Sign in
Sign in
Recover your password.
A password will be e-mailed to you.
ନବ ନିର୍ବାଚିତ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀଙ୍କୁ ସ୍ବାଗତ
ଭୁବନେଶ୍ୱର: ଓଡ଼ିଶା ପାଇଁ ଗୈାରବ ଆଣିଥିବା ହକି ଇଣ୍ଡିଆର ନବନିର୍ବାଚିତ ସଭାପତି ଦିଲୀପ ତିର୍କୀଙ୍କୁ ବିମାନ ବନ୍ଦରରେ ହକି ଓଡ଼ିଶାର ଅଧିକାରୀମାନେ ଏବଂ ପ୍ରଶଂସକମାନେ ଭବ୍ୟ ସ୍ବାଗତ କରିଥିଲେ । କ୍ରୀଡ଼ା ସଚିବ ଆର ଭିନିଲ କ୍ରିଷ୍ଣା ମଧ୍ୟ ଶ୍ରୀ ତିର୍କୀଙ୍କୁ ସ୍ବାଗତ କରିଛନ୍ତି । !-->…
ସୋସିଆଲ ମିଡିଆରେ ଚରିତ୍ର ସଂହାର
ଭୁବନେଶ୍ୱର : ପୁଣି ଚର୍ଚ୍ଚାରେ ଦୁଇ ଆଥ୍ଲେଟ୍ ଭଉଣୀ ଦୂତୀ ଚାନ୍ଦ ଓ ସରସ୍ୱତୀ ଚାନ୍ଦଙ୍କ କଳି। ଫେସବୁକରେ ପରସ୍ପର ବିରୋଧରେ ପୋଷ୍ଟ କରି ବର୍ଷିଛନ୍ତି ଧାବିକା ଦୂତୀ ଚାନ୍ଦ ଓ ଭଉଣୀ ସରସ୍ୱତୀ ଚାନ୍ଦ।
ପରସ୍ପରର ଚରିତ୍ର ସଂହାର କରିଛନ୍ତି ଦୁଇ ଭଉଣୀ। ଜଣେ ଯୁବତୀଙ୍କ ସହ!-->!-->!-->…
ସୁରତରେ ହତ୍ୟା ଘଟଣାର ଅଭିଯୁକ୍ତ ୨୧ ବର୍ଷ ପରେ ଗଞ୍ଜାମରୁ ଗିରଫ
ବ୍ରହ୍ମପୁର:ସୁରତ ରେ ଏକ ହତ୍ୟା ମାମଲାରେ ଅଭିଯୁକ୍ତ ଥିବା ବ୍ୟକ୍ତିଙ୍କୁ ପ୍ରାୟ ୨୧ ବର୍ଷ ପରେ ଗଞ୍ଜାମରୁ ଗିରଫ କରାଯାଇଛି। ଅଭିଯୁକ୍ତ ଜଣକ ହେଲେ କବିସୂର୍ଯ୍ୟନଗର ଥାନା ଅଧୀନ ବାଉଁଶିଆ ଗ୍ରାମର ଶଙ୍କର ବେହେରା (୫୦)। ମିଳିଥିବା ସୂଚନା ଅନୁଯାୟୀ, ୨୦୦୧ ମସିହାରେ ଗୁଜରାଟର ସୁରତ ସହର!-->…
ନୂତନ ଭାବେ ଯୋଗ ଦେଇ ଥିବା ବଣାଇଁ ଉପଖଣ୍ଡ ପୋଲିସ ଅଧିକାରୀ ସ୍ୱରାଜ ଦେବତାଙ୍କୁ ବିଜେଡି ପକ୍ଷରୁ ସ୍ବାଗତ
ରାଉରକେଲା /ବଣେଇ : ଆଜି ବଣାଇଁ ବିଜୁ ଜନତା ଦଳ ପକ୍ଷରୁ ବଣାଇରେ ନୂତନ ବଣାଇଁ ଉପଖଣ୍ଡ ପୋଲିସ ଅଧିକାରୀ ଭାବେ ଦାୟିତ୍ଵ ନେଇଥିବା ସ୍ବରାଜ ଦେବତାଙ୍କୁ ବଣାଇଁ ବିଜୁ ଶ୍ରମିକ ସାମୁଖ୍ୟ ସଭାପତି ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀଙ୍କ ନେତୃତ୍ୱରେ ପ୍ରତିନିଧି ମଣ୍ଡଳୀ ସାକ୍ଷାତ କରିଥିବା ଜଣାପଡିଛି।!-->…
ନୂଆ ନମ୍ବର ପ୍ଲେଟକୁ ନେଇ ଅକଳରେ ଗାଡ଼ି ମାଲିକ : ଅବଧି ବୃଦ୍ଧି ପାଇଁ ଦାବି
ଭୁବନେଶ୍ୱର : ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍(ଏଚଏସଆରପି)କୁ ନେଇ ରାଜ୍ୟବାସୀଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଲାଣି। ୨୦୧୯ ମସିହା ଏପ୍ରିଲ ପହିଲା ପୂର୍ବରୁ ପଞ୍ଜୀକୃତ ହୋଇଥିବା ପୁରୁଣା ଗାଡ଼ିର ନମ୍ବର ଯାହାକି ୧, ୨, ୩ ଏବଂ ୪ ସହିତ ଶେଷ ହେଉଥିବ; ଉକ୍ତ!-->…
ରାଜସ୍ଥାନରେ ୮୦ କଂଗ୍ରେସ ବିଧାୟକଙ୍କ ଇସ୍ତଫା
ଜୟପୁର: ରାଜସ୍ଥାନ କଂଗ୍ରେସରେ ହଟଚମଟ। ପ୍ରାୟ ୮୦ ଜଣ କଂଗ୍ରେସ ବିଧାୟକ ଆଜି ଇସ୍ତଫା ଦେଇଛନ୍ତି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏଆଇସିସି ସଭାପତି ପାଇଁ ନାମାଙ୍କନ ଦାଖଲ ପୂର୍ବରୁ ଦଳୀୟ ପାଣିପାଗ ହଲଚଲ ହୋଇଛି। ଏହି ବିଧାୟକମାନେ ବିଧାନସଭା ବାଚସ୍ପତି ସିପି ଯୋଶୀଙ୍କୁ ଭେଟି!-->…
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗରିବ କଲ୍ୟାଣ ଯୋଜନା ଠିକ ଭାବେ କାର୍ଯ୍ୟକାରୀ ହେଉନାହିଁ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଅନ୍ତର୍ଗତ କଟି ମାହା ଗ୍ରାମ ପଞ୍ଚାୟତର ଫାଲିସି ପଦର ୱାର୍ଡ ନମ୍ବର ୩ ଗ୍ରାମର ବିଧବା ବୃଦ୍ଧା ମଇନା କହଁର ସ୍ଵାମୀ ମୃତ ସାରା କହଁର ଙ୍କ ଏକ ଲଜ୍ୟା ଜନକ ଦୃଶ୍ୟ ଦେଖିବାକୁ ମିଳିଛି l ଏଠି କହିବାକୁ ଚାହିଁବୁ କେବଳ ସରକାରଙ୍କ ଯୋଜନା,!-->…
ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ପାଳନ…
ମାଲକାନଗିରି,; ମାଲକାନଗିରି ବ୍ଲକ ଅନ୍ତର୍ଗତ ଏମ.ଭି-୦୭ ଉ.ପ୍ରା ବିଦ୍ୟାଳୟ ପ୍ରାଙ୍ଗଣରେ ଅଜୟ କୁମାର ସ୍ୱାଇଁଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସାଭ ପାଳନ କରାଯାଇଥିଲା । ଏହି ସଭାରେ ମାଲକାନଗିରି ମଣ୍ଡଳ ଶିକ୍ଷା ଅଧିକାରୀ ଶ୍ରୀ କିଶୋର ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ରୁପେ!-->!-->!-->…
ଗୋଟିଏ ମଞ୍ଚରେ ଶରଦ ପାୱାର, ନୀତୀଶ କୁମାର, ଫାରୁକ ଅବଦୁଲ୍ଲା ଓ ସୀତାରାମ ୟେଚୁରୀ
ନୂଆଦିଲ୍ଲୀ: ଗୋଟିଏ ମଞ୍ଚରେ ଦେଖାଦେଲେ ଏନସିପି ମୁଖ୍ୟ ଶରଦ ପାୱାର, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ନ୍ୟାସନାଲ କନଫରେନ୍ସ ମୁଖ୍ୟ ଫାରୁକ ଅବଦୁଲ୍ଲା, ଆଲନଏଲଡି ମୁଖ୍ୟ ଓମ ପ୍ରକାଶ ଚୌତାଲା ଓ ସିପିଏମ ମୁଖ୍ୟ ସୀତାରାମ ୟେଚୁରୀ । ହରିୟାଣାରେ ଆଇଏନଏଲଡି ପକ୍ଷରୁ ଆୟୋଜିତ ସମ୍ମାନ!-->…
ଗୁଜରାଟରେ ଆପ କ୍ଷମତାକୁ ଆସିଲେ ୧୦ଲକ୍ଷ ଚାକିରି ଦିଆଯିବ: କେଜ୍ରିୱାଲ
ନୂଆଦିଲ୍ଲୀ: ଯଦି ଗୁଜରାଟରେ ଆପର ସରକାର ଗଠନ ହୁଏ ତେବେ ୧୦ଲକ୍ଷ ସରକାରୀ ଚାକିରି ଦିଆଯିବ। ଆମେ କ୍ଷମତାକୁ ଆସିଲେ ଗୁଜରାଟର ପ୍ରତ୍ୟେକ ଯୁବପିଢ଼ିଙ୍କୁ ନିଯୁକ୍ତି ଦିଆଯିବ। ଚାକିରି ନହେବା ପର୍ଯ୍ୟନ୍ତ ପ୍ରତ୍ୟେକ ପ୍ରତି ମାସରେ ୩ହଜାର ବେରୋଜଗାର ଭତ୍ତା ଦିଆଯିବ। ଗୁଜରାଟ ଗସ୍ତରେ ଥିବା!-->…