ଗାଁରେ ଫୁଟିଲା ଗୁଳି, ଭୟରେ ଛାତରୁ ଖସପଡି ଯୁବକ ଗୁରୁତର

ଢେଙ୍କାନାଳ: ଢେଙ୍କାନାଳ ସଦରଥାନା କାଙ୍କଡପାଳ ଗ୍ରାମରେ ତିନି ରାଉଣ୍ଡ ଫାଙ୍କା ଗୁଳିମାଡ ହୋଇଛି। ଭୟଭୀତ ଅବସ୍ଥାରେ ଛାତରୁ ଖସିପଡି ଜଣେ ଆହତ ହୋଇଛନ୍ତି। ସୁଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ କିଛି ଦୃର୍ବୃତ୍ତ ବାଇକରେ ଆସି କାଙ୍କଡପାଳ ଗ୍ରାମ ମଝିରେ ଫାଙ୍କା ଗୁଳିକାଣ୍ଡ କରି

ଟ୍ରକ ଧକ୍କାରେ ମହିଳା ମୃତ, ସ୍ଵାମୀ ଓ ପୁଅ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ଢେଙ୍କାନାଳ: ଢେଙ୍କାନାଳ କଣ୍ଟାବଣିଆ ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥ ଇଟାପ ଛକ ନିକଟରେ ଟ୍ରକ ଧକ୍କାରେ ମହିଳା ମୃତ, ମହିଳାଙ୍କ ସ୍ଵାମୀ ଓ ପୁଅ ଗୁରୁତର ହୋଇଛନ୍ତି । ମୃତ ସ୍ତ୍ରୀ ଲୋକର ସ୍ଵାମୀ ସୁବାସ ଚନ୍ଦ୍ର ନନ୍ଦ ବାଇକ ଯୋଗେ ବଅରପାଳରୁ ସ୍ତ୍ରୀ ଓ ପୁଅକୁ ଧରି ମହାଳୟା

ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣାରେ ଛାନଭିନ୍, ଫରେନ୍‌ସିକ ଲାବ୍‌କୁ ଗଲା ଜବତ ମୋବାଇଲ

ଭୁବନେଶ୍ୱର: କାହିଁକି ଜୀବନ ହାରିଲେ ପୁରୀ ଜିଲ୍ଲା ୧୧ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ । ଖୋଳତାଡ କରୁଛି ଧଉଳି ଥାନା ପୋଲିସ । ମୋବାଇଲ୍‌ ଖୋଲିପାରେ ଆତ୍ମହତ୍ୟାର ରହସ୍ୟ । ଧର୍ମେନ୍ଦ୍ରଙ୍କର ଦୁଇଟି ମୋବାଇଲ୍‌ ଫୋନ୍‌କୁ ଯାଞ୍ଚ ପାଇଁ ରାଜ୍ୟ ଫରେନସିକ୍‌ ଲାବକୁ

ନକଲି ଔଷଧ କାରବାର ଘଟଣା: ତିନି ଦିନିଆ ରିମାଣ୍ଡରେ ଗଲେ ୨ ଅଭିଯୁକ୍ତ

କଟକ : କଟକରୁ ବିହାର ଗୟାକୁ ଲମ୍ବିଛି ନକଲି ଔଷଧ କାରବାର ଚେର। ତିନି ଦିନିଆ ରିମାଣ୍ଡରେ ନକଲି ମେଡିସିନ କାରବାରର ଅଭିଯୁକ୍ତ। ତଦନ୍ତ ପାଇଁ ବିହାରରେ ଥିବା କମିସମରେଟ ପୋଲିସ ଟିମ୍‌ ୨ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କୁ ସ୍ଥାନୀୟ କୋର୍ଟରେ ହାଜର କରାଇ ତିନିଦିନିଆ ଟ୍ରାଞ୍ଜିଟ

ଆୟକର ଅଧିକାରୀଙ୍କ ବାସଭବନରେ ସିବିଆଇ ରେଡ୍

ଖୋର୍ଦ୍ଧା: ଲାଞ୍ଚ ନେଇ ଆୟକର ବିଭାଗ ଅଧିକାରୀ ଗିରଫ। ଲାଞ୍ଚ ଦାବି କରିବା ଓ ନେବା ଅଭିଯୋଗରେ ଖୋର୍ଦ୍ଧା ଇନକମ୍‌ ଟ୍ୟାକ୍ସ ଅଧିକାରୀ ସୁମନ ସୁନ୍ଦର ସାହୁଙ୍କୁ ଗିରଫ କରିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ। ସୁମନ ସାହୁଙ୍କ ବିରୋଧରେ ଲାଞ୍ଚ ଦାବି ନେଇ ସିବିଆଇରେ ଲିଖିତ ଅଭିଯୋଗ କରିଥିଲେ

ଭୁବନେଶ୍ୱର କ୍ଲବ ସଭାପତି ନିର୍ବାଚନରେ ବିଜୟୀ ହେଲେ ଅସିତ ତ୍ରିପାଠୀ

ଭୁବନେଶ୍ବର: ରାଜଧାନୀର ପ୍ରତିଷ୍ଠିତ ଭୁବନେଶ୍ୱର କ୍ଲବ ସଭାପତି ନିର୍ବାଚନରେ ବାଜି ମାରିଲଲେ ପୂର୍ବତନ ଆଇଏଏସ୍‌ ଅଫିସର ଅସିତ ତ୍ରିପାଠୀ । ତାଙ୍କୁ ମୋଟ୍‌ ୮୫୮ ଭୋଟ୍‌ ମିଳିଛି । ସତ୍ୟ ପ୍ରକାଶ ନନ୍ଦଙ୍କୁ ହରାଇ ସଭାପତି ନିର୍ବାଚିତ ହୋଇଛନ୍ତି ଅସିତ ତ୍ରିପାଠୀ । ଦ୍ୱିତୀୟ ଥର

ବାଲିଅନ୍ତା ଅଞ୍ଚଳରୁ ୪୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ: ୩ ଗିରଫ

ଭୁବନେଶ୍ବର: ନିଶା ବିରୋଧୀ ଅଭିଯାନରେ ବାଲିଅନ୍ତା ଅଞ୍ଚଳରୁ ୪୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ। ସେମାନେ ସମସ୍ତେ ବାଲେଶ୍ଵର ଅଞ୍ଚଳର। ଏହି ୩ ଅଭିଯୁକ୍ତ ଜଳେଶ୍ଵର ଦେଇ ଭୁବନେଶ୍ୱର ଆସିବେ ବୋଲି ପାଖରେ ଖବର ରହିଥିଲା ।

ରାଜ୍ୟରେ ପୁଣି ବଢିବ ବର୍ଷା: ଭିଜିବ ଦଶହରା

ଭୁବନେଶ୍ବର:ଏଥର ଭିଜିବ ଦଶହରା। ରାଜ୍ୟରେ ପୁଣି ବଢିବ ବର୍ଷା। ୨୭ ତାରିଖରୁ ବଢିବ ବର୍ଷାର ବିସ୍ତୃତି । ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ସଂଲଗ୍ନ ଆନ୍ଧ୍ରପ୍ରଦେଶ ଉପକୂଳରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ। ପ୍ରଭାବରେ ଉପକୂଳବର୍ତ୍ତୀ ଜିଲ୍ଲାର ଗୋଟିଏ

ବଲାଙ୍ଗିର ମ୍ୟୁନିସିପାଲଟି କର୍ମଚାରୀଙ୍କ ମୃତଦେହ ଉଦ୍ଧାର

ବଲାଙ୍ଗିର: କାଲି ନିଖୋଜ ଥିଲେ ଯୁବତୀ, ଆଜି ମିଳିଲା ମୃତଦେହ । ବଲାଙ୍ଗିର ମ୍ୟୁନିସିପାଲଟି କର୍ମଚାରୀ ଅଷ୍ଟାମୀ ବକୁଳଙ୍କ ମୃତଦେହ ଉଦ୍ଧାର । ବିଜାଖମନ ସ୍ଥିତ ୱେଷ୍ଟ ମ୍ୟାନେଜମେଣ୍ଟ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ନିକଟରୁ ମୃତଦେହ ଉଦ୍ଧାର ହୋଇଛି । ବଲାଙ୍ଗିର ଟାଉନ୍‌ ଥାନା ପୋଲିସ ଓ

ଦେଢଶାଶୁକୁ ଅଶ୍ଳୀଳ ଫଟୋ ପଠାଇ ଗିରଫ ହଲା ଭଉଣୀ ଜ୍ବାଇଁ

ଭୁବନେଶ୍ବର: ଦେଢଶାଶୁକୁ ଅଶ୍ଳୀଳ ଫଟୋ ପଠାଇ ଗିରଫ ହଲା ଭଉଣୀ ଜ୍ବାଇଁ। ଏଭଳି ଏକ ଅଭିଯୋଗ ଆସିଛି ଭୁବନେଶ୍ବରର ନୟାପଲ୍ଳୀ ଅଞ୍ଚଳରୁ । କିଛି ଦିନ ତଳେ ଭଉଣୀ ଜ୍ବାଇଁ ଅଭିଯୋଗକାରିଣୀଙ୍କୁ ମୋବାଇଲକୁ ଅଶ୍ଲୀଳ ଫଟୋ ପଠାଇଥିଲେ। ଏହାକୁ ଅପତ୍ତି କରିଥିଲେ ମଧ୍ୟ ଭଉଣୀ ଜ୍ବାଇଁ