୁ କମ୍ଭମପତି କହିଲେ, ଆଜିର ବିଶ୍ୱରେ ସ୍ଥିରତା ସଙ୍କଟ ଦେଖା!-->…
ଦୋକାନରେ ପଶିଗଲା ମିନିଟ୍ରକ, ଅଳ୍ପକେ ବର୍ତ୍ତିଲେ ଦୋକାନୀ
ଆଠଗଡ଼ : ଦ୍ରୁତଗତିରେ ଆସି ଦୋକାନରେ ପଶିଗଲା ମିନିଟ୍ରକ । ଅଳ୍ପକେ ବର୍ତ୍ତିଲେ ଦୋକାନୀ ଓ ମିନିଟ୍ରକ ଚାଳକ। ଆଠଗଡ଼ର ତିଗିରିଆ ଥାନା ବିନ୍ଧାଣୀମା ହାଟ ଛକରେ ଦୋକାନ ଭିତରେ ପଶିଗଲା ପିକ ଅପ ଭ୍ୟାନ। ଦ୍ରୁତ ଗତିରେ ଆସୁଥିବା ଏକ ପିକ୍ ଅପ୍ ଭ୍ଯାନ ଚାଳକ ଭାରସ୍ୟାମ ହରାଇବାରୁ ରାସ୍ତା କଡ଼ରେ!-->…
ଶୁଳ୍କ ଯୁଦ୍ଧ ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ବଡ଼ ନିଷ୍ପତ୍ତି: ସର୍ଗିଓ ଗୋର୍ ହେଲେ ଭାରତରେ…
ନୂଆଦିଲ୍ଲୀ: ଭାରତ ସହିତ ଶୁଳ୍କ ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଟ୍ରମ୍ପ ତାଙ୍କର ଜଣେ ବିଶ୍ୱସ୍ତ ସର୍ଗିଓ ଗୋରଙ୍କୁ ଭାରତରେ ପରବର୍ତ୍ତୀ ଆମେରିକୀୟ ରାଷ୍ଟ୍ରଦୂତ ଭାବରେ ନିଯୁକ୍ତ କରିଛନ୍ତି। ଏହା ସହିତ, ଗୋର୍ଙ୍କୁ ଦକ୍ଷିଣ ଏବଂ!-->…
ଆମେରିକାର ସାମଗ୍ରୀ ଉପରୁ ପ୍ରତିଶୋଧମୂଳକ ଶୁଳ୍କ ହଟାଇବ କାନାଡା
ନୂଆଦିଲ୍ଲୀ: କାନାଡା ସେପ୍ଟେମ୍ବର ୧ ତାରିଖରୁ ଅଧିକାଂଶ ଆମେରିକୀୟ ସାମଗ୍ରୀ ଉପରେ ପ୍ରତିଶୋଧମୂଳକ ଶୁଳ୍କ ହଟାଇବ। ଯଦିଓ ଷ୍ଟିଲ୍, ଆଲୁମିନିୟମ ଏବଂ ଅଟୋମୋବାଇଲ୍ ଉପରେ ଶୁଳ୍କ ସମାନ ରହିବ।
ନିକଟରେ କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ!-->!-->!-->…