Sign in
Sign in
Recover your password.
A password will be e-mailed to you.
ଯାଜପୁରରୁ ୮୦ ଗ୍ରାମର ହେରୋଇନ ଜବତ, ଜଣେ ଗିରଫ
ଯାଜପୁର : ଯାଜପୁର ଜିଲ୍ଲା ଅବକାରୀ ବିଭାଗର ଚଢ଼ାଉ । ୮୦ ଗ୍ରାମର ହେରୋଇନ ଜବତ,ଜଣେ ଗିରଫ। ଗିରଫ ଅଭିଯୁକ୍ତ ହେଉଛନ୍ତି ଯାଜପୁର ରୋଡ଼ ଅଞ୍ଚଳର ଅଜୁ ଦାସ। ଜବତ ହେରୋଇନର ଆନୁମାନିକ ମୂଲ୍ୟ ୮ ଲକ୍ଷ ଟଙ୍କା ହେବ। କୁଆଖିଆ ବଜାର ଅଞ୍ଚଳରେ ଗତକାଲି ଅବକାରୀ ବିଭାଗ ପକ୍ଷରୁ ପେଟ୍ରୋଲିଂ!-->…
ପବିିତ୍ର ମହାଳୟାରେ ପୁରୀର ପଞ୍ଚ ପୁଷ୍କରିଣୀ ଓ ଭୁବନେଶ୍ବରର ବିନ୍ଦୁ ସାଗରରେ ପିଣ୍ଡ ଦାନ
ପୁରୀ: ଆଜି ପବିିତ୍ର ମହାଳୟା । ଆଜି ଦିନରେ ପିତୃ ପୁରୁଷଙ୍କୁ ପିଣ୍ଡ ଦେବାର ପରମ୍ପରା ରହିଛି । ଆଜି ପିତୃପକ୍ଷର ଶେଷ ଦିବସରେ ପିତୃ ପୁରୁଷଙ୍କ ଆତ୍ମାର ସଦ୍ଗତି କାମନା କରି ପୁରୀର ପଞ୍ଚ ପୁଷ୍କରିଣୀ ତଥା ମହୋଦଧିରେ ମଧ୍ୟ ଶ୍ରଦ୍ଧାଳୁ ମାନେ ଶ୍ରାଦ୍ଧ ଦେଇଥାନ୍ତି । ଆଶ୍ୱିନମାସ!-->…
ରାଜ୍ୟସ୍ତରୀୟ ‘ଜୁନିଅର ମେନ୍ ହକି ଚମ୍ପିଆନସିପ୍ସ’ରେ ଚାମ୍ପିୟନ ହୋଇଥିବା ସୁନ୍ଦରଗଡ଼ ଟିମକୁ ଜିଲ୍ଲା…
ସୁନ୍ଦରଗଡ଼ : ହକି ଆସୋସିଏସନ ଅଫ୍ ଓଡ଼ିଶା ଆନୁକୂଲ୍ୟରେ ଭୁବନେଶ୍ବରଠାରେ ଅନୁଷ୍ଠିତ ହୋଇଥିବା ରାଜ୍ୟ ସ୍ତରୀୟ 'ଜୁନିଅର ମେନ୍ ହକି ଚମ୍ପିଆନସିପ୍ସ ୨୦୨୨' ରେ ସୁନ୍ଦରଗଡ଼ ଟିମ ଚାମ୍ପିୟନ ହୋଇଛି। ଶନିବାର ଦିନ ଏହି ଟିମର ଖେଳାଳିମାନେ ସୁନ୍ଦରଗଡରେ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ!-->!-->!-->…
କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କୁ ପୁଣି ବିରୋଧ
କରଞ୍ଜିଆ: କୁଡୁମୀ ସମ୍ପ୍ରଦାୟଙ୍କ ପ୍ରତି ବିବାଦୀୟ ମନ୍ତବ୍ୟକୁ ନେଇ ଦିନକୁ ଦିନ ବଢ଼ିବାରେ ଲାଗିଛି କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କ ଅଡୁଆ । ବିକ୍ଷୋଭ ସହ ପୁଣି କୁଶପୁତ୍ତଳିକା ଦାହ କରିଛନ୍ତି କୁଡୁମୀ ସମ୍ପ୍ରଦାୟର ଲୋକେ । ଏହିଭଳି ପରିସ୍ଥିତି ଉପଜିଛି ମୟୁରଭଞ୍ଜ ଜିଲ୍ଲାର!-->…
ପିପୁଲ୍ସ କଲେଜରେ ଏନ୍ଏସ୍ଏସ୍ ଦିବସ ପାଳିତ…
ବୁଗୁଡ଼ା: ସ୍ଥାନୀୟ ପିପୁଲ୍ସ କଲେଜର ପକ୍ଷରୁ ସ୍ବପରିସରରେ ଜାତୀୟ ସେବା ଯୋଜନା ଦିବସ ପାଳିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ରଜନୀ କାନ୍ତ ଦାଶଙ୍କ ପୌରହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପରିଚାଳନା କମିଟି ସଭାପତି ରଜନୀ କାନ୍ତ ଭଟ୍ଟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ!-->…
ଟକ୍ ଟିମ୍ ର ସଦସ୍ୟ ଓ କିଛି ଛାତ୍ରଛାତ୍ରୀ ଙ୍କ ପ୍ରକୃତି ସହ କିଛି ମୁହୁର୍ତ୍ତ…
ମାଲକାନଗିରି :- ଦ୍ୱୀତିୟ ବର୍ଷରେ ରକ୍ ଟକ୍ ଟିମ୍ ର ସଦସ୍ୟ ଓ କିଛି ଛାତ୍ରଛାତ୍ରୀ ଆଜି “ପ୍ରକୃତି ସହ କିଛି ମୁହୁର୍ତ୍ତ” ବିତେଇବାକୁ ମା ତାରିଣି ମନ୍ଦିର ସମ୍ମୁଖ ଜଙ୍ଗଲ ଓ ପାହାଡ ଉପରଦେଇ ଚମ୍ପାଖାରି ଗ୍ରାମ ନିକଟ ବସ୍ତିରେ ପହଞ୍ଚି ଥିଲେ l ଏହି ଯାତ୍ରାରେ ୩.୭୪ କିମି ଲମ୍ବ ଓ ୩୨୩୪!-->!-->!-->…
ନାକଟିଦେଉଳ ଠାରେ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘର ବିଶାଳ ସମ୍ମିଳନୀ…
ସାମାଜିକ ନିରାପତ୍ତା ପାଇଁ ଦୁଇ ଶହ କୋଟି ଦାବି ଏବଂ କେନ୍ଦୁପତ୍ର ରୁ ଜି ଏସ ଟି ପ୍ରତ୍ୟାହାର ଦାବୀ...
ବିପଦର ବନ୍ଧୁ ଓଡ଼ିଶା ସଂଗଠନ ତରଫରୁ ରାଜ୍ୟ ସ୍ତରୀୟ ସେବା ସମର୍ଦ୍ଧନା ଉତ୍ସବ ଓ ପଞ୍ଚମ ସ୍ଵନକ୍ଷତ୍ର ଦିବସ ମହା…
ସୂର୍ଯ୍ୟପ୍ରଭା ସାମ୍ବାଦିକ କୁନା ମିଶ୍ରଙ୍କୁ କରାଗଲା ସମର୍ଦ୍ଧିତ...
ଟିପିଏସ୍ଓଡିଏଲ୍ “କ୍ଲବ୍ ଏନର୍ଜି” କାର୍ଯ୍ୟକ୍ରମ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଶକ୍ତି ସଂରକ୍ଷଣର ପ୍ରସାର…
ବ୍ରହ୍ମପୁର: ନିରନ୍ତର ଶକ୍ତି ସମାଧାନର ପ୍ରତିବଦ୍ଧତାକୁ ଆଗକୁ ବଢ଼ାଇ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍ଓଡିଏଲ୍) “କ୍ଲବ୍ ଏନର୍ଜି” କାର୍ଯ୍ୟକ୍ରମ ଜରିଆରେ ସ୍କୁଲ ଛାତ୍ରଛାତ୍ରୀ ଓ ଗ୍ରାହକମାନଙ୍କ ମଧ୍ୟରେ ଶକ୍ତି ସଂରକ୍ଷଣ ଅଭ୍ୟାସର ପ୍ରସାର କରୁଛି ।
!-->!-->!-->!-->!-->!-->!-->…
ପ୍ରସିଦ୍ଧ ଶକ୍ତି ପୀଠ ମା ରାମଚଣ୍ଡୀ ଙ୍କ ଠାରେ ଶାରଦୀୟ ନବରାତ୍ରୀ ପୂଜା ସୋମବାର ଠାରୁ ଆରମ୍ଭ…
ଛତ୍ରପୁର ,୨୫/୯, ଛତ୍ରପୁର ନିକଟ ପ୍ରସିଦ୍ଧ ଶକ୍ତି ପୀଠ ମା ରାମଚଣ୍ଡୀ ଙ୍କ ଠାରେ ଶାରଦୀୟ ନବରାତ୍ରୀ ପୂଜା ସୋମବାର ଠାରୁ ଦିନ ଆରମ୍ଭ ହୋଇଛି, ମା ଙ୍କ ଠାରେ ପ୍ରତିଦିନ ଚଣ୍ଡୀ ପାଠ, ଷୋଡ଼ଶ ଉପଚାର ପୂଜା ସହ ବିଭିନ୍ନ ନୀତି ଅନୁଷ୍ଠିତ ହୋଇଥାଏ, ଗତ ୧୯୪୨ ମସିହା ଠାରୁ ଏହି ନବରାତ୍ରି ପୂଜା!-->…