ପୂଜା ପ୍ରସ୍ତୁତି ବୈଠକ: NOC ନନେଲେ ମଣ୍ଡପକୁ ମିଳିବନି ପୂଜା ଆୟୋଜନ ଅନୁମତି

କଟକ: କଟକରେ ଏନଓସି ନନେଲେ ମିଳିବନି ପୂଜା ମଣ୍ଡପକୁ ଆୟୋଜନ ଅନୁମତି । ପ୍ରଶାସନର ପୂଜା ପ୍ରସ୍ତୁତି ବୈଠକରେ ଜିଲ୍ଲାପାଳଙ୍କ ସୂଚନା ଦେଇଛନ୍ତି । କଟକରେ ମୋଟ ୧୫୭ଟି ପୂଜା ମଣ୍ଡପ ରହିଛି । କେବଳ ୧୧୭ଟି ପୂଜାମଣ୍ଡପ NOC ପାଇଁ ଆବେଦନ କରିଛନ୍ତି । ୪୦ଟି ମଣ୍ଡପ NOC ପାଇଁ ଆବେଦନ କରି…

ସୁଶୀଳା ହେଲେ ନେପାଳର ଅନ୍ତରୀଣ ନେତ୍ରୀ

କାଠମାଣ୍ଡୁ: ନୂଆ ମୋଡ଼ ନେଇଛି ନେପାଳ ରାଜନୀତି। ହିଂସା ଭିତରେ ଯେତେବେଳେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ଉଭୟ ଗତକାଲି ଇସ୍ତଫା ଦେଇ ସାରିଛନ୍ତି ତ ଦେଶକୁ ଏବେ ସମ୍ଭାଳିବ କିଏ? ହେଲେ ଆମେ ଜଣାଇ ଦେବାକୁ ଚାହୁଁଛୁ ଯେ ଦେଶ ଏବେ ତା’ର ନୂଆ ନେତ୍ରୀଙ୍କୁ ସ୍ବାଗତ କରିିଛି। ଦେଶରେ ଲାଗି…

୪ର୍ଥ କଳିଙ୍ଗ ଲିଟେରାରୀ ଫେଷ୍ଟିଭାଲରେ ଯୋଗ ଦେବାକୁ ଯାଇ ନେପାଳରେ ଫସିଛନ୍ତି ୩ ଓଡ଼ିଆ

ଭୁବନେଶ୍ବରର ୩ ଜଣ କାଠମାଣ୍ଡୁ ଯାଇଥିବା ବେଳେ ସେଠାରେ ଚାଲିଥିବା ଆନ୍ଦୋଳନରେ ସେମାନେ ଫସିଛନ୍ତି । ତେବେ କାଠମାଣ୍ଡୁରେ ହେବାକୁ ଥିବା ୪ର୍ଥ କଳିଙ୍ଗ ଲିଟେରାରୀ ଫେଷ୍ଟିଭାଲ ପାଇଁ ୩ ଜଣ ଯାଇଥିବା ବେଳେ ପରିସ୍ଥିତି ପ୍ରତିକୂଳ ଥିବାରୁ ଉକ୍ତ ସାହିତ୍ୟ ମହୋତ୍ସବକୁ ବାତିଲ କରାଯାଇଛି ... …

ଆସିକାକୁ ଋଷିକୂଲ୍ୟା ଜିଲ୍ଲା ଦାବିରେ ବିଭିନ୍ନ ସଂଘ ଓ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦାବୀ…

ଋଷିକୂଲ୍ୟା ଜିଲ୍ଲା ଦାବୀ ହେବାର ୩୨ ବର୍ଷ ବିତିଲାଣି…..! ବ୍ରହ୍ମପୁର :ଗଞ୍ଜାମ ଜିଲ୍ଲାର ଆସିକାକୁ ଋଷିକୂଲ୍ୟା ଜିଲ୍ଲା ଦାବିରେ ବିଭିନ୍ନ ସଂଘ ଓ ମିଳିତ କ୍ରିୟାନୁଷ୍ଠାନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଉପଜିଲ୍ଲାପାଳ ମାଧ୍ୟମ ରେ ଦାବି ପତ୍ର ପ୍ରଦାନ।ଆସିକା ଗଞ୍ଜାମ ଜିଲ୍ଲାର ଏକ ପ୍ରମୁଖ…

ମାଆ ଆଗରେ ୩ ବର୍ଷର ଶିଶୁକୁ ଟାଣି ନେଲା ବାଘ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ବିଜନୌରରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା ଘଟିଛି। ଏଠାରେ ଏକ କଲରାପତରିଆ ବାଘ ଆକ୍ରମଣରେ ୮ ବର୍ଷର ଶିଶୁର ଜୀବନ ଯାଇଛି। ଘଟଣାଟି ନଜିବାବାଦ ଥାନା ଅନ୍ତର୍ଗତ ବଡିଆ ଗାଁର ବୋଲି ଜଣାପଡିଛି। ମିଳିଥିବା ସୂଚନାନୁଯାୟୀ, ୮ ବର୍ଷୀୟ ହର୍ଷ ନିଜ ମାଆ ସହ ଘର…

ଗୋଷ୍ଠୀସ୍ତରୀୟ ଆନ୍ତର୍ଜାତୀୟ ସାକ୍ଷରତା ସପ୍ତାହ ଆୟୋଜିତ

କୋଟପାଡ଼ : କୋରାପୁଟ ଜିଲ୍ଲା ଅନ୍ତର୍ଗତ କୋଟପାଡ଼ ବ୍ଳକଠାରେ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ନୋଡାଲ ଅଧିକାରୀ ଶ୍ରୀ ବାଞ୍ଛାନିଧି ହରିଜନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା ।…

ଟାରିଫ ବିବାଦର ସମାଧାନ ପାଇଁ ଆଗ୍ରହୀ ଟ୍ରମ୍ପ, ଖୁବଶୀଘ୍ର ମୋଦିଙ୍କ ସହ କରିବେ ଆଲୋଚନା!

ନୂଆଦିଲ୍ଲୀ: ନରମିଲେ ଟ୍ରମ୍ପ । ଭାରତ ସହ ଟାରିଫ ବିବାଦର ସମାଧାନ ପାଇଁ ଆଗ୍ରହୀ । ଖୁବଶୀଘ୍ର ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଆଲୋଚନା କରିବେ ଟ୍ରମ୍ପ । ଆମେରିକା-ଭାରତ ବାଣିଜ୍ୟିକ ବୁଝାମଣା ଜାରି ରହିବ । ଏନେଇ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ । ଦୁଇ ଦେଶ ମଧ୍ୟରେ…

ସେନା ନିୟନ୍ତ୍ରଣରେ ନେପାଳ, ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କର୍ଫ୍ୟୁ ଜାରି

ନେପାଳ : ଦୁଇଦିନ ହେଲାଣି ନେପାଳରେ ସ୍ଥିତି ବିଗିଡ଼ିବାରେ ଲାଗିଛି । ସେନା ନିୟନ୍ତ୍ରଣରେ ନେପାଳ। ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ରହିଛି । ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ପରେ ବି ହିଂସାକାଣ୍ଡ ଜାରି ରହିଛି । ନେପାଳ ସ୍ଥଳସେନା ମୁଖ୍ୟ ଆଶୋକ ରାଜ…

ନେପାଳରେ ଫସିଥିବା ଭାରତୀୟଙ୍କ ପାଇଁ ହେଲ୍ପଲାଇନ ନଂ ଜାରି କଲେ ଯୋଗୀ

ଉତ୍ତରପ୍ରଦେଶ : ଗତ ଦୁଇଦିନ ହେଲାଣି ନେପାଳ ସ୍ଥିତି ବିଗିଡିବାରେ ଲାଗିଛି । କାଠମାଣ୍ଡୁ ଠାରୁ ଆରମ୍ଭ କରି ଛୋଟ ବସ୍ତି ଯାଏଁ ଜେନ-ଜି ବିକ୍ଷୋଭକାରୀଙ୍କ ବିରୋଧ ହିଂସାର ରୂପ ନେଇଛି । ପରିସ୍ଥିତି ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି । ନେପାଳରେ ଅସ୍ଥିରତାର ପ୍ରଭାବ ଉତ୍ତରପ୍ରଦେଶ…

ନେପାଳ ପରେ ଫ୍ରାନ୍ସରେ ଉତ୍ତେଜନା, ରାସ୍ତାକୁ ଓହ୍ଲାଇଲେ ଲକ୍ଷାଧିକ ପ୍ରଦର୍ଶନକାରୀ

ଫ୍ରାନ୍ସ : ନେପାଳ ପରେ ଏବେ ଫ୍ରାନ୍ସରେ ଉତ୍ତେଜନା ଦେଖାଦେଇଛି । ନେପାଳରେ ଯୁବଗୋଷ୍ଠୀଙ୍କ ବିରୋଧ ଓ ହିଂସା ସେଠିକାର ସରକାର ଭାଙ୍ଗିଦେଇଛି । ଏବେ ଫ୍ରାନ୍ସରେ ନେପାଳ ଭଳି ଅବସ୍ଥା ଦେଖିବାକୁ ମିଳିଛି । ଫ୍ରାନ୍ସ ସରକାରଙ୍କ ଭ୍ରଷ୍ଟାଚାର ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି ଫ୍ରାନ୍ସର…