Sign in
Sign in
Recover your password.
A password will be e-mailed to you.
ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୪ କୋଭିଡ୍ ପଜିଟିଭ୍
ଭୁବନେଶ୍ୱର ୨୬।୦୯: ରାଜ୍ୟରେ ଉପରତଳ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୬୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୯୬ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୬୮ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ!-->…
ମନ୍ଦିରରୁ ଲୁଟିନେଲେ ୩ କୋଟିର ଅଷ୍ଟଧାତୁ ମୂର୍ତ୍ତି
ସାଲେପୁର ୨୬/୦୯: ଗତକାଲି ବିଳମ୍ବିତ ରାତ୍ରରେ ବହୁ ମୂଲ୍ୟବାନ ଅଷ୍ଟଧାତୁର କ୍ୟୁଣ୍ଟାଲ କ୍ୟୁଣ୍ଟାଲ ଓଜନର ମୂର୍ତ୍ତି ମନ୍ଦିରରୁ ଚୋରୀ । ଯାହାର ଆନୁମାନିକ ମୂଲ୍ୟ କୋଟି କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଏହା ଏକ ମନ୍ଦିରରୁ ମୂର୍ତ୍ତି ଚୋରଙ୍କ ରାକେଟ ବୋଲି ଜଣାପଡୁଛି । ଏଭଳି!-->…
ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
ମୋହନା : ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍ । ଅଳ୍ପକେ ବର୍ତ୍ତିଲେ ୨୪ଯାତ୍ରୀ । ଗଜପତି ଜିଲ୍ଲା ମୋହନା ନିକଟ ରାଇସିଂ ଘାଟିରେ ଘରୋଇ ବସ୍ କାମଧେନୁ ଦୁର୍ଘଟଣl ଗ୍ରସ୍ତ ହୋଇଛି । ମୋହନା ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।
ଖବର!-->!-->!-->…
ଆମ୍ବେଦକର ସାଂସ୍କୃତିକ ଯୁବକ ସଂଘ ବାର୍ଷିକ ଉତ୍ସବ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ
ବ୍ରହ୍ମପୁର : ସ୍ଥାନୀୟ ସକଲେଶ୍ୱର ମନ୍ଦିର ପରିସର ମଧ୍ୟରେ ଆମ୍ବେଦକର ସାଂସ୍କୃତିକ ଯୁବକ ସଂଘ ତରଫରୁ ଆସନ୍ତା ଅକ୍ଟୋବର ୨୨ ଓ ୨୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବାର୍ଷିକ ଉତ୍ସବ ପାଳନ ସକାଶେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସୁଚନା ଥାଉକି ଓଡିଶାର ବିଶିଷ୍ଟ କଳାକାର,!-->…
ଅଷ୍ଟ୍ରେଲିଆ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ୨-୧ରେ ଜିତିଲା ଭାରତ
ହାଇଦ୍ରାବାଦ : ଅଷ୍ଟ୍ରେଲିଆ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ଭାରତ ୨-୧ରେ ଜିତି ବିଶ୍ବକପ୍ ପୂର୍ବରୁ ଆତ୍ମବିଶ୍ବାସ ଅର୍ଜନ କରିଛି। ରବିବାର ତୃତୀୟ ମ୍ୟାଚ୍ରେ ଅକ୍ଷର ପଟେଲଙ୍କ ଚମତ୍କାର ବୋଲିଂ (୩/୩୩) ପରେ ବିରାଟ କୋହଲି (୬୩), ସୂର୍ଯ୍ୟକୁମାର ଯାଦବ (୬୯)ଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ!-->…
ଆଣବିକ ଅସ୍ତ୍ର ପ୍ରୟୋଗ କଲେ ରୁଷ୍ ଭୟାବହ ପରିଣାମ ଭୋଗିବ: ଆମେରିକା
ୱାସିଂଟନ୍: ୟୁକ୍ରେନ୍ ଯୁଦ୍ଧରେ ରୁଷ୍ କୌଣସି ଆଣବିକ ଅସ୍ତ୍ର ପ୍ରୟୋଗ କଲେ ଆମେରିକା ନିର୍ଣ୍ଣାୟକ ମୁକାବିଲା କରିବ ଓ ମସ୍କୋ ଭୟାବହ ପରିଣାମ ଭୋଗିବ ବୋଲି ରବିବାର ଦିନ ଆମେରିକାର ଜାତୀୟ ନିରାପତ୍ତା ଉପଦେଷ୍ଟା ଜେକ୍ ସୁଲିଭାନ୍ କହିଛନ୍ତି।ଗତ ବୁଧବାର ଦିନ ରୁଷୀୟ ରାଷ୍ଟ୍ରପତି!-->…
୨୦୦ କୋଟି ‘ମନି ଲଣ୍ଡରିଙ୍ଗ୍’ ମାମଲାରେ ଜାକ୍ଲିନ୍ ଫର୍ଣ୍ଣାଣ୍ଡିଜ୍ଙ୍କୁ ଅନ୍ତରୀଣ ଜାମିନ
ନୂଆଦିଲ୍ଲୀ: ‘କନ୍ମ୍ୟାନ୍’ ସୁକେଶ ଚନ୍ଦ୍ରଶେଖରଙ୍କ ନାଁରେ ଚାଲିଥିବା ୨୦୦ କୋଟି ଟଙ୍କାର ‘ମନି ଲଣ୍ଡରିଙ୍ଗ୍’ ମାମଲାରେ ସମ୍ପୃକ୍ତ ଥିବା ଅଭିନେତ୍ରୀ ଜାକ୍ଲିନ୍ ଫଣ୍ଡାଣ୍ଡିଜ୍ଙ୍କୁ ଆଜି ମଧ୍ୟବର୍ତ୍ତୀକାଳୀନ ଜାମିନ ମଞ୍ଜୁର କରାଯାଇଛି।୫୦, ୦୦୦ ଟଙ୍କାର ମୁଚାଲିକା (ବଣ୍ଡ୍) ବିନିମୟରେ!-->…
ନୂଆ ରାଜନୈତିକ ଦଳ ଗଠନ କଲେ ଗୁଲାମ୍ ନବୀ ଆଜାଦ୍; ନାଁ ରଖିଲେ ‘ଡେମୋକ୍ରାଟିକ୍ ଆଜାଦ୍ ପାର୍ଟି’
ଜମ୍ମୁ: ପୂର୍ବତନ କଂଗ୍ରେସ ନେତା ଗୁଲାମ୍ ନବୀ ଆଜାଦ୍ ଆଜି ତାଙ୍କର ନୂଆ ରାଜନୈତିକ ଦଳର ନାମ (ଡେମୋକ୍ରାଟିକ୍ ଆଜାଦ୍ ପାର୍ଟି) ଘୋଷଣା କରିବା ସହିତ ଦଳର ପତାକା ମଧ୍ୟ ଉନ୍ମୋଚନ କରିଛନ୍ତି।କଂଗ୍ରେସଠାରୁ ସମ୍ପର୍କ ଛିନ୍ନ କରିବାର ପ୍ରାୟ ମାସେ ପରେ ଆଜି ଆଜାଦ୍ ତାଙ୍କ ନିଜସ୍ବ ନୂଆ!-->…
ବିରୋଧୀଙ୍କ ଏକତାକୁ ନେଇ ଉଠିଲା ପ୍ରଶ୍ନ, ହରିଆଣା ରାଲିକୁ ଆସିଲେନି ଅନେକ
ନୂଆଦିଲ୍ଲୀ: ପୁଣିଥରେ ବିରୋଧୀଙ୍କ ଏକତାକୁ ନେଇ ଉଠିଛି ପ୍ରଶ୍ନ। ୨୦୨୪ ସାଧାରଣ ନିର୍ବାଚନରେ ବିଜେପିକୁ ଚେକ୍ ଦେବା ପାଇଁ ବିରୋଧୀ ଦଳଗୁଡ଼ିକ ଏକାଠି ହେବାକୁ ପ୍ରୟାସ କରୁଛନ୍ତି। କେତେବେଳେ ନୀତୀଶ କୁମାର ତ ଆଉ କେତେବେଳେ କେସିଆର ଓ ମମତା ବାନାର୍ଜୀ ବିରୋଧୀଙ୍କୁ ଗୋଟିଏ ମଞ୍ଚରେ ଏକାଠି!-->…
ଘାଟିରୁ ଖସିପଡ଼ିଲା ଟୁରିଷ୍ଟ ବସ୍, ଚାଲିଗଲା ୭ ଜଣଙ୍କ ଜୀବନ
କୁଲୁ: ହିମାଚଳ ପ୍ରଦେଶର କୁଲୁ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଗୋଟିଏ ଟେମ୍ପୋ ଟ୍ରାଭେଲର ବା ମିନି ବସ୍ ଘାଟିରୁ ନିକଟସ୍ଥ ଖାତକୁ ଖସିପଡ଼ିବାରୁ ୭ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ସେହିପରି ଆଉ ୧୦ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଅତ୍ୟନ୍ତ!-->…