Sign in
Sign in
Recover your password.
A password will be e-mailed to you.
ଆଞ୍ଚଳିକ ଖେଳକୁଦ ପ୍ରତିଯୋଗିତାରେ ହିଞ୍ଜିଳିକାଟୁ କେନ୍ଦ୍ରୀୟ ବିଦ୍ୟାଳୟର ସଫଳତା
ହିଞ୍ଜିଳିକାଟୁ : ଆଞ୍ଚଳିକ ଖେଳକୁଦ ପ୍ରତିଯୋଗିତା ରେ ହିଞ୍ଜିଳିକାଟୁ କେନ୍ଦ୍ରୀୟ ବିଦ୍ୟାଳୟ ର ୫ଜଣ ଜଣ ଛାତ୍ରଛାତ୍ରୀ ଟାଇକୋଣ୍ଡୋ ରେ ଭାଗ ନେଇଥିଲେ । ହିଞ୍ଜିଳିକାଟୁ କେନ୍ଦ୍ରୀୟ ବିଦ୍ୟାଳୟ ର ୫ ଜଣ ଛାତ୍ରଛାତ୍ରୀ ଆଞ୍ଚଳିକ ଖେଳକୁଦ ପ୍ରତିଯୋଗିତା ରେ କୃତିତ୍ୱ ହାସଲ କରିଛନ୍ତି। ଏହା ୨୫!୪!-->…
ଓଡିଶା ନିଖିଳ ଉତ୍କଳ କଲ୍ୟାଣ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଂଘର ବୈଠକ
ବାଲିଗୁଡ଼ା,: ଓଡିଶା ନିଖିଳ ଉତ୍କଳ କଲ୍ୟାଣ ଶିକ୍ଷକ ଓ ଶିକ୍ଷାନିରୀକ୍ଷକ ସଂଘ କନ୍ଧମାଳ ଜିଲ୍ଲା ଶାଖାର କାର୍ଯ୍ୟ ନିର୍ବାହୀ ସମିତି ବୈଠକ ବାଲିଗୁଡା ଠାରେ ଅନୁଷ୍ଠିତ ହୋଇଯାଇଛି l ସଂଘ ର ସଭାପତି ସୁରଥ ଚନ୍ଦ୍ର ମୁନି ଶ୍ରୀ ଗଣେଶଙ୍କ ଫୋଟୋ ଚିତ୍ର ନିକଟରେ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ!-->…
ଗୋଟିଏ ରାଷ୍ଟ୍ର ଗୋଟିଏ ନିର୍ବାଚନ କର୍ମଶାଳା : ଯୁବନେତା ଅବିନାଶ ବ୍ରହ୍ମ ସମ୍ବର୍ଦ୍ଧିତ
ବଣାଇଗଡ଼ : ଗୋଟିଏ ରାଷ୍ଟ୍ର ଗୋଟିଏ ନିର୍ବାଚନ କର୍ମଶାଳାରେ ବଣାଇର ଯୁବନେତା ତଥା ଯୁବମୋର୍ଚ୍ଚା ସଭାପତି ଅବିନାଶ ବ୍ରହ୍ମ ଯୋଗଦେଇ ସମ୍ବର୍ଦ୍ଧିତ ହୋଇଛନ୍ତି l ଦିଲ୍ଲୀ ସ୍ଥିତ ଡ଼ଃ ଆମ୍ବେଦକର ଆନ୍ତର୍ଜାତୀୟ କେନ୍ଦ୍ର ରେ ଆୟୋଜିତ ଗୋଟିଏ ରାଷ୍ଟ୍ର ଗୋଟିଏ ନିର୍ବାଚନ ବିଷୟ ଉପରେ ଆୟୋଜିତ!-->…
ପାରିବାରିକ କଳହ : ମା ପାଇଁ ବାପାଙ୍କୁ ପିଟିପିଟି ହତ୍ୟା କଲେ ଦୁଇପୁଅ
ହିଞ୍ଜିଳିକାଟୁ : ବାପା ଦିନେ ହାତ ଧରି ଚାଲିବା ଶିଖାଇଥିଲା , ସେହି ବାପାଙ୍କୁ ହତ୍ୟା କରିବା ପାଇଁ ପଛାଇଲେ ନାହିଁ ଦୁଇ ପୁଅ । ଦୁଇ ପୁଅ ମିଶି ବାପାକୁ ପିଟିପିଟି ମାରିଦେଇଥିବା ଖବର ଆସିଛି ।ମୃତକ ଗୋପାଳ କୃଷ୍ଣ ସାହୁ ବୋଲି ଜଣାପଡିଛି । ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ!-->…
ରାୟଗଡା ଜ଼ିଲ୍ଲାପାଳଙ୍କ ବଡନାଳା ଜଳଭଣ୍ଡାର ପରିଦର୍ଶନ
ରାୟଗଡ଼ା : ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ପଦ୍ମପୁର ବ୍ଲକ କେନ୍ଦୁଗୁଡା ଠାରେ ୯୩୦ ହେକ୍ଟର ଜଳ ଆୟତନ୍ନ ରେ ପରିବ୍ୟାପ୍ତ ବଡନାଳ ଜଳ ଭଣ୍ଡାର କୁ, ରାୟଗଡା ଜ଼ିଲ୍ଲାପାଳ ଶ୍ରୀମତୀ ପାରୁଲ ପଟୱାରୀ ପରିଦର୍ଶନ କରିବା ସହ, ସେଠାରେ ଥିବା - ମା ମଙ୍ଗଳା ପ୍ରାଥମିକ ମତ୍ସ୍ୟ ସମବାୟ ସମିତି ର!-->!-->!-->…
ଉତ୍କଳ ଗୌରବ ମଧୁବାବୁ ଜୟନ୍ତୀରେ ଓକିଲ ସଂଘ ପକ୍ଷରୁ ସ୍ୱାସ୍ଥ୍ୟସେବା ଓ ରକ୍ତଦାନ ଶିବିର ୪୩ ୟୁନିଟ ରକ୍ତସଂଗ୍ରହ
ମାଲକାନଗିରି : ମାଲକାନଗିରି ଜ଼ିଲ୍ଲା ଓକିଲ ସଂଘ ତରଫରୁ ଓକିଲ ସଂଘ ସଭାପତି ପ୍ରିତିପାଲ ସିଂ ଙ୍କ ଅଧକ୍ଷତାରେ ଓକିଲ ଦିବସ, ଉତ୍କଳ ଗୌରବ ମଧୁସୂଧାନ ଦାସ ଙ୍କ ଜନ୍ମଜୟନ୍ତୀ ଜ଼ିଲ୍ଲା ନ୍ୟାୟାଳୟ ରେ ପାଳନ କରାଯାଇଅଛି | ସର୍ବ ପ୍ରଥମେ ସମସ୍ତ ଓକିଲ ମାନେ ମଧୁ ବାବୁଙ୍କ ପ୍ରତିମୂର୍ତ୍ତି ରେ!-->…
ଗଞ୍ଜାମ ଜିଲ୍ଲାରେ ଆଇନ ଶୃଙ୍ଖଳା ସମ୍ପୂର୍ଣ ବିପର୍ଯ୍ୟସ୍ତ :କଥା କଥାକେ ଗଡୁଛି ମୁଣ୍ଡ …..!
ପୋଲିସ ର ନୀରବତା କୁ ନେଇ ଅନେକ ପ୍ରଶ୍ନ...?..!
ପୂଜ୍ୟପୂଜା ସମିତି ପକ୍ଷରୁ ଓଡ଼ିଆ ସ୍ୱାଭିମାନୀ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳନ
ଅଖଣ୍ଡ ଓଡିଶା ଗଠନ ନେଇ ସଂକଳ୍ପ
ବ୍ରହ୍ମପୁର : ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପୂଜ୍ୟ ପୂଜା ସମିତି ପକ୍ଷରୁ ଓଡ଼ିଆ ଜାତୀୟତାର ପ୍ରଥମ ଆନ୍ଦୋଳନକାରୀ ତଥା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୮ତମ ଜୟନ୍ତୀ ଆଜି ଗାନ୍ଧି ନଗର ଛକ ସ୍ଥିତ ତାଙ୍କ ପ୍ରତିମୂର୍ତ୍ତି ଠାରେ ପାଳନ ହୋଇଯାଇଛି l ସମିତି!-->!-->!-->…
ଆସିକା ପୂର୍ତ୍ତ ବିଭାଗର ରାଧେ ରାଧେ ନୀତି : ତହସିଲ କାର୍ଯ୍ୟାଳୟର ନିର୍ମାଣାଧିନ ସିଲିଙ୍ଗ ଖସିଲା…!
ବାବୁଙ୍କ ବୟାନ ବିନା ଅଟକଳରେ କାର୍ଯ୍ୟ ଚାଲିଛି ….!ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳରେ ବିଭିନ୍ନ ବିଭାଗ ରେ ପାଦ ପାଦରେ ଦୁର୍ନୀତି ସମ୍ପର୍କ ରେ ନିସର୍ତ୍ତ ରେ ରୀତିମତ ଖବର ପ୍ରକାଶ ହେଉଛି। ଆସିକା ତହସିଲ କାର୍ଯ୍ୟାଳୟ ରେ ପୂର୍ତ୍ତ ବିଭାଗ ର ଦାୟିତ୍ୱ ରେ ମରାମତି କାର୍ଯ୍ୟ!-->…
ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀଙ୍କ ମଧ୍ୟରେ ଗୁରୁତ୍ଵପୂର୍ଣ୍ଣ ବୈଠକ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦି ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ। ପହଲଗାମ୍ ଆତଙ୍କୀ ହମଲାକୁ ନେଇ ବଡ଼ ଧରଣର ଆଲୋଚନା। ସୁରକ୍ଷା ସମ୍ପର୍କିତ ହୋଇପାରେ ବଡ଼ ଧରଣର ନିଷ୍ପତ୍ତି।
ଆଜି ଦିନ ୧୧ଟାରେ ପ୍ରଧାନମନ୍ତ୍ରୀ ଏବଂ ପ୍ରତିରକ୍ଷାମନ୍ତ୍ରୀ!-->!-->!-->…