Sign in
Sign in
Recover your password.
A password will be e-mailed to you.
ରାଇଘର ଅଞ୍ଚଳ ରେ ଚାଞ୍ଚଲ୍ୟ : ହରିଜନ ଯୁବକକୁ ହତ୍ୟା
ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ ଉମରକୋଟ / ରାଇଘର ( ୧୫/୦୨/୨୦୨୫) ଦିନକୁ ଦିନ ବୃଦ୍ଧି ପାଇବାକୁ ଲାଗିଛି ରାଇଘର ଅଞ୍ଚଳ ର ଆଇନ ଶୃଙ୍ଖଳା । ରାଇଘର ବ୍ଲକ ଏକ ଉପାନ୍ତ ଅଞ୍ଚଳ ହୋଇଥିବାରୁ ଏହାର ଫାଇଦା ଉଠାଇ ଦୁର୍ବୃତ୍ତ ମାନେ ବିଭିନ୍ନ ପ୍ରକାରର ଅସାମାଜିକ କର୍ମ ଘଟାଇ ଚାଲିଛନ୍ତି ପୋଲିସ!-->…
ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟର ରାସ୍ତା ଉପରେ ହଠାତ ହୁତୁ ହୁତୁ ହୋଇ ଜଳିଗଲା କାର
ଅଳ୍ପକେ ବର୍ତ୍ତିଗଲେ ୩ ଯାତ୍ରୀ; ନିଆଁକୁ ଆୟତ୍ତ କଲା ଦମକଳ ବାହିନୀହିଞ୍ଜିଳିକାଟୁ ୧୪!୨ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ଆର ଏମ ସି ଛକ ନିକଟ ଉପଖଣ୍ଡ ଚିକିତ୍ସାଳୟର ରାସ୍ତା ଉପରେ ହୁତୁ ହୁତୁ ହୋଇ ଜଳିଗଲା ଚଳନ୍ତା କାର । ଅଳ୍ପକେ ବର୍ତ୍ତିଗଲେ ଗାଡିରେ ଥିବା ଯାତ୍ରୀ । ଖବର ପାଇ ଘଟଣା!-->…
ଆଶ୍ରମ ବିଦ୍ୟାଳୟ ବାସିନୀର ବାର୍ଷିକ ଉତ୍ସବ ଅନୁଷ୍ଠିତ
ନବରଙ୍ଗପୁର : ୨୦୨୪-୨୫ ବର୍ଷ ପାଇଁ ଆଶ୍ରମ ବିଦ୍ୟାଳୟ , ବାସିନୀ ର ବାର୍ଷିକ ଉତ୍ସବ ମହା ଆଡ଼ମ୍ବରରେ ପାଳନ ହୋଇଛି।ଏହି କାର୍ଯ୍ୟକ୍ରମ ପ୍ରାରମ୍ଭ ରେ ଜଗତର ନାଥ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ଠାରେ ବେଦ ମନ୍ତ୍ର ଉଚ୍ଚାରଣ ପୂର୍ବକ ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଜ୍ଵଳନ କରାଯାଇ ସଭା!-->…
ଡିଆଇଇଟିରେ ଜାତୀୟ ଶିକ୍ଷାନୀତିକୁ ନେଇ ଜିଲ୍ଲାସ୍ତରୀୟ ସେମିନାର ଅନୁଷ୍ଠିତ
ନବରଙ୍ଗପୁର ,୧୪/୨(): ସ୍ଥାନୀୟ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ରେ ଜିଲ୍ଲା ସ୍ତରୀୟ ସେମିନାର ନୂତନ ଜାତୀୟ ଶିକ୍ଷା ନୀତି ରେ ମୌଳିକ ସଂଖ୍ୟା ଓ ଭାଷା ଜ୍ଞାନର ଗୁରୁତ୍ବ ବିଷୟକୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନ ର ଅଧକ୍ଷ ଅରବିନ୍ଦ ମଢେଇ ଅଧକ୍ଷତା ରେ!-->…
ବ୍ଲକସ୍ତରୀୟ ଆଇନ ସଚେତନତା ଶିବିର ଅନୁଷ୍ଠିତ
ଚିକିଟୀ : ଏହି ବ୍ଲକରେ ଗୁରୁବାର ଦିନ ଚିକିଟୀ ଗଡ କଲ୍ୟାଣ ମଣ୍ଡପ ଠାରେ ସମନ୍ୱିତ ଶିଶୁବିକାଶ ପ୍ରକଳ୍ପ ଓ ସାମଜିକ ମଙ୍ଗଳ ବିଭାଗ ତରଫରୁ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇ ଯାଇଛି l ଏହି ଶିବିର ଓଡିଶା ରାଜ୍ୟ ମହିଳା କମିଶନ, ଜ଼ିଲ୍ଲା ସାମାଜିକ ମଙ୍ଗଳ, ସମନ୍ନିତ ଶିଶୁ ବିକାଶ ପ୍ରକଳ୍ପ!-->…
ନନ୍ଦାହାଣ୍ଡି ତହସିଲ କାର୍ଯ୍ୟାଳୟରେ ରାଜସ୍ୱ ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ, ଯୋଗଦେଲେ ଜିଲ୍ଲାପାଳଙ୍କ ସହ ବହୁ…
ନନ୍ଦାହାଣ୍ଡି : ନନ୍ଦାହାଣ୍ଡିରେ ରାଜସ୍ୱ ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ ହେଇଯାଇଛି । ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ଶୁଭଙ୍କର ମହାପାତ୍ର ଙ୍କ ଅଧକ୍ଷତା ରେ ଆୟୋଜିତ ଏହି ବୈଠକରେ ରାଜସ୍ୱ ସଂଗ୍ରହର ସ୍ଥିତି, ଗୃହହୀନ ପରିବାରକୁ ଜମି ପ୍ରଦାନର ସ୍ଥିତି, ତହସିଲ ସ୍ତରରେ ପ୍ରଦାନ କରାଯାଉଥିବା!-->…
ଜିଲ୍ଲାରେ ଶ୍ରମିକ ସଚେତନତା ରଥର ଶୁଭାରମ୍ଭ
ମାଲକାନଗିରି : ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ ଶ୍ରମିକ ସଚେତନତା ରଥର ଶୁଭାରମ୍ଭ କରିଛନ୍ତି। ଏହି ଶ୍ରମିକ ସଚେତନତା ରଥ ଏକ ମାସ ବ୍ୟାପି ଜିଲ୍ଲା ର ସମସ୍ତ ବ୍ଲକ, ଏନ ଏ ସି,!-->…
କେନ୍ଦ୍ରୀୟ ବିଦ୍ୟାଳୟର ବିଦ୍ୟାର୍ଥୀମାନଙ୍କ ଭୁଜା ପାଇପ ଏଣ୍ଡ ଫିଟିଙ୍ଗ ୟୁନିଟ ପରିଦର୍ଶନ
ଛତ୍ରପୁର : ପିଲାଙ୍କ ପାଠପଢ଼ା ସହିତ ବୈଷୟିକ ଜ୍ଞାନ ଏବଂ ବିଭିନ୍ନ ବିଭାଗ ପକ୍ଷରୁ ପ୍ରଦାନ କରାଯାଉଥିବା ସେବା ବିଷୟରେ ଜ୍ଞାନ ଆହୋରଣ କରିବା ନିତାନ୍ତ ଆବଶ୍ୟକ l ବିଶେଷ କରି ଇଣ୍ଡଷ୍ଟ୍ରିରଲ ରେ ମାଲ ଉତ୍ପାଦନ ଓ ବିକ୍ରୟ କରିବାର ପ୍ରକ୍ରିୟା ଆଦି ବିଷୟରେ ଜ୍ଞାନ ଆହୋରଣ କରିବା ଲକ୍ଷ୍ୟ ନେଇ!-->…
ସୌର ଶକ୍ତି ଚାଳିତ ହେଲା ଟିପିଏସ୍ଓଡିଏଲର ତିନି ପ୍ରମୁଖ କାର୍ଯ୍ୟାଳୟ
-- ଦକ୍ଷିଣ ଓଡ଼ିଶାରେ ସମସ୍ତ କାର୍ଯ୍ୟାଳୟକୁ ସୌର ଶକ୍ତି ଚାଳିତ କରିବା ପାଇଁ ଯୋଜନା-- ପରିବେଶ ଅନୁକୂଳ ଜୀବନଶୈଳୀକୁ ପ୍ରୋତ୍ସାହନ
ବ୍ରହ୍ମପୁର : ସବୁଜ ଶକ୍ତି ଏବଂ ପରିବେଶ ଅନୁକୂଳ ଜୀବନଶୈଳୀକୁ ପ୍ରୋତ୍ସାହିତ କରି ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ!-->!-->!-->…
ଗଞ୍ଜାମ ଜିଲା ପ୍ରଶାସନ ସହ ଏମ୍ଓୟୁ ସ୍ବାକ୍ଷର କଲା ଆଇଆର୍ଇଏଲ୍
ଛତ୍ରପୁର,: ଗଞ୍ଜାମ ଜିଲାରେ ମିଠା ହେବ ସମୁଦ୍ର ପାଣି ଏହି ପ୍ରକଳ୍ପ ପାଇଁ ଗଞ୍ଜାମ ଜିଲା ପ୍ରଶାସନ ସହ ଶୁକ୍ରବାର ଆଇଆର୍ଇଏଲ୍ର ଏମ୍ଓୟୁ ସ୍ବାକ୍ଷର ହୋଇଛି। ଏହାଦ୍ୱାରା ସମୁଦ୍ରର ପାଣିକୁ ମଧୁର ଜଳ ଭାବେ ଗଞ୍ଜାମବାସୀ ବ୍ୟବହାର କରିବେ। ଏହି ଏମ୍ଓୟୁ ସ୍ବାକ୍ଷର ବେଳେ ଗଞ୍ଜାମ ଜିଲାପାଳ!-->…