ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଏକ ପାଠଚକ୍ର

ଛତ୍ରପୁର : ସ୍ଥାନୀୟ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଏକ ପାଠଚକ୍ର ମହାବିଦ୍ୟାଳୟର ଅଧ୍ୟକ୍ଷ କିଶୋର କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଖଲ୍ଲିକୋଟ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ସହକାରୀ ଅଧ୍ୟାପକ ଡ଼ ସିଦ୍ଧାର୍ଥ ଶଙ୍କର ପାଢ଼ୀ, ଏହି

କାଲିପଦରକୁ ଯାତ୍ରୀବାହୀ ବସ ଚଳାଚଳ ପାଇଁ ଗ୍ରାମବାସୀ ପକ୍ଷରୁ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଦଳପଡା ଗ୍ରାମ ଦେଇ ଏକ ଯାତ୍ରୀବାହୀ ବସ କାଲିପଦର ପର୍ଯ୍ୟନ୍ତ ଚଳାଚଳ କରିବା ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଉଛି । ସେଠାରୁ ମେଡ୍ଡୁ ଓ ବରଦାଖୋଲ୍ ଦେଇ ଗଲେ ଆଉ ୫ କିମି ପରେ ଚକାପାଦ ପଡ଼ିବ

ଗୋପାଳପୁର ବନ୍ଦର ପକ୍ଷରୁ କେ. ଆର୍ଯ୍ୟପଲ୍ଲୀ ଗ୍ରାମରେ ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ସେବା ଶିବିର ଆୟୋଜିତ

ଛତ୍ରପୁର : ଗୋପାଳପୁର ବନ୍ଦରର ପାର୍ଶ୍ବବର୍ତୀ ଅଞ୍ଚଳର ଜନସାଧାରଣଙ୍କ ଉନ୍ନତ ସ୍ୱାସ୍ଥ୍ୟ ସୁବିଧା ଯୋଗାଇବା ଲକ୍ଷ୍ୟ ନେଇ ଆରମ୍ଭ କରାଯାଇଥିବା ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା ଶିବିର ଶନିବାର ଆର୍ଯ୍ୟପଲ୍ଲୀ ପଞ୍ଚାୟତର କେ. ଆର୍ଯ୍ୟପଲ୍ଲୀ ଗ୍ରାମରେ ପହଞ୍ଚିଥିଲା। ବିଗତ ଦିନେ ର ଗୋପାଳପୁର ବନ୍ଦର

ରାଜଧାନୀରେ ମହିଳାଙ୍କ ଆତ୍ମହତ୍ୟା

ଭୁବନେଶ୍ୱର ୨୪/୦୯: ରାଜଧାନୀରେ ବଢିବାରେ ଲାଗିଛି ଆତ୍ମହତ୍ୟା । ଏହି ପରିପ୍ରେକ୍ଷୀରେ ପୁଣିଜମେ ମହିଳା ଆତ୍ମହତ୍ୟା କରିଛନ୍ତି । ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଘଟିଛି ଏହି ଘଟଣା । ମୃତ ମହିଳା ହେଉଛନ୍ତି ପ୍ରିୟଙ୍କା ରାୟ ସାମନ୍ତ । ଚନ୍ଦ୍ରଶେଖରପୁର ଅଞ୍ଚଳରେ ଭଡ଼ାରେ ରହୁଥିଲେ ।

ସ୍ତ୍ରୀକୁ ନିର୍ଯାତନା ପରେ ହତ୍ୟା ! ଅଢ଼େଇ ବର୍ଷ ଝିଅର ବୟାନ ରେକର୍ଡ ପରେ ହତ୍ୟାକାରୀ ସ୍ୱାମୀ ଗିରଫ

ଉମରକୋଟ: ହତ୍ୟାକାରୀ ସ୍ୱାମୀ ଗିରଫ। ସ୍ତ୍ରୀକୁ ନିର୍ଯାତନା ପରେ ହତ୍ୟା କରିଥିବା ଅଭିଯୋଗରେ ସ୍ୱାମୀକୁ ଗିରଫ କଲା ଆନ୍ଧ୍ରପ୍ରଦେଶର କାକିନାଡ଼ା ପୋଲିସ। ଉମରକୋଟ ବ୍ଲକ ସିଲାଟି ଗାଁର ମାଣିକ ଘୋଷ ୫ ବର୍ଷ ପୂର୍ବେ କାରାଗାଁ ଅଞ୍ଚଳର ଜଣେ ମହିଳାଙ୍କୁ ବିବାହ କରିଥିଲେ। କିଛି ଦିନ ସଂସାର

ପୂର୍ବତନ ବିଧାୟକଙ୍କ ପେନସନ୍‌ ବୃଦ୍ଧି ଦାୟର ମାମଲା ଖାରଜ

କଟକ: ପୂର୍ବତନ ବିଧାୟକଙ୍କ ପେନସନ୍‌ ବୃଦ୍ଧି ପ୍ରସଙ୍ଗ । ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ୍ଚ ଏସ୍‌.ମୁରଲୀଧର ଓ ଜଷ୍ଟିସ୍‌ ଚିତ୍ତରଞ୍ଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ମାମଲା ଖାରଜ କରିଛନ୍ତି । ଆଗକୁ ଗ୍ରହଣ କରାଯିବାକୁ ଥିବା ନିଷ୍ପତ୍ତିକୁ ଚାଲେଞ୍ଜ କରି ଦାୟର ମାମଲା ଗ୍ରହଣୀୟ

ଭଞ୍ଜବିହାର କ୍ୟାମ୍ପସ୍‌ରେ ବାଘ !

ବ୍ରହ୍ମପୁର: ବ୍ରହ୍ମପୁର ଭଞ୍ଜବିହାର କ୍ୟାମ୍ପସ ସହ ଅନ୍ତର୍ବାଟିଆ ଅଞ୍ଚଳରେ ବାଘ ବୁଲୁଥିବା ଚର୍ଚ୍ଚା ପରେ ବନବିଭାଗର ପଦକ୍ଷେପ। ବନବିଭାଗର ଏକ ଟିମ୍‌ ପହଂଚି ପାଟ୍ରୋଲିଂ ଆରମ୍ଭ କରିଛନ୍ତି । ରାତିରେ ସାବଧାନ ହୋଇ ଚଳପ୍ରଚଳ କରିବାକୁ କୁହାଯାଇଛି । ଏହାସହ ଭୟଭୀତ ନହେବାକୁ ସତର୍କ

ଜାତିସଂଘରେ ପାକିସ୍ତାନକୁ କଡ଼ା ଜବାବ ଦେଲା ଭାରତ

ନୂଆଦିଲ୍ଲୀ: କଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ୍‌ ସରିଫଙ୍କୁ କଡ଼ା ଜବାବ ଦେଲା ଭାରତ। ଶନିବାର ୭୭ତମ ଜାତିସଂଘ ସାଧାରଣ ପରିଷଦ୍‌ ବୈଠକରେ ଉଠିଥିଲା କଶ୍ମୀର ପ୍ରସଙ୍ଗ। ବୈଠକରେ ଶେହବାଜ୍‌ଙ୍କୁ କଡ଼ା ଜବାବ ଦେଇ ଭାରତୀୟ କୂଟନୀତିଜ୍ଞ ମିଜିତୋ ବିନିତୋ

ଭୁଲ୍‌ ମାନିଲା ଛତିଶଗଡ଼, କହିଲା- ଭବିଷ୍ୟତରେ ଆଉ ଏପରି ହେବନି

ମାଲକାନଗିରି: ‘ଓଡ଼ିଶା ସୀମାରେ ପଶିବା ଆମର ଭୁଲ୍‌ ହୋଇଗଲା। ଏଥିପାଇଁ ଆମେ ଦୁଃଖିତ । ଭବିଷ୍ୟତରେ ଆଉ ଏପରି ଭୁଲ୍‌କୁ ଦୋହରାଇବୁ ନାହିଁ ।’ ଗତକାଲି ଓଡ଼ିଶା ଓ ଛତିଶଗଡ଼ ଜିଲ୍ଲା ପ୍ରଶାସନ ମଧ୍ୟରେ ହୋଇଥିବା ଆଲୋଚନା ସମୟରେ ଏପରି ନିଜ ଭୁଲ୍‌କୁ ସ୍ୱୀକାର କରିଛନ୍ତି ଛତିଶଗଡ଼ ସରକାର । ହେଲେ

ରିସ୍ପେସନିଷ୍ଟ ହତ୍ୟା ଘଟଣା, ଅଭିଯୁକ୍ତ ବିଜେପି ନେତା ପୁଅଙ୍କ ରିସର୍ଟ ଉପରେ ବୁଲିଲା ବୁଲଡୋଜର 

ଡେରାଡୁନ: ଜଣେ ୧୯ ବର୍ଷୀୟ ରିସ୍ପେସନିଷ୍ଟ ଯୁବତୀଙ୍କ ହତ୍ୟା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଉତ୍ତରାଖଣ୍ଡ ସରକାର। ହତ୍ୟାରେ ସମ୍ପୃକ୍ତ ଥିବା ଜଣେ ବିଜେପି ନେତା ତଥା ରିସର୍ଟ ମାଲିକଙ୍କ ପୁର ପୁଲକିତ ଆର୍ଯ୍ୟଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।